ଓଡ଼ିଆ ପୁଅ-ଶୁଭସ୍ମିତା ମହାନ୍ତି ଓଡ଼ିଆ ପୁଅ ଓଡ଼ିଶା ମାଟିରେ ଜନମ ମୋର ଯେ ଅଟେ ମୁଁ ଓଡ଼ିଆ ପୁଅ, କଳା, ସଂସ୍କୃତି ରେ ଆମ କାରୁକାର୍ଯ୍ୟ କେଉଁଥିରେ କମ୍ ନୁହଁ। ଦେଖାଇବୁ ଆମେ ନାନା ପରକାର ଦେଶ ର ସବୁ ପ୍ରତିଭା, ହାରିଯିବୁ ନାହିଁ ଜୀବନ ର ପଥେ କରିବୁ ଦେଶ ର ସେବା। ଶୁଭସ୍ମିତା ମହାନ୍ତି, ନବରଙ୍ଗପୁର