March 20, 2023
11 11 11 AM
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ
କବିତା – ଡଃ ପ୍ରିୟମ୍ବଦା ସାମଲ
ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା 
ଫଗୁଣ – ମିନତି ଦାଶ
Latest Post
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ କବିତା – ଡଃ ପ୍ରିୟମ୍ବଦା ସାମଲ ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା  ଫଗୁଣ – ମିନତି ଦାଶ

ବିଶ୍ବ ମହିଳା ଦିବସ – ଭାସ୍କର ରାଉତ

ବିଶ୍ବ ମହିଳା ଦିବସ

 

ପ୍ରାଚିର ପତ୍ରରେ କିଲାଭ ଏଥିରେ

ସଭାସମିତିକୁ କରି

ଭାଷଣ ବାଜିରେ ପେଟତ ନପୁରେ

ମିଛେ ପକାଉଛ ହୁରି।

ନାରୀଙ୍କୁ ସମ୍ମାନ ଦିଅନ୍ତି ଭାଷଣ

ନାରୀଙ୍କୁ ଧର୍ଷଣକରି

ଧରାପଡ଼ିଯିବ ତାହାଙ୍କ ସ୍ବଭାବ

ଜଳାଇ ଦିଅନ୍ତି ମାରି।

ନାରୀଙ୍କ ନାମରେ ଯୋଜନାକୁ କରେ

ଲୁଣ୍ଠିତା ହୁଅଇ ନାରୀ

ଧନ୍ୟ ୟାଙ୍କ ନୀତି ଫୁଲାଇଣ ଛାତି

ମାରୁଥାନ୍ତି ବାହାଦୁରି।

 

ନାରୀଙ୍କ ନାମରେ ବରଷକୁ ଥରେ

ଦିନଟି ଉତ୍ସର୍ଗକରି

ବଳକା ଦିନରେ ଜଳାନ୍ତି ଜୁଇରେ

ନଶୁଣେ ତା’ର ଗୁହାରି।

 

ବଞ୍ଚିଛି ଅଞ୍ଜନା ସହିଣ ଯାତନା

ଛବି ବିଳାସିନୀ ପରି

ଇତିଶ୍ରୀ ବେବିନା ସ୍ମିତାଠୁଁ ମମିତା

କେତେ ଯେ ଦେଲେଣି ମାରି।

ବିକଳେ କାନ୍ଦନ୍ତି ନ୍ୟାୟକୁ ମାଗନ୍ତି

ମହିଳା କମିସନରେ

ଅଧ୍ୟକ୍ଷ ତାହାର ନଦିଏ ଉତ୍ତର

ବସିଅଛି ମଉନରେ।

ମହିଳା ଦିବସେ ମଞ୍ଚା ବାନ୍ଧି ବସେ

କୁମ୍ଭୀର କାନ୍ଦଣା କାନ୍ଦେ

ଦୋଷୀକୁ ଘୋଡ଼ାଇ ନିର୍ଦୋଷୀକୁ ନେଇ

ଦୋଷୀ ହିସାବରେ ଛନ୍ଦେ।

 

ଭାସ୍କର ରାଉତ

ଦେବମାୟା ଭବନ

ଶେରଗଡ଼, ଗଞ୍ଜାମ 

 31 total views,  2 views today

Leave a Reply

Your email address will not be published. Required fields are marked *