April 18, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Feb
2023
13

ବସୁନ୍ଧରା ର ସ୍ବର-ପଦ୍ମାବତୀ ସ୍ଵାଇଁ

ବସୁନ୍ଧରା ର ସ୍ବର ମାଆ ବସୁନ୍ଧରା ଲୁହ ଗଡାଉଛି ମଣିଷ ସମାଜ ପାଇଁ ଦାରୁଣ ଦୁଃଖରେ ହୁଏ ଛଟପଟ ମଣିଷ ତ ବୁଝୁନାହିଁ ।। ପରିବେଶ ଅଟେ ଆମରି ଜୀବନ ସେ ତ ଅମୂଲ୍ଯର ନିଧି ସୁସ୍ଥ ଜୀବନ ର ମୂଳାଧାର ଅଟେ ଗଛ ଅଟେ ମହୋଷଧି ।। ସୁସ୍ଥ ବାତାବରଣ ଚାହୁଁଛ ଯଦି ମହାଦ୍ରୁମ କାଟ ନାହିଁ

Loading

Jan
2023
12

ମୁକ୍ତି ନିବେଦନ-ପଦ୍ମାବତୀ ସ୍ଵାଇଁ

ମୁକ୍ତି ନିବେଦନ :—– କେଉଁ ଅପରାଧେ ଦଣ୍ଡ ଦେଉଅଛ ହୃଦୟେ କି ନାହିଁ ଦୟା ନିରିହ ବୋଲି ମୁଁ ଅତ୍ଯାଚାର କର ମନରେ କି ନାହିଁ ମାୟା ।। ସର୍ବ ଗୁଣ ଦେଇ ମାନବ ଜାତିକୁ ଇଶ୍ବର ଗଢିଲେ ସୃଷ୍ଟି ଦୟା ଧର୍ମ ଶାନ୍ତି ମନରୁ ଏଡାଇ ମନୁଷ୍ଯ ଯାଉଛି ତିଷ୍ଠି ।। ଜୀବନ ସାଥେ ମୋ ଖେଳ

Loading

Jan
2023
10

ଅଭିଶପ୍ତ ବାର୍ଦ୍ଧକ୍ଯ-ପଦ୍ମାବତୀ ସ୍ଵାଇଁ

ଅଭିଶପ୍ତ ବାର୍ଦ୍ଧକ୍ଯ ସମୟ ସୁଅରେ ଦିନ ବିତିଗଲା ରଖିନି ହିସାବ କେବେ ବାର୍ଦ୍ଧକ୍ଯ ର ଏଇ ଅଦିନିଆ ଝଡ କେବେ ଆସିଗଲା ଭାବେ ।। ମଧୁ ବସନ୍ତ ର ସ୍ବପ୍ନ ସବୁ ମୋର ଦିଗ ହରା ବାଟ ବଣା ଅନ୍ଧାରି ରାଇଜେ ନିଜ ଅଜାଣତେ ଖୋଜନ୍ତି ନିଜ ଠିକଣା ।। କଳା ବଉଦ ର ଅମାବାସ୍ୟା ରାତ୍ରେ ବାର୍ଦ୍ଧକ୍ଯ

Loading

Jan
2023
7

ଚାଷୀ ପାଇଁ ହସେ ଧରା-ପଦ୍ମାବତୀ ସ୍ଵାଇଁ

ଚାଷୀ ପାଇଁ ହସେ ଧରା କୃଷକ ଭାଇ ମୋ କୃଷକ ଭାଇ ଖରା ବର୍ଷା ଆଉ ଶୀତ କୁ ସହି ରକତକୁ ତୋର ଦେଉ ନିଗାଡ଼ି ସଂସାର କୁ ଦେଉ ଦାନା ଯୋଗାଡି ।।   କ୍ଷେତରେ ହସାଉ ସୁନା ଫସଲ ସବୁଜିମା ହୁଏ ଧରା କୃଷକ ମହାନ୍ ଏ ମହୀ ମଧ୍ୟରେ ହୁରି ପଡେ ପୃଥ୍ଵୀ ସାରା 

Loading

Jan
2023
5

ଓଡ଼ିଆ ବୀର ମୁଁ-ପଦ୍ମାବତୀ ସ୍ଵାଇଁ

ଓଡ଼ିଆ ବୀର ମୁଁ ନଭଶ୍ଚୁମ୍ବୀ ଅଟ୍ଟାଳିକା ପରି ଛୁଇଁବି ଗଗନ ଛାତି ପଛଘୁଞ୍ଚା ନାହୁଁ ଲଢ଼ୁଆ ଜାତି ମୁଁ ହୃଦୟେ ମୋ ନାହିଁ ଭୀତି ।। ଓଡିଆ ବୀର ମୁଁ ବୀର ବକ୍ଷେ ଜନ୍ମି ପାଇଅଛି ପରିଚୟ ପ୍ରାଣ ଯାଉ ପଛେ ମାଟି ମା ପାଇଁ ଆଣିବୁ ଆମେ ବିଜୟ ।। ହୃଦୟ ତନ୍ତ୍ରୀର  ପ୍ରତି ରକ୍ତ ବିନ୍ଦୁ

Loading

Jan
2023
4

ମଥେ ରହୁ ସଦା ତୋ ପ୍ରିତୀ ଆଞ୍ଜୁଳୀ :-ପଦ୍ମାବତୀ ସ୍ଵାଇଁ

ମଥେ ରହୁ ସଦା ତୋ ପ୍ରିତୀ ଆଞ୍ଜୁଳୀ :- (ମୋ ଗେଲୁ ମା)   ମନ ତୋର ବୃନ୍ଦାବନ ପବିତ୍ର  ତୁଳସୀ ମୁକୁତା ରେ ଭରା ତୋର ସେନେହ କଳସୀ ।। ପଣତ ର ସ୍ନେହାଶିଷେ ବାନ୍ଧିଛୁ ସଂସାର ଗଗନ ବି ପାଦ ଛୁଇଁ କରେ ନମସ୍କାର ।। ଆଶିଷ ତୋ ଗଙ୍ଗା ପରି ଚିର ସୁହାସିନୀ ସେନେହ

Loading

Dec
2022
19

ପାରୁନି ତୁମକୁ ଭୁଲି – ପଦ୍ମାବତୀ ସ୍ଵାଇଁ

ପାରୁନି ତୁମକୁ ଭୁଲି :- ଅବୁଝା ଏ ମନ ନିରବି ଯାଇଛି ହସିବା ଯାଇଛି ଭୁଲି ଶୂନ୍ୟତା କୁ ଯେବେ ପଚାରି ବସୁଛି କାହିଁକି ଝୁରୁଛି ବୋଲି ।।   ପ୍ରତିଧ୍ଵନି  ଆସେ ତୁମ ପ୍ରତାରଣା କାନ୍ଦୁଛି ଆଜି ମୁଁ ଖାଲି ସମୟ ସୁଅରେ ତୁମ ପ୍ରତିଶ୍ରୁତି ସବୁତ ଯାଇଛି ଚାଲି।।     ସପ୍ନ ସବୁ ମୋର 

Loading