March 20, 2023
11 11 11 AM
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ
କବିତା – ଡଃ ପ୍ରିୟମ୍ବଦା ସାମଲ
ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା 
ଫଗୁଣ – ମିନତି ଦାଶ
Latest Post
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ କବିତା – ଡଃ ପ୍ରିୟମ୍ବଦା ସାମଲ ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା  ଫଗୁଣ – ମିନତି ଦାଶ

ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ

ନିବିଡ଼ତା 

 

କେତେ ଯେ ନିବିଡ଼ତା

ଆଉ ଅତ୍ମୀୟତା

କେତେ ଯେ ପୁଲକ ଭରେ

ତୁମ ଭାବନାରେ

ଶିହରଣ ଖେଳିଯାଏ

ତନୁ ରେ ମନରେ.❣️

ନାହିଁ କିଛି ଅନୁଭୂତି

ବର୍ଷା ଭିଜା ପ୍ରୀତି ଅବା

ଜୋଛନା ଗାଧୁଆ ରାତି

ଶୀତର ନିବିଡ଼ ଆଶ୍ଳେସରେ

ଏକାକାର ହେଇଯିବାର ସ୍ମୃତି

ତଥାପି ଉଲ୍ଲସିତ ପ୍ରାଣ

ବିଦ୍ୟୁତ ପ୍ରବାହ ସାରା

ଶିରା ପ୍ରଶିରାରେ. ❣️

ତୁମକଥା ଭାବିଦେଲେ

ମନରେ ସାହସ ସଞ୍ଚରେ

ସଦା ଥାଅ ପାଖେ ପାଖେ

ମୋ ହୃଦୟର ପ୍ରତିଟି କୋଣରେ

ଏକୁଟିଆ ପଣ ଅବା

ଉଦାସୀ ବେଳାରେ

ଦିଶେ ତୁମ ଭାବଦୀପ୍ତ ମୁଁହ

ମନ୍ଦ ମନ୍ଦ ହସି କୁହ

ମୁଁ ଅଛି ସାଥୀ ତୁମ ପାଶେ

ପ୍ରତି ମୁହୂର୍ତ୍ତ ରେ. ❣️

ଯଦି ଏତେ ଶୀତଲତା

ତୁମ ଅଷ୍ପର୍ଶ ପ୍ରେମରେ

ହେ ପ୍ରିୟତମ, ତୁମେ ଅନୁପମ

ତୁମେହିଁତ ମୋର ମାନସ ପ୍ରତୀମ

ଯୁଗେଯୁଗେ ଦୁଃଖିଟିଏ କର ମତେ ଆଉ କୋଳେଇନିଅ ତୁମ

ଅଦୃଶ୍ୟ ବାହୁ ବଳୟରେ

ବିଲୀନ କରିଦିଅ ସେଇ

ବିମୁଗ୍ଧ ଛନ୍ଦା ଚରଣରେ. ❣️

 

ଶ୍ରୀମତୀ କୃଷ୍ଣା ଦାସ

ପୁରୀ

 17 total views,  1 views today

Leave a Reply

Your email address will not be published. Required fields are marked *