ଖବର କାଗଜ – ବନଲକ୍ଷ୍ମୀ ମହାନ୍ତି
ଖବର କାଗଜ ଖବର କାଗଜ ସବୁ ଖବରକୁ ତା ମଧ୍ୟରେ ଧରିଥାଏ ସକାଳ ହୋଇଲେ ଖବର କାଗଜ ଖବର ବାଲାଟି ଦିଏ।। ଖବର କାଗଜେ ଦେଶ ବିଦେଶର ଖବର ଯେ ରହିଥାଏ ଘଟଣା ଦୁର୍ଘଟଣା ପର୍ବ ପର୍ବାଣୀର ସୂଚନା ପୁଣି ଜଣାଏ।। ସାହିତ୍ୟ ଓ ଜ୍ଞାନ ବିଜ୍ଞାନ ସହିତ ନୂଆ ନୂଆ କଥା
ଖବର କାଗଜ ଖବର କାଗଜ ସବୁ ଖବରକୁ ତା ମଧ୍ୟରେ ଧରିଥାଏ ସକାଳ ହୋଇଲେ ଖବର କାଗଜ ଖବର ବାଲାଟି ଦିଏ।। ଖବର କାଗଜେ ଦେଶ ବିଦେଶର ଖବର ଯେ ରହିଥାଏ ଘଟଣା ଦୁର୍ଘଟଣା ପର୍ବ ପର୍ବାଣୀର ସୂଚନା ପୁଣି ଜଣାଏ।। ସାହିତ୍ୟ ଓ ଜ୍ଞାନ ବିଜ୍ଞାନ ସହିତ ନୂଆ ନୂଆ କଥା
ପାପାଚରଣ ଏଇ ଦୁନିଆରେ ମନୁଷ୍ୟ ଜୀବନ ଅଟେ ଖରା ଛାଇ ଖେଳ ଦୁଃଖ ସୁଖ ପୁଣି ଜୀବନେ ଆସଇ କଟି ଯାଇଥାଏ ବେଳ।। ଅଢେଇ ଦିନର ଜୀବନରେ କିଛି ପୂଣ୍ୟ କର୍ମ କରିଯାଅ ଅଧର୍ମ ଅନ୍ୟାୟ ପାପାଚରଣରୁ ସର୍ବଦା ଦୁରେଇ ରୁହ।। ଆସି ଅଛୁ ଏକା ଯିବୁ ମଧ୍ୟ ଏକା ଯିବେନି କେହି ସାଥିରେ
ଖବର କାଗଜ ଖବର କାଗଜ ସବୁ ଖବରକୁ ତା ମଧ୍ୟରେ ଧରିଥାଏ ସକାଳ ହୋଇଲେ ଖବର କାଗଜ ଖବର ବାଲାଟି ଦିଏ।। ଖବର କାଗଜେ ଦେଶ ବିଦେଶର ଖବର ଯେ ରହିଥାଏ ଘଟଣା ଦୁର୍ଘଟଣା ପର୍ବ ପର୍ବାଣୀର ସୂଚନା ପୁଣି ଜଣାଏ।। ସାହିତ୍ୟ ଓ ଜ୍ଞାନ ବିଜ୍ଞାନ ସହିତ ନୂଆ ନୂଆ କଥା କହେ ମହାପୁରୁଷଙ୍କ ଜନ୍ମ ମୃତ୍ୟୁ
ଉଲ୍ଲାସ ଆସିଲା ଆସିଲା ପଉଷ ମାସ ଚାଷୀଭାଇଟିର ମନ ଉଲ୍ଲାସ ବରଷକ ପରିଶ୍ରମର ଫଳ କ୍ଷେତରେ ତାହାର ସୁନା ଫସଲ।। ପାଚିଲା ଧାନରେ କ୍ଷେତ ହସଇ ଧାନକାଟିବାକୁ କ୍ଷେତକୁ ଯାଇ ଧାନ ଆଣି ଜମା କରେ ଖଳାରେ ଅମଳ କରି ତା ଅମାର ଭରେ।। ଚାଷ ପାଇଁ କେତେ କଷ୍ଟ ସେ ସହେ ଜଗତ
ଭଗ୍ନାଂଶ ବନ୍ୟା ବାତ୍ୟା ଯେବେ ଅକଷ୍ମାତେ ଆସେ ଘର ଦ୍ବାର ଭାଙ୍ଗିଦିଏ ଥମିଗଲା ପରେ ସେହି ବିପର୍ଯ୍ୟୟ ଗୃହର ଭଗ୍ନାଂଶ ରହେ।। ବାସ ହରା ହୋଇ ଗରିବ ମୁଲିଆ ଭଗ୍ନ ଗୃହରେ ରୁହନ୍ତି ପାଲଟାଣି ପୁଣି କିଏ ରହିଥାଇ ହନ୍ତ ସନ୍ତ ହୋଇଥାନ୍ତି।। ଘରର ଭଗ୍ନାଂଶ ପୂର୍ଣ୍ଣ କରିବାକୁ ପାଖରେ ଅର୍ଥ ନଥାଏ ସରକାରୀ
ଆକାଂକ୍ଷା ପୁରୁଣା ବରଷ ବିଦାୟ ନେଇଛି ଆସିଛି ନୂଆ ବରଷ ନୂଆ ଆଶା ଆଉ ଆକାଂକ୍ଷା ନେଇଣ ମନ ଭରିଣ ହରଷ।। ବିଗତ ଦିନର ଦୁଃଖକୁ ପିଶୋରି କର୍ମରେ ଆଗେଇ ଯିବା କର୍ମ ତତ୍ପରତା ବଳରେ ଆମେରେ ଆକାଂକ୍ଷା ପୂର୍ଣ୍ଣ କରିବା।। ବାଧାବିଘ୍ନ ସବୁ ଅତିକ୍ରମ କରି ଉତ୍ତମ ପଥ ବାଛିବା ସଭିଙ୍କ ହୃଦୟେ
ବିଶ୍ବ ବିଧାତା ସୃଷ୍ଟିକୁ ସୃଜିଲ ହେ ବିଶ୍ବ ବିଧାତା ସତେ କେତେ ଯତନରେ ଆକାଶରେ ଶୋହେ ସୂର୍ଯ୍ୟ ଚନ୍ଦ୍ର ତାରା ପ୍ରାଣୀ ଜଗତ ଧରାପରେ।। କେଦାର କାନନ ନଦ ନଦୀ ଝର ପାହାଡ ପର୍ବତ ଭୂଇଁ ପ୍ରକୃତିର ଶୋଭା ଅପରୂପ ଆଭା ତୁଳନା ଯାହାର ନାହିଁ।। ନାନା ଜାତି ପଶୁ ପକ୍ଷୀଙ୍କୁ ସୃଜିଲ ନାନା
ଜୟ ମାଆ ଲକ୍ଷ୍ମୀ ମାଆ ଲୋ ଜଗତର ମାତା ତୁ଼ହିଲୋ ସାଗର ସୁତା ଜୟମା,ଅନ୍ନଦା,ଜୟମା, ସୁଖଦା ଜୟତୁ ବରଦା ମା, ଲୋ ମାଧବ ଯାହାର ନାହା ।। ମାଆଲୋ ଏ ସାରା ସଂସାର ତୋହର ଵିଜୟସ୍ଥଳୀ ଜୟମା, ଚଞ୍ଚଳା,ସାଗର ଦୁଲଣୀ ପତି ତୋର ବନମାଳୀ ତୁ଼ହିମା, ଲକ୍ଷ୍ମୀ ଵିଷ୍ନୁ ଙ୍କ ଘରଣୀ ।। ସକଳ
ଶରଧା ବାଲି କାଳିଆରେ ନେଏ ତୋ ଡୋରୀ ଲଗାଇ ତୋର ଶ୍ରୀକ୍ଷେତ୍ର ଧାମକୁ ତୋ ଶରଧାବାଲି ଦେହରେ ମୋ ବୋଳି ଧନ୍ୟ ହେବ ମୋ ଜୀବନ।। ଯେତେ ଦୁଃଖ ପଛେ ଦେଏରେ କାଳିଆ ଶ୍ରୀକ୍ଷେତ୍ରକୁ ଟାଣି ନେଏ ତୋ କଳାବଦନ ଦେଖିବାକୁ ମନ ଦେହରେ ଶକ୍ତି ଦେଏ।। ଗରୁଡ଼ ସ୍ତମ୍ବର ପଛେ ଥାଇ ମୁହିଁ
ଚୁଗୁଲି ଚୁଗୁଲି କରିବା ଯାହାର ସ୍ବଭାବ ସଦା ଚୁଗୁଲି କରଇ ଖଚ ମିଛ କହି ଅନ୍ୟର ନାମରେ ଚୁଗୁଲି ସେ କରିଥାଇ ।। ନିଜ ସ୍ବାର୍ଥ ପାଇଁ ଏଘରେ ମାଉସୀ ସେଘରେ ପିଉସୀ ହୁଏ ପ୍ରିୟ ହେବାପାଇଁ ଭଲେଇ ଦେଖେଇ ଚୁଗୁଲି ସେ କରୁଥାଏ।। ଚୁଗୁଲି ପଣରେ ସରି ଯାଇଅଛି ଆମ ଗାଆଁ ନଖି
ଜନ୍ମଦାତା ଜନ୍ମଦାତା ଜନ୍ମଦାତ୍ରୀ ପାଇଁ ସିନା ସନ୍ତାନ ଦୁନିଆ ଦେଖେ ସେନେହ ମମତା ପରଶ ପାଇସେ ଜୀବନର ସ୍ବାଦ ଚାଖେ।। ଜନ୍ମଦାତା ତାର ଅଳି ଅର୍ଦ୍ଦଳିକୁ ସବୁ ପୁରଣ କରନ୍ତି ସେଥିପାଇଁ ନିଜ ସୁଖ ଭୁଲି ଯାଇ କର୍ତ୍ତବ୍ୟେ ରତ ରହନ୍ତି।। ହତ ଧରି ତାର ଚାଲିବା ଶିଖାନ୍ତି ସ୍ନେହ ଆଦରେ ପାଳନ୍ତି ନିଜପେଟେ
ଭକ୍ତର ଭଗବାନ ଭକତ ଭାବରେ ବନ୍ଧା ଭଗବାନ ସେତ ଭକତ ଜୀବନ ଭାବବିନୋଦିଆ ଭାବରେ ଭାବରେ ଦେଇଥାନ୍ତି ଦରଶନ।। ଭକ୍ତ ସାଲବେଗ ରଥ ଦେଖିବାକୁ ପଥ ଚାଲି ଆସୁଥିଲେ ମୋହ ଯିବା ଯାଏ ରଥ ନଗଡିବ ପ୍ରଭୁଙ୍କୁ ଗୁହାରୀ କଲେ।। ଭକତ ଗୁହାରୀ ଶୁଣି ମହାପ୍ରଭୁ ରଥ ଆଉ ନଗଡିଲା ସାଲବେଗ ଯେବେ ପହଞ୍ଚିଲେ
ଉଜୁଡା ବସନ୍ତ ********* ଉଜୁଡା ବସନ୍ତ ଉଜାଡି ଦେଇଛି କଦମ୍ବର କୁଞ୍ଜବନ ମଥୁରାକୁ ଗଲେ କ୍ରୁର ସାଥିରେ କଳାକାହ୍ନୁ ଯେଉଁ ଦିନ।। କୁଞ୍ଜବନ ପତ୍ରଝଡି ପଡିଲାଣି ଶୁଭୁନି କୋଇଲି ସ୍ବନ ଲତାକୁଞ୍ଜ ସବୁ ଶ୍ରୀହୀନ ହୋଇଛି ଝୁରେ ରାଧାରାଣୀ ମନ।। ଗୋପାଙ୍ଗନାମାନେ ବିରଷ ମନରେ ଭାଳନ୍ତି କହ୍ନାଇ କଥା କାହ୍ନୁ ବିନା ସବୁ ଉଜୁଡି ଯାଇଛି
ତ୍ୟାଗ ******* ପିତା ମାତା ନିଜ ସନ୍ତାନ ପାଇଁକି ନିଜ ସୁଖ ତ୍ୟାଗ କରି ସନ୍ତାନକୁ ସବୁ ସୁଖ ଦେଇଥାନ୍ତି ନିଜେ ଲହୁ ଲୁହ ବରି।। ତ୍ୟାଗ ତାଙ୍କ ସବୁ ପାଣି ଫାଟିଯାଏ ବୃଦ୍ଧାବସ୍ଥା ଯେବେ ଆସେ ଗୃହ ତ୍ୟାଗ କରି ରହିବାକୁ ପଡେ ଶେଷରେ ଜରାନିବାସେ।। ସାମ୍ପ୍ରତିକ ସମାଜରେ ବୂଝନ୍ତିନି ତ୍ୟାଗର ମୂଲ୍ୟ ଯେ
କବିଟିଏ ମୁଁ କବିଟିଏ ମୁଁ କବିଟିଏ କଲ୍ପନା ରାଇଜେ ଘୁରିବୁଲୁ ଥାଏ ପଦେ ଅଧେ କେବେ ଲେଖିଦିଏ କବିଟିଏ ମୁଁ କବିଟିଏ।। ଚୁପ୍ ଚାପ୍ ଯେବେ ବସିଥାଏ କଳ୍ପନାରେ କେତେ ଶବ୍ଦ ଉଙ୍କି ମାରେ ସେ ଶବ୍ଦରୁ କିଛି ବାଛିନିଏ କବିଟିଏ ମୁଁ କବିଟିଏ।। ନିରୋଳାରେ ଆସି ଶବ୍ଦରାଣୀ କାନେ ମୋର ସିଏ କହେ
ପରୋପକାର ମାନବ ଜୀବନ ଅଟଇ ଦୁର୍ଲ୍ଲଭ ଦିବ୍ୟଜ୍ଞାନ ଭରିଅଛି ଜୀବନକୁ ଯେବେ ସାର୍ଥକ କରିବ ଭଲ କର୍ମ କର କିଛି।। ପର ଉପକାର ମାନବର ଧର୍ମ କର ପର ଉପକାର ଜୀବେ ଦୟା କ୍ଷମା ଭାବକୁ ଆଚରି ଅନ୍ୟକୁ ସାହାଯ୍ୟ କର।। ଦୁଃଖୀ ରଙ୍କି ଓଠେ ଭରିଦିଅ ହସ ତୁମ ସାଧ୍ୟମତେ ପରା ଦୁସ୍ଥଜନେ
ଅଲୋଡା ଜୀବନ ସୁରେଶ ସୁରମା ସ୍ଵାମୀ ସ୍ତିରି ଦୁହେଁ ସୁଖୀ ତାଙ୍କ ପଳିବାର ଦୁଇ ପୁଅ ଆଉ ଗୋଟିଏ ଝିଅରେ ହସୁଥାଏ ଯେ ସଂସାର।। କିରାଣୀ ଚାକିରି ସୁରେଶ କରଇ ଦରମା ଯାହାବି ମିଳେ ସେଇ ପଇସାରେ ଦୁଃଖେ ସୁଖେ ତାଙ୍କ ପରିବାର ଭଲେ ଚଳେ।। ପୁତ୍ର କନ୍ୟା ପାଇଁ ଉପଯୁକ୍ତ ଚିଜ ସିଏ
ଅଭାଗିନୀ ନାରୀ ଭାଗ୍ୟ ଆକାଶରେ କଳାମେଘ ଯେବେ ଘୋଟି ଆସିଥାଏ ରାହା ସାହା ତାର କେହି ଯେ ନଥାନ୍ତି ଅଭାଗିନୀ ସିଏ ହୁଏ।। ପତି ହରା ନାରୀ ପତିକୁ ହରାଇ ଅଭାଗିନୀ ହୋଇ ଯାଏ ପୁତ୍ରକୁ ହରାଇ ଜନନୀ ନିଜକୁ ଅଭାଗିନୀ ମଣିଥାଏ।। ମନର କୋହକୁ ମନେ ମନେ ଚାପି ସବୁବେଳେ କାନ୍ଦୁଥାଏ ନିଜ
ଶରଣ ବିପଦ କାଳରେ ପ୍ରଭୁଙ୍କ ପାଖରେ ନିଜକୁ ସମର୍ପି ଦେଇ ପ୍ରଭୁଙ୍କ ପାଖରେ ଶରଣ ପଶିଲେ ବିପଦୁ ରକ୍ଷା ମିଳଇ।। ରାବଣର ଭାଇ ବିଭୀଷଣ ପ୍ରଭୁ ରାମଙ୍କ ଶରଣ ଗଲେ ରାବଣକୁ ମାରି ଵିଭୀଷଣଙ୍କୁ ସେ ରାଜପଦ ପୁଣି ଦେଲେ।। ରାମଙ୍କ ପାଶରେ ସୁଗ୍ରୀବ ଶରଣ ବାଳିକା ପ୍ରଭୁ ବଧିଲେ ପତ୍ନୀ ତାରା ସହ
ଆସ୍ଥା ପିତା ମାତା ପୁତ୍ରଟିଏ ଚାହିଁ ଥାନ୍ତି ନିଜ କୁଳ ରକ୍ଷା ପାଇଁ ବୃଦ୍ଧ ବୟସରେ ସାହାରା ହୋଇବେ ବେସାହାରା ହେବେ ନାହିଁ।। ନିଜେ ଦୁଃଖ ସହି ଲହୁ ଲୁହ ପିଇ ମଣିଷ କରି ଗଢନ୍ତି ପୁଅ ବଡ ହେଲେ ଦୁଃଖ ହଟିଯିବ ଆସ୍ଥା ମନରେ ରଖନ୍ତି।। ହେଲେ ଆସ୍ଥା ତାଙ୍କ ଅସ୍ଥାରେ ରହଇ