January 28, 2023
11 11 11 AM
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା,
ହେ ଶିଳ୍ପୀ-କୁମାର ସୋନୁ
ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ
ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର
କଳା କୃତି-ସବିତା ପଟ୍ଟନାୟକ
କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ
बेटी बचाओ बेटी पढ़ाओ-लक्ष्मीप्रिया बेहेरा
ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ
ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ
ମୋର ଭୁଲ୍ କ’ଣ-ମମତା ବାରିକ୍
କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି
ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ
ଜାରଜ-ମୁକ୍ତିରାଣୀ ଦେବତା
ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା
ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ
ସାମାଜିକ ପରିବର୍ତ୍ତନ-କୁମାର ସୋନୁ
ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ
ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି
Latest Post
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା, ହେ ଶିଳ୍ପୀ-କୁମାର ସୋନୁ ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର କଳା କୃତି-ସବିତା ପଟ୍ଟନାୟକ କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ बेटी बचाओ बेटी पढ़ाओ-लक्ष्मीप्रिया बेहेरा ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ ମୋର ଭୁଲ୍ କ’ଣ-ମମତା ବାରିକ୍ କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ ଜାରଜ-ମୁକ୍ତିରାଣୀ ଦେବତା ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ ସାମାଜିକ ପରିବର୍ତ୍ତନ-କୁମାର ସୋନୁ ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି

*ଅମୃତର ସୃଷ୍ଟି ଶିଶୁ – ପ୍ରତାପ କିଶୋର ରାଉତ*

ଅମୃତ ର ସୃଷ୍ଟି  ଶିଶୁ

————————

  ପ୍ରତାପ କିଶୋର ରାଉତ

“”””””””””””””””””

ଶିଶୁ ଟିଏ ମୁହିଁ ଏଇ ଧରା ପରେ

ଅମୃତ ର ସୃଷ୍ଟି ଟିଏ

ହୃଦୟ ମୋହର ସ୍ୱଚ୍ଛ ନିରିମଳ

ସପନ ମୁଁ ଦେଖୁ ଥାଏ

ନବୀନ ଉଷାର ଜ୍ୟୋତି

ସମ୍ଭାବନା ମୋର ଅନନ୍ତ ଅସୀମ

ନାହିଁ ମୋ ହୃଦୟେ ଭୀତି ।

 

ତମସା ରେ ମୁହିଁ ଆଶା ର ଆଲୋକ

ବିଶ୍ୱାସ ନବ କଳିକା

ଅନନ୍ତ ସମ୍ଭାର ମୋ ହୃଦୟେ ଲେଖା

ନବୀନ ଉର୍ଜା ଗୀତିକା

ସର୍ଜନା ର ଅଙ୍ଗୀକାର

ବିଧାର ର ଏହି ସୃଷ୍ଟିରେ ମୁହିଁ

ଅମୀୟ ପୂତ ନିର୍ଝର ।

 

ଦୁଃଖ ଦୁର୍ଦ୍ଦଶା କୁ ଦଳି ଦେବି ମୁହିଁ

ଆଣିବି ନବ ଚେତନା

ପ୍ରଜ୍ଞା ର ଆଲୋକ  ବିଛୁରିତ ହେବ

ହେବନି କେ ଆନମନା

ବିଶ୍ୱାସ ଭରଷା ଦେଇ

ଟିକେ ଯଦି ମୋତେ ତୋଳିନେବ କୋଳେ

ସବୁ ଜ୍ୱାଳା ଯିବ ଧୋଇ ।

 

ଅୟୁତ ହସ୍ତ ର ଆଶୀଷ ମଥା ରେ

ମୋ ପାଇଁ ବରସୁ ଥାଉ

ଆହେ ଦୟାମୟ ପରମ ଈଶ୍ୱର

ତଵ ପଡେ ଲୟ ରହୁ

ହୋଇବୁ ଜଗତ ଜିତା

ସବୁ ଅର୍ଗଳି ଭେଦ କରି ବାକୁ

ଆଶୀଷ ପରମ ପିତା ।

—————————–

 447 total views,  1 views today

Leave a Reply

Your email address will not be published. Required fields are marked *