April 25, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
May
2023
4

ସନ୍ତାପିତ ହୃଦୟ – ପ୍ରସନ୍ନ କୁମାର ମେହେର

ସନ୍ତାପିତ ହୃଦୟ ଅତୀତର ସେଇ ପୁରୁଣା ସ୍ମୃତି ମନ ମଧ୍ୟରେ ଉଙ୍କି ମାରେ ଅନେକ ଅସୁମାରୀ ସ୍ବପ୍ନ। ଏମିତି ସ୍ବପ୍ନ ଦେଖିବାଟା ଯୌବନର ପ୍ରଥମ ପାହାଚରେ କେତେ ଯେ ନବ ଯୁବଯୁବା ପଥହୁଡା ହେବା ଆଜିର ଯୁବପିଢି ପାଇଁ ଅତ୍ୟନ୍ତ ପରିତାପର ବିଷୟ। ଜୀବନର ଆନନ୍ଦ ଉତ୍ସାହର ସମୟ ଯୌବନର ଷୋଳଟି ଫଗୁଣ । ହର୍ଷୋଳିତ ପ୍ରାଣରେ ନବ

Loading

Jan
2023
31

ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର

ହେ ଲାବଣ୍ୟବତୀ ପରୀ   ଗୋଲାପୀ ଗୋଲାପୀ ମନ ତ ଗୋଲାପୀ କି ମଞ୍ଜୁଳ ହେ ରୂପସୀ ଗୋଲାପ ନଗରୁ ଆସିଛ କି ସତେ ହେ ରୂପବତୀ ମାନସୀ ! ଗୋଲାପ ସୁମନ ଅଙ୍ଗେ ପରିପାଟୀ ବାସ ପରିଧାନ କରି ଗୌର ମଥା ସିନ୍ଥି ଅପରୂପ କାନ୍ତି ଅହ୍ୟ ସୁଲକ୍ଷଣୀ ନାରୀ । ଗୋଲାପର ବର୍ଣ୍ଣ ନାଲି ଟିପା

Loading

Jan
2023
19

ମକର ସଂକ୍ରାନ୍ତି – ପ୍ରସନ୍ନ କୁମାର ମେହେର

ମକର ସଂକ୍ରାନ୍ତି    ଓଡ଼ିଶା ସଂସ୍କୃତି ଓଡ଼ିଆ ସଂସ୍କାର ଜଗନ୍ନାଥ ଧାମ ସ୍ମର ବାର ମାସେ ପଡେ ତେର ପରବର ଜଗନ୍ନାଥ ସଂସ୍କୃତିର ।   ମକର ସଂକ୍ରାନ୍ତି ମକର ଚାଉଳ ଭୋଗ ଲାଗେ ଶିରୀ କ୍ଷେତ୍ରେ ଦ୍ବାଦଶ ଯାତରା ମଧ୍ୟେ ଅଟେ ଶ୍ରେଷ୍ଠ ମକର ସଂକ୍ରାନ୍ତି ମତେ ।   ଦକ୍ଷିଣେ ପୋଙ୍ଗଲ ଉତ୍ତରରେ ଟୁସୁ ନାନା

Loading

Jan
2023
15

ହେ ବୀର ଯବାନ – ପ୍ରସନ୍ନ କୁମାର ମେହେର

ହେ ବୀର ଯବାନ    ଭାରତ ମାତାର ଯୋଗ୍ୟତମ ସୁତ ତୁମ୍ଭକୁ କୋଟି ନମନ ହେ ବୀର ଯବାନ ଦେଶର ରକ୍ଷକ ଦେଶ ପାଇଁ ବଳିଦାନ ।।   ଦେଶର ସୁରକ୍ଷା ଜାତି ପ୍ରତିରକ୍ଷା ଆତ୍ମ ଜଳାଞ୍ଜଳି ଦେଇ ଦେଶର ବଇରି ସଭିଙ୍କ ଅଇରି ଦେଶରୁ ହଟିବା ପାଇଁ ।।   ପରିବାର ମୋହ ଛାଡି କରି ରୁହ

Loading

Jan
2023
8

ହେମ ହରିଣୀ – ପ୍ରସନ୍ନ କୁମାର ମେହେର

ହେମ ହରିଣୀ ପ୍ରସନ୍ନ କୁମାର ମେହେର କେଉଁ ଶିଳ୍ପୀ ହସ୍ତେ ଗଢ଼ଣ ହୋଇଛ ସୁନ୍ଦରୀ ହେମହରିଣୀ ଗୋରା ଚାହାଣୀ କୁ ନିରେଖି ଚାହିଁଲେ ମନଲାଖି ଯିବ କ୍ଷଣି ।।   ବିଧାତା ର ଖେଳ କେଡ଼େ ମନୋହର କୋଟିଏ ରେ ଗୋଟି ହୀରା ନିଶା କାଳେ ସତେ ମେଘମାଳେ ତୁମ୍ଭେ ଝଟକିବ ଜହ୍ନ ତାରା ।।   କେଉଁ

Loading

Jan
2023
7

ପୁଷ ପୂନେଇ-ପ୍ରସନ୍ନ କୁମାର ମେହେର

ପୁଷ ପୂନେଇ ପଉଷ ମାସର ପୂର୍ଣ୍ଣମୀ ତିଥିରେ ପୁଷ ପୂନେଇ ପରବ ପଶ୍ଚିମ ଓଡିଶାର ଆଞ୍ଚଳିକ ଏହି କୃଷିଭିତ୍ତିକ ପରବ । ନାନା ରକମର ପିଠାପଣା ସାଥେ ଆରିସା କାକରା ମଣ୍ଡା ଘରେ ଘରେ ହୁଏ ଦୁଦୁରା ର ପିଠା ଭୁଞ୍ଜନ୍ତି ଗଣ୍ଡାକୁ ଗଣ୍ଡା । ଧାନ ଅମଳର ସମୟ ଆସିଛି ସର୍ବ ହରଷ ପରାଣେ ଖୁସିର ପରବ

Loading

Sep
2022
29

ସେ ଝିଅଟି ଭାରୀ ସୁନ୍ଦରୀ! — ପ୍ରସନ୍ନ କୁମାର ମେହେର

ସେ ଝିଅଟି ଭାରୀ ସୁନ୍ଦରୀ!     ହେ ନୀଳନୟନୀ ବାଙ୍କ ତୋ ଚାହାଣୀ ନିରେଖି ଚାହିଁଲେ କ୍ଷଣି ମନ ମୋ ବାୟାଣୀ ହୃଦୟର ରାଣୀ ଛନଛନିଆ ମୋହିନୀ ।।   ଦେଖିବାକୁ ସତେ ସରଗ ସୁନ୍ଦରୀ ମନଲାଖି ଚନ୍ଦ୍ରମୁଖୀ ଜହ୍ନ ରାଇଜର ସିଏ ତ ଚାନ୍ଦିନୀ ତୀର ମାରି ଦେବ ଆଖି ।।   ଗୋରା ଗାଳ

Loading

Sep
2022
29

ମଥୁରା ଦର୍ଶନ  — ପ୍ରସନ୍ନ କୁମାର ମେହେର

ମଥୁରା ଦର୍ଶନ    ମଥୁରା ନଗର ଉଗ୍ରସେନ ରାଜା ପାଳୁଥାନ୍ତି ସୁଖେ ପ୍ରଜା ତାଙ୍କର ସନ୍ତାନ କଂସ ଯୁବରାଜ ତ୍ରିଭୁବନ କଲା ସଜା ।।   କୃଷ୍ଣ ଜନ୍ମ ସ୍ଥାନ ଏଠି ବିରାଜିତ କେଡ଼େ ମନୋରମ ଶୋଭା ବିରାଟ ମନ୍ଦିର ପ୍ରଶସ୍ତ ପ୍ରାଚୀର କୃଷ୍ଣ ମୂର୍ତ୍ତି ମନଲୋଭା ।।   କଂସ ଦରବାର କଂସ କିଳା ଏଠି ଦରଶନ

Loading

Sep
2022
20

ସେ ଝିଅଟି ଭାରୀ ସୁନ୍ଦରୀ — ପ୍ରସନ୍ନ କୁମାର ମେହେର

ସେ ଝିଅଟି ଭାରୀ ସୁନ୍ଦରୀ!   ହେ ନୀଳନୟନୀ ବାଙ୍କ ତୋ ଚାହାଣୀ ନିରେଖି ଚାହିଁଲେ କ୍ଷଣି ମନ ମୋ ବାୟାଣୀ ହୃଦୟର ରାଣୀ ଛନଛନିଆ ମୋହିନୀ ।।   ଦେଖିବାକୁ ସତେ ସରଗ ସୁନ୍ଦରୀ ମନଲାଖି ଚନ୍ଦ୍ରମୁଖୀ ଜହ୍ନ ରାଇଜର ସିଏ ତ ଚାନ୍ଦିନୀ ତୀର ମାରି ଦେବ ଆଖି ।।   ଗୋରା ଗାଳ ତୋର

Loading

May
2022
18

ବୌଦ୍ଧ ପୂର୍ଣ୍ଣିମା — ପ୍ରସନ୍ନ କୁମାର ମେହେର

ବୌଦ୍ଧ ପୂର୍ଣ୍ଣିମା   ବୈଶାଖ ମାସର ପୂର୍ଣ୍ଣମୀ ତିଥିରେ ବୁଦ୍ଧ ଜୟନ୍ତୀ ପାଳିତ ଗୌତମ ବୁଦ୍ଧଙ୍କ ଜନମ ଦିବସ ବୌଦ୍ଧ ପୁର୍ଣ୍ଣମୀ କଥିତ।   ପିତା ଶୁଦ୍ଧୋଦନ ମାତା ମାୟାଦେବୀ କରିଲେ କୋଳ ମଣ୍ଡନ କପିଳାବାସ୍ତୁର ଲୁମ୍ବିନୀ ଉଦ୍ୟାନେ କ୍ଷତ୍ରିୟ ବଂଶେ ନନ୍ଦନ ।   ଜନନୀ ବିୟୋଗେ ଗୌତମୀ ବିମାତା ପରିପlଳିତ ଯତନ ଗୌତମ ନାମରେ ସର୍ବେ

Loading

May
2022
13

ମା’ର ମମତା — ପ୍ରସନ୍ନ କୁମାର ମେହେର

ମା’ର ମମତା ପ୍ରସନ୍ନ କୁମାର ମେହେର   ମାଆର ମମତା ନାହିଁ ତା’ର ସମତା ଏ ମହୀ ମଣ୍ଡଳେ ଜାଣ, ବାତ୍ସଲ୍ୟ ମମତା ସ୍ନେହ ଆଦର ତା’ ସରଗ ଠୁଁ ଗରୀୟାନ୍ ।   ଦଶ ମାସ କାଳ ଗର୍ଭେ ଭାର ବହି ସହିଛି ଦୁଃଖ ଯନ୍ତ୍ରଣା, ନିଜେ ନ ଭୁଞ୍ଜ ଇ ସନ୍ତାନକୁ ଦେଇ ତୃପତି ସମବେଦନା

Loading

May
2022
1

ପ୍ରଜ୍ଞା ବଲ୍ଲରୀ — ପ୍ରସନ୍ନ କୁମାର ମେହେର

ପ୍ରଜ୍ଞା ବଲ୍ଲରୀ                        ବିଦ୍ୟାଳୟ ଏକ ଶିକ୍ଷାର ମନ୍ଦିର ବିଦ୍ଯାଭଣ୍ଡାର ଯହିଁ ନିହିତ ବିଦ୍ଯାଦାତା ବିଘ୍ନ ବିନାୟକ ସାଥେ ସ୍ବୟଂ ବାଗ୍ ଦେବୀ ମାଁ ପୂଜିତ । ବିଦ୍ୟାଳୟ ପରା ଅଟଇ ଆମର ମଣିଷ ତିଆରି କାରଖାନା ଜୀବନ୍ତ ଠାକୁର ଶିକ୍ଷକ ଶିକ୍ଷିକା ଗୁରୁ

Loading

Apr
2022
27

ତୁମ୍ଭ ଶ୍ରୀପୟରେ ଅଳି — ପ୍ରସନ୍ନ କୁମାର ମେହେର

ତୁମ୍ଭ ଶ୍ରୀପୟରେ ଅଳି   ରତ୍ନ ସିଂହାସନେ ବସିଛ ମଉନେ ଆହେ ଜଗତର ସାଇଁ ନୀଳାଚଳ ଧାମେ ଶିରୀ କ୍ଷେତ୍ର ନାମେ ଭକ୍ତବତ୍ସଳ ଗୋସାଇଁ ।   ହେ ଚକାନୟନ ପତିତପାବନ ଦୀନବନ୍ଧୁ ଦଇତାରି ଦୀନ ଦୁଃଖି ରଙ୍କି ଗୁହାରି ଶୁଣି କି ଦୁଃଖ ଯାଉ ଅପସରି ।   ତୁମ୍ଭ ଦରଶନ ପାଇବାକୁ ମନ ଆତୁର ହୁଅଇ

Loading

Apr
2022
26

ଜୀବନ ସଙ୍ଗିନୀ — ପ୍ରସନ୍ନ କୁମାର ମେହେର

ଜୀବନ ସଙ୍ଗିନୀ                     ପ୍ରେୟସୀ ରୂପସୀ ମନର ମାନସୀ ସୁଖୀ ଯୁଗଳ ଦମ୍ପତି ସୁଖୀ ପରିବାର ଦାମ୍ପତ୍ୟ ଜୀବନ ଅଭୁଲା ଜୀବନ ସାଥୀ ।   ପାଦେ ପାଦ ଯୋଖି ଚାଲି କେଡ଼େ ଚାଖି ସୁନ୍ଦରୀ ପ୍ରୀୟା ମୟୂରୀ ଜୀବନ ଜୀବିକା ପେଟ ପାଇଁ ଏକା

Loading

Apr
2022
13

*ଅନାଥର ନାଥ — ପ୍ରସନ୍ନ କୁମାର ମେହେର*

ଅନାଥର ନାଥ ********* ଅନାଥ ର ନାଥ ଆହେ ଜଗନ୍ନାଥ ହେ ପ୍ରଭୁ ଜଗତସାଇଁ ପତିତପାବନ ବାନାକୁ ଉଡାଇ ‌ ‌ ରଥଯାତ କରୁଥାଇ । ଭକତ ଜନଙ୍କ ଗୁହାରି ଶୁଣିଣ ଭକତବତ୍ସଳ ହରି ଦୀନ ଦୁଃଖି ରଙ୍କି ଉଦ୍ଧାର ପାଇଁ କି ଜଗତ ମଙ୍ଗଳ କରି । ତୁମ୍ଭ ଦରଶନ ଲଭିବାକୁ ମନ ଆତୁର ହୁଏ ପରାଣ

Loading

Apr
2022
13

*ରାମ ନାମ ରସାମୃତ — ପ୍ରସନ୍ନ କୁମାର ମେହେର*

ରାମ ନାମ ରସାମୃତ ********************* ହେ ପୁରୁଷୋତ୍ତମ ରଘୁପତି ରାମ ତୁମ୍ଭ ପୟରେ ପ୍ରଣତି ତୁମ୍ଭ ନାମ ଜପି ଭକ୍ତ ହନୁମାନ ମହାବଳୀ ରୂପେ ଖ୍ୟାତି। ହେ ରଘୁନନ୍ଦନ କୌଶଲ୍ୟା ନନ୍ଦନ ପ୍ରଜାବତ୍ସଳ ନୃପତି ଦଶରଥ ସୁତ ରାମ ଜ୍ୟେଷ୍ଠ ପୁତ୍ର ରଘୁବଂଶ ସୀତାପତି । ସତ୍ୟର ପୂଝାରୀ ଅସୁର ସଂହାରି ଜଗତପାଳକ ହରି ପିତୃସତ୍ୟ ପାଇଁ ଚତୁର୍ଦ୍ଦଶ

Loading

Apr
2022
6

*ଉତ୍କଳ ଜନନୀ ବୀର ପ୍ରସବିନୀ- ପ୍ରସନ୍ନ କୁମାର ମେହେର *

ଉତ୍କଳ ଜନନୀ ବୀର ପ୍ରସବିନୀ **************************       ପ୍ରସନ୍ନ କୁମାର ମେହେର ********************** ଉତ୍କଳ ଜନନୀ ବୀର ପ୍ରସବିନୀ ପୂଣ୍ୟତୋୟା ସ୍ରୋତସ୍ବିନୀ ପୂତ ଚିତ୍ରୋତ୍ପଳା ଯା’ହୃଦେ ଉତ୍ପଳା ରତ୍ନଗର୍ଭା ମାଁ ଧାରିଣୀ ।   ଚାରିଧାମ ମଧ୍ୟେ ପୁରୀର ଶ୍ରୀକ୍ଷେତ୍ର ପୂଣ୍ୟ ଜଗନ୍ନାଥ ଧାମ ମନ୍ଦିର ମାଳିନୀ ପ୍ରକୃତି ରାଗିଣୀ ସୂକ୍ଷ୍ମ କଳାକୃତି କାମ ।

Loading

Feb
2022
1

*ଝୁଲା–ପ୍ରସନ୍ନ କୁମାର ମେହେର*

ଝୁଲା ************************ ପ୍ରସନ୍ନ କୁମାର ମେହେର କର୍ତ୍ତବ୍ୟର ପଥେ ସୁଗମ ସୁପଥେ ନିତ୍ୟ ବ୍ୟବହାର ଲାଗି ସଙ୍ଗେ ସଙ୍ଗ ଝୁଲା ସ୍ମୃତିର ଅଭୁଲା ଜୀବନର ଉପଯୋଗୀ । ପଦାକୁ ଗମିଲେ ଘରୁ ବାହାରିଲେ ପରିବା କିଣିବା ପାଇଁ ହୋଇଥାଏ ଲୋଡା ଧରିବାକୁ ଛିଡ଼ା ବାହୁ ବନ୍ଧନେ ଆବରି । ଯାତରା ଭ୍ରମଣେ କରିବାକୁ କ୍ଷଣେ ହାତେ ଥିବ ଯଦି

Loading

Dec
2021
9

*ଜୀବନ ସାଥି – ପ୍ରସନ୍ନ କୁମାର ମେହେର*

ଜୀବନ ସାଥି *********************    ପ୍ରସନ୍ନ କୁମାର ମେହେର   ମନର ମାନସୀ ପ୍ରୀତିର ପ୍ରେୟସୀ ଆହେ ମୋର ପ୍ରିୟତମା ସପନ ରୂପସୀ ସରଗ ଉର୍ବସୀ ପ୍ରଣୟର ଅନୁପମା । ଷୋଳଟି ଫଗୁଣ ଚୋରା ଚଇତିର ପ୍ରୀତି ର ଅଭିସାରିକା ମୃଦୁ ମଳୟ ର ଶୀତଳ ସମୀର ମୋ ସପନର ନାୟିକା । ମୋ ଆଖିରେତୁହିତୋଆଖିରେମୁହି ହୃଦ କଥା

Loading

Nov
2021
21

*ଦି’ ଦିନ ଜୀବନ – ପ୍ରସନ୍ନ କୁମାର ମେହେର*

ଦି’ ଦିନ ଜୀବନ ************** ପ୍ରସନ୍ନ କୁମାର ମେହେର   ମଣିଷ ଜୀବନ ଦି’ ଦିନ ଜୀବନ ଏଇ ଧରା ପୃଷ୍ଠ ତଳେ ଆସିଛି ସେ ଦିନେ ଯିବ ଏକ ଦିନେ ଜନମ ମରଣ ବଳେ ।।   ଜନମ ମରଣ ସତ୍ୟ ସନାତନ ଲିପିବଦ୍ଧ ଚିତ୍ରଗୁପ୍ତେ ଭାଗ୍ୟର ଲିଖନ କେ କରିବ ଆନ ଜୀବନର ଗତିପଥେ ।।

Loading