April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Nov
2021
21

*କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି*

କବିଟିଏ ମୁଁ କବିଟିଏ ଜିତେନ୍ଦ୍ର ଗିରି   କବିଟିଏ ମୁଁ କବିଟିଏ ଭାବନା କୁ ମୁଁ କରି ଆପଣାର ସାହିତ୍ୟ ରାଇଜେ କରିଛି ଘର କଲମ ମୁନକୁ କରିଛି ମୂନିଆ କୁଖ୍ୟାତ ଦେଖି ହୁଅନ୍ତି ଛାନିଆ ତାଙ୍କୁ କିବା ଜଣା କବିଙ୍କର ମୂଲ ତତଲା ମରୁରେ ମୁଁ ଫୁଟାଏ ଫୁଲ।   କବିଟିଏ ମୁଁ କବିଟିଏ ଅକୁହା କଥାକୁ

Loading

Nov
2021
21

*ଦି’ ଦିନ ଜୀବନ – ପ୍ରସନ୍ନ କୁମାର ମେହେର*

ଦି’ ଦିନ ଜୀବନ ************** ପ୍ରସନ୍ନ କୁମାର ମେହେର   ମଣିଷ ଜୀବନ ଦି’ ଦିନ ଜୀବନ ଏଇ ଧରା ପୃଷ୍ଠ ତଳେ ଆସିଛି ସେ ଦିନେ ଯିବ ଏକ ଦିନେ ଜନମ ମରଣ ବଳେ ।।   ଜନମ ମରଣ ସତ୍ୟ ସନାତନ ଲିପିବଦ୍ଧ ଚିତ୍ରଗୁପ୍ତେ ଭାଗ୍ୟର ଲିଖନ କେ କରିବ ଆନ ଜୀବନର ଗତିପଥେ ।।

Loading

Nov
2021
21

*ମରିଯାଉଥିବା ଆଶା – ମନୋଜ କୁମାର ଦାସ*

ମରିଯାଉଥିବା ଆଶା ମନୋଜ କୁମାର ଦାସ ******************* ଆଶା ଭରସାର ଦୋଛକିରେ ଜୀବନର ଭାଗ୍ୟ ବାଟବଣା ମନ ତଳ କୋହ ବିସ୍ପୋରିତ ହୃଦୟର ଆବେଗ ମରିଯାଏ ନୟନରୁ ଲୁହ ବୁହେ ଧାରଧାର ସପନରେ ନିଦ ଭାଙ୍ଗିଯାଉଥାଏ l ଦୀନଦରିଦ୍ରର ଅକୁହା କାହାଣୀ ବୁଝିବାକୁ କିଏ ଅଛି ଏ ସଂସାରେ ହୃଦୟ ଖୋଜେ ସ୍ନେହର ପରଶ ବିଚିତ୍ର ଦୁନିଆରେ ତା’

Loading

Nov
2021
21

*ଜାତିରୁ ବିପତ୍ତି – ସୀମାଞ୍ଚଳ ପଣ୍ଡା*

******* *ଜାତିରୁ ବିପତ୍ତି* ******* ************ ସୀମାଞ୍ଚଳ ପଣ୍ଡା *********** ସମ୍ପଦ   ସୁରକ୍ଷା    ସରକାର  ଦୀକ୍ଷା ନକଲେ କେ ଆଉ ରଖିବ କହ, ବୌଦ୍ଧିକ   ସମ୍ପତ୍ତି   ଦିଏ  ନାହିଁ  ଗତି ସାଜଇ ବିପତ୍ତି  ଉଠଇ କୋହ ! ଆଜି  ଏ ମଣିଷ   କଲା  କିସ ଦୋଷ ଜାତି ଲାଗି  ହଜି  ଯାଏ  ସମ୍ପତ୍ତି, କିଏ  ଗଢ଼ିଥିଲା  କାହା

Loading

Nov
2021
21

*ହେ… ଚକାନୟନ – ରୀକ୍ଷିରାମ ମେହେର*

ହେ… ଚକାନୟନ ରୀକ୍ଷିରାମ ମେହେର ******************* ତୁମ ନାମ ଜପି ଯାଉ ମୋ ଜୀବନ କଣ୍ଠେ ଥାଉ ତୁମ ନାମ ଭକତି ପ୍ରେମରେ ଯାଉ ମୋ ଜୀବନ ଧ୍ୟାୟୀ ତୁମ ପାଦେ ମନ, ହେ …. ଚକାନୟନ।।1। ଭକ୍ତ ସାଳବେଗ ଧ୍ୟାୟୀ ତୁମ ପାଦ ଆକୁଳେ ଡାକିଲା ନାମ ଉଭା ହେଲ ଯାଇ ବାଲୁକା ରଥରେ ଛାଡିଣ ଶ୍ରେକ୍ଷେତ୍ର

Loading

Nov
2021
21

*ବିଦ୍ୟାପତି-ଲଳିତା ଉପାଖ୍ୟାନ-ଜାନକୀ ମହାନ୍ତ*

**ବିଦ୍ୟାପତି-ଲଳିତା ଉପାଖ୍ୟାନ** ।।ଜାନକୀ ମହାନ୍ତ।। ପ୍ରଥମ ପରାର୍ଦ୍ଧେ ଆଦିବ୍ରହ୍ମ ନେଲେ ନୀଳମାଧବଙ୍କ ରୂପ, ଦ୍ୱିତୀୟ ପରାର୍ଦ୍ଧେ ପ୍ରଭୁ ଆଦିକନ୍ଦ ନେଲେ ଦାରୁବ୍ରହ୍ମ ରୂପ ।। ଘନ ଅରଣ୍ୟରେ ବିଦ୍ୟାପତି ସାଥେ ଲଳିତାଙ୍କ ହେଲା ଦେଖା, ଲଳିତାଙ୍କ ପିତା ବିଶ୍ୱାବସୁ ଥିଲେ ଶବରପଲ୍ଲୀର ରାଜା ।। ବିଶ୍ବାବସୁ କରେ ନୀଳମାଧବ ଯେ ପ୍ରତ୍ୟହ ପୂଜା ଅର୍ଚ୍ଚନ, ଅନ୍ଧ ପୁଟୁଳିରେ ଯାଇ

Loading

Nov
2021
21

*କଥାର ମୃତ୍ୟୁ- ନବ କୁମାର ଦାସ*

😶😶😶😶😶😶😶😶😶 *କଥାର ମୃତ୍ୟୁ* ନବ କୁମାର ଦାସ ************************* ଜୀବନ ତ ଆରମ୍ଭ ହୋଇଥିଲା ମୋ ସଂକଳ୍ପର ଷଠିଘରରୁ ମାଟିରୁ କାଠି ମସିଣା ମାଆ ପଣତ ,ବାପାଙ୍କ ହାତର ସାହାରା ନେଇଥିଲା ଆମେ ,ତମେର ସମ୍ପର୍କରେ ବାନ୍ଧି ହୋଇଥିଲା କେଉଁ ଏକ ପରିଚୟ ନେଇ …ll ହେତୁର ହିତଉପଦେଶରେ ମୁଁ ଜାଣିଗଲି କେବେ ମରିବାକୁ ହେବ ଛାଡିବାକୁ ହେବ

Loading

Nov
2021
21

*ଟିକେ ମନକୁ ପଚାର – ଭାସ୍କର ରାଉତ*

ଟିକେ ମନକୁ ପଚାର ଭାସ୍କର ରାଉତ ***************** ଆହେ ମାନ୍ୟବର ଏହାକି ବିଚାର ଟିକେ ମନକୁ ପଚାର ଚାଲିଛି ଶାସନ ପ୍ରଜାଙ୍କ କଷଣ ହେଉନାହିଁ ତିଳେ ଦୂର। କୁହ ଆମେ ପାରିବାର, ଲୁଣ୍ଠନ ଧର୍ଷଣ ନର ହତ୍ୟାମାନ ଘଟେ ପ୍ରତି ମୁହୂର୍ତ୍ତର।। ଶାସକ ହୋଇଣ ରହିଛ ମଉନ ଜନତା ଦୁଃଖକୁ ଦେଖି ବିଲେଇ ପରିକା କ୍ଷୀର ଖାଅ ଏକା

Loading

Nov
2021
21

*ଶୀତର ପରଶ- ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା *

*ଶୀତର ପରଶ* ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା  **********””””””””********* ଧୀରେ ଧୀରେ ଛୁଏଁ ଶୀତର ପରଶ ସୃଷ୍ଟି ସର୍ଜନାର ଭୂଇଁ ସ୍ୱଗତୋକ୍ତି ତୋଳେ ପ୍ରକୃତି ସମ୍ଭାର ବିସ୍ମୟ ଫାଟକ ଦେଇ। ଧୂଆଁଳିଆ ଶୋଭା ଚତୁଃପାର୍ଶ୍ବ ବିଭା କାକର ଶୁଭ୍ରତା ଭରି ଶୀତଳ ସମୀର ରୋମାଞ୍ଚ ପରଶେ ଶରୀର ଉଠେ ଶିହରି । ପ୍ରତ୍ୟୁଷକାଳୀନ ପ୍ରାତଃ ଭ୍ରମଣରେ ଆଳସ୍ୟ ହିଁ ଦୂରୀଭୂତ

Loading

Nov
2021
21

*ଆପଣା ଓ ପର- ଜୟ କୁମାର ମିଶ୍ର *

“ଆପଣା ଓ ପର” ଜୟ କୁମାର ମିଶ୍ର  ************************* ଆପଣା ———- ଆପଣା ଲୋକତ, ସବୁ ବୁଦ୍ଧିମନ୍ତ ଗୁଣୀଜ୍ଞାନୀ ଗଣେ ଗଣା, ସବୁ ବଡ଼ ବଡ଼, ଘରଦ୍ୱାର, ମେଢ଼ ଜମିବାଡ଼ି, ସୁନା, ବାନା ।। ଶିକ୍ଷା ଓ ସଂସ୍କୃତି, ସଭ୍ୟତା ପୀରତି ଦାନ, ମାନ, ଧନ, ମନ, ଇତିହାସଟିର ଲମ୍ବ ପ୍ରସ୍ତୁ ଦୂର କେଉଁଠି ନାହିଁଟି ଖୁଣ ।।

Loading

Nov
2021
21

*ଜୀବେ ଦୟା କର-ଜାନକୀ ମହାନ୍ତ*

**ଜୀବେ ଦୟା କର** ଜାନକୀ ମହାନ୍ତ   ମାନବ ଜୀବନ ଦୁର୍ଲ୍ଲଭ ଜନମ ଦେବ ପ୍ରିୟ ଏ’ ଜନମ, ଚଉରା’ଶି ଲକ୍ଷ ଯୋନିପରେ ନର ପାଏ ଏ’ମାନବ‌ ଜନ୍ମ ।।   ପଶୁପକ୍ଷୀ କୀଟ ପତଙ୍ଗ ଉଦ୍ଭିଦ ଚରାଚର ସରୀସୃପ, ସୃଷ୍ଟି ଶ୍ରେଷ୍ଠ ପ୍ରାଣୀ ଭାବେ ପରିଚିତ ଉନ୍ନତ ନର ମସ୍ତିଷ୍କ ।।   ବୁଦ୍ଧି ବିଦ୍ୟା ଗୁଣ

Loading

Nov
2021
21

*ଶରଶଯ୍ୟା ଜୀବନ- ଡ଼ଃ ଲଷ୍ମୀକାନ୍ତ ଦାଶ*

🌹 ଶରଶଯ୍ୟା ଜୀବନ🌹 ଡ଼ଃ ଲଷ୍ମୀକାନ୍ତ ଦାଶ ଶରଶଯ୍ୟା ଭାବେ ମଣିଷ ବଞ୍ଚିଛି ସ୍ମୃତିକୁ ନିଜର କରି ଉଦବେଳିତ କରେ ଅତୀତ କାହାଣୀ ନିଃଶବ୍ଦରେ କୋହ ଭରି ।। ଚେତନାର ଦୃଶ୍ୟ ଉହ୍ୟ ହୋଇଅଛି ଦିବ୍ୟତ୍ବ ପାଇବା ପାଇଁ ବ୍ୟତିକ୍ରମ ହୁଏ ଛିନ୍ନ ସମ୍ବେଦନୀ ପ୍ରତିଘାତ ବ୍ୟଥା ଦେଇ ।। ଆକାଂକ୍ଷିତ ମନ ପ୍ରତିଶୃତି ପାଇ ଅନ୍ତଃସିକ୍ତ ହେଉଥାଏ

Loading

Nov
2021
20

*ପ୍ରେମ–ବନସ୍ମିତା ପଣ୍ଡା*

ପ୍ରେମ * ————– ପ୍ରେମ କଣ ଜାଣେ ଜାତି ଅଜାତି? ପ୍ରେମ ଖାଲି ଜାଣେ ସମର୍ପଣ l ଏହି ଭାବ ନେଇ ବୋଧେ ସେମାନେ ଜୀବନସାଥୀ ହେବାର ସ୍ବପ୍ନ ଦେଖିଥିଲେ ଆମ ଗାଁ ବ୍ରାହ୍ମଣ ଘର ବଡ଼ ସାଆନ୍ତେ ଙ୍କ ପୁଅ ସାଗର ଏବଂ କଣ୍ଡରା ଘର ସନିଆର ଝିଅ ଶାମୁକା l ……….. ଶୈଶବର ବାଲିଖେଳ ,

Loading

Nov
2021
20

*ବସନ୍ତ କରିଛି ଆଗମନ–ବନସ୍ମିତା ପଣ୍ଡା*

ବସନ୍ତ କରିଛି ଆଗମନ 🌈🌈🌈🌈🌈🌈🌈 ଋତୁ ଶ୍ରେଷ୍ଠ ବସନ୍ତ କରିଛି ଆଗମନ ପ୍ରକୃତି ରାଣୀର ମନ ହୁଏ ଛନ ଛନ ସତେକି ମିଳିଛି ତାକୁ ନୂଆ ଜୀବନ l ପ୍ରକୃତିର ମଉଳା ମୁହଁରେ ହସ ଖେଳିଛି ବସନ୍ତ ତାର ପ୍ରେମିକ ଆସିଛି l ପ୍ରକୃତି ରାଣୀ ନବ ବଧୂ ପରି ପାଟ ମାଣ୍ଡିଛି ପ୍ରେମିକ ବସନ୍ତ ପ୍ରେମରେ ଭିନ୍ନ

Loading

Nov
2021
20

*ଏକାନ୍ତ– ବନସ୍ମିତା ପଣ୍ଡା*

.ଏକାନ୍ତ ⏮️ ପ୍ରତିଦିନ ରାତିରେ ମୋତେ ନିଜ ଖଟ ଉପରେ ପାଇ ଅନେକ କଥା ଭାବୁଥିଲା ମା l ବାପାଙ୍କ ଯିବାର ମାସେ ଉପରେ ହେଲାଣି, ଆଉ ସବୁ ରାତିରେ ମୋତେ ବହୁତ ନିଃସଙ୍ଗତା ବୋଧ ହୁଏ l ମା ଶୋଇବା କୋଠରୀ ଆଡକୁ ପାଦ ଆପେ ଆପେ ଚାଲିଯାଏ, ଦେଖେ ସେ ମଧ୍ୟ୍ୟ ଶୋଇ ନଥାଏ l

Loading

Nov
2021
20

*ପରିଚୟ(ଭାଗ-ଏକ)– ବନସ୍ମିତା ପଣ୍ଡା*

#ପରିଚୟ # #ଭାଗ-ଏକ# #ଗୋଟେନୂଆଆରମ୍ଭ# ବନସ୍ମିତା ପଣ୍ଡା……. …….ସତରେ କେତେ ଶାନ୍ତି ଏଇ ଖପର ଛାତ ବିଶିଷ୍ଟ ଘରେ l ଦୁଇ ବଖରାରେ କେନ୍ଦ୍ରିତ ଏ ଘର କିଛି ମହଲ ଠାରୁ କମ୍ ନଥିଲା ନନ୍ଦିନୀ ପାଇଁ l ଆଜି ଶେଷ ନିଶ୍ୱାସ ପୂର୍ବରୁ ବୋଧେ ପୁରା ହୋଇଛି ତାର ନିଜ ଛାତ ତଳେ ଛିଡା ହେବାର ଇଚ୍ଛା

Loading

Nov
2021
20

*ସେ! – ବନସ୍ମିତା ପଣ୍ଡା*

ସେ ………. ସେ ଅନ୍ଧାର ଭିତରେ ଖୁବ ଖୋଜିଲି ତୋତେ ଚାଲୁ ଚାଲୁ ଥକିଗଲେ ସେ ପାଦ ଯୋଡିକ ଖୁବ ବାଡେଇ ଛାଟି ହେଲେ ହାତ, ଗୋଡ଼ ଯୋଡିକ ମୁହଁ ମାଡି ପଡିଗଲା ଶେଷ ବିଶ୍ୱାସ କାଟିପାରୁନଥିଲା ସେ କିଟମିଟ କଳା ବହଳ ଅନ୍ଧାର ଆଖି ଯୋଡିକ ନୁଆଁଣିଆ ଦେଖିପାରୁଥାଏ ସେ ତୋର କୌତହଳିଆ ଆଖି ଯୋଡିକ ହାତ

Loading

Nov
2021
20

*ଅମୃତର ସୃଷ୍ଟି ଶିଶୁ – ପ୍ରତାପ କିଶୋର ରାଉତ*

ଅମୃତ ର ସୃଷ୍ଟି  ଶିଶୁ ————————   ପ୍ରତାପ କିଶୋର ରାଉତ “””””””””””””””””” ଶିଶୁ ଟିଏ ମୁହିଁ ଏଇ ଧରା ପରେ ଅମୃତ ର ସୃଷ୍ଟି ଟିଏ ହୃଦୟ ମୋହର ସ୍ୱଚ୍ଛ ନିରିମଳ ସପନ ମୁଁ ଦେଖୁ ଥାଏ ନବୀନ ଉଷାର ଜ୍ୟୋତି ସମ୍ଭାବନା ମୋର ଅନନ୍ତ ଅସୀମ ନାହିଁ ମୋ ହୃଦୟେ ଭୀତି ।   ତମସା

Loading