May 28, 2022
11 11 11 AM
ବିକାଶର ଚିତ୍ର— ମୁକ୍ତିରାଣୀ ଦେବତା
ବିସ୍ଥାପିତ  — ବନଲତା ଜାଲି 
ଛାଡପତ୍ର — ତୃପ୍ତିରାଣୀ ପାତ୍ର
ଅନୁଶୀଳନ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା 
ବିପ୍ଳବୀ — ଡ.ପ୍ରିୟମ୍ବଦା ସାମଲ
ମୁଁ ଏକ ଆତ୍ମା —- ବିନୋଦିନୀ ଦାଶ
ସ୍ନେହମୟୀ ସେହି ମାଆ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା 
ତୁମେ ଥିଲେ ବୋଧେ — ରଶ୍ମୀବାଳା ଶତପଥୀ
*Lets talk with Pranati Acharya Mishra who hells from Nayagarh , Odisha for Suryodaya_Sambhranta_Saraswat_Samman – 2022* 
ଚିଠି — ସଂଯୁକ୍ତା ସାହୁ
ବାଃ ୟେ’ ସିନ୍ଦୂର — ଜାନକୀ ମହାନ୍ତ
ଲୋହିତ ଗୋଧୂଳି — ଜାନକୀ ମହାନ୍ତ
ଅନ୍ନ — ପ୍ରିୟମ୍ବଦା ରାଉତ
ମୁକ୍ତକେଶୀ–ଶ୍ରୀ ଭରତବନ୍ଧୁ ବିଶ୍ୱାଳ
*ପ୍ରେମ ହିଁ କେବଳମ୍–ବର୍ଷା ରାଣୀ ସାହୁ*
Thy Heritage is Leaking — Gabriel S. Weah
Heritage For Next Generations — Maid Čorbić
Only for you my love — Shiw Shankar Shaw  
Only Love — Lyn Ramos V. Alfonso
Endless Love — Subhasmita Pattnayak
Latest Post
ବିକାଶର ଚିତ୍ର— ମୁକ୍ତିରାଣୀ ଦେବତା ବିସ୍ଥାପିତ  — ବନଲତା ଜାଲି  ଛାଡପତ୍ର — ତୃପ୍ତିରାଣୀ ପାତ୍ର ଅନୁଶୀଳନ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା  ବିପ୍ଳବୀ — ଡ.ପ୍ରିୟମ୍ବଦା ସାମଲ ମୁଁ ଏକ ଆତ୍ମା —- ବିନୋଦିନୀ ଦାଶ ସ୍ନେହମୟୀ ସେହି ମାଆ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା  ତୁମେ ଥିଲେ ବୋଧେ — ରଶ୍ମୀବାଳା ଶତପଥୀ *Lets talk with Pranati Acharya Mishra who hells from Nayagarh , Odisha for Suryodaya_Sambhranta_Saraswat_Samman – 2022*  ଚିଠି — ସଂଯୁକ୍ତା ସାହୁ ବାଃ ୟେ’ ସିନ୍ଦୂର — ଜାନକୀ ମହାନ୍ତ ଲୋହିତ ଗୋଧୂଳି — ଜାନକୀ ମହାନ୍ତ ଅନ୍ନ — ପ୍ରିୟମ୍ବଦା ରାଉତ ମୁକ୍ତକେଶୀ–ଶ୍ରୀ ଭରତବନ୍ଧୁ ବିଶ୍ୱାଳ *ପ୍ରେମ ହିଁ କେବଳମ୍–ବର୍ଷା ରାଣୀ ସାହୁ* Thy Heritage is Leaking — Gabriel S. Weah Heritage For Next Generations — Maid Čorbić Only for you my love — Shiw Shankar Shaw   Only Love — Lyn Ramos V. Alfonso Endless Love — Subhasmita Pattnayak

*ବିଦ୍ୟାପତି-ଲଳିତା ଉପାଖ୍ୟାନ-ଜାନକୀ ମହାନ୍ତ*

**ବିଦ୍ୟାପତି-ଲଳିତା ଉପାଖ୍ୟାନ**
।।ଜାନକୀ ମହାନ୍ତ।।

ପ୍ରଥମ ପରାର୍ଦ୍ଧେ ଆଦିବ୍ରହ୍ମ ନେଲେ
ନୀଳମାଧବଙ୍କ ରୂପ,
ଦ୍ୱିତୀୟ ପରାର୍ଦ୍ଧେ ପ୍ରଭୁ ଆଦିକନ୍ଦ
ନେଲେ ଦାରୁବ୍ରହ୍ମ ରୂପ ।।

ଘନ ଅରଣ୍ୟରେ ବିଦ୍ୟାପତି ସାଥେ
ଲଳିତାଙ୍କ ହେଲା ଦେଖା,
ଲଳିତାଙ୍କ ପିତା ବିଶ୍ୱାବସୁ ଥିଲେ
ଶବରପଲ୍ଲୀର ରାଜା ।।

ବିଶ୍ବାବସୁ କରେ ନୀଳମାଧବ ଯେ
ପ୍ରତ୍ୟହ ପୂଜା ଅର୍ଚ୍ଚନ,
ଅନ୍ଧ ପୁଟୁଳିରେ ଯାଇ ବିଦ୍ୟାପତି
କଲେ ମାଧବ ଦର୍ଶନ ।।

ନୀଳମାଧବ ଯେ ସ୍ୱପ୍ନାଦେଶ ଦେଲେ
ବ୍ରାହ୍ମଣ ବିଦ୍ୟାପତିଙ୍କୁ,
ଇନ୍ଦ୍ରଦ୍ୟୁମ୍ନ ରାଜ୍ୟେ ପୁରୁଷୋତ୍ତମରେ
ଅବସ୍ଥାନ କରିବାକୁ ।।

ବିଦ୍ୟାପତି ଫେରେ ନୀଳ ମାଧବଙ୍କ
ସାମଗ୍ରୀ ଚୋରାଇ ପୁରୀ,
ରାଜା ଇନ୍ଦ୍ରଦ୍ୟୁମ୍ନ ଗଭୀର ସନ୍ତୋଷ
ବିଶ୍ୱାବସୁ ଦୁଃଖୀ ଭାରି ।।

ପ୍ରଭୁ ତତ୍ ପରେ ନୀଳ ମାଧବ ଯେ
ହୋଇ ଗଲେ ଅନ୍ତର୍ଦ୍ଧାନ,
କହନ୍ତି ନାରଦ ନୀଳ ମାଧବଙ୍କ
ଶ୍ରୀଦାରୁ ରୂପ ଧାରଣ ।।

ନୀଳ ଦରିଆର ମହୋଦଧି କୂଳେ
ଭାସୁଥାନ୍ତି ଦାରୁବ୍ରହ୍ମ,
ସମୁଦ୍ରରୁ ଦାରୁ ସଂଗ୍ରହ କରିଣ
ଯଜ୍ଞବେଦୀରେ ସ୍ଥାପନ ।।

ମନ୍ଦିର ପ୍ରତିଷ୍ଠା ପାଇଁ ଇନ୍ଦ୍ରଦ୍ୟୁମ୍ନ
ନାରଦ ସାଥେ ଗମନ,
ଗଲେ ବ୍ରହ୍ମଲୋକ କରିବା ପାଇଁକି
ବ୍ରହ୍ମାଙ୍କର ନିମନ୍ତ୍ରଣ ।।

ଲଳିତା ବିଦ୍ୟାପତି ପୁରୀ କ୍ଷେତ୍ରେ ଆସି
କରିଲେ ଯେ ଅବସ୍ଥାନ,
ତାଙ୍କ ପୁତ୍ର ପୌତ୍ର ପାଇଲେ ପ୍ରଭୁଙ୍କ
ପୌରହିତ୍ୟ ଅଧିକାର ।।

ଜାନକୀ ମହାନ୍ତ

 281 total views,  3 views today

18 thoughts on “*ବିଦ୍ୟାପତି-ଲଳିତା ଉପାଖ୍ୟାନ-ଜାନକୀ ମହାନ୍ତ*

  1. I wanted to thank you for this wonderful read!! I absolutely loved every little bit of it. I have got you bookmarked to check out new stuff you postÖ

  2. I just like the valuable information you supply on your articles.
    I’ll bookmark your weblog and test once more right here frequently.
    I’m somewhat sure I’ll be told a lot of new stuff right right here!
    Best of luck for the next!

  3. Aw, this was a very good post. Taking the time and actual effort to generate a great articleÖ but what can I sayÖ I procrastinate a whole lot and never seem to get anything done.

  4. Thanks for ones marvelous posting! I definitely enjoyed reading it, you could be a great author.I will make certain to bookmark
    your blog and may come back later on. I want to encourage
    you to continue your great work, have a nice weekend!

Leave a Reply

Your email address will not be published.

− 2 = 2