April 23, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Jan
2023
16

ଆସୁଛି ମକର – କୁଞ୍ଜ ବିହାରୀ ଦଳାଇ 

ଆସୁଛି ମକର   ଜଗନ୍ନାଥ ଦେଶ ଓଡିଶା ପାଳେ ବିଭିନ୍ନ ପର୍ବ, ତନ୍ମଧ୍ୟରେ ସାର ମକର ସଂକରାନ୍ତିଟି ଆଗ ।   ଏହି ଦିନ ହୁଏ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି , ଚୌରାଶି ବେଶରେ ସଜ୍ଜିତ ହୋଇଥାନ୍ତି ଶ୍ରୀପତି ।   ମକର ଚୂଡାଟି ଲାଗଇ ଜଗନ୍ନାଥ ମସ୍ତକେ, ମକର ଚାଉଳ ପ୍ରସ୍ତୁତ ଭୋଗ ଲାଗେ ସମୀପେ ।

Loading

Nov
2022
15

ଚନ୍ଦ୍ରମା — କୁଞ୍ଜ ବିହାରୀ ଦଳାଇ 

ଚନ୍ଦ୍ରମା    କୁଞ୍ଜ ବିହାରୀ ଦଳାଇ      ଚନ୍ଦ୍ରମା ଗୋ ତୁମ ଶୀତଳ କିରଣେ ରହିଛି କି ଯାଦୁ କୁହନା , ସ୍ପର୍ଶ ମାତ୍ରେ ଦେହୀ ଛୁଟେ ପ୍ରେମ ନଈ ଥଳ କୂଳ କିଛି ମାନେନା ।   ତୁମ ଜୋଛନାରେ ଭରିଅଛି ସତେ ନିଷ୍କାମ ସେବାର ଭାବନା, ଉପସମ ହୁଏ ସବୁ ଦୁଃଖ କଷ୍ଟ ଅବାଞ୍ଛିତ

Loading

Nov
2022
6

ମାଆ ଗଜଲକ୍ଷ୍ମୀ — କୁଞ୍ଜ ବିହାରୀ ଦଳାଇ 

ମାଆ ଗଜଲକ୍ଷ୍ମୀ   ଖୁସିର ସମ୍ଭାର ଆଣି ଆସିଅଛି ମର୍ତ୍ତ୍ୟେ ମାଆ ଗଜଲକ୍ଷ୍ମୀ , ସାଗର ଦୁଲାଳୀ ବିଷ୍ଣୁ ପାଟରାଣୀ ପଦ୍ମାସନା ମା ପଦ୍ମାକ୍ଷୀ ।   କ୍ଷୀର ସାଗରକୁ ମନ୍ଥନ କାଳରେ ହେଲ ମାଆ ଆବିର୍ଭୂତା , ଧନ ଜନ ଗୋପ ଲକ୍ଷ୍ମୀ ଭାବେ ମାଆ ସୃଷ୍ଟିରେ ହେଲ ବନ୍ଦିତା ।   ବେନି ପାର୍ଶ୍ଵେ ଦୁଇ

Loading

Oct
2022
7

କଳିଯୁଗ ରୂପରେଖ — କୁଞ୍ଜ ବିହାରୀ ଦଳାଇ 

କଳିଯୁଗ ରୂପରେଖ    ଦିନେ ବାସୁଦେବ ଆଗରେ ପାଣ୍ଡବ ପାଞ୍ଚ ଭାଇ ପଚାରନ୍ତି, କହନ୍ତୁ କେଶବ କଳିଯୁଗେ ହେବ କିପରି ମାନବ ରୀତି ?   ହସି ନାରାୟଣ କହନ୍ତି ଯାଇଣ ପାଞ୍ଚ ଭାଇ ବୁଲି ଦେଖ , ଯିଏ ଯେଉଁ ଦୃଶ୍ଯ ଦେଖିବ ତାହାହିଁ କଳିଯୁଗ ରୂପରେଖ ।   ଗୋଟିଏ ହାତୀର ଦୁଇ ଗୋଟି ଶୁଣ୍ଢ

Loading

Aug
2022
5

ମାଟିର ମଣିଷ — କୁଞ୍ଜବିହାରୀ ଦଳାଇ

ମାଟିର ମଣିଷ   ଟ୍ରେନରୁ ଓହ୍ଲାଇ ରିକ୍ସାରେ ବସିବା ପରେ ସୁଦର୍ଶନ ବାବୁ ଲକ୍ଷ୍ୟ କଲେ , ରିକ୍ସାବାଲା ର ବୟସ ୩୫ରୁ ୪୦ ଭିତରେ ହେବ। ଦୁର୍ବଳ ଶରୀର , ଆଖି ଡୋଳା ଦୁଇଟି ଯେମିତି ଗୋଟିଏ ଗର୍ତ୍ତ ଭିତରେ ଜୁଳୁଜୁଳୁ କରୁଛି। ଶକ୍ତିହୀନ ଶରୀର ବୋଲି ,ତା ରିକ୍ସା ଚାଳନା ରୁ ସ୍ପଷ୍ଟ ବାରି ହେଉଛି।ଖରାରୁ

Loading

May
2022
22

*Lets talk with Kunjabihari Dalai, who hails from Byasabhumi Baleswar, Odisha for Suryodaya_Sambhranta_Saraswat_Samman – 2022*

  *Lets talk with Kunjabihari Dalai, who hails from Byasabhumi Baleswar, Odisha for Suryodaya_Sambhranta_Saraswat_Samman – 2022* ପ୍ରିୟ ସତୀର୍ଥ ସାହିତ୍ୟାତ୍ମନ ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୨ ପାଇଁ ପାର୍ଥିପତ୍ର ଦାଖଲ

Loading

May
2022
4

ବାପା — କୁଞ୍ଜ ବିହାରୀ ଦଳାଇ

ବାପା   ବାୟୁ ଓ ପାଣିର ସମଷ୍ଟି ବୁଝାଏ “ବାପା” ଶବଦର ଅର୍ଥ , ବାପାଙ୍କ ବିହୁନେ ଜୀବନ ଅଧୁରା ଜିଇଁବାଟା ଲାଗେ ବ୍ୟର୍ଥ ।   କେବେ ସାଜନ୍ତି ସେ ପାଦର ଚପଲ କଣ୍ଟକିତ ପଥ ପାଇଁ , ରକ୍ଷା କରିଥାନ୍ତି ଝଡ଼ ଝଞ୍ଜା ଠାରୁ ମୁଣ୍ଡପରେ ଛତା ହୋଇ ।   ଉପରକୁ ଟାଣ ଦେଖାଇ

Loading