November 28, 2021
11 11 11 AM
*BEYOND LIMITS -Dr.Prasana Kumar Dalai*
*କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି*
*ଦି’ ଦିନ ଜୀବନ – ପ୍ରସନ୍ନ କୁମାର ମେହେର*
*ମରିଯାଉଥିବା ଆଶା – ମନୋଜ କୁମାର ଦାସ*
*ଜାତିରୁ ବିପତ୍ତି – ସୀମାଞ୍ଚଳ ପଣ୍ଡା*
*ହେ… ଚକାନୟନ – ରୀକ୍ଷିରାମ ମେହେର*
*ବିଦ୍ୟାପତି-ଲଳିତା ଉପାଖ୍ୟାନ-ଜାନକୀ ମହାନ୍ତ*
*କଥାର ମୃତ୍ୟୁ- ନବ କୁମାର ଦାସ*
*ଟିକେ ମନକୁ ପଚାର – ଭାସ୍କର ରାଉତ*
*ଶୀତର ପରଶ- ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା *
*ଆପଣା ଓ ପର- ଜୟ କୁମାର ମିଶ୍ର *
*ଜୀବେ ଦୟା କର-ଜାନକୀ ମହାନ୍ତ*
*ଶରଶଯ୍ୟା ଜୀବନ- ଡ଼ଃ ଲଷ୍ମୀକାନ୍ତ ଦାଶ*
*ପ୍ରେମ–ବନସ୍ମିତା ପଣ୍ଡା*
*ବସନ୍ତ କରିଛି ଆଗମନ–ବନସ୍ମିତା ପଣ୍ଡା*
*ଏକାନ୍ତ– ବନସ୍ମିତା ପଣ୍ଡା*
*ପରିଚୟ(ଭାଗ-ଏକ)– ବନସ୍ମିତା ପଣ୍ଡା*
*ସେ! – ବନସ୍ମିତା ପଣ୍ଡା*
*ସାଗର କହେ – ସୀମାଞ୍ଚଳ ପଣ୍ଡା*
*ଅମୃତର ସୃଷ୍ଟି ଶିଶୁ – ପ୍ରତାପ କିଶୋର ରାଉତ*
Latest Post
*BEYOND LIMITS -Dr.Prasana Kumar Dalai* *କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି* *ଦି’ ଦିନ ଜୀବନ – ପ୍ରସନ୍ନ କୁମାର ମେହେର* *ମରିଯାଉଥିବା ଆଶା – ମନୋଜ କୁମାର ଦାସ* *ଜାତିରୁ ବିପତ୍ତି – ସୀମାଞ୍ଚଳ ପଣ୍ଡା* *ହେ… ଚକାନୟନ – ରୀକ୍ଷିରାମ ମେହେର* *ବିଦ୍ୟାପତି-ଲଳିତା ଉପାଖ୍ୟାନ-ଜାନକୀ ମହାନ୍ତ* *କଥାର ମୃତ୍ୟୁ- ନବ କୁମାର ଦାସ* *ଟିକେ ମନକୁ ପଚାର – ଭାସ୍କର ରାଉତ* *ଶୀତର ପରଶ- ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା * *ଆପଣା ଓ ପର- ଜୟ କୁମାର ମିଶ୍ର * *ଜୀବେ ଦୟା କର-ଜାନକୀ ମହାନ୍ତ* *ଶରଶଯ୍ୟା ଜୀବନ- ଡ଼ଃ ଲଷ୍ମୀକାନ୍ତ ଦାଶ* *ପ୍ରେମ–ବନସ୍ମିତା ପଣ୍ଡା* *ବସନ୍ତ କରିଛି ଆଗମନ–ବନସ୍ମିତା ପଣ୍ଡା* *ଏକାନ୍ତ– ବନସ୍ମିତା ପଣ୍ଡା* *ପରିଚୟ(ଭାଗ-ଏକ)– ବନସ୍ମିତା ପଣ୍ଡା* *ସେ! – ବନସ୍ମିତା ପଣ୍ଡା* *ସାଗର କହେ – ସୀମାଞ୍ଚଳ ପଣ୍ଡା* *ଅମୃତର ସୃଷ୍ଟି ଶିଶୁ – ପ୍ରତାପ କିଶୋର ରାଉତ*

*ସେ! – ବନସ୍ମିତା ପଣ୍ଡା*

ସେ ……….

ସେ ଅନ୍ଧାର ଭିତରେ ଖୁବ ଖୋଜିଲି ତୋତେ
ଚାଲୁ ଚାଲୁ ଥକିଗଲେ ସେ ପାଦ ଯୋଡିକ
ଖୁବ ବାଡେଇ ଛାଟି ହେଲେ ହାତ, ଗୋଡ଼ ଯୋଡିକ
ମୁହଁ ମାଡି ପଡିଗଲା ଶେଷ ବିଶ୍ୱାସ
କାଟିପାରୁନଥିଲା ସେ କିଟମିଟ କଳା ବହଳ ଅନ୍ଧାର
ଆଖି ଯୋଡିକ ନୁଆଁଣିଆ
ଦେଖିପାରୁଥାଏ ସେ ତୋର କୌତହଳିଆ ଆଖି ଯୋଡିକ
ହାତ ଯୋଡିକର ଇଂଗତ
ଓଠରେ ତୋର ପୁର୍ଣ ଅସହାୟତାର ସ୍ମିତ ହସ
ଧେତ ସେଇଟା ବିଷ ଥିଲା !!!

ଆଜି ସେ ବରକୋଳି ଗଛ ମୂଳେ ଖୁବ ଭିଡ଼
ସଭିଙ୍କ ଅଣ୍ଟିରେ ଅଣ୍ଟିଏ କୋଳି
ତୋତେ ଖୁବ ଖୋଜିଲି ତା ମୂଳେ
କଉଡ଼ି ଖେଳ ସର୍ତ୍ତରେ ତୁ ହାରିଥିବା କୋଳି ଅଠରଟା
ପାଦ ସାରା ମୋର ସହସ୍ର କଣ୍ଟା
ଭିଜିଯାଇଥିଲା ପୁରା ଗଛମୂଳ
ମୁଁ କିନ୍ତୁ ଢେର ଖୁସି
ଆଞ୍ଜୁଳାଏ ବରକୋଳି ସହ ମୋ ପାଦରେ ଭରା
ରକ୍ତିମ ଅଳତା !!!

ତୁ ଥିଲୁ ବାଟୋଇଟିଏ
ରାସ୍ତା ସାରା ତୋର ପୁଳା ପୁଳା ମିଛ ପ୍ରତିଶୃତି
ସୂର୍ଯ୍ୟକୁ ସାଲିସ କରି
ପ୍ରେମ ତୋର କୁହୁକ ରାତ୍ରି ସହ
ଜହ୍ନ ସହ ବନ୍ଧୁତା କରି ମଧ୍ୟ୍ୟରାତ୍ରି ତୋ ଉପସ୍ଥିତ ପ୍ରହର
ବିଶ୍ୱାସର କବାଟ ବାଡେଇ ବାଣ୍ଟୁ ତୁ ଅବିଶ୍ୱାସ
ସୂର୍ଯ୍ୟର ପ୍ରଥମ କିରଣ ସହ ନଥାଏ ତୋର ଚି଼ହ୍ନବର୍ଣ
ଖାଲି ଯା ସେ ପାଦ ହଳକ କୁହେ ରାତ୍ରିର ବ୍ୟଥା !!!

ବନସ୍ମିତା ପଣ୍ଡା
ଯାଜପୁର

 197 total views,  1 views today

Leave a Reply

Your email address will not be published. Required fields are marked *