May 03, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Jan
2023
6

ମେଘ- ଅରୁଣ କୁମାର ମହାପାତ୍ର

ମେଘ ଅରୁଣ କୁମାର ମହାପାତ୍ର ଫେରିଛି ଗ୍ରୀଷମ ଥମୁଛି ଗରମ ଶୁଭୁଚି ଆଦ୍ୟ ଝଙ୍କାର ଆକାଶେ ଦିଶଇ ମାଳ ମାଳ ମେଘ ଧରିତ୍ରୀ ଚାହୁଁଛି ନୀର। ଫାଟି ଯାଇ ଧରା ଖୋଲି ଦେଇ ମୁହଁ ସତେକି ଆବେଗଭରେ ଦେଇଛି ଛାତିରୁ ସବୁ ଜଳ ରାଶି ଆଜି ଆଶା ବର୍ଷା ଧାରେ। କାହିଁକି କେଜାଣି ମେଘ ଆସେ ନେଇ ଭୟଂକର

Loading

Jan
2023
5

କୃଷ୍ଣ ବିନା ଅନ୍ୟ ଗତି ନାହିଁ- ଅଶୋକ କୁମାର ପତି

।। କୃଷ୍ଣ ବିନା ଅନ୍ୟ ଗତି ନାହିଁ।। କୃଷ୍ଣ ବିନା ଅନ୍ୟ ଗତି ନାହିଁ ଲୋ, ପ୍ରାଣ ସହୀ କୃଷ୍ଣ ବିନା ଅନ୍ୟ ଗତି ନାହିଁ ।0 କି ସୁନ୍ଦର ଦିଶେ କାହ୍ନା, ଅନା ଲୋ ସଜନୀ ଅନା, ଦ୍ବାପରେ ଆସିଲା ସେତ, ଅବତାର ନେଇ ଲୋ, ପ୍ରାଣସହୀ, କୃଷ୍ଣ ବିନା ଅନ୍ୟ ଗତି ନାହିଁ।1 ଵାଲ୍ୟ କାଳେ

Loading

Jan
2023
5

ନୂଆ ପୃଥିବୀ-ମଧୁସ୍ମିତା ରାଉତ

ନୂଆ ପୃଥିବୀ ଚାଲ ଆମେ ଫେରିଯିବା ସେଇ ପୃଥିବୀ କୁ ସେଠି ପ୍ରେମର ପ୍ରତି ଦାନ ପ୍ରେମ ଆଉ ସତ ରେ ପୁଣି ଏକ ଅଭିନଵ ପୃଥିବୀର ସୃଷ୍ଟି ଯୋଉଠି ଆମେ ମଣିଷ ହବା ପୁଣି ଥରେ….. ପ୍ରତାରଣା ଆଉ ଅବ୍ୟବସ୍ଥା ର କାହାଣୀ ନଥିବ ନଥିବ ଅତ୍ୟାଚାର ଆଉ ଦୁଷ୍କର୍ମ ଯାତନା ଆମେ ସମସ୍ତେ ହବା ନବ

Loading

Jan
2023
5

ପ୍ରିୟାର ଚିଠି-ମଧୁସ୍ମିତା ରାଉତ

ପ୍ରିୟାର ଚିଠି ଏଇ ଶୁଣୁଛ ତମ ବିନା ବାରିଅଗଣା ଗୋଲାପ ମୁର୍ଚ୍ଛା ଧରିଲାଣି ଆସିଲାବେଳେ ସାଙ୍ଗରେ ଆଣିବ ଗୋଲାପ ଫୁଲ ତମ ବିନା ବସନ୍ତ ରେ ବି ଅନୁଭୂତ ହୁଏ ଶ୍ରାବଣ ଖାଇ ଗୋଡ଼ଉଛି ମୋ ଘର ଚାରି କାନ୍ଥ ସତରେ ପ୍ରେମ ସଉଦା ରେ ଭାରି ପଡିଗଲା ବିରହ ମୂଲ….. ଶୁଣନା ତମ ଉପବସ୍ତ୍ର ଖଣ୍ଡେ ଦବ

Loading

Jan
2023
5

ଅକୁହା ଦୁଃଖ-ଜୟ କୁମାର ମିଶ୍ର

ଅକୁହା ଦୁଃଖ ******************* ଘର ଓ ଘରଣୀ, ପତି ଓ ପତିନୀ ଗୋଟିଏ ମୁଦ୍ରାର ଦୁଇ, ଏକା ଘରଟିରେ , ନିବାସ ପାତର ନଖ ମାଂସ ସରି ହୋଇ ll ଦୁହିଁଙ୍କ ମନଟି, ହୋଇଲେ ଏକାଠି ବଢ଼େ ପ୍ରଗତିର ବାଟ, ହୁଅଇ ସମୃଦ୍ଧି, ସୁଖ ଭୋଗ ବୃଦ୍ଧି ଶାନ୍ତିଟି ହୁଅଇ ଭେଟ ll ପୁଅ, ଝିଅ, ସାଥେ, ଭାଇ

Loading

Jan
2023
5

ମଲ୍ଲଖମ୍ବ ଖେଳ-ଜୟଶ୍ରୀ ଖଟୁଆ

ମଲ୍ଲଖମ୍ବ ଖେଳ ************** ନିଜ ପରମ୍ପରା,ସଂସ୍କୃତିକୁ ଆମେ ପ୍ରାଧାନ୍ୟ ଦେବାଟି ଆଗ, କଳା ମଧ୍ୟେ ନୃତ୍ୟ,ଗୀତ ଅବା ଖେଳ ନେବାରେ ପ୍ରଥମେ ଭାଗ।। ଭାରତ ମାତାର ସନ୍ତାନ ଆମେରେ ରଖିବା ଦେହରେ ଦମ୍ଭ, ପରମ୍ପରା ଗତ ଖେଳଟି ଏହିରେ ନାମ ତା’ର ମଲ୍ଲଖମ୍ବ।। ଭାରତର ଏହି ବ୍ୟାୟାମ ଭିର୍ତ୍ତିକ ଶାରୀରିକ ପ୍ରଶିକ୍ଷଣ, ସ୍ବାସ୍ଥ୍ୟ ହିଁ ସମ୍ପଦ ମନେରଖିବାକୁ କାନ

Loading

Jan
2023
5

ଆମେ ଓଡ଼ିଆ-ମମତା ବାରିକ୍

ଆମେ ଓଡ଼ିଆ **************** ଓଡ଼ିଆ ବୋଲି ଗରବ କରି ଚାଲରେ ଫୁଲାଇ ଛାତି, ଭାରତ ନୁହେଁ ସାରା ବିଶ୍ଵରେ ପ୍ରସିଦ୍ଧି ଆମ ସଂସ୍କୃତି । କଳା, ଭାସ୍କର୍ଯ୍ୟ ଉତ୍କର୍ଷ ତାର ପରମ୍ପରା ମହିୟାନ, ଭାଷାଟି ତାର କେଡେ ମଧୂର କର ତା ଜୟଗାନ । ଓଡ଼ିଆ ପୁଅ ଲଢୁଆ ଭାରି ବୀର ମଉଡ ମଣୀ, ସଜବାଜରେ, ସ୍ନେହପ୍ରେମରେ ଭରା

Loading

Jan
2023
5

ଆମେ ଓଡ଼ିଆ ଭାରି ବଢ଼ିଆ-ଲକ୍ଷ୍ମୀପ୍ରିୟା ସେଠୀ

ଆମେ ଓଡ଼ିଆ ଭାରି ବଢ଼ିଆ *********************** ପୁଣ୍ୟଭୂମି ଅଟେ ଉତ୍କଳ ପ୍ରଦେଶ ପ୍ରକୃତି ସୌନ୍ଦର୍ଯ୍ୟମୟ , ଭାଷା ସ୍ୱତନ୍ତ୍ରତା ପାଇଛି ଏ ମାଟି ଧନ୍ୟ ଆମେ ଉତ୍କଳୀୟ…।। ସଂସ୍କୃତି ଆମର ଅତୀବ ସୁନ୍ଦର ସୁନ୍ଦର ଆମର କଥା , ନାନା ପର୍ବେ ମନ ପୁଲକିତ ହୁଏ ସୁନ୍ଦର ଆମର ପ୍ରଥା…।। କଳା ଶିଳ୍ପ ଆମ କାରୁକାର୍ଯ୍ୟ ଦେଖି ଆଖି

Loading

Jan
2023
5

ଓଡ଼ିଆ ବୀର ମୁଁ-ପଦ୍ମାବତୀ ସ୍ଵାଇଁ

ଓଡ଼ିଆ ବୀର ମୁଁ ନଭଶ୍ଚୁମ୍ବୀ ଅଟ୍ଟାଳିକା ପରି ଛୁଇଁବି ଗଗନ ଛାତି ପଛଘୁଞ୍ଚା ନାହୁଁ ଲଢ଼ୁଆ ଜାତି ମୁଁ ହୃଦୟେ ମୋ ନାହିଁ ଭୀତି ।। ଓଡିଆ ବୀର ମୁଁ ବୀର ବକ୍ଷେ ଜନ୍ମି ପାଇଅଛି ପରିଚୟ ପ୍ରାଣ ଯାଉ ପଛେ ମାଟି ମା ପାଇଁ ଆଣିବୁ ଆମେ ବିଜୟ ।। ହୃଦୟ ତନ୍ତ୍ରୀର  ପ୍ରତି ରକ୍ତ ବିନ୍ଦୁ

Loading

Jan
2023
5

ମଲଖମ୍ବ-ରୁଦ୍ର ନାରାୟଣ ଦାଶ

ମଲଖମ୍ବ ପାଇକ ବୀର ଏ ଓଡିଆ ଜାତିର ଦେଖାଏ ପ୍ରାନ୍ତରେ କଳା-କଉଶଳ, ପୂର୍ବଜଙ୍କୁ ସ୍ମରି ଉଠେ ବୀର ଭାବେ ଉତ୍କଳୀୟ ହିଆ ଫୁଲେ ଆଜ ଗର୍ବେ।। ସଂସ୍କୃତି କୁ ସ୍କନ୍ଧେ ବୋହିଣ ପାଇକ ଅସରନ୍ତି ପଥେ ଅଫେରା ପଥିକ, ନୀଳ ଚାଦରର ସେ ପାଖରେ ରବି ହସଇ ମୁରୁକି ଦିଶେ ତା’ର ଛବି।। ସୁନୀଳ ଆକାଶ, ସବୁଜ ପ୍ରାନ୍ତର

Loading

Jan
2023
5

ଓଡ଼ିଶାର ପୁଅ ମୁଁ-ଦୀପାଳି ମେହେର

ଓଡ଼ିଶାର ପୁଅ ମୁଁ ଓଡ଼ିଶାର ପୁଅ ଓଡ଼ିଆ ମୁଁ କରୁଅଛି ବହୁତ ଗର୍ବ ଆଜି, ଓଡିଶା ମାଟିରେ ଜନ୍ମ ହୋଇ ଆସିଛି ମୁଁ ସାହାସୀ ସାଜି। ସାହାସୀ ହୋଇ ରଖିବି ମୁଁ ଏହି ମାଟି ମାଆ ର ନାଆଁ, ଓଡିଶା ମାଟିରେ ଜନ୍ମ ମୋର ଆମ ଭାଷା ତ ଭାରି ବଢିଆ। ବୀରଜବାନ ହୋଇ ଗର୍ବ କରୁଛି ଏଇ

Loading

Jan
2023
5

ମାତୃଭୂମିର ବୀର ପୁତ୍ର-ସୁଭ୍ରାନ୍ତ ବେହେରା

ମାତୃଭୂମିର ବୀର ପୁତ୍ର  ମାତୃଭୂମିର ବୀର ପୁତ୍ର ମୁଁ ସଭିଏଁ ଏଠି ମୋ ଆପଣା ଏ ମାଟି ସୁଗନ୍ଧ ଜାଗ୍ରତ କରାଏ ଭରିଥାଏ ମନେ ପ୍ରେରଣା ll ଓଡିଶାର ବୀର ଓଡ଼ିଆ ପୁଅ ମୁଁ ମନେ ନାହିଁ ରାଗ ହିଂସା ବଢ଼ିବି ଲଢ଼ିବି ଆଗରେ ରହିବି ଧନ୍ୟ ମୋ ପଖାଳ କଂସା ll ନୃତ୍ୟ କଳାରେ ମୋ ପରିଚୟ

Loading

Jan
2023
5

ମୋ ଜାତି ଓଡ଼ିଆ-ଅଙ୍କିତ କୁମାର ସ୍ୱାଇଁ

ମୋ ଜାତି ଓଡ଼ିଆ ******************** ସୁପ୍ତ ସିଂହ କ୍ଷଣେ ଜାଗ୍ରତ ହୁଅଇ ମୋ ଓଡ଼ିଆ ଗର୍ବକୁ ଦେଖି ଓଡ଼ିଆ ଜାତିର ଗୁଣ ବଖାଣିବାକୁ ଇତିହାସ ଅଛି ସାକ୍ଷୀ ଦେଖିଛି ବିଦେଶୀ କୁତି କେମିତି ଠେଙ୍ଗାରେ ବିନା ବନ୍ଧୁକରେ ପିଟିଛି ଓଡ଼ିଆ ଜାତି | ଅଭୁଲା ଅତୀତ କାଳେ କବଳିତ ଏବେବି ଦିଶୁଛି ଆଜି ବୀରତ୍ୱର ଗାଥା ଏବେବି ବଞ୍ଚିଛି

Loading

Jan
2023
5

ଓଡ଼ିଆ ପୁଅ-ନିର୍ମାଲ୍ୟ ବାରିକ୍

ଓଡ଼ିଆ ପୁଅ ଭୁଲିବା ନାହିଁ ଆମ ଓଡିଶା ରକ୍ଷା କରିବା ଓଡ଼ିଆ ଭାଷା। ଗାଇବା ଆମେ ଅତୀତ ଗାଥା ସାଧବ ପୁଅ ବୋଇତ କଥା। ଆମେ ଥକି ପଡିବା ନାହିଁ ଏଇ ଆମ ଉତ୍କଳ ଭୂଇଁ। ନିର୍ମାଲ୍ୟ ବାରିକ୍, ଯାଜପୁର

Loading

Jan
2023
5

ଓଡ଼ିଆ ପୁଅ-ଶୁଭସ୍ମିତା ମହାନ୍ତି

ଓଡ଼ିଆ ପୁଅ ଓଡ଼ିଶା ମାଟିରେ ଜନମ ମୋର ଯେ ଅଟେ ମୁଁ ଓଡ଼ିଆ ପୁଅ, କଳା, ସଂସ୍କୃତି ରେ ଆମ କାରୁକାର୍ଯ୍ୟ କେଉଁଥିରେ କମ୍ ନୁହଁ। ଦେଖାଇବୁ ଆମେ ନାନା ପରକାର ଦେଶ ର ସବୁ ପ୍ରତିଭା, ହାରିଯିବୁ ନାହିଁ ଜୀବନ ର ପଥେ କରିବୁ ଦେଶ ର ସେବା। ଶୁଭସ୍ମିତା ମହାନ୍ତି, ନବରଙ୍ଗପୁର

Loading

Jan
2023
5

ଉଲ୍ଲାସ – ବନଲକ୍ଷ୍ମୀ ମହାନ୍ତି 

ଉଲ୍ଲାସ    ଆସିଲା ଆସିଲା ପଉଷ ମାସ ଚାଷୀଭାଇଟିର ମନ ଉଲ୍ଲାସ ବରଷକ ପରିଶ୍ରମର ଫଳ କ୍ଷେତରେ ତାହାର ସୁନା ଫସଲ।।   ପାଚିଲା ଧାନରେ କ୍ଷେତ ହସଇ ଧାନକାଟିବାକୁ କ୍ଷେତକୁ ଯାଇ ଧାନ ଆଣି ଜମା କରେ ଖଳାରେ ଅମଳ କରି ତା ଅମାର ଭରେ।।   ଚାଷ ପାଇଁ କେତେ କଷ୍ଟ ସେ ସହେ ଜଗତ

Loading

Jan
2023
5

ଜୟ ମାଆ ମହାଲକ୍ଷ୍ମୀ – ସୁଜାତା ରାଉତ

ଜୟ ମାଆ ମହାଲକ୍ଷ୍ମୀ ଜଗତ ପାଳିନୀ ବିଷ୍ଣୁ ପାଟରାଣୀ ଦୟାମୟୀ ମହାଲକ୍ଷ୍ମୀ, ମଣିଷର କର୍ମ ମଣିଷର ଧର୍ମ ଜୀବନରେ ଏକା ସାକ୍ଷୀ l ତୁମ ପୂଜାର୍ଚ୍ଚନା ସହଜ ସରଳ ନୀତି ନୈତିକତା ଥିଲେ, କର୍ମରେ ସନ୍ତୁଷ୍ଟ ହେଉ ମା ଜନନୀ ରୋଷକରୁ ଦୋଷକଲେ l ଅଚଳା ଅଚାଳ ସମ୍ପତ୍ତି ଯା ପାଖେ ସିଏନୁହଁ କେବେ ଧନୀ, ସେହି ମଣିଷର

Loading

Jan
2023
5

ଶୀତ ରାତି – ମିନତି

ଶୀତ ରାତି   ଉତ୍ତରା ଉତ୍ତରୀ ଉଡେଇ ଉଡେଇ ଶୀତ ରାତି ଆସେ କାକରେ ଭିଜେଇ ଅତି ଆୟୁଷ୍ମତି ଗରୀବଙ୍କ ଭୀତି କୋତରା ଫାଙ୍କ ରୁ ଧସି ପଶେ ନିତି.   ପାଣ୍ଡୁର ପୃଥିବୀ ଶର୍ବରୀ ପ୍ରଭାତେ ବିଭାତ ଉଙ୍କଇ କୁଝଟିକା ଫାଙ୍କେ କାକର ରେ ଭିଜି କଇଁ ସଜ ହସ ମନ ଚୋରୀ କରେ ହରଇ ଅଳସ.

Loading

Jan
2023
5

ଆସିଛୁ ଏକା ଯିବୁ ତୁ ଏକା – ବିନୋଦିନୀ ଦାଶ

ଆସିଛୁ ଏକା ଯିବୁ ତୁ ଏକା   ଆସିଛୁ ଏକା ଯିବୁ ତୁ ଏକା ଧରିଛୁ କିଆଁ ଗର୍ବ ମିଛ ସଂସାର କେ ନୁହେଁ କା’ର ଦିନେ ଛାଡ଼ିବୁ ସର୍ବ । ଆସିଲାବେଳେ ହାତଟି ଖାଲି ଗଲାବେଳେ ବି ଖାଲି ଭ୍ରମରେ ଭ୍ରମି ସାଉତୁ ଧନ ଜୀବନମାର୍ଗ ଭୁଲି । ଖୋଲିଦେ ହାତ ଖୋଜିଖୋଜିକା ଯେତେକ ଦୁଃଖୀରଙ୍କୀ ତାଙ୍କ

Loading

Jan
2023
5

ଭଗ୍ନାଂଶ – ବନଲକ୍ଷ୍ମୀ ମହାନ୍ତି

ଭଗ୍ନାଂଶ   ବନ୍ୟା ବାତ୍ୟା ଯେବେ ଅକଷ୍ମାତେ ଆସେ ଘର ଦ୍ବାର ଭାଙ୍ଗିଦିଏ ଥମିଗଲା ପରେ ସେହି ବିପର୍ଯ୍ୟୟ ଗୃହର ଭଗ୍ନାଂଶ ରହେ।।   ବାସ ହରା ହୋଇ ଗରିବ ମୁଲିଆ ଭଗ୍ନ ଗୃହରେ ରୁହନ୍ତି ପାଲଟାଣି ପୁଣି କିଏ ରହିଥାଇ ହନ୍ତ ସନ୍ତ ହୋଇଥାନ୍ତି।।   ଘରର ଭଗ୍ନାଂଶ ପୂର୍ଣ୍ଣ କରିବାକୁ ପାଖରେ ଅର୍ଥ ନଥାଏ ସରକାରୀ

Loading