May 28, 2022
11 11 11 AM
ବିକାଶର ଚିତ୍ର— ମୁକ୍ତିରାଣୀ ଦେବତା
ବିସ୍ଥାପିତ  — ବନଲତା ଜାଲି 
ଛାଡପତ୍ର — ତୃପ୍ତିରାଣୀ ପାତ୍ର
ଅନୁଶୀଳନ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା 
ବିପ୍ଳବୀ — ଡ.ପ୍ରିୟମ୍ବଦା ସାମଲ
ମୁଁ ଏକ ଆତ୍ମା —- ବିନୋଦିନୀ ଦାଶ
ସ୍ନେହମୟୀ ସେହି ମାଆ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା 
ତୁମେ ଥିଲେ ବୋଧେ — ରଶ୍ମୀବାଳା ଶତପଥୀ
*Lets talk with Pranati Acharya Mishra who hells from Nayagarh , Odisha for Suryodaya_Sambhranta_Saraswat_Samman – 2022* 
ଚିଠି — ସଂଯୁକ୍ତା ସାହୁ
ବାଃ ୟେ’ ସିନ୍ଦୂର — ଜାନକୀ ମହାନ୍ତ
ଲୋହିତ ଗୋଧୂଳି — ଜାନକୀ ମହାନ୍ତ
ଅନ୍ନ — ପ୍ରିୟମ୍ବଦା ରାଉତ
ମୁକ୍ତକେଶୀ–ଶ୍ରୀ ଭରତବନ୍ଧୁ ବିଶ୍ୱାଳ
*ପ୍ରେମ ହିଁ କେବଳମ୍–ବର୍ଷା ରାଣୀ ସାହୁ*
Thy Heritage is Leaking — Gabriel S. Weah
Heritage For Next Generations — Maid Čorbić
Only for you my love — Shiw Shankar Shaw  
Only Love — Lyn Ramos V. Alfonso
Endless Love — Subhasmita Pattnayak
Latest Post
ବିକାଶର ଚିତ୍ର— ମୁକ୍ତିରାଣୀ ଦେବତା ବିସ୍ଥାପିତ  — ବନଲତା ଜାଲି  ଛାଡପତ୍ର — ତୃପ୍ତିରାଣୀ ପାତ୍ର ଅନୁଶୀଳନ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା  ବିପ୍ଳବୀ — ଡ.ପ୍ରିୟମ୍ବଦା ସାମଲ ମୁଁ ଏକ ଆତ୍ମା —- ବିନୋଦିନୀ ଦାଶ ସ୍ନେହମୟୀ ସେହି ମାଆ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା  ତୁମେ ଥିଲେ ବୋଧେ — ରଶ୍ମୀବାଳା ଶତପଥୀ *Lets talk with Pranati Acharya Mishra who hells from Nayagarh , Odisha for Suryodaya_Sambhranta_Saraswat_Samman – 2022*  ଚିଠି — ସଂଯୁକ୍ତା ସାହୁ ବାଃ ୟେ’ ସିନ୍ଦୂର — ଜାନକୀ ମହାନ୍ତ ଲୋହିତ ଗୋଧୂଳି — ଜାନକୀ ମହାନ୍ତ ଅନ୍ନ — ପ୍ରିୟମ୍ବଦା ରାଉତ ମୁକ୍ତକେଶୀ–ଶ୍ରୀ ଭରତବନ୍ଧୁ ବିଶ୍ୱାଳ *ପ୍ରେମ ହିଁ କେବଳମ୍–ବର୍ଷା ରାଣୀ ସାହୁ* Thy Heritage is Leaking — Gabriel S. Weah Heritage For Next Generations — Maid Čorbić Only for you my love — Shiw Shankar Shaw   Only Love — Lyn Ramos V. Alfonso Endless Love — Subhasmita Pattnayak

*ଜୀବେ ଦୟା କର-ଜାନକୀ ମହାନ୍ତ*

**ଜୀବେ ଦୟା କର**

ଜାନକୀ ମହାନ୍ତ

 

ମାନବ ଜୀବନ ଦୁର୍ଲ୍ଲଭ ଜନମ

ଦେବ ପ୍ରିୟ ଏ’ ଜନମ,

ଚଉରା’ଶି ଲକ୍ଷ ଯୋନିପରେ ନର

ପାଏ ଏ’ମାନବ‌ ଜନ୍ମ ।।

 

ପଶୁପକ୍ଷୀ କୀଟ ପତଙ୍ଗ ଉଦ୍ଭିଦ

ଚରାଚର ସରୀସୃପ,

ସୃଷ୍ଟି ଶ୍ରେଷ୍ଠ ପ୍ରାଣୀ ଭାବେ ପରିଚିତ

ଉନ୍ନତ ନର ମସ୍ତିଷ୍କ ।।

 

ବୁଦ୍ଧି ବିଦ୍ୟା ଗୁଣ ତା’ ଉଚ୍ଚ କୋଟୀର

ଦ୍ୱିତୀୟ ବ୍ରହ୍ମା ମାନବ,

ନିଜ ଜ୍ଞାନ ବଳେ ଉଦ୍ଭାବନ କରେ

ତେଣୁ ସେ ସଂସାରେ ଖ୍ୟାତ।।

 

କାର୍ତ୍ତିକ ମାସରେ ପାଳିତ ସାତ୍ତ୍ୱିକ

ଭୋଜନ ଯେ’ ନିରାମିଷ,

ହବିଷ ଅନ୍ନ ଯେ ଆହାର କରେ ସେ

ପଞ୍ଚୁକ ପାଳି ହରଷ ।।

 

ଦାନ ଧର୍ମ ତୀର୍ଥ ମନ୍ଦିର ଦର୍ଶନ

ତୁଳସୀ କରି ପୂଜନ,

ରଙ୍ଗ ବେରଙ୍ଗର ମୁରୁଜରେ ଆଙ୍କେ

ଚିତ୍ରପଟ୍ଟ ଶ୍ୟାମଘନ ।।

 

କାର୍ତ୍ତିକ ବ୍ରତର ପରେ ଏହା କୁହ

କି ଅନ୍ୟାୟ ବ୍ୟଭିଚାର?

ଛାଡ଼ ଖାଇ ନାମେ ପଶୁପକ୍ଷୀ ବଧ

ଅମାନବୀୟ ଅତ୍ୟାଚାର ।।

 

ବିଚରା ନିଷ୍ପାପ ପଶୁପକ୍ଷୀ ଦୋଷ

କଲେ କ’ଣ ନର କୁହ?

ଆମିଷ ଭକ୍ଷଣ ‌ନିମନ୍ତେ ନୃଶଂସ

ପଶୁପକ୍ଷୀ କରି ନାଶ ।।

 

ଏହା କଣ୍ ନୁହେଁ କି ପାପ ହେ ନର

ଜିହ୍ୱା ଲାଳସାରେ ଆମ,

ଭୂଲି ଗଲେ ଦୟା କ୍ଷମା ଧର୍ମ ନ୍ୟାୟ

ପଶୁ ଦୟା ପୂଣ୍ୟ କାମ ।।

 

ଯଦି ବର୍ଷ ସାରା ହୁଏ କାର୍ତ୍ତିକ ତ

ରହନ୍ତା ଏ’ ଧର୍ମ ପରା,

ପଶୁପକ୍ଷୀ ସହ ସ୍ନେହ ଶ୍ରଦ୍ଧା ଦିଅ

ହେବ ସରଗ ଏ’ ଧରା ।।

 

ରହନ୍ତା ନି କାମ ବାସନା ଲାଳସା

ରହନ୍ତାନି ହିଂସା ଦ୍ୱେଷ,

ପଶୁପକ୍ଷୀ ନୁହଁ ଜମା ସ୍ୱ।ର୍ଥପର

ସେ’ ସଚ୍ଚୋଟତାରେ ଶ୍ରେୟ ।।

 

ଥରେ‌ ଖାଇବାକୁ ଦେଇଥିଲେ ତାଙ୍କୁ

ନିଃସ୍ୱାର୍ଥପର ସେବାରେ,

ତା’ ଶେଷ ନିଃଶ୍ୱାସ ଯାଏଁ ମାନେ ବୋଲ

କିନ୍ତୁ ଭୁଲି ଯାଏ ନରେ ।।

 

ଜୀବେ ଦୟାକର ପ୍ରାଣସାଥି ମୋର

ଦିଅ ତାକୁ ସ୍ନେହ ପ୍ରେମ,

ତେବେ ହେବ ଧରା ସ୍ବର୍ଗ ସମ ପରା

ଧନ୍ୟ ହେବ ଏ’ ଜନମ ।।

 

ଜାନକୀ ମହାନ୍ତ

 253 total views,  1 views today

21 thoughts on “*ଜୀବେ ଦୟା କର-ଜାନକୀ ମହାନ୍ତ*

  1. I do agree with all the ideas you have introduced in your post.They’re really convincing and can certainly work. Still, the posts are too quick for starters.May just you please extend them a bit from next time?Thanks for the post.

  2. Thank you, I have recently been searching for info about this topic for ages and yours is the greatest I have came upon so far. However, what in regards to the conclusion? Are you sure concerning the source?

  3. Generally I don’t learn post on blogs, but I would like to say that this write-up very compelled me to check out and do so!Your writing style has been amazed me. Thank you, quite great post.

  4. Thanks for some other wonderful article. The place else may anyone get that kind of info in such an ideal approach of writing? I ave a presentation next week, and I am at the look for such info.

Leave a Reply

Your email address will not be published.

9 + 1 =