May 05, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Sep
2022
29

ଆତ୍ମ ସମୀକ୍ଷା  — ବନଲକ୍ଷ୍ମୀ ମହାନ୍ତି 

ଆତ୍ମ ସମୀକ୍ଷା    ଏଇ ଜୀବନର ରଙ୍ଗମଞ୍ଚ ସର୍ବେ ଅଭିନୟ କରୁଥାଉ କେତେ ପୂଣ୍ୟ କଲୁ କେତେ ପାପକଲୁ ହିସାବ ରଖି ନଥାଉ।।   ସ୍ବାର୍ଥପର ହୋଇ ନିଜ ସୁଖେ ମାତି ଆଗ ପଛ ଭୁଲି ଯାଉ ଆତ୍ମ ସମୀକ୍ଷା କରିବା ପାଇଁ କି ବେଳ ଯେ ନଥାଏ ଆଉ।।   ପର ଛିଦ୍ର ପର ଅନିଷ୍ଟ ଚିନ୍ତାରେ

Loading

Sep
2022
29

ଶଗଡ ଗାଡି — ବନଲକ୍ଷ୍ମୀ ମହାନ୍ତି 

ଶଗଡ ଗାଡି   କେଁ କେଁ କେଁ କେଁ କଟର ଚାଲେ ଶଗଡ ଗାଡି ଭୁଁ ଭୁଁ ଭୁଁ ଉଡାଜାହାଜ ଆକାଶେ ଯାଏ ଉଡି।।   ଶଗଡ ଗାଡିର ବଡ ବଡ ଚକ ଦୁଇଟି ଯେ ଲାଗିଥାଏ ବାଉଁଶରେ ଶଗଡର କଳେବର ପରା ତିଆରି ହୁଏ।।   ଆଗରେ ବଳଦ ଦୁଇ ଯୋଖା ଯାଏ ବଳଦ ତାକୁ ଟାଣନ୍ତି

Loading

Sep
2022
28

ହଳ ଲଙ୍ଗଳ — ବନଲକ୍ଷ୍ମୀ ମହାନ୍ତି

ହଳ ଲଙ୍ଗଳ   ହଳ ଲଙ୍ଗଳ ଲୋଡା ହୋଇଥାଏ କ୍ଷେତକୁ ଚଷିବା ପାଇଁ ବଳଦ କାନ୍ଧରେ ଜୁଆଳି ପକାଇ ଚାଷୀ ହଳ କରୁଥାଇ।।   ଲଙ୍ଗଳ ଲୁହାକୁ କମାର ଶାଳରେ ପକାଇ ସେ ଆଣିଥାଏ ବଳଦକୁ କୁଣ୍ଡା ତୋରାଣି ପେଇ ସେ ବିଲକୁ ବାହାରି ଯାଏ।।   ଲଙ୍ଗଳ କଣ୍ଟିକୁ ମାଡି ଧରେ ଚାଷୀ ବଳଦ ଟାଣି ନିଅନ୍ତି

Loading

Sep
2022
25

ସିନ୍ଦୂର  — ବନଲକ୍ଷ୍ମୀ ମହାନ୍ତି 

ସିନ୍ଦୂର    ହିନ୍ଦୁ ସଂସ୍କୃତିର ପବିତ୍ର ବନ୍ଧନ ଅଟେ ଦାମ୍ପତ୍ୟ ଜୀବନ ନାରୀଟି ମଥାରେ ସିନ୍ଦୁର ପିନ୍ଧିଣ ଆରମ୍ଭ କରେ ଜୀବନ।।   ସିନ୍ଦୂର କରଇ ବାପ ଘର ପର ପରକୁ କରେ ଆପଣା ହୃଦୟର କୋହ ହୃଦୟରେ ଚାପି ସମ୍ଭାଳେ ଘର କରଣା।।   ସିନ୍ଦୂର ପିନ୍ଧିଣ ନୂଆବୋହୂ ହୋଇ ଥିରି ଥିରି ପାଦେ ଚାଲେ ଶାଶୁ

Loading

Sep
2022
10

ଜରାଶ୍ରମ — ବନଲକ୍ଷ୍ମୀ ମହାନ୍ତି

ଜରାଶ୍ରମ   ମାନବ ଜୀବନେ ଭୋଗଇ      ଚାରି ଗୋଟି ଅବସ୍ଥା, ବାଲ୍ୟ, କୈଶୋର, ଯଉବନ     ବାର୍ଦ୍ଧକ୍ୟ ତୁ ଜାଣିଥା ।   ବାଲ୍ୟ କାଳ ଅଟେ ସୁଖଦ     ମାଆ ବାପା ସ୍ନେହରେ, ଧୂଳି ମାଟି ଖେଳ କୁଦରେ      କଟେ ଅତି ଆନନ୍ଦରେ ।   ତା’ ପରେ

Loading

May
2022
17

ଶ୍ରମ –ବନଲକ୍ଷ୍ମୀ ମହାନ୍ତି

ଶ୍ରମ ଜୀବନ ଜୀଇବା ପାଇଁ ଖାଦ୍ୟ ବସ୍ତ୍ର ଆବଶ୍ୟକ ହୋଇଥାଏ ସେହି ଆବଶ୍ୟକ ପୂରଣ ପାଇଁକି ଶ୍ରମ କରିବାକୁ ହୁଏ।। ଶ୍ରମ କରି ନିଜ ପାରିଶ୍ରମିକରେ ପରିବାର ତା ଚଳାଏ ଗୃହିଣୀ ଗୃହରେ ଶ୍ରମ ଦାନ କରି ସଭିଙ୍କୁ ସେବା ଯୋଗାଏ।। କୃଷକ ଭାଇଟି ଶ୍ରମ କରି କ୍ଷେତେ ସୁନା ଫସଲ ଫଳାଏ ମୁଣ୍ଡ ଝାଳ ତୁଣ୍ଡେ ମାରି

Loading