April 19, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Nov
2022
18

*ଶିଶୁ -ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା  *

*ଶିଶୁ* ******* ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା   *************** କ୍ଷୁଦ୍ର ବୀଜଟିଏ ବର୍ଦ୍ଧିତ ହୋଇଲେ ମହାଦ୍ରୁମ ରୂପ ନିଏ ଜଳ ,ବାୟୁ ସହ ସୂର୍ଯ୍ୟାଲୋକ ପାଇ କ୍ରମେ ଅଙ୍କୁରିତ ହୁଏ। ମାଟି ମାଆ ସ୍ପର୍ଶ ଢାଳଇ ପୀୟୂଷ ଚାରାରୁ ଦିନେ ସେ ବୃକ୍ଷ କୁନି ହାତ, କୁନି ଆଖି, କୁନି ମୁଣ୍ଡ ଅସୀମ ସପନ କକ୍ଷ। କୁନି କୁନି ସବୁ

Loading

May
2022
28

ଅନୁଶୀଳନ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା 

ଅନୁଶୀଳନ     ସଂଗୀତରେ ପ୍ରତିଫଳିତ ଫେରନ୍ତା ପକ୍ଷୀର ଗୀତ ମାଟିରୁ ଆକାଶ ଅନନ୍ୟ ଅନୁଭୂତିର ପ୍ରେରଣା ଚିତ୍ରିତ ଅନ୍ତଃପ୍ରେରଣା ବିନା କବିତା ରଚନା ଅସମ୍ଭବ ତାପରୁ ତାପମାତ୍ରା,ଲୁଣରୁ ଲାବଣ୍ୟ, ସତରଞ୍ଜର ସରଞ୍ଜାମ ବି କଡଲେଉଟାଇବା ସମ୍ଭବ। ସୁଖ -ଦୁଃଖ, ହାନି -ଲାଭ ଆଦିରେ ମଣିଷ ଜୀବନର ଅନେକ ମୋହ ଅନେକ କୋହ ହାତୀର ଦାନ୍ତପରି ଭଦ୍ରମୁଖାପିନ୍ଧିଥିବା ଅଭଦ୍ରପଣିଆର

Loading

May
2022
28

ସ୍ନେହମୟୀ ସେହି ମାଆ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା 

ସ୍ନେହମୟୀ ସେହି ମାଆ   ହାତଗଢା ଘର ସୁନାର ସଂସାର ଅମରାବତୀ ଯା’ କୋଳ ପଣତକାନି ଯା’ ପିପିଲି ଚାନ୍ଦୁଆ ଆବେଗ ଯା’ ଗଙ୍ଗାଜଳ। ହାଣ୍ଡିଶାଳେ ଯିଏ ସାଜେ ଅନ୍ନପୂର୍ଣ୍ଣା ସୁସ୍ୱାଦୁବ୍ୟଞ୍ଜନ ପାଇଁ ମଧୁ ବୋଳା ବାଣୀ ପୀୟୂଷ ବର୍ଷିଣୀ ଖରାବେଳେ ସାଜେ ଛାଇ। ଯା’ର ପଦକ୍ଷେପ ପ୍ରଭାତୀ ସୂରୁଜ ପ୍ରାଣ ସୁଶୀତଳ ଜହ୍ନ ଯା’ର ହୃଦତଟ ବାଞ୍ଛା

Loading

May
2022
18

ତୁମେ କ’ଣ? — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା

ତୁମେ କ’ଣ?   ତୁମେ କ’ଣ ପ୍ରାନ୍ତ ପ୍ରହସନ ଆଶା ଓ ଅଶେଷ ତୁମେ କ’ଣ ବିକ୍ଷୋଭ ସଂଖ୍ୟାନ ଇଷ୍ଟ ଓ ଆଶିଷ ? ତୁମେ କ’ଣ ଜନତାର ମତ କର୍ମ ବିପରୀତ ତୁମେ କ’ଣ ଜାହ୍ନବୀ ଜନ୍ମର ପୁଣ୍ୟ ମୂର୍ତ୍ତିମନ୍ତ ? ତୁମେ କ’ ଣ ଶୁଭ ଅଶୁଭର ଇଚ୍ଛାର ସଂପଦ ତୁମେ କ’ଣ ମୁଦ୍ରିତ ନୟନ

Loading

May
2022
13

ସ୍ମୃତି ତୁମ ଅପାଶୋରା — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା

ସ୍ମୃତି ତୁମ ଅପାଶୋରା   ସାହିତ୍ୟ ଆକାଶ ଉଜ୍ଜ୍ବଳ ଜ୍ୟୋତି ହେ ନାମ ଯେ ରଜତ କର ରାଶି ରାଶି ଶୁଭ୍ର ରଜତ ଜ୍ୟୋତ୍ସ୍ନାର କୀରତି ଭାସ୍ୱର ଭାର। ବାଗ୍ମୀ ବିଦ୍ୟାବାନ ପ୍ରଜ୍ଞାର ମନସ୍ୱୀ ମର୍ତ୍ତ୍ୟରେ ଜନମ ନେଇ ରଚିଦେଇଗଲ ଅକ୍ଷୟ କୀରତି ସ୍ମୃତି ଅଭୁଲାର ପାଇଁ । କାଳର କରାଳେ ବେଳ ବୁଡିଗଲା ସମୟ ଆହ୍ବାନ ନେଇ

Loading

May
2022
11

ସ୍ମୃତି ତୁମେ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା 

ସ୍ମୃତି ତୁମେ…     ସ୍ମୃତି ତୁମେ ….. ସୁସଜ୍ଜିତ ଶବ୍ଦ ଅନୁବାଦ ନୀତି ସାଉଁଟା ସମୟ ଅଭିନବ ରୀତି। ସ୍ମୃତି ତୁମେ….. ସମୃଦ୍ଧ ସୂଚନା ସମ୍ମୋହନୀ ଗୀତି ବିବିଧ ବ୍ୟୁତ୍ପତ୍ତି ଅନୁଭବ ପଂକ୍ତି । ସ୍ମୃତି ତୁମେ ….. ପ୍ରଜ୍ଞା ସଂକଳନ ସ୍ପଷ୍ଟ ପରିଚିତି ଶବ୍ଦ ଚୟନର ଯଥାଯଥ ଉକ୍ତି। ସ୍ମୃତି ତୁମେ …… ସଂଶୋଧନ ଶୈଳୀ

Loading

May
2022
1

କର୍ମଫଳ –ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା

କର୍ମଫଳ ମନେପଡେ ଆଜି ମାନବ ଜୀବନ ଅଭୟ କାହାଣୀ ମନେ ଉତ୍କଳର ମଣି ଅନୁଭବ ବାଣୀ ବଞ୍ଚିବାର ଉପାଦାନେ। ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ କର୍ମେ ଜୀଏଁ ନର କର୍ମ ଏକା ତା’ର ଜୀବନର ମାନଦଣ୍ଡ । ସତ୍କର୍ମ ସାଧନେ ଜୀବନ ସଫଳ ସଦା ବିଜୟର ଟୀକା କୁକର୍ମ ଟାଣେନା ଯଶକୀର୍ତ୍ତି ପାଇଁ

Loading

Apr
2022
30

ଅନୁଭୂତିରେ ସଂପର୍କର ସଂଜ୍ଞା —  ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା 

ଅନୁଭୂତିରେ ସଂପର୍କର ସଂଜ୍ଞା    ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା    ସଂପର୍କ ମଧୁଝରା ମିଠା କଥାରେ. .. କବିତା ବନିତା ଲତାଟିଏ ପରି ବିନାଶ୍ରୟେ ବଞ୍ଚିବା ଅସମ୍ଭବ…. ବିଶ୍ୱାସର ବନ୍ଧନରେ….. ତାରାଫୁଲ ସମ ହୃଦୟ ଆକାଶରେ ନିଃସର୍ତ୍ତରେ ଫୁଟି ପାରେ……।   ମମତାର ମଧୁର ମହକ ଢାଳି ଚିରସ୍ରୋତା ନଦୀସମ ଆର୍ଦ୍ର କରେ ହୃଦୟ କେଦାର….. ଚିରସ୍ଥାୟୀ ସାଜିବାକୁ

Loading

Apr
2022
30

ଅତି ଆପଣାର — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା 

ଅତି ଆପଣାର   ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା   ପକ୍ଷୀର କାକଳି ନଦୀ କୁଳୁକୁଳୁ ଆପଣାର ସାଥୀମେଳ ଖରାବେଳ ଛାଇ କୋକିଳର କୁହୁ ପିଲାବେଳ ଧୂଳିଖେଳ। ଆକାଶରେ ତାରାଫୁଲ ମନୋହର ଚାନ୍ଦିନୀ ରଜନୀ ଚାନ୍ଦ ଅନେକ ସ୍ମୃତିରେ ଦିନରାତି ବିତେ ହସକାନ୍ଦ ଭଲମନ୍ଦ। ତୁଳସୀ ମୂଳରେ ସଞ୍ଜବତୀ ଜାଳେ ଓଡିଆଣୀ କୁଳବଧୂ ଜେଜେ ମାଆ ଗପ ବୁଢୀଅସୁରୁଣୀ ଜଳରାଶି

Loading

Apr
2022
28

ନିମଜ୍ଜିତ ଚେତାବନୀ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା

ନିମଜ୍ଜିତ ଚେତାବନୀ   ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା ସଂପତ୍ତି ବିଦ୍ୱାନ ବ୍ୟକ୍ତିର ବିଦ୍ୟା ହିଁ ସଂପତ୍ତି ପୂଜା ଦେଶ ବିଦେଶରେ ସଂପତ୍ତିର ମୋହ ସଂପର୍କକୁ ଆହା ସର୍ବୋକ୍ତୃଷ୍ଟ ସୃଜିପାରେ! ଆୟୁଷ ଅଗ୍ନିର ସମାନ ଆୟୁ ତେଜୀୟାନ୍ ବାୟୁସମ ଗତିଶୀଳ ପୃଥିବୀପରିକା ସୁଦୃଢ ଛାତିରେ ପୁଣ୍ୟତୋୟା ଗଙ୍ଗା ଜଳ। ପ୍ରତାପ ସଞ୍ଜ ନଇଁଗଲେ ବେଳ ବୁଡିଯାଏ ସୁରୂଜ ପ୍ରତାପ ହ୍ରାସ

Loading

Apr
2022
27

ମୋ ଗାଆଁ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା

ମୋ ଗାଆଁ ନୀଳ ଆକାଶର ଚିକିମିକି ତାରା ମୋର ଗାଆଁ ଦେଖି ହସେ ମାଟିର ମମତା ମହାନ ମୂଲକ ଝରଣା ତଟିନୀ ଦେଶେ। ପ୍ରଭାତକାଳୀନ ସୂରୁଜ ଉଦୟେ ପ୍ରାଚୀର ଲଲାଟ ଶୋଭା ବର୍ଷା, ବସନ୍ତ ଓ ବୈଶାଖ ବେଳାରେ ଭିନ୍ନା ଭିନ୍ନ ସ୍ମୃତି ବିଭା। ମୋ ଗାଆଁ ସୁନ୍ଦର ମମତା ପାଇଁ କି ଯେଉଁଠି ଶିଖିଛି ଚାଲି ବାହାର

Loading

Apr
2022
27

ଅନୁଭବରେ ଦିବ୍ୟସତ୍ତା — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା

ଅନୁଭବରେ ଦିବ୍ୟସତ୍ତା   ହେ ମହୀମଣ୍ଡଳ ଜଗତର ବନ୍ଦ୍ୟ ଭକ୍ତି ମୁକ୍ତି ପ୍ରୀତି ଖଣି ସଂସାର ସାଗର ତାରଣ ତତ୍ପର ସୃଷ୍ଟି ସ୍ଥିତି ଚୂଡାମଣି। ଉଦୟ ଅସ୍ତରେ ଦିବସ ରଜନୀ ଭାବୁକ ସୃଜକ ତୁମେ ପ୍ରେମ ସୁଧାଢାଳି ବାଢେ ଶ୍ରଦ୍ଧାଞ୍ଜଳି ଅନ୍ତର ଆତ୍ମସ୍ଥ ନମେ। ନିୟମେ ଗମନ୍ତି ନୀଳାକାଶେ ଜ୍ୟୋତି ଆହା ତବ ଇଙ୍ଗିତରେ ବିଭିନ୍ନ ବିଶ୍ବାସ ବିଷୟା

Loading

Apr
2022
26

ବାପା! — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା

ବାପା!   ବାପା ! ତୁମେ ହିଁ ତ ଏକାକୀ ମହାନୁଭବତାର ମମତାରେ ନିଜର ସନ୍ତାନର ଚରିତ୍ରକୁ କର ଚିତ୍ରିତ ଅବୁଝା ଅଝଟମନର ବୁଝାମଣା ନେଇ କେବେ ହେଲେ ହୁଅନାହିଁ ବ୍ୟସ୍ତ କି ବିବ୍ରତ।   ପ୍ରୀତିପ୍ରତିଦାନେ ପାଳନପୋଷଣ ତୁମର ପଟୁତା ବିନାଦ୍ୱିଧାରେ ଶରୀରରୁ ନିଗାଡିଦିଅ ବୁନ୍ଦା ବୁନ୍ଦା ସ୍ୱେଦରୂପୀ ଶୋଣିତର ଧାର ଅମାୟିକ ତୁମ ମାନବିକତା। ଇଚ୍ଛାରେ

Loading

Apr
2022
21

*ମୂର୍ତ୍ତିର ମୋହ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା *

*ମୂର୍ତ୍ତିର ମୋହ*   ହେ ଶିଳ୍ପୀ ପ୍ରବର! ନିହାଣ ମୁନରେ ଯେତେ କଷ୍ଟ ପଛେ ଦେଉଛ ଦିଅ ପ୍ରତିଟି ପ୍ରାଣୀର ପ୍ରୀତି ପରଶରେ ପୂଜା ପାଉଥିବି ସାଜି ମୁଁ ଦିଅଁ। ମୋର ଶରୀରର ଶୋଣିତର ଧାର ସହିଯିବ କ୍ଳେଶ ଧୈର୍ଯ୍ୟର ସହ ପଥରରେ ନୁହେଁ ପ୍ରତିମା ପୂଜାରେ ସଫଳତା ଶ୍ରେୟ ପ୍ରାପ୍ତି ନିଶ୍ଚୟ । ପୟର ମୋ ପରା

Loading

Apr
2022
18

*ସଲିଳ ସସ୍ମିତା— ନୀହାରିକା ପଣ୍ଡା*

*ସଲିଳ ସସ୍ମିତା*   ଝୁରି ହୁଏ ଭାରି ଜହ୍ନ ସ୍ମୃତି କଇଁ ସଞ୍ଜ ଆସିଗଲେ ନଇଁ ଧରଣୀ ଗାଲିଚା ବିଶ୍ରାମ ବେଳାରେ କଇଁ ହସେ ଜହ୍ନ ଚାହିଁ । ଭଗ୍ନ ହୁଏ ସବୁ ନୀରବ ଖେଦ ତା’ ପ୍ରୀତି ଶିହରଣ ଜାଗି ପ୍ରେମ ପରଶର ପ୍ରତୀକ୍ଷାର ସାକ୍ଷୀ ସଲିଳ ତରଙ୍ଗ ଭାଙ୍ଗି । ରଜନୀ ପରଶେ ସ୍ମୃତି ଶତଗୁଣା

Loading

Nov
2021
21

*ଶୀତର ପରଶ- ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା *

*ଶୀତର ପରଶ* ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା  **********””””””””********* ଧୀରେ ଧୀରେ ଛୁଏଁ ଶୀତର ପରଶ ସୃଷ୍ଟି ସର୍ଜନାର ଭୂଇଁ ସ୍ୱଗତୋକ୍ତି ତୋଳେ ପ୍ରକୃତି ସମ୍ଭାର ବିସ୍ମୟ ଫାଟକ ଦେଇ। ଧୂଆଁଳିଆ ଶୋଭା ଚତୁଃପାର୍ଶ୍ବ ବିଭା କାକର ଶୁଭ୍ରତା ଭରି ଶୀତଳ ସମୀର ରୋମାଞ୍ଚ ପରଶେ ଶରୀର ଉଠେ ଶିହରି । ପ୍ରତ୍ୟୁଷକାଳୀନ ପ୍ରାତଃ ଭ୍ରମଣରେ ଆଳସ୍ୟ ହିଁ ଦୂରୀଭୂତ

Loading

Feb
2021
25

ଟିକିଟିକି — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା

ଟିକିଟିକି* ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା ଟିକି ପିଲାଟିକୁ ଭଲ ବହି ଦେବା ପଢିବା ପାଇଁ ଟିକି ଗଛଟିର ଯତ୍ନ ନେବା ଆମେ ବଢିବା ପାଇଁ । ଟିକି କଥାଟିକୁ କହିବାନି କେହି ଅଧିକ କରି ଟିକି ଚଢେଇର ଶୃଙ୍ଖଳା ନ ଭାଙ୍ଗ ପଞ୍ଜୁରୀ ଭରି। କୁନି ପିଲାଟିକୁ ଦେବା ନାହିଁ ଗାଳି ରାଗରେ ଜମା ଟିକିଏ ଦୋଷରେ କ୍ରୋଧିତ

Loading