April 24, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Jan
2023
16

ଜରା, ଯଉବନେ ଶୀତ – ଜୟ କୁମାର ମିଶ୍ର

ଜରା, ଯଉବନେ ଶୀତ   ଜରା ଯଉବନେ, ଶୀତ ରାତିଦିନେ ଦେଉଛି ଯାତନା କେତେ, ହୁଅଇ ଉତ୍ପାତ, କରେ ହନ୍ତସନ୍ତ ଆପଣାର ଇଚ୍ଛା ମତେ ll(1) ଜରା ମୁହଁ ଦେହ, ବିବର୍ଣ୍ଣ ଅସହ୍ୟ ଥର ଥର ଗୋଡ଼ ହାତ, ଚମ ଧଡ଼ ଧଡ଼, ମଳିନଟି ବଡ଼ ଅତି ଦୟନୀୟ ସେତ ll(2) କଫ, କାଶ, ଜ୍ୱର, ପୀଡିତ ଶରୀର

Loading

Jan
2023
16

ପଞ୍ଚ ତୀର୍ଥ – ଅଶୋକ କୁମାର ପତି

ପଞ୍ଚ ତୀର୍ଥ   ନୀଳାଚଳ ଧାମ ଅତି ଅନୁପମ ଉତ୍କଳ ମଉଡମଣି, ନୀଳଗିରି ନାଥ ପ୍ରଭୁ ଜଗନ୍ନାଥ ଭାଇ ଭଉଣୀଙ୍କୁ ଘେନି, ରତ୍ନ ବେଦୀ ଉପରେ, ବସି ରହିଛନ୍ତି ଶ୍ରୀମନ୍ଦିରେ ।1   ଶଙ୍ଖ କ୍ଷେତ୍ର ମଧ୍ୟେ ପାଞ୍ଚଗୋଟି ତିର୍ଥ ପୁଣ୍ୟ ସ୍ନାନ ପାଇଁ ମିଳେ, ଜଗତରେ ସାର ଅତି ଚମତ୍କାର ମହୋଦଧି ସ୍ନାନ ଫଳେ, ଏହା ପ୍ରଥମ

Loading

Jan
2023
16

ସୁହାଗିନୀ – ସରୋଜ କୁମାର ସାହୁ

ସୁହାଗିନୀ   କେବେ ଭରିଦେବ ମଥାରେ ସିନ୍ଦୁର ସୁହାଗ ହୋଇକି ମୋର ତୁମ ଏରୁଣ୍ତି ମୁଁ ଡେଇଁ ଯିବି ଯେବେ ନିଜର ହୋଇବ ଘର। ଶଙ୍ଖା ସିନ୍ଦୁର ମୋ ହେବ ପୂଜାମନ୍ତ୍ର ହୋଇବି ମୁ଼ଁ ପୂଜାରିଣୀ ଛାଇଟିଏ ପରି ତୁମ ଚଲାପଥେ ଫୁଲଶେଜ ଦେବି ବୁଣି। ଶାଶୂ ଶଶୂରଙ୍କ ହୃଦୟକୁ ଜିଣି ହୋଇବି ମୁଁ ତାଙ୍କ ଝିଅ ସକାଳ

Loading

Jan
2023
16

ମନେପଡ଼େ-ଲକ୍ଷ୍ମୀପ୍ରିୟା ବେହେରା,

ମନେପଡ଼େ ଆଜି ବି ମନେପଡ଼େ ତୁମ କଥା, ଭାରି ଉଦାସ ଥାଆନ୍ତି ସବୁ.. ଏଇ ଭାବନାରେ ସବୁ ହଜିଯାଉଥାନ୍ତି ଯେ, ସତରେ କ’ଣ ଆଜି ରୋମାର ଖବର କିଛି ମିଳିବନି କି..? ସଙ୍ଗେ ସଙ୍ଗେ ଉଚ୍ଚା ପିଣ୍ଡା ଉପରେ ଥିବା ଟେବୁଲ୍ ଉପରେ ବସି ଉଚ୍ଚ ସ୍ବରରେ କହି ଉଠ.. ଖବର ଆସିଗଲା.. ଖବର ଆସିଗଲା.. ଘରଟାଯାକର ସବୁ

Loading

Jan
2023
16

ଭେଟି ହେଲା ମାଟି-ଜୟଶ୍ରୀ ଖଟୁଆ

ଭେଟି ହେଲା ମାଟି ●●●●●●●●●●●● ସ୍ମାର୍ଟ ଫୋନ୍ ପାଇଁ ଏବେର ମଣିଷ ଟେଲିଫୋନ୍ ଭୁଲି ଯାଇଛି, ଯୋଗାଯୋଗ ପାଇଁ ଅତୀତକୁ ଛାଡି ନୂଆ କୁ ସେ ଭିଡି ଧରିଛି।। ନବେ ଦଶକରେ ଯୋଗାଯୋଗ ପାଇଁ ଥିଲା ଏହା ଅତି ନିଜର, ଦୂରତାକୁ ପୁଣି ସଂକୀର୍ଣ୍ଣ କରିଲା ଲାଗିଲା ସତେ ଆପଣାର।। ପ୍ରତ୍ୟେକଙ୍କ ମଧ୍ୟେ ସଂପର୍କ ଯୋଡିଲା ନିବିଡ଼ ରୁ

Loading

Jan
2023
16

କ୍ରୀଂ କ୍ରୀଂ-କୁମାର ସୋନୁ

କ୍ରୀଂ କ୍ରୀଂ ************************* ତୁମ କ୍ରୀଂ କ୍ରୀଂ ଟା ଭାରି ଡର ଲାଗେ ସେଦିନ ତୁମେ ଦେଖିଲନି କି ରାତି ଅଧରେ ଫୌଜି ସ୍ତ୍ରୀ ଟା କେମିତି କାନ୍ଦୁଥିଲା….. ପଥର ଟେ କି ତୁମେ…..? ସେଦିନ ଥାନା ବଡ଼ ବାବୁ ଟେବୁଲ ଉପରେ, ତୁମେ ଯେତେବେଳେ କ୍ରୀଂ କ୍ରୀଂ ହେଲ…. ସେ ବଳତ୍କାରୀ ଟା ହଜାତ ରୁ ଚାଲିଗଲା…

Loading

Jan
2023
16

କ୍ରିଂ କ୍ରିଂ-ରୁଦ୍ର ନାରାୟଣ ଦାଶ

କ୍ରିଂ କ୍ରିଂ ମୁଁ ସ୍ଥିତପ୍ରଜ୍ଞ ଋଷି ପରି ଭଙ୍ଗା କାଠ ଚଉକିରେ ତପସ୍ଯାରତ ସେମାନଙ୍କ ଉତ୍ତର ଅପେକ୍ଷାରେ! ମୋତେ ଏଇଠୁ ନେଇଯିବାର ଏ ଦୁସ୍ଥ ଦୁର୍ବଳ କୋଠାମଧ୍ଯରୁ। ମୁଁ ସେବେ ବି ସ୍ଥିତପ୍ରଜ୍ଞ ଋଷି ପରି ଯେବେ ବଗୁଲା ମାଆ ମୋ ପ୍ରେମକୁ ମାନ୍ଯତା ଦେବା ପାଇଁ ଅପେକ୍ଷା କରାଇଥିଲା। ତମାମ କ୍ରିଂ କ୍ରିଂ ତା ମଧ୍ଯରେ ଉପନ୍ଯାସ

Loading

Jan
2023
16

ସମ୍ପର୍କର ଯନ୍ତ୍ର-ଜୀବନ ପ୍ରଦୀପ ପ୍ରଧାନ

ସମ୍ପର୍କର ଯନ୍ତ୍ର ନବେ ଦଶକର ସବୁଠୁ ନିଆରା ଟେଲିଫୋନ ଇଏ ଆମର କେତେ ପ୍ରେମିକଙ୍କ ସ୍ମୃତିର ଘର ଏ ସାକ୍ଷୀ ଏ ଅନେକ ପ୍ରେମର। କଥାକୁ ନିଏ ସେ ବୋହି ବୋହି କେବେ ହୁଏ ନାହିଁ ହାଲିଆ ହାଲିଆ ହେଲେ କେମିତି ଚାଲିବ ପ୍ରେମୀଙ୍କ ଚୁମ୍ବନ ଦିଆନିଆ। ଦୁଃଖର ଖବର ସୁଖର ଖବର ସବୁ ଆଣି ଥୋଇଦିଏ ପ୍ରେମର

Loading

Jan
2023
16

ମହାରାସ-ଲକ୍ଷ୍ମୀପ୍ରିୟା ବେହେରା

ମହାରାସ ଦିନେ ରୁକ୍ମିଣୀ ଭୋଜନ ପରେ ଶ୍ରୀକୃଷ୍ଣଙ୍କୁ କ୍ଷୀର ପିଇବାକୁ ଦେଲେ । କ୍ଷୀର ଗରମ ଥିବାରୁ ଶ୍ରୀକୃଷ୍ଣଙ୍କ ହୃଦୟରେ ଟିକିଏ କଷ୍ଟ ଅନୁଭଵ ହେଲା ଏବଂ ତାଙ୍କ ଶ୍ରୀମୂଖରୁ ବାହାରିଲା, “ହେ ରାଧେ”। ରୁକ୍ମିଣୀ କହିଲେ, ହେ ପ୍ରଭୁ, ରାଧାଜୀଙ୍କ ଠାରେ ଏପରି କ’ଣ ଅଛି ଯେ ଆପଣଙ୍କ ପ୍ରତ୍ୟେକ ନିଶ୍ୱାସରେ ତାଙ୍କର ନାମ ରହିଛି ?

Loading

Jan
2023
15

ପତ୍ରଝଡ଼ା ଗଛ-ନିର୍ମାଲ୍ୟ ବାରିକ୍

ପତ୍ରଝଡ଼ା ଗଛ ପତ୍ରଝଡା ଗଛ ସବୁ ତଥାପି ଲଗାଲଗି ଡାଳ ମେଲେଇ ପକ୍ଷୀଙ୍କ ଗାନ ଶୁଣିବାରେ ମଜ୍ଜି ଯାଇଥିବା ପୁରା ନଇଁ ଯାଇଥିବା ଗଛକୁ ପଚାରିଲି, କାହାର ସାହାରା, କାହାର ଆଶ୍ରାରେ ବଞ୍ଚିବା ଶିଖିଛୁ ? ବଡବଡ ଡାଳରେ ଗଣି ହେଲାଭଳି ଅଛି କିଛି ପତ୍ର, ଫୁଲ ନାହିଁ କି ଫଳ ନାହିଁ, କି ସାହାସ ଓ ଦମ୍ଭ

Loading

Jan
2023
15

ସକାଳ ହେଲେ-ଜୟଶ୍ରୀ ଖଟୁଆ

ସକାଳ ହେଲେ °°°°°°°°°°°°°°°° ସକାଳ ହେଲେ ସୁରୁଜ ଉଇଁ ଯେବେରେ ଦିଏ ଖରା, ଉଜ୍ବଳ ମୟ ସବୁତ ଦିଶେ ଦିଶେନି ପରା ତରା।। ଆକାଶ ଦେଶେ ଯାଏରେ ଉଡି ନିଡରୁ ଛାଡି ପକ୍ଷୀ, ଖାଦ୍ୟ ସନ୍ଧାନେ ଘୁରି ବୁଲଇ ଦିଅଁ ଯେ ତା’ର ସାକ୍ଷୀ।। ଅନ୍ଧକାରକୁ ଦୂରେଇ ଦେଇ ଆଲୋକ ଯାଏ ମାଡି, ବୃକ୍ଷରାଜି ଯେ ଖୁସି ମନରେ

Loading

Jan
2023
15

ଅଫେରନ୍ତା ସମୟ-ସବିତା ପଟ୍ଟନାୟକ

ଅଫେରନ୍ତା ସମୟ ———————- ଅସ୍ତମିତ ସୂର୍ଯ୍ୟ ର ପ୍ରାନ୍ତ ଦେଶେ ପହଂଚି ଯେବେ ଦେଖିଲି ମୁଁ ଉଦୟ ର ଦିଗ  l କେତେ   ପଶ୍ଚିମ ମୁଖା ବାଟୋଇ ର ଦବା  ପାଦ ଚିହ୍ନ  ର ଜଳ ଜଳ ଆବେଗ  l ଧାଇଁ ଧାଇଁ ପୁଣି ମରୀଚିକା  ର ପଛେ ଚିହ୍ନ ଦିଏ ଲମ୍ବା ବ୍ୟବଧାନ ର ଜାବାବ l

Loading

Jan
2023
15

ଅଧମେ ପକ୍ଷୀଟେ କର-କୁମାର ସୋନୁ

ଅଧମେ ପକ୍ଷୀଟେ କର ********************* ପ୍ରଣାମ ଘେନ ହେ କାଳିଆ ଠାକୁର ପଦିଏ ମୋ ଦୁଃଖ ଶୁଣ, ପାପ ପଙ୍କେ ପଡି ଶଢିଲିଣି ଆଜି ପର ହେଲାଣି ଜୀବନ।। କ୍ଷିତିପତି କ୍ଷିତିପରେ ଜନ୍ମାଇଲ କ୍ଷିତିଶ୍ରେଷ୍ଠ କରି ମୋତେ, କ୍ଷମା, ଦୟା, ସତ୍ୟ,ଶାନ୍ତି ଭୁଲି ଆଜି କ୍ଷତାକ୍ତ ହେଲିଣି ସତେ।। ତୁଚ୍ଛ ଲାଗିଲାଣି ଜୀବନ ମୋ’ହର ତୁମକୁ’ ଆତୁରେ ଡାକେ,

Loading

Jan
2023
15

ପୁନର୍ଜନ୍ମ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା

ପୁନର୍ଜନ୍ମ କଣ ଦେଖୁଛନ୍ତି!!! ବିଦାୟ କାଳରେ ଉଭୟ ସୂର୍ଯ୍ୟ ଓ ମୁଁ!!! ରହିବୁ ପୁଣି ଏକ ସକାଳର ଅପେକ୍ଷାରେ ବହୁତ ଶୀଘ୍ର ସୂର୍ଯ୍ୟ ତ ଆସିବେ ନିଶ୍ଚିତ ହେଲେ ମତେ କିଛି ସମୟ ଲାଗିବ ଚାଲିଯିବାକୁ ପଡ଼ିବ ସବୁଠାରୁ ବଡ ପର୍ବତର ସୁଉଚ୍ଚ ଶିଖରକୁ,,, ଭୋକର ଜ୍ଵାଳାକୁ ସହିବାକୁ ପଡିବ କିଛି ଦିନ,,, ଡେଣାକୁ ରାମ୍ପିବାକୁ ପଡ଼ିବ ନିଜ

Loading

Jan
2023
15

ଦିଗହରା ପକ୍ଷୀ-ରୁଦ୍ର ନାରାୟଣ ଦାଶ

ଦିଗହରା ପକ୍ଷୀ ଏକ ନୂତନ ସକାଳ ଅପେକ୍ଷାରେ ଦିଗହରା ପକ୍ଷୀଟିଏ ମୁଁ ଦିଗବଳୟ ବ୍ଯାପି ଏ ଡାଳରୁ ସେ ଡାଳ ଏ ପାହାଡରୁ ସେ ପାହାଡ ଖୋଜିବୁଲେ ଚେନାଏ ସୁଖ! କେବେ ସୂର୍ଯ୍ଯକୁ ଭଲପାଏ କେବେ ଝରଣାକୁ ଛୁଇଁଦିଏ ହଁ, ଛୁଇଁଦିଏ ତା’ ରଙ୍ଗହୀନ ମଖମଲି ଶରୀରକୁ କେବେ ଫୁଲକୁ ବି ତୋଳିଆଣେ ନିରାଶାରେ ବି ଆଶାକୁ ଖୋଜିହୁଏ

Loading

Jan
2023
15

ମୁଁ ଉଡ଼ା ଚଢ଼େଇ-ସୁଭ୍ରାନ୍ତ ବେହେରା,

ମୁଁ ଉଡ଼ା ଚଢ଼େଇ ************** ଖୋଲା ଆକାଶରେ ମୁଁ ଉଡ଼ା ଚଢେଇ ଚିରସ୍ଥାୟୀ ମୋର ଠିକଣା ନାହିଁ ll ଏ ଡ଼ାଳୁ ଉଡି ସେଡାଳେ ବସେ ଉଡିବୁଲେ ମୋର ମନ ହରଷେ ll ସୂର୍ଯ୍ୟରଶ୍ମି ବହ୍ନି ସମୁଦ୍ର ଜଳ ଖାଦ୍ୟ ପାଇଁ ଯାଏ ହେଲେ ସକାଳ ll ଏଣେତେଣେ ବୁଲେ ମନ ଇଚ୍ଛାରେ ବୁଲିସାରୀ ଫେରେ ନିତି ସନ୍ଧ୍ୟାରେ

Loading

Jan
2023
15

ହେ କଥା ସମ୍ରାଟ-ସୁନୀଲ ପ୍ରଧାନ

ହେ କଥା ସମ୍ରାଟ ହେ କଥା ସମ୍ରାଟ ଭାଷା ରେ ବିରାଟ ଚଞ୍ଚଳ ତବ କଲମ ମୂନ… ତୁମ୍ଭର ଚିନ୍ତନ କରିଲା ମନ୍ଥନ ଭାଷା ସମୁଦ୍ର ରୁ ଅମୃତ ଜ୍ଞାନ…|| ସେହି ଜ୍ଞାନ ବଳ ଅତୀବ ବିରଳ ରଚନା ରେ ତୁମ୍ଭ ଦିଶଇ ସ୍ପଷ୍ଟ, ସମାଜକୁ ସଦା ଦେଖାଏ ଆଲୋକ ଦୁର୍ନୀତି ରେ ହେଲେ ସେ ପଥ ଭ୍ରଷ୍ଟ…….||

Loading

Jan
2023
15

ତୁମେ_ଜାଣିଛ_ବ୍ୟାସେ-ଜିତେନ୍ଦ୍ର ଗିରି

#ତୁମେ_ଜାଣିଛ_ବ୍ୟାସେ ତୁମେ ଜାଣିଛ ବ୍ୟାସେ…..ଶତ୍ରୁର ଦମନ ପାଇଁ ଏବେ ରାଫାଏଲ ଭଳି ଲଡ଼ାକୁ ଶକ୍ତିଶାଳୀ ରକେଟ କୁ ବ୍ୟବହାର କରାଯାଉଛି ! ସେତେବେଳେ ତୁମ ଶବ୍ଦସବୁ ଅସ୍ତ୍ର ସାଜିଥିଲେ । ତୁମ ଭାବନା ଏବଂ କଲମ ନିସୃତ ଶହେ ପାନ ଦୁଇ ଶହ ଗୁଆ କୁ ଖାଇ ଶତ୍ରୁ ଚେତାଶୂନ୍ୟ ହେଇଯାଇଥିଲେ ହେଲେ ଏବେ ସୀମାନ୍ତରେ ପ୍ରତି ମୁହୂର୍ତ୍ତରେ

Loading

Jan
2023
15

ଜାଗ୍ରତ ପାଇକ ବୀର-ଶିବ ସେଠୀ

ଜାଗ୍ରତ ପାଇକ ବୀର ————————– ଲୁପ୍ତ ଗୌରବ ମୁକ୍ତ କରରେ ରକ୍ତ ପଛକେ ଝରୁ ଶକ୍ତ ହୃଦୟେ ଗୁପ୍ତ ବୀରତ୍ଵ ଶକ୍ତି ସନ୍ଧାନ କରୁ । ଶତାବ୍ଦୀ ତୃଷ୍ଣା ମେଣ୍ଟୁ ଆଜିରେ ବକ୍ଷେ ଜଳାଇ ନିଆଁ ତିକ୍ତ ବଚନ ଶ୍ମଶାନ ଘାଟେ ହେଉ ପାଉଁଶ ଧୂଆଁ । ବିନ୍ଦୁ ଏ ଅଶ୍ରୁ ସୁନ୍ଧୁଏ ସାଜି ପ୍ରଳୟ ଡ଼ାକି ନେଉ

Loading

Jan
2023
15

ଅଦୃଶ୍ୟ ଡୋର-ଜୟଶ୍ରୀ ଖଟୁଆ

ଅଦୃଶ୍ୟ ଡୋର ********* ସ୍ରଷ୍ଟାଙ୍କ ଦ୍ବାରା ପରିଚାଳିତ ଏ ସଂସାର, ମନୁଷ୍ୟଙ୍କୁ ବି ବାନ୍ଧି ରଖେ ଅଦୃଶ୍ୟ ଡୋର।। ସଭିଁଙ୍କ ଆଗମନ ଅଭିନୟ ନିମନ୍ତେ, ପୁଣି ବାହୁଡି ଯାନ୍ତି ଅଭିନୟର ଅନ୍ତେ।। ମଣିଷ ଜୀବନ ସତେ ଜଉର କଣ୍ଢେଇ, ନୃତ୍ୟ କରୁଥାଏ ସଦା ସବୁକୁ ମୁଣ୍ଡେଇ।। ଶରୀରରେ ପ୍ରାଣ ତଥା ମସ୍ତିଷ୍କରେ ଜ୍ଞାନ, ସ୍ରଷ୍ଟାଙ୍କ ଇଙ୍ଗିତ ସଦା କରୁଥାଉ

Loading