March 29, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*ଜାତିରୁ ବିପତ୍ତି – ସୀମାଞ୍ଚଳ ପଣ୍ଡା*

******* *ଜାତିରୁ ବିପତ୍ତି* *******
************
ସୀମାଞ୍ଚଳ ପଣ୍ଡା
***********

ସମ୍ପଦ   ସୁରକ୍ଷା    ସରକାର  ଦୀକ୍ଷା
ନକଲେ କେ ଆଉ ରଖିବ କହ,
ବୌଦ୍ଧିକ   ସମ୍ପତ୍ତି   ଦିଏ  ନାହିଁ  ଗତି
ସାଜଇ ବିପତ୍ତି  ଉଠଇ କୋହ !

ଆଜି  ଏ ମଣିଷ   କଲା  କିସ ଦୋଷ
ଜାତି ଲାଗି  ହଜି  ଯାଏ  ସମ୍ପତ୍ତି,
କିଏ  ଗଢ଼ିଥିଲା  କାହା ଦୋଷ ହେଲା
ବୌଦ୍ଧିକ   ସମ୍ପତ୍ତି  ହୁଏ  ବିପତ୍ତି,
ଜାତି ନାମେ ଜ୍ଞାନ  ହୋଇବ କି  କ୍ଷୂର୍ଣ୍ଣ
କି ଲାଗି ଏ ଦଣ୍ଡ  ହେବ  ପ୍ରବାହ,
ସମ୍ପଦ   ସୁରକ୍ଷା    ସରକାର   ଦୀକ୍ଷା
ନ କଲେ ଆଉ କେ ରଖିବ କହ।

ଏମିତି   ବୁଝିଲେ   ବଞ୍ଚିବ   କି ଭଲେ
ଆପଣା   ଜ୍ଞାନରେ  କା’ ଅଧିକାର,
ତେବେ ଅକାରଣେ ରୋଧନ କାରଣେ
ନିର୍ଦୋଷକୁ  ଦଣ୍ଡ କେଉଁ  ପ୍ରକାର?

ଏମିତି   କିପରି   ହେବ   ଏତେ  ସରି
ଜ୍ଞାନ  ପାଇଁ  ସ୍ପୃହା   ଆସିବ  କାହିଁ,
ପ୍ରତିଯୋଗୀ    ମନ    ପଡ଼ିବ   ମଳିନ
ବୌଦ୍ଧିକ   ସମ୍ପତ୍ତି    ବଢ଼ିବ  ନାହିଁ,
ଜାତି ନାମେ  ଜ୍ଞାନ  ହେବ  ସଙ୍କୋଚନ
ଜୀବନେ  ଆଉ କି  ରହିବ  ମୋହ,
ବୌଦ୍ଧିକ    ସମ୍ପତ୍ତି   ଦିଏ   ନାହିଁ  ଗତି
ସାଜଇ    ବିପତ୍ତି  ଉଠଇ  କୋହ।

ଦୁର୍ବଳେ  ଶକତି  ଦେବା  ହେଉ  ନୀତି
ନରହୁ   ଆପତ୍ତି    ହେଉ   ସମ୍ମତି,
ବୌଦ୍ଧିକ    ସମ୍ପତ୍ତି    ନିମନ୍ତେ   ଦୁର୍ଗତି
ଆସନ୍ତେ ନିର୍ଦ୍ଦୋଷେ ପାଆନ୍ତି ଶାସ୍ତି!

***************************

ସୀମାଞ୍ଚଳ ପଣ୍ଡା
**************************

 494 total views,  1 views today

6 thoughts on “*ଜାତିରୁ ବିପତ୍ତି – ସୀମାଞ୍ଚଳ ପଣ୍ଡା*

  1. Do you mind if I quote a couple of your posts as long as I provide credit and sources back
    to your website? My blog site is in the very same niche as yours and my users would certainly benefit from a lot of the information you present here.
    Please let me know if this alright with you. Appreciate it!

  2. I was extremely pleased to uncover this great site.
    I wanted to thank you for ones time just
    for this wonderful read!! I definitely appreciated every little bit of it and i also have you saved
    as a favorite to look at new stuff in your website.

  3. Neat blog! Is your theme custom made or did you download it
    from somewhere? A theme like yours with a few simple tweeks would really make
    my blog shine. Please let me know where you got your theme.
    Thanks

  4. Thanks for one’s marvelous posting! I actually enjoyed
    reading it, you’re a great author. I will make certain to bookmark your blog and will often come back down the
    road. I want to encourage continue your great writing,
    have a nice holiday weekend!

Leave a Reply

Your email address will not be published. Required fields are marked *