କୁନି ଫୁଲ – ମଧୁସ୍ମିତା ରାଉତ
କୁନି ଫୁଲ ମାନବ ରୂପରେ ଧରାପୃଷ୍ଟେ ଆଗମନ କୋମଳ ପିତୁଳା ସୁରମ୍ୟ ବଦନ ନିରୀହ ଚାହାଣୀ କୁନି ଓଠର ଗୁଞ୍ଜନ ସାର୍ଥକ କର ମାତୃତ୍ୱ ଜୀବନ….. ଶିଶୁ ହୋଇ ଆସ ହସ ହସ ମୁଖ ପ୍ରେମ ଆଉ ଅମାପ ଲୋଭ ର ଭଣ୍ଡାର ଛୋଟ ରୁ ବଡ ସଭିଙ୍କ ଆଦର ଶିଶୁ ରୂପେ ଆହା ସୁନ୍ଦର
କୁନି ଫୁଲ ମାନବ ରୂପରେ ଧରାପୃଷ୍ଟେ ଆଗମନ କୋମଳ ପିତୁଳା ସୁରମ୍ୟ ବଦନ ନିରୀହ ଚାହାଣୀ କୁନି ଓଠର ଗୁଞ୍ଜନ ସାର୍ଥକ କର ମାତୃତ୍ୱ ଜୀବନ….. ଶିଶୁ ହୋଇ ଆସ ହସ ହସ ମୁଖ ପ୍ରେମ ଆଉ ଅମାପ ଲୋଭ ର ଭଣ୍ଡାର ଛୋଟ ରୁ ବଡ ସଭିଙ୍କ ଆଦର ଶିଶୁ ରୂପେ ଆହା ସୁନ୍ଦର
ସ୍ମୃତି ଆଉ ଲୁହ କିଏ ବା ଦେଖିଛି ସ୍ମୃତିର କୋହକୁ ଅନୁଭବ ଫିକା ଆଶ୍ବସ୍ତି ଆଉ ବାହାନା… ଚଳଚଳ କରି ସ୍ମୃତି ଲୁହ ପିଏ ଏକାନ୍ତରେ ରାତି ବି ବୁଝେନା ହୃଦୟ ଯାତନା…….. ଭାରି ଅତ୍ମୀୟତା ଲୁହର ଲୁଣିଆ ସ୍ୱାଦ ହେଲେ ସୀମା ଲଙ୍ଘିଲା ପରେ…. କେବେ କେମିତି ବ୍ୟଥାତୁର ହୁଏ ମନ କିନ୍ତୁ ଅବସାଦ ମୋର ଲୁଚିଛପି
ମରୀଚିକା ସକାଳ ତାଜା ପବନର ଶୀତଳ ଧକ୍କା ଫୁ ଫୁ ଶବ୍ଦରେ ତତଲା ଚାହାର ଆସର ପୁଣି ଆରମ୍ଭ ନୁଆ ଜଂଜାଳର ସରୁ ତାଲିକା ବେଳେ ବେଳେ ଘଟିତ ନାଟକର ଅବେଳ ଆକାର….. ଜିତିବାର ମାଦକତା ରେ ଜୀବନର ସୂତ୍ରପାତ କେବେ ପେଟର ଦାଉ ପୁଣି ବିଳାସର ସୌକ ସତରେ ପୁଣି କେବେ ସବୁ ମାୟାରେ
ମଶାଣି ଗାଁ ମୁଣ୍ଡରେ ମୋ ଉପେକ୍ଷିତ ଅଗଣା ମଣିଷର ଶେଷ ଯାତ୍ରା ମୋ ଠିକଣା ଲୋକେ ଭୟ କରନ୍ତି ମୋ ସ୍ୱରୂପ ଦେଖି ଆଉ ଖାଁ ଖାଁ ଲାଗି ମାଡ଼ିପଡ଼େ ମୋ ଅଗଣା ….. ପିଲାଠୁ ବୁଢାବୁଢୀ ଯାଏଁ ସମସ୍ତେ ଆସନ୍ତି ଆଉ ସୋଇଥାନ୍ତି ନୀରବ ଚିତ୍ତରେ ବନ୍ଧୁ ପରିଜନ ସଜଡ଼ାନ୍ତି କୋକେଇ ଆଉ କେଇ
ଗୁରୁ ତୁମେ ଅଭିନଵ ତୁମେ ଅନୁପମ ତୁମେ ଦିବ୍ୟଜ୍ୟୋତି ତୁମେ ପାରାୟଣ… ତୁମେ ଈଶ୍ୱରଙ୍କ ପ୍ରଦତ୍ତ ଦେବଦୁତ ତୁମେ ମାର୍ଗଦ୍ରଷ୍ଟା ତୁମେ ନାରାୟଣ….. ତମେ ଗୁରୁ ଦେବ ତୁମେ ବୁଦ୍ଧଦେବ ତୁମେ ରାମନାମ ତୁମେ ଭାଗବତ ତୁମେ ଶକ୍ତି ଉତ୍ସ ତୁମେ ନିର୍ବିକାର ତୁମେ ମାୟାହୀନ ତୁମେ ମୁକ୍ତିକାନ୍ତ….. ତୁମେ ସତଗୀତ ଆଉ ଆତ୍ମଜ୍ୟୋତି ତୁମେ ଜୟ ଗୀତି
ବୟସର ବେଳାଭୂମି ସମୁଦ୍ରର ଜୁଆର ତରଙ୍ଗ ସଦା ଚଳଚଞ୍ଚଳ ଥମେ ସିନା ମଣିଷର ଜୀବନ ତରଙ୍ଗ ବେଳ ଅବେଳ ଝଡ ଆଉ ଶାନ୍ତ ନୀରବ ପ୍ରାୟ ବୟସର ବେଳାଭୂମି ଆଉ ସେଇ ସମୟର ରଙ୍ଗ…… ତୋର କଳ୍ପନା ଆଉ ମୋ ସମୟଚାରଣ ବୟସର ତାଳମେଳ ଖାପ ଖୁଆଇବାର ବାହାନା ସତରେ ତୁ ଆରମ୍ଭର ଧାବମାନ ମାଦକତା ପ୍ରାୟ ମୁଁ
ନୂଆ ପୃଥିବୀ ଚାଲ ଆମେ ଫେରିଯିବା ସେଇ ପୃଥିବୀ କୁ ସେଠି ପ୍ରେମର ପ୍ରତି ଦାନ ପ୍ରେମ ଆଉ ସତ ରେ ପୁଣି ଏକ ଅଭିନଵ ପୃଥିବୀର ସୃଷ୍ଟି ଯୋଉଠି ଆମେ ମଣିଷ ହବା ପୁଣି ଥରେ….. ପ୍ରତାରଣା ଆଉ ଅବ୍ୟବସ୍ଥା ର କାହାଣୀ ନଥିବ ନଥିବ ଅତ୍ୟାଚାର ଆଉ ଦୁଷ୍କର୍ମ ଯାତନା ଆମେ ସମସ୍ତେ ହବା ନବ
ପ୍ରିୟାର ଚିଠି ଏଇ ଶୁଣୁଛ ତମ ବିନା ବାରିଅଗଣା ଗୋଲାପ ମୁର୍ଚ୍ଛା ଧରିଲାଣି ଆସିଲାବେଳେ ସାଙ୍ଗରେ ଆଣିବ ଗୋଲାପ ଫୁଲ ତମ ବିନା ବସନ୍ତ ରେ ବି ଅନୁଭୂତ ହୁଏ ଶ୍ରାବଣ ଖାଇ ଗୋଡ଼ଉଛି ମୋ ଘର ଚାରି କାନ୍ଥ ସତରେ ପ୍ରେମ ସଉଦା ରେ ଭାରି ପଡିଗଲା ବିରହ ମୂଲ….. ଶୁଣନା ତମ ଉପବସ୍ତ୍ର ଖଣ୍ଡେ ଦବ
ବାର୍ଦ୍ଧକ୍ୟ ମିଜ଼ାଜ଼ ତାରୁଣ୍ୟ ଅପସରିଗଲା ଯୌବନର ଆଢୁଆଳେ ଲୁଚିଗଲେ ସବୁ ପ୍ରଣୟ ଭାବନା ସୂର୍ଯ୍ୟାସ୍ତ ସଙ୍ଗେ କର୍ମ ବୋଲି ଗୋଟେ ମାଲବାହି ରେଳ ଓ ସମ୍ପର୍କ ବୋଝ କେବେ ସ୍ବପ୍ନମୟ ଆଉ କେବେ ଅବାସ୍ତବ ମିଛ ରଙ୍ଗେ……. ସତ୍ତା ହଜେଇଥିବା ପ୍ରେମର ଶୁଖିଲା ଗୋଲାପ ପାଖୁଡା ଆଉ ରହିଯାଇଥିବା ତତଲା ପ୍ରେମର ପଚା ଗନ୍ଧ ସେ ଅର୍ଦ୍ଧଦଗ୍ଧ
ବଦନାମ ବାୟୁ ବଡ ପ୍ରାଣ ଘାତି କରେ’ ତ ବେଜିତି ଦେଖେନା ଜାଗା ଅଜାଗା…. ଲୋକବାକ ମାନେ ନାହିଁ ସେ ମନୁଆ ଭାବେ ତ ନିଜକୁ ରାଜା….. ଚଉଦିଗ ଏକାକାର କରି ଆସେ ବଡ ଘାଙ୍ଗୁରିଆ ଶବ୍ଦ ବିଜୁଳି ପରା ବାହାରି ଆସିଲେ ଯାହା ହୁଏ ଶବ୍ଦ ଉଡ଼ିବ ଯେମିତି ଛାତ ଆଉ ଘର ବଖରା… ଫୁସଫାସ,
ସଖା ତୁମ ପରେ ଯେତେବେଳେ ଖୋଜିଛି ତମକୁ ପାଇଛି ଆଖି ଆଗରେ ଆଇନା ରୂପରେ…….. ମୁଁ ହସିଲେ ହସିଚ ଆଉ କାନ୍ଦିଲେ କାନ୍ଦିିିିିଚ ଯେତେ ଅତ୍ମୀୟତା ଲାଗେ ସବୁ ତମରି ପାଖରେ କେବେ କେମିତି ହତାଶ ହେଲେ ଗାଳି ଦିଏ ତାକୁ ବି ପିଇ ଯାଅ ସାଗର ଭଳିଆ କିନ୍ତୁ ପୁରୀ ଯାଇ ଶୁଣିଲି ଓଲଟା ଯେ