April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Mar
2023
15

ଶୀତ – ଶ୍ରୀମତୀ କୃଷ୍ଣା ଦାସ

ଶୀତ   ଶୀତ ଆସେ ଧୀରେ ରୁପା ସବାରୀରେ କୁହୁଡି ଓଢଣୀ ଟାଣି, ପଦ୍ମବନ ଜାଳେ ସତେକି ଇର୍ଷା ରେ କାକର ମନ୍ତୁରା ପାଣି. 🐾🐍 ସୋରିଷ ଫୁଲର ସୁନେଲି ହସରେ ଶୋଭା ପରସୁଛି ଶୀତ,ନରମ ଖରାର କଅଁଳ ପରଶେ ମନ ଗାଇ ଉଠେ ଗୀତ.🐾🐍 ଜୋଛନା ବତୁରା ରାତିର ନମୁନା ଭୁରୁଭୁରୁ ହୋଇ ବାସେ, ଶିଶିରର ମାଳା

Loading

Mar
2023
15

ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ

ଖାସ ତୁମପାଇଁ    ଏଇଟା ନିରାଟ ସତ ତୁମକୁ ଭଲ ପାଏ ବୋଲି ତ, ମୋର ପ୍ରତିଟି ସ୍ଥିତି ଅବସ୍ଥିତି ରେ ପ୍ରତିଟି ଅଭାବ, ସ୍ଵଭାଵ, ତୃପ୍ତି ରେ ସାଉଁଟି ଚାଲିଛି ତୁମରି ଅସ୍ତିତ୍ୱ.🌹 ତୁମକୁ ଭଲ ପାଏ ବୋଲିତ, ପ୍ରଥମ ଦେଖାରୁ ଏ ପର୍ଯ୍ୟନ୍ତ ସବୁ ସ୍ମୃତି, ଅନୁଭୂତି ରେ ସବୁ ଶୂନ୍ୟତାରେ ବା ନିଃସଙ୍ଗତାରେ ତୁମକୁ

Loading

Mar
2023
15

ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ

ନିବିଡ଼ତା    କେତେ ଯେ ନିବିଡ଼ତା ଆଉ ଅତ୍ମୀୟତା କେତେ ଯେ ପୁଲକ ଭରେ ତୁମ ଭାବନାରେ ଶିହରଣ ଖେଳିଯାଏ ତନୁ ରେ ମନରେ.❣️ ନାହିଁ କିଛି ଅନୁଭୂତି ବର୍ଷା ଭିଜା ପ୍ରୀତି ଅବା ଜୋଛନା ଗାଧୁଆ ରାତି ଶୀତର ନିବିଡ଼ ଆଶ୍ଳେସରେ ଏକାକାର ହେଇଯିବାର ସ୍ମୃତି ତଥାପି ଉଲ୍ଲସିତ ପ୍ରାଣ ବିଦ୍ୟୁତ ପ୍ରବାହ ସାରା ଶିରା ପ୍ରଶିରାରେ.

Loading

Mar
2023
15

ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ

ହେ ଜୀବନ    ହେ ଜୀବନ…., ଆଉ କେତେଦିନ !!! କୃଷ୍ଣଚୁଡ଼ାର ପ୍ରତିଟି ପାଖୁଡ଼ାରେ ସନମୋହନ ଗୋଲାପ, ହେନାର ଭୁରୁଭୁରୁ ବାସ୍ନାରେ ତଲ୍ଲୀନ, ସବୁଯେ ଅଳୀକ, ନବ ପଲ୍ଲବୀତ ପଲ୍ଲଵ ପରି କଅଁଳ ଛନଛନ 🌲 ହେ ଜୀବନ….. ଆଉ କେତେଦିନ !!! ଉନନାଭି ସୂତାରେ ଛନ୍ଦାଛନ୍ଦି ଅଡୁଆ ସପନ, କୁଳୁକୁଳୁ ଗୀତଗାଇ ଝରୁଥିବା ଶୈଳନନ୍ଦିନୀର ଅବୁଝା ଗୁଞ୍ଜନ,

Loading

Mar
2023
15

ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ

ମୁଁ ଭାବିଥିଲି    ମୁଁ ଭାବିଥିଲି, ମୋ ଅଗଣାରେ ତୁମେ ଥରେ ପାଦ ପକାଇଲେ ତୁମ ପାଦତଳେ ଦଳି ହୋଇଯିବ ମୋର କିଛି ଦୁଃଖ ଓ ନିଃସଙ୍ଗତାରୁ ମେଞ୍ଚାଏ, ତାପରେ ମୁଁ ପରଶି ଦେଇଥାନ୍ତିମୋ ଆତ୍ମାକୁ ନିଃସଙ୍କୋଚରେ, ନିରଳସରେ ❣️ ମୁଁ ଭାବିଥିଲି, ତୁମେ ଥରେମୋ ଆଡେ ହାତ ବଢ଼ାଇଲେ, ତୁମ ପ୍ରେମମଗ୍ନ ଦିଗନ୍ତ ହୃଦୟ ଭରିଥାନ୍ତା ମୋ

Loading

Mar
2023
10

କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

କଥା ଦିଅ ସାଥି କେବେ ଛାଡ଼ିବନି ହାତ     ସମ୍ପର୍କ ଆମର କ୍ଷୀରର ନୀରର ଫୁଲରେ ସୁବାସ ପରି ଦେହସାଥେ ଛାଇ ଗୋପନରେ ଥାଇ କେହିତ ଦେଖି ନପାରି। ଆକାଶରେ ଚାନ୍ଦ ସରରେ କୁମୁଦ ସମ୍ପର୍କ ନିବିଡ଼ ତର ବେଳାଠୁଁ ସାଗର ନହୁଏ ଅନ୍ତର ସାଥି ଦୁହେଁ ଦୁହିଁଙ୍କର। ଦିନ ସାଥି ରାତି ନଛାଡ଼େ ତା କତି

Loading

Mar
2023
10

ଦୁହିତା – ସୀମାଞ୍ଚଳ ପଣ୍ଡା

ଦୁହିତା   କନ୍ୟାଟିଏ  ସତେ  ଦୁଇ  କୁଳ  ହିତେ କରି ଥାଏ  ତା’ର  ଜୀବନେ ବ୍ରତ, ଦୁଇ  କୁଳେ  ଲଢ଼ି  ଆଗେ  ଯାଏ ବଢ଼ି ଦୁହିତା  ନାମରେ  ହୁଅଇ ଖ୍ୟାତ।   ଛୋଟ ବେଳେ ପିତା  ମାତା  ଅନୁସୃତା ଭାଇଭଗ୍ନୀ  ସଖା  ସୋଦର  ମାନି, ସେନେହ    ସରାଗ   ଶ୍ରଦ୍ଧା   ଅନୁରାଗ ସେବା  ସମର୍ପଣ   ଭାବନା  ଘେନି, ଅମୃତ 

Loading

Mar
2023
10

ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ

ହେ ଈଶ୍ବର   ଏ ଧରା ଅଟେ କି ସୁନ୍ଦର ତାହାକୁ ରଚିଲେ ଈଶ୍ବର। ପାଦପେ ସବୁଜିମା ଚିର ଫୁଲରେ ରଂଗର ଭଣ୍ଡାର। ସୁଗନ୍ଧ ଦେଲ ନାନାଜାତି ବାସ ଛୁଟାନ୍ତି ଦିନରାତି। ପବନ ମନ୍ଦ ମନ୍ଦ ବହେ ସୁରୁଜ ଆଲୋକ ଦେଖାଏ। ଶୀତଳ କିରଣ ଚାନ୍ଦର ତାରା ଚମକେ ନଭ ପର। ନଦୀ ଯେ କୁଳୁକୁଳୁ ବହେ ଝରଣା

Loading

Mar
2023
10

ବିଶ୍ବ ମହିଳା ଦିବସ – ଭାସ୍କର ରାଉତ

ବିଶ୍ବ ମହିଳା ଦିବସ   ପ୍ରାଚିର ପତ୍ରରେ କିଲାଭ ଏଥିରେ ସଭାସମିତିକୁ କରି ଭାଷଣ ବାଜିରେ ପେଟତ ନପୁରେ ମିଛେ ପକାଉଛ ହୁରି। ନାରୀଙ୍କୁ ସମ୍ମାନ ଦିଅନ୍ତି ଭାଷଣ ନାରୀଙ୍କୁ ଧର୍ଷଣକରି ଧରାପଡ଼ିଯିବ ତାହାଙ୍କ ସ୍ବଭାବ ଜଳାଇ ଦିଅନ୍ତି ମାରି। ନାରୀଙ୍କ ନାମରେ ଯୋଜନାକୁ କରେ ଲୁଣ୍ଠିତା ହୁଅଇ ନାରୀ ଧନ୍ୟ ୟାଙ୍କ ନୀତି ଫୁଲାଇଣ ଛାତି ମାରୁଥାନ୍ତି

Loading

Mar
2023
9

ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ

ଆସ ପାଳିବା ମହିଳା ଦିବସ   ସେନେହ ସାଗର ପ୍ରୀତିର ମନ୍ଦିର ନାରୀ ତୁ ଜଗତ ଜିତା ତୋ ପାଇଁ ଦୁନିଆ ସଂସାର ସର୍ଜନା ଦୁଇ କୁଳକୁ ତୁ ହିତା। ମାଆ ମମତାରେ ଭଗିନୀ ସ୍ନେହରେ ପତ୍ନୀର ତ୍ଯାଗ ପ୍ରୀତିରେ କନ୍ଯା କଥାରେ ପ୍ରେମିକା ପ୍ରେମରେ ଉଭା କରୁଣା ରୂପରେ। ଚଂଚଳା ଚପଳା ତୁହି ଲଜ୍ଜ୍ଯାଶୀଳା ତୁହି ଜଗତ

Loading

Mar
2023
6

କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ

କିଏ ଶୁଣିବ ମୋ ଜୀବନ ନେଲ ଘର ବି ଭାଙ୍ଗିଲ ମଣିଷତ୍ଵ ଆଉ ଟୋପାଏ ନାହିଁ କାହାକୁ କହିବ କିଏ ବା କହିବ ପୃଥିବୀ ପାଖରେ ପାଟି ତ ନାହିଁ।। ଜଙ୍ଗଲ କଟିଲ ଜୀବଙ୍କୁ ମାରିଲ ତଥାପି କହୁଛ ନିଜକୁ ଭଲ ଚମଡା ପିନ୍ଧିଲ ରକ୍ତରେ ଭିଜିଲ ଆଧୁନିକତାର ଏ କି ମୂଲ। ଅଭିଯୋଗ ଅଛି ଅଭିମାନ ଅଛି

Loading

Mar
2023
6

ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ

ଅତ୍ୟାଚାରୀ ମଣିଷ 🍁🍁🍁🍁🍁 ସମାଜ ରେ ରହି ସଭ୍ୟ ବୋଲାଉଛ ସଭ୍ୟତା ର ମୁଖା ପିନ୍ଧି ଅତ୍ୟାଚାର କରି କି ଲାଭ ମିଳୁଛି ସତେ କି ଜାଣିଛ ଫନ୍ଦି । ଜଙ୍ଗଲ ସବୁ କୁ ନଷ୍ଟ କରୁ ଅଛ ଚିନ୍ତ ନାହିଁ ଭବିଷ୍ୟତ ଦୟା ଭାଵ ଟିକେ ହୃଦୟ ରେ ନାହିଁ ହେଉଛି ଜୀବ ବିଲୁପ୍ତ । ଶ୍ରେଷ୍ଠ

Loading

Mar
2023
6

ନର ରାକ୍ଷାସ-ମମତା ବାରିକ୍

ନର ରାକ୍ଷାସ *********** ଶ୍ରେଷ୍ଠ ଜୀବ ବୋଲି ଜାଣେ ଏ ଦୁନିଆ ଏଡିକି ନିଷ୍ଠୁର ହେଲୁ, ପଶୁ ଠାରୁ ହୀନ ବିବେକ କୁ ଭୁଲି ପଶୁର ମାଂସ ଖାଇଲୁ। ନିରିହ ଜୀବ ସେ ଉଜାଡି ତା ଘର ଜଙ୍ଗଲ ପଦା କରିଲୁ, ପଇସା ଲୋଭରେ ଏତେ ତଳକୁ ତୁ କେମିତି ରେ ଖସିଗଲୁ । ମଣିଷ ନୁହେଁ ତୁ

Loading

Mar
2023
6

ମରୀଚିକା – ମଧୁସ୍ମିତା ରାଉତ

ମରୀଚିକା   ସକାଳ ତାଜା ପବନର ଶୀତଳ ଧକ୍କା ଫୁ ଫୁ ଶବ୍ଦରେ ତତଲା ଚାହାର ଆସର ପୁଣି ଆରମ୍ଭ ନୁଆ ଜଂଜାଳର ସରୁ ତାଲିକା ବେଳେ ବେଳେ ଘଟିତ ନାଟକର ଅବେଳ ଆକାର…..   ଜିତିବାର ମାଦକତା ରେ ଜୀବନର ସୂତ୍ରପାତ କେବେ ପେଟର ଦାଉ ପୁଣି ବିଳାସର ସୌକ ସତରେ ପୁଣି କେବେ ସବୁ ମାୟାରେ

Loading

Mar
2023
6

ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ

ଆଖିଏ ସପନ   ଆଖିରେ ଆଖିଏ ସପନ ଦେଇଛ ଛୁଇଁ ଯାଏ ସେ ଗଗନ ଅସରନ୍ତି ଝିଲିମିଲି ତାରା ପରି ଝଲକାଇ ଦିଏ ମନ। ତୁମରି ସୃଷ୍ଟିର ପଟାନ୍ତର ନାହିଁ ଶୋଭାରେ ସେ ଭରପୁର ସଜଫୁଟା ଫୁଲ ସୁବାସିତ ବାସ୍ନା ସପନେ କରେ ବିଭୋର। ମଞ୍ଜିଟିଏ ଯେବେ ଚାରାଟିଏ ହୋଇ ଧିରେ ବଢ଼ି ବୃକ୍ଷ ହୁଏ ଫୁଲ ଫଳେ

Loading

Mar
2023
6

କବିତା – ଡଃ ପ୍ରିୟମ୍ବଦା ସାମଲ

କବିତା   କବିର କଳ୍ପନା ମନର ଭାବନା ଅନ୍ତ ସଲୀଳାର ଧାରା ସୁକୁମାର ଭାବ ମନର ଉଦବେଗ ପ୍ରାଣ ମନ୍ଦାକିନୀ ପରା। ପ୍ରୀତିମୟ ଭାବ ଗୀତିମୟ ସ୍ବର ଚେତନାର ଚୌହଦୀରେ ଉଦବେଳିତ ପ୍ରବାହିତ ଗୀତିକା ଭାବନାର ପ୍ରାଚୁର୍ଯ୍ୟରେ। କଳ କଲ୍ଲୋଳିନୀ ହେ ମଧୁଭାଷିନୀ ଶାଶ୍ବତ ପ୍ରେମର ଗାଥା କଳ୍ପନାର ଇନ୍ଦ୍ରଜାଲେ ଛନ୍ଦାୟିତ କବିର ମନର ବ୍ଯଥା। ମାଧୁର୍ଯ୍ୟ ମହକେ

Loading

Mar
2023
6

ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା 

ସନ୍ଦେଶ ସଂଜୀବନୀ   ଜୀବନ ଯୁଦ୍ଧ ନିଜର ଜୀବନ ଯୁଦ୍ଧ ହିଁ ତ ନିଜେ ନିଶ୍ଚେ ଲଢିବାର ଶକ୍ତି ମନୁଷ୍ୟ ତଥାପି ଇଚ୍ଛାକୁ ମାରେନା ଇଚ୍ଛା ବି ଦିଏନା ଶାନ୍ତି । *ଇଚ୍ଛାର ପୂର୍ତ୍ତି* ଇଚ୍ଛାର ପୂରଣ ନହେଲେ ମନରେ ବଢଇ କ୍ରୋଧଟି ପରା ଇଚ୍ଛାର ପୂର୍ତ୍ତିରେ ଲୋଭ ଅତିଶୟ ଜୀବନ ଯାପନ ଧାରା। *ଜରୁରତ୍* ଜୀବନ ସଂଗ୍ରାମେ

Loading

Mar
2023
6

ଫଗୁଣ – ମିନତି ଦାଶ

ଫଗୁଣ   ଫଗୁଣ ଫେଇଛି ପ୍ରୀତି ର ପସରା ବସନ୍ତ ର ପ୍ରତ୍ୟୁଷ ରେ, ମଳୟ ବଳୟେ ଅମିୟ ପ୍ରବାହ ସୃଷ୍ଟି ଆଉ ସମଷ୍ଟିରେ. ଲାଲୀମା ମଞ୍ଜୁଳ ଲାବଣ୍ୟ ଲାଳିତ୍ୟ ଶିମୁଳି ର ପରିପାଖ, ଲୋଭା ବନ ତୋଟା ସୁଦୃଶ୍ୟ ବିପଠା ପଳାଶ ଅଙ୍ଗେ ପାବକ. ରମଣୀୟ କାନ୍ତି ନବ ପଲ୍ଲଵନେ ବିମୁଗ୍ଧା ବିଭୋରା ଧରା, ମେଘାମ୍ବରୀ ପାଟେ

Loading

Mar
2023
6

ଚିଠିଟିଏ ଶୁଭ ସକାଳରେ – କଳ୍ପନା ରାୟ

ଚିଠିଟିଏ ଶୁଭ ସକାଳରେ   ଶୁଭ ସକାଳରେ ଲେଖୁଛି ଏ ପତ୍ର ଶୁଣିମା ହେଉ ସାଆନ୍ତେ ଚାହୁଁଚି ଯୁଆଡେ ଜଞ୍ଜାଳ ସର୍ବତ୍ର ତୁମେ ରକ୍ଷାକର୍ତ୍ତା ଏଥେ   ହେଇ ପାରିଵିନି ଦାସିଆ ବାଉରୀ ହେବିନି ବି ଜ୍ଞାନୀ ଅର୍ଜୁନ ଭାବୁଛି ତୁମକୁ ସକାଳରେ ଖାଲି ଦିଅ ସଂସାରର ଜ୍ଞାନ   ଜ୍ଞାନ କୌଶଳର ତୁମଠୁ କୁଶଳୀ ଆଉ କିଏ

Loading