April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Jan
2023
7

ପ୍ରାଣ ରକ୍ଷକ-ସାଇଲିପ୍ସା ସାହୁ

ପ୍ରାଣ ରକ୍ଷକ ହେ ଭାଇ କୃଷକ, ସାଜୁ ସଭିଙ୍କ ପ୍ରାଣ ରକ୍ଷକ। ବରଷ ଦିନ ବାର ଖଟି, ସୁସ୍ୱାଦୁ ଫସଲ ଦେଉ ତୁ ଭେଟି। ତଥାପି ମନେ ନରଖୁ ସଙ୍କୋଚ, ତୁ ପରା ଆମ ରକ୍ଷା କବଚ। ତ୍ୟାଗ ର ପ୍ରତିମୂର୍ତ୍ତି ସାଜି, ବିତାଉ ଜୀବନ ଦୁଃଖ ରେ ଆଜି। ରାଜରାସ୍ତାରେ କରୁ ବିକ୍ଷୋଭ, ବିଦ୍ରୋହ, ଜୀବନ ଜିଇଁବା

Loading

Jan
2023
7

କୃଷକ ଭାଇ-ମନୋରମା ସାହୁ

କୃଷକ ଭାଇ କ୍ଷେତ ବାଡ଼ିରେ ଶ୍ରମ ତୁ ଢ଼ାଳୁ ଅଚିରେ ସ୍ୱାର୍ଥ ବିନା ଲହୁ ଲୁହାଣ ସହି ତୁ କଷ୍ଟ ମାଟିକୁ କରୁ ସୁନା । କେତେଯେ ତ୍ୟାଗ ନିଃସ୍ୱାର୍ଥେ କରୁ ଖରା ବରଷା ସହି ତୋ ମୂଲ କିଏ ଦବରେ ଭାଇ ଅମୂଲ୍ୟ ତୋର ଲହୁ। ଶୀତ କାକର ଖାତର ନାହିଁ ଚାଷ ପ୍ରେମରେ ମାତୁ କିଏ

Loading

Jan
2023
7

ମୁଁ କୃଷକ-ସୁଭ୍ରାନ୍ତ ବେହେରା

🙏ମୁଁ କୃଷକ 🙏 *********** ସରକାରଙ୍କର ଅଙ୍ଗୁଳି ଟିପରେ ଦେଶ ଚାଲୁଥାଏ କଲମ ମୁନରେ ଲେଖା ଚାଷ ପାଇଁ ଦେଶ ଖାଦ୍ୟ ଖାଉଥାଏ ଚାଷୀନୁହେଁ ପଢ଼ା ଲେଖା ll ସକାଳ ପାହିଲେ ହଳ ଲଙ୍ଗଳ କୁ ସାଥିରେ ଧରିକି ଯାଏ ହଳ କରି କରି ପଡିଆ ଖେତକୁ ଛିନ୍ନ ଭିନ୍ନ କରିଦିଏ ll ଯେଣେ ଲାଗିଯାଏ ଲଙ୍ଗଳର ଟିପ

Loading

Jan
2023
7

ଆମ କୃଷକ ଭାଇ-ଲକ୍ଷ୍ମୀପ୍ରିୟା ସେଠୀ

ଆମ କୃଷକ ଭାଇ ************** ପୌଷ ମାସର ଏ ହାଡ଼ଭଙ୍ଗା ଜାଡ଼ ଥରାଇ ଦିଅଇ ଛାତି , କୃଷକ ଭାଇଟି ଖାତିରି ନ କରି ଯାଏ ଧାନ ବିଲ କାଟି ।। ବିଡ଼ା କରି ଧାନ ବୋହି ଆଣି ସବୁ ଖଳାରେ ରଖନ୍ତି ମାଡ଼ି , ଟିଣ ଡବା ଥୋଇ କଚଡା ବାଡ଼ାନ୍ତି ମଥାରେ ଗାମୁଛା ଭିଡ଼ି ।।

Loading

Jan
2023
7

ସ୍ଵର୍ଣ୍ଣ କ୍ଷେତ-ସବିତା ପଟ୍ଟନାୟକ

ସ୍ଵର୍ଣ୍ଣ କ୍ଷେତ ————- ହିଡ ପାଖ ସେଇ ଝାଳ ମିଶା ଭାତ ଖାଇ ଗାଉଥାଏ ଗୀତ l ଅଳପ ବରଷା ରେ ଭିଜି ଭିଜି ପୁଣି ଗଢୁଥାଏ ସବୁଜ ର କ୍ଷେତ l ଇଏ ପରା ମାଟି ଓ ମମତା ର ମିତ l କୃଷକ ଭାଇ ଦୁନିଆ ବୋଲାଏ ସହି ଖରା ବରଷା ଶୀତ l ମାଟିର

Loading

Jan
2023
7

ପ୍ରତାରଣା-ମନୋଜ କୁମାର ଦାସ

ପ୍ରତାରଣା ସୌଜନ୍ୟତା ଭିନ୍ନ ଦୃଷ୍ଟିକୋଣ ସ୍ୱାର୍ଥ ବିରୋଧୀ ମତ ସମ୍ପର୍କ ଦୁନିଆକୁ ଟାଣିନିଏ ମାନବ ସମାଜର ବ୍ୟକ୍ତିତ୍ୱ l ଆତ୍ମବିଶ୍ୱାସ ବଢ଼ିଯାଏ ମଜବୁତ ହୁଏ ସମର୍କର ମହାନତା ଏକ ସୂତ୍ରୀରେ l ସମୟ ଏମିତି ଆସେ ପର ବୁଦ୍ଧି ପ୍ରଳୟରେ ସ୍ୱାର୍ଥବାଦୀ ମଣିଷ ଅନ୍ଧକାର ଭିତରେ ହଜି ଭୁଲିଯାଏ ସମ୍ପର୍କର ମହତ୍ୱ ବନ୍ଧୁତ୍ୱର ପରାକାଷ୍ଠା ସବୁ ଖାଲି ପ୍ରତାରଣାର

Loading

Jan
2023
7

ପୁଷ ପୂନେଇ-ପ୍ରସନ୍ନ କୁମାର ମେହେର

ପୁଷ ପୂନେଇ ପଉଷ ମାସର ପୂର୍ଣ୍ଣମୀ ତିଥିରେ ପୁଷ ପୂନେଇ ପରବ ପଶ୍ଚିମ ଓଡିଶାର ଆଞ୍ଚଳିକ ଏହି କୃଷିଭିତ୍ତିକ ପରବ । ନାନା ରକମର ପିଠାପଣା ସାଥେ ଆରିସା କାକରା ମଣ୍ଡା ଘରେ ଘରେ ହୁଏ ଦୁଦୁରା ର ପିଠା ଭୁଞ୍ଜନ୍ତି ଗଣ୍ଡାକୁ ଗଣ୍ଡା । ଧାନ ଅମଳର ସମୟ ଆସିଛି ସର୍ବ ହରଷ ପରାଣେ ଖୁସିର ପରବ

Loading

Jan
2023
7

ଦୀନବନ୍ଧ-ଡଃ ପ୍ରିୟମ୍ବଦା ସାମଲ

ଦୀନବନ୍ଧ ଜଗତର ବନ୍ଧୁ ଆହେ ଦୀନବନ୍ଧୁ ଶ୍ରୀ ଛାମୁରେ ଏ ମାଗୁଣୀ ସଦା ରହୁ ମନ ଶ୍ରୀ ରଙ୍ଗା ଚରଣେ ନାମ ସଦା ହୁଏ ଗୁଣି। ଦୟା ରଖି ଥାଅ ଏ ଦୀନ ଉପରେ ଶୁଭେ ବିତୁ ସର୍ବ ଦିନ ନିବେଦନ କରେ ଶ୍ରୀ ପୟରେ ସ୍ଵାମୀ ପଦେ ରହୁ ସଦା ମନ। ତୁମେ କର୍ମଦାତା ତୁମେ ମୁକ୍ତିଦାତା

Loading

Jan
2023
7

ମୋ ବୋଉ-ଅଶୋକ କୁମାର ପତି

ମୋ ବୋଉ ମୋ ,ବୋଉ ପରି କିଏ ହେବ, ଧରାକୁ ଆଣିଲା, ଗର୍ଭଧାରିଣୀ ସେ ତା ଋଣ କିଏ ଶୁଝିବ । ମୋ, ବୋଉ ପରି କିଏ ହେବ।।o ଏନ୍ତୁଡ଼ି ଶାଳରୁ,ବଡ଼ ହେବା ଯାଏ ମୋ ବୋଉର ଅବଦାନ, ମୋ ହୃଦୟୁ କେବେ,ଭୁଲି ପାରୁନାହିଁ ଥିବି ମୁହିଁ ଯେତେ ଦିନ, ଯୁଆଡ଼େ ଯାଏ ମୁଁ, ଘରକୁ ଆସିଲେ ପେଟ

Loading

Jan
2023
7

ଚାଷୀ ପାଇଁ ହସେ ଧରା-ପଦ୍ମାବତୀ ସ୍ଵାଇଁ

ଚାଷୀ ପାଇଁ ହସେ ଧରା କୃଷକ ଭାଇ ମୋ କୃଷକ ଭାଇ ଖରା ବର୍ଷା ଆଉ ଶୀତ କୁ ସହି ରକତକୁ ତୋର ଦେଉ ନିଗାଡ଼ି ସଂସାର କୁ ଦେଉ ଦାନା ଯୋଗାଡି ।।   କ୍ଷେତରେ ହସାଉ ସୁନା ଫସଲ ସବୁଜିମା ହୁଏ ଧରା କୃଷକ ମହାନ୍ ଏ ମହୀ ମଧ୍ୟରେ ହୁରି ପଡେ ପୃଥ୍ଵୀ ସାରା 

Loading

Jan
2023
7

କୃଷି ଆମର ଗର୍ବ-ଦୀପାଳି ମେହେର

କୃଷି ଆମର ଗର୍ବ କୃଷି ଆମର ଗର୍ବ ଗୈାରବ ତାଙ୍କ ପାଇଁ ଜୀବନ ଆମର, କୃଷି ବିନା ଦୁନିଆ ଅସମ୍ଭବ କୃଷି ଆମର ସେଇ ଠାକୁର। ଦୁଃଖ କଷ୍ଟ ସହି ସେଇ ଶସ୍ୟ ଦେଇଥାଏ ଆମକୁ ଆହାର, ଲୋକଙ୍କ ପାଇଁ ସହ୍ୟ କରନ୍ତି ତାଙ୍କ ପାଦେ କୋଟି ନମସ୍କାର। ମୁଣ୍ଡର ଝାଳକୁ ହାତରେ ପୋଛି ଆମ ପାଇଁ ସବୁ

Loading

Jan
2023
7

ଚାଷୀ-ଶୁଭସ୍ମିତା ମହାନ୍ତି

ଚାଷୀ ଓଡ଼ିଶା ମାଟି ର ସେ ଗର୍ବ ଗୈାରବ ମାନେ ନାହିଁ ବର୍ଷା ଖରା, ତା’ରି ପାଇଁ ସଭିଏଁ ଦାନା ପାଆନ୍ତି ଗର୍ବ କରେ ଏହି ଧରା। ନିଜ ର ଦୁଃଖ କୁ ନଥାଏ ଖାତିରି ଖଟୁ ଥାଏ ସିଏ ନିତି, ସୁନା ର ଫସଲ ଅମଳ କରି ସେ ପାଉଥାଏ ବହୁ ଶାନ୍ତି। ପ୍ରତି ପ୍ରଭାତ ରୁ

Loading

Jan
2023
7

ଚାଷ ଅଛି ଯାହାର-ମମତା ବାରିକ୍

ଚାଷ ଅଛି ଯାହାର  ମୁଣ୍ଡ ଝାଳକୁ ତୁଣ୍ଡରେ ମାରି କ୍ଷେତରେ ଫଳାଏ ଧାନ, ସୁନାଫସଲ ଦେଖିଲେକ୍ଷେତେ ଆନନ୍ଦ ହୁଏ ମନ । ସକାଳୁ ଉଠି ପଖାଳ ଖାଇ ହଳ ଲଙ୍ଗଳ ଧରି, କଷ୍ଟରେ କେତେ ଉପୁଜାଇଛି ମନ ତା ଉଠେ ପୁରି । ବରଷା ଗଲା ଶୀତ ଆସିଲା ଆସିଲା ମାର୍ଗଶିର, ଫସଲ ରୂପେ ସ୍ଵୟଂ କମଳା ବିଜେ

Loading

Jan
2023
7

ଆନନ୍ଦଠୁ ଉର୍ଦ୍ଧ୍ବରେ-ରୁଦ୍ର ନାରାୟଣ ଦାଶ

ଆନନ୍ଦଠୁ ଉର୍ଦ୍ଧ୍ବରେ ଆନନ୍ଦଠୁ ଉର୍ଦ୍ଧ୍ବରେ ଯଦି କିଛି ଥାଏ ତେବେ ସେ ଡିସେମ୍ବରଟା! ଶୀତର ଯେବେ ଶୀର୍ଣ୍ଣତା ଆସେ ଏମାନେ ଧାନଗଦା କରନ୍ତି। ବାସ ଖୋଲା ନୀଳଛାତ ତଳେ ଭସାଇ ଦିଅନ୍ତି ଗଦା ଗଦା ସୁନା ଏ ସୁନାର ଦର ଅଧିକ ଥା’ନ୍ତା କି? ତଥାପି ଆନନ୍ଦର ହିଲ୍ଲୋଳ ଆହା; ବିକ୍ରି କରେ ପଇସା ଟେ ଆଣେ ଶୀତର

Loading

Jan
2023
7

ଅଭିଶପ୍ତ କୃଷକ-ନିର୍ମାଲ୍ୟ ବାରିକ୍

ଅଭିଶପ୍ତ କୃଷକ ସତ କୁ ପ୍ରସାରି ରହେ ଅନୁତାପ କରି, ସେ କୃଷକ ବୋଲି ଆଜି ର ସମାଜେ, କୃଷକ ଜୀବନ ଗଲାଣି ଚୁଲି ରେ ଜଳି, କୃଷକ ବୋଲି ସାମାନ୍ୟ ଜୀବନ ଲାଗେ ଭାରି ଅନୁତାପ, ସମାଜ ଗଞ୍ଜଣା ଶୁଣି କରି ଲାଗେ ଜୀବନ ଯେ ଅଭିଶାପ, କବି ଙ୍କ ମୁନ ରେ ନେତା ଙ୍କ ବଚନେ

Loading

Jan
2023
7

ଗରିବ ଚାଷୀର ଦୁଃଖ-ଅଙ୍କିତ କୁମାର ସ୍ୱାଇଁ

ଗରିବ ଚାଷୀର ଦୁଃଖ ଆସ ଆସ ହେ ଜଟିଆ ନଟିଆ ଖଳାରେ ପିଟିବା ଧାନ , ଧାନ ପିଟିଦେଇ ମାଲିକ ପାଖରୁ ଗୁଞ୍ଜିବା କିଛିଟା ଧନ | ଟଙ୍କା କିଛି ହେଲେ ପାଖରେ ଆମର କିଣିବା ଡ୍ରେଏସ ପ୍ୟାଣ୍ଟ , ଘୁଟୁ ଘୁଟୁ କରି ମେଳାକୁ ବି ଯିବା ଦେଖେଇ ଟିକିଏ ଛାଣ୍ଟ | ଚଷମା ବୁଉଟ ପିନ୍ଧିଦେଇ

Loading

Jan
2023
6

କୃଷକ ଜୀବନ – ମୁକ୍ତିରାଣୀ‌ ଦେବତା

*କୃଷକ ଜୀବନ*   ଲହୁଲୁହ ନିଗାଡି ସେ କରୁଥାଏ ଶ୍ରମ ଧର୍ମ ଯେ ଅଟଇ ତା’ର ଏକମାତ୍ର କର୍ମ ବୁଝେନାହିଁ କେବେ ସିଏ ଛନ୍ଦ କି କପଟ ରକତକୁ ପାଣି କରି ପୁରାଏ ତା’ ପେଟ ।।   ଋଣଭାର ବଢିଗଲେ ଯାଏ ତା’ର ପ୍ରାଣ ଦେଶର ଯେ ମେରୁଦଣ୍ଡ କୃଷକ ସେ ଜାଣ ମାଟିକୁ ଆଦରି ସଦା

Loading

Jan
2023
6

ଜୟ କିଷାନ – ସୁବ୍ରତ କୁମାର ବିଶ୍ବାଳ

ଜୟ କିଷାନ   କିଷାନ କିଷାନ ଜୟ କିଷାନ।। ଧାନ ବିଲ ପଡ଼ିଆ ପଡୁ, ହେଲେ ଖୋଲିବୁ ଆମେ ମଦ ଦୋକାନ। କିଷାନ କିଷାନ ଜୟ କିଷାନ।।   କିଷାନ କିଷାନ ଜୟ କିଷାନ।। ଚାଷୀ ଆତ୍ମହତ୍ୟା କରି ମରୁ ପଛେ, ଆମେ ଚାଷ ଋଣ ଛାଡ କରିବୁ ନାହିଁ, ଆମେ ପରା ମଣିଷ ରୂପୀ ସୈତାନ। କିଷାନ

Loading

Jan
2023
6

ଚାଷୀ ର ବେଦନା – ସୁଧାଂଶୁ ତ୍ରିପାଠୀ

*ଚାଷୀ ର ବେଦନା* (ଗଞ୍ଜାମ ହଳିଆ ଗୀତ ସ୍ୱର ରେ….) *************************** ବୋଇଲା ରେ……………… ଆଖି କୁ ସୁନ୍ଦର ସିନା ଦୂର ପରବତ…… ଚାଷ ଚାଷୀ ଲାଗି ବାବୁ ରେ’……. ମିଳେ ଗଣ୍ଡେ ଭାତ। ବୋଇଲା… ଗଙ୍ଗା ଯମୁନାରେ ଭାଙ୍ଗିଲି କିଆରୀ ସୁନାର ଲଙ୍ଗଳ ସଙ୍ଗେ…… ରୂପାର ଜୁଆଳି। ମଗୁଶୁର ମାସେ ବିଲେ ଦୁଚାଉଳ ଦେଲି….. ଗୋଶାଣୀ ମାଆକୁ

Loading

Jan
2023
6

ମୁଁ ଖୁସି , ମୁଁ ଚାଷୀ-ଜୀବନ ପ୍ରଦୀପ ପ୍ରଧାନ

ମୁଁ ଖୁସି , ମୁଁ ଚାଷୀ ଏଥର ହୋଇଛି ଭଲ ଧାନ ଅମଳ ଚାଷୀ ମନରେ ପଶିଛି ବଳ ଓଡ଼ିଆର ମେରୁଦଣ୍ଡ ଧାନ ଚାଷ ଲୋକଙ୍କୁ ପୋଷେ ସେ ସାରା ବରଷ।। କାଦୁଅରେ ସିଏ ସ୍ଵପ୍ନ ବୁଣେ ଖଳାରେ ସେ ସ୍ଵପ୍ନ ଫଳାଏ ମାଟିର ମଣିଷ ମାଟିରେ ସୁଏ ଆମ ପେଟକୁ ସେ ଦାନା ଦିଏ ଚାଷୀ ସିଏ..

Loading