March 20, 2023
11 11 11 AM
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ
କବିତା – ଡଃ ପ୍ରିୟମ୍ବଦା ସାମଲ
ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା 
ଫଗୁଣ – ମିନତି ଦାଶ
Latest Post
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ କବିତା – ଡଃ ପ୍ରିୟମ୍ବଦା ସାମଲ ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା  ଫଗୁଣ – ମିନତି ଦାଶ

ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ

ଖାସ ତୁମପାଇଁ 

 

ଏଇଟା ନିରାଟ ସତ

ତୁମକୁ ଭଲ ପାଏ ବୋଲି ତ,

ମୋର ପ୍ରତିଟି ସ୍ଥିତି ଅବସ୍ଥିତି ରେ

ପ୍ରତିଟି ଅଭାବ, ସ୍ଵଭାଵ, ତୃପ୍ତି ରେ

ସାଉଁଟି ଚାଲିଛି ତୁମରି ଅସ୍ତିତ୍ୱ.🌹

ତୁମକୁ ଭଲ ପାଏ ବୋଲିତ,

ପ୍ରଥମ ଦେଖାରୁ ଏ ପର୍ଯ୍ୟନ୍ତ

ସବୁ ସ୍ମୃତି, ଅନୁଭୂତି ରେ

ସବୁ ଶୂନ୍ୟତାରେ ବା ନିଃସଙ୍ଗତାରେ

ତୁମକୁ ମନେ ପକାଇ ଲୋଡ଼େ

ତୁମ ଦ୍ରୁତ ନିଶ୍ୱାସ ର ନିବିଡ଼ ଆଶ୍ଳେଷ

ବେଳେବେଳେ ଭାବ ପ୍ରବଣତାରେ ତୁମ ସ୍ଥିତି ପରିଷପୁଟ

ମୋ ସାରା ଜଗତ. 🌹

ଖାସ ତୁମକୁ ଭଲ ପାଏ ବୋଲିତ,

ଯେବେଠାରୁ ଛନ୍ଦାୟିତ ତୁମ ସହ

ହେଲା ମୋର ସବୁ ସଜୀଵ ସପନ

ତୁମ ସଦଭାବନାର

ଶବ୍ଦଗ୍ରନ୍ଥିରେ ରଙ୍ଗୀନ ଓ

ଉଦ୍ଭାସିତ ହୋଇ ଉଠିଲା

ମୋର ଏଇ ବିବର୍ଣ ଜୀବନ,

ସେବେଠୁ ତରଙ୍ଗାୟୀତ

ଆମ ସମ୍ପର୍କ ପ୍ରୀତିପୂର୍ଣ୍ଣ

ହୃଦସ୍ପର୍ଶି, ମାଦକତା ଭରା

ମହୁଲି ବାସ୍ନାରେ ବାସ୍ନାୟିତ

ଭିଜା ଭିଜା, ଆବେଗ ଭରା

ପ୍ରତିଟି ମଞ୍ଜୁଳ ମୁହୂର୍ତ୍ତ. 🌹

 

ଶ୍ରୀମତୀ କୃଷ୍ଣା ଦାସ

ପୁରୀ

 20 total views,  1 views today

Leave a Reply

Your email address will not be published. Required fields are marked *