ଓଡ଼ିଆ ପୁଅ-ନିର୍ମାଲ୍ୟ ବାରିକ୍ ଓଡ଼ିଆ ପୁଅ ଭୁଲିବା ନାହିଁ ଆମ ଓଡିଶା ରକ୍ଷା କରିବା ଓଡ଼ିଆ ଭାଷା। ଗାଇବା ଆମେ ଅତୀତ ଗାଥା ସାଧବ ପୁଅ ବୋଇତ କଥା। ଆମେ ଥକି ପଡିବା ନାହିଁ ଏଇ ଆମ ଉତ୍କଳ ଭୂଇଁ। ନିର୍ମାଲ୍ୟ ବାରିକ୍, ଯାଜପୁର