November 30, 2022
11 11 11 AM
Lets talk with a  young and dynamic laureate Biswajit Nath hails from Kendujhar , district of Odisha for SLF Literary Youth Icon Award contest-. 2023
Lets talk with a  young and dynamic ink slinger Rahul Kumar Garnayak hails from Anugul , district of Odisha for SLF Literary Youth Icon Award contest-. 2023
ବଦନାମ ବାୟୁ–ମଧୁସ୍ମିତା ରାଉତ
ଜନ୍ମଦାତା — ବନଲକ୍ଷ୍ମୀ ମହାନ୍ତି
ତୁମେ ଭାରି ମନେପଡ — କଳ୍ପନା ରାୟ
ଭକ୍ତର ଭଗବାନ  — ବନଲକ୍ଷ୍ମୀ ମହାନ୍ତି 
ମାଆ ଗାୟତ୍ରୀ — ଜାନକୀ ମହାନ୍ତ
ସେଇ ଜହ୍ନ–ଭାଗ୍ୟଶ୍ରୀ ଦେ
THE VOICE OF PEACE–ROULA POLLARD
SPRING GROWS INTO NEXT YEAR–Roula Pollard
Transience–Sushant Thapa
Another Day in the City–Debarati Sen
ଏରୁଣ୍ଡିବନ୍ଧର ମୋହ–ଉର୍ମିଳା ଗଉଡ଼
Lets talk with a  young and dynamic  Poetess MS Smitali Priyadarshini Panda hails from Silver city Cuttack , district of Odisha for SLF Literary Youth Icon Award contest-. 2023
Lets talk with a  young budding Poetess MS Puspita Maharana hails from Kendujhar , district of Odisha for SLF Literary Youth Icon Award contest-. 2023
Silence Makes You So Beautiful–Nurul Hoque
Lets talk with a  young budding Poetess MS Priyanka Swain hails from Ganjam , district of Odisha for SLF Literary Youth Icon Award contest-. 2023
Lets talk with a  young budding Poetess MS Sabita Pattanayak hails from Kendujhar, district of Odisha for SLF Literary Youth Icon Award contest-. 2023
ତୁମେ ଯେବେ ଆସ — ଅଭିପ୍ସା ଧଳ
ପ୍ରେମ_କରିବି ନା ପୂଜା — ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ
Latest Post
Lets talk with a  young and dynamic laureate Biswajit Nath hails from Kendujhar , district of Odisha for SLF Literary Youth Icon Award contest-. 2023 Lets talk with a  young and dynamic ink slinger Rahul Kumar Garnayak hails from Anugul , district of Odisha for SLF Literary Youth Icon Award contest-. 2023 ବଦନାମ ବାୟୁ–ମଧୁସ୍ମିତା ରାଉତ ଜନ୍ମଦାତା — ବନଲକ୍ଷ୍ମୀ ମହାନ୍ତି ତୁମେ ଭାରି ମନେପଡ — କଳ୍ପନା ରାୟ ଭକ୍ତର ଭଗବାନ  — ବନଲକ୍ଷ୍ମୀ ମହାନ୍ତି  ମାଆ ଗାୟତ୍ରୀ — ଜାନକୀ ମହାନ୍ତ ସେଇ ଜହ୍ନ–ଭାଗ୍ୟଶ୍ରୀ ଦେ THE VOICE OF PEACE–ROULA POLLARD SPRING GROWS INTO NEXT YEAR–Roula Pollard Transience–Sushant Thapa Another Day in the City–Debarati Sen ଏରୁଣ୍ଡିବନ୍ଧର ମୋହ–ଉର୍ମିଳା ଗଉଡ଼ Lets talk with a  young and dynamic  Poetess MS Smitali Priyadarshini Panda hails from Silver city Cuttack , district of Odisha for SLF Literary Youth Icon Award contest-. 2023 Lets talk with a  young budding Poetess MS Puspita Maharana hails from Kendujhar , district of Odisha for SLF Literary Youth Icon Award contest-. 2023 Silence Makes You So Beautiful–Nurul Hoque Lets talk with a  young budding Poetess MS Priyanka Swain hails from Ganjam , district of Odisha for SLF Literary Youth Icon Award contest-. 2023 Lets talk with a  young budding Poetess MS Sabita Pattanayak hails from Kendujhar, district of Odisha for SLF Literary Youth Icon Award contest-. 2023 ତୁମେ ଯେବେ ଆସ — ଅଭିପ୍ସା ଧଳ ପ୍ରେମ_କରିବି ନା ପୂଜା — ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ

*ଶୀତର ପରଶ- ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା *

*ଶୀତର ପରଶ*

ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା 

**********””””””””*********

ଧୀରେ ଧୀରେ ଛୁଏଁ ଶୀତର ପରଶ

ସୃଷ୍ଟି ସର୍ଜନାର ଭୂଇଁ

ସ୍ୱଗତୋକ୍ତି ତୋଳେ ପ୍ରକୃତି ସମ୍ଭାର

ବିସ୍ମୟ ଫାଟକ ଦେଇ।

ଧୂଆଁଳିଆ ଶୋଭା ଚତୁଃପାର୍ଶ୍ବ ବିଭା

କାକର ଶୁଭ୍ରତା ଭରି

ଶୀତଳ ସମୀର ରୋମାଞ୍ଚ ପରଶେ

ଶରୀର ଉଠେ ଶିହରି ।

ପ୍ରତ୍ୟୁଷକାଳୀନ ପ୍ରାତଃ ଭ୍ରମଣରେ

ଆଳସ୍ୟ ହିଁ ଦୂରୀଭୂତ

ନିଦ୍ରା ତନ୍ଦ୍ରା ତେଜି ଜୀବନ ଜାଗୃତି

ସମ୍ଭାବନା ଆଶାନ୍ୱିତ।

ଶୀତ ସକାଳର ସ୍ୱର୍ଣ୍ଣୀମ କିରଣେ

ହସିଉଠେ ଧରାଧାରା

ଘାସ ଗାଲିଚାର ସବୁଜିମା ଶେଯ

ଚିକିମିକି ହିମ ଭାରା।

ନିଷ୍ପ୍ରଭ ସାଜଇ ଶୀତକର ଶୁଚି

ଶିଶିର ଶୁଭ୍ରତା ତଳେ

ଟୋପା ଟୋପାବର୍ଷେ କାକରବିନ୍ଦୁ ଯେ

ସ୍ୱରୁପ ବୃଷ୍ଟିର ଆଳେ।

ମନେ ହୁଏ ସତେ ଆଁ କରିଦେଲେ,

ଜଳରୁ ବି ଆସେ ଧୂଆଁ

ଧୋବ ଫରଫର ବଗ ବଗୁଲୀ ବି

ପଞ୍ଚୁକ ପାଳନ୍ତି ଆହା!

ଶୀତାର୍ତ୍ତ ସୁରୁଜ ଶୀତଋତୁ ଲାଗି

ଯାଉଛନ୍ତି ଶୀଘ୍ର ଲୁଚି

ଶୀତଳୀକରଣ ନୁହେଁ ଆଚରଣ

ଶୀତବସ୍ତ୍ର ଅଭିରୁଚି।

କାର୍ତ୍ତିକ ପୂର୍ଣ୍ଣିମା ବୋଇତ ବନ୍ଦାଣ

ମାଣଝୋଟି ମାର୍ଗଶୀରେ

ମକର ସଂକ୍ରାନ୍ତି, ବସନ୍ତ ପଞ୍ଚମୀ

ପାଳନ ହିଁ ହେମାଳରେ।

ଶୀତଳ ଓଢଣୀ ଶୀତଳତା ଧରି

ଓହ୍ଲାଇ ଆସିଛି ଶୀତ

ଅନାଦୃତ ହୁଏ ସଲିଳ ସାନ୍ନିଧ୍ୟ

ସ୍ୱାସ୍ଥ୍ୟେ ଉଷ୍ଣତା ସ୍ୱାଦିତ।

 

ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା 

 321 total views,  1 views today

15 thoughts on “*ଶୀତର ପରଶ- ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା *

  1. My family every time say that I am killing my
    time here at net, however I know I am getting knowledge everyday by reading such fastidious
    posts.

  2. Hello There. I found your blog using msn. This is an extremely well written article.
    I’ll make sure to bookmark it and come back to read more of your useful information. Thanks for the post.
    I’ll definitely comeback.

  3. Hi there, You’ve done a fantastic job. I’ll definitely digg it and personally suggest
    to my friends. I’m confident they will be benefited from this web site.

  4. I like the helpful info you provide in your articles.I’ll bookmark your blog and check again here regularly.I’m quite certain I will learn many new stuff right here!Best of luck for the next!

Leave a Reply

Your email address will not be published. Required fields are marked *