April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Nov
2021
20

*ବିଡ଼ମ୍ବିତ ଶୈଶବ – ପ୍ରସନ୍ନ କୁମାର ସାହୁ*

ବିଡ଼ମ୍ବିତ ଶୈଶବ,,,,,,, ***************** ବିଡ଼ମ୍ବିତ ଆଜି ଶୈଶବ ଶିଶୁର ଏହି ଆଧୁନିକ ଯୁଗରେ, ସବୁ ଶିକ୍ଷା ଠାରୁ ବଞ୍ଚିତ ଶିଶୁଟି କିଛି ନାହି ତା ଭାଗ୍ୟରେ। ଶୁଣି ପାରୁନାହିଁ ବୁଢ଼ୀ ମା ଗୀତକୁ ସୋଇନି ବୁଢ଼ୀମା ଗୋଡେ ନାହିଁ ଆଉ ସେହି ଯୌଥ ପରିବାର ଚାକରାଣୀ ପାଶେ ବଢେ। ଶୁଣି ପାରେ ନାହିଁ ନାନାବାୟା ଗୀତ ମାଆ କି

Loading

Nov
2021
20

*ଏମିତିକା ମଣିଷ – ମନୋଜ କୁମାର ଦାସ*

ଏମିତିକା ମଣିଷଟେ •••••••••♪••••••••••••                   ମନୋଜ କୁମାର ଦାସ                     ••••••••••♠••••••••• ଜୀବନର ମାନେ ବୁଝିଲନି ବୁଢିଆଣୀ ଜାଲରେ ପଡିବା ବସ୍ତୁବାଦୀ ମଣିଷଟେ ସାଜି ଅବାଟରେ ଗତି କରିବାଟା ସଫଳତାର ମୂଲ୍ୟ ଜଣାତ l

Loading

Nov
2021
19

*ଇରିଗେସନ କଲୋନୀର ଶେଷ ଗଳିରେ ଶୀତ – ରମାକାନ୍ତ ସିଂ ସାହାଣୀ*

ଇରିଗେସନ କଲୋନୀର ଶେଷ ଗଳିରେ ଶୀତ ରମାକାନ୍ତ ସିଂ ସାହାଣୀ ********************************* ହେଇ ଦେଖ, ସେହି ଦିନ,ସେହି ରାତି ସେହି ରାସ୍ତା,ସେହି ମନ୍ଦିର,ସେହି ପଡିଆ…. ବାଶ ଗୋଟେ ସାଲ ପୂର୍ତ୍ତି ହେଇ ସାରିଛି…।। ହାଡ ଭଙ୍ଗା ଶୀତରେ କଳାହାଣ୍ଡିରୁ ନୂଆପଡ଼ା ସାଇକେଲରେ ଶୀତର ଜାଡ ପାଇବା ପାଇଁ….. ଭାବ ସର ସର କାକାରରେ ଭିଜିବା ପାଇଁ…. ଇରିଗେସନ କଲୋନୀର

Loading

Nov
2021
18

*ସୁରଭି – ବିନୋଦିନୀ ଦାଶ*

ସୁରଭି ବିନୋଦିନୀ ଦାଶ ******************************** ଧରା ଉପବନେ ସକଳ ବାଳକ ଜଣେ ଜଣେ ସୁରଭିତ କଳିକା, ଫୁଟି ସୌରଭକୁ ବିତରିବା ପାଇଁ ଉଦ୍ୟମ ହେବା ବି ସୁଗନ୍ଧ ମଖା ।   ବିଭିନ୍ନ ଫୁଲର ବିଭିନ୍ନ ସୁରଭି ଗୋଟିଏ ସ୍ଥାନରୁ ଚଉପାଶକୁ, ପ୍ରସାରିତ ହୋଇ ଛୁଟି ଯାଉଥିବ ଦୂର ଦିଗ୍ ବଳୟକୁ ଛୁଇଁବାକୁ ।   ସେ ମହକେ

Loading

Nov
2021
16

*ଶ୍ରୀରାଧା ଶରଣମ୍ – ଡ. ପ୍ରିୟମ୍ବଦା ସାମଲ*

*ଶ୍ରୀରାଧା ଶରଣମ୍*     ଡ. ପ୍ରିୟମ୍ବଦା ସାମଲ ତୁମେ ଦିବ୍ଯପ୍ରାଣା ଭବ୍ୟ ଚେତନାର ପବିତ୍ର ପ୍ରକୃତି ରୂପ ଅପ୍ରାକୃତ ପ୍ରେମ ସଂଗୀତ ସୁରର ଶତ ତାଳ ଝଙ୍କୁରିତ। ତୁମରି ପ୍ରାଣର ଦିବ୍ୟ ଚେତନାରେ ନିନାଦିତ ଗୋପପୁର ଭବ୍ୟ ପ୍ରୀତିଧାରା ପ୍ରାଣର ସ୍ଫୁଲିଙ୍ଗ ଝରୁଥାଏ ନିରନ୍ତର। ଆକୁଳିତ ପ୍ରାଣ ବ୍ଯାକୁଳିତ ମନ କାହ୍ନୁର ଦର୍ଶନ ପାଇଁ ବନ ଉପବନ

Loading

Nov
2021
16

*ଅଁଳା ନବମୀ – ସ୍ୱାଗତିକା ସାହୁ*

ଅଁଳା ନବମୀ ******************* ସ୍ୱାଗତିକା ସାହୁ †***************** ଖୁବ ପ୍ରବର୍ତ୍ତାଇଛି ସେଇ ପଦଯୁଗଳ ହଳଦୀ ଗୁରୁ ଗୁରୁ ଦିବ୍ୟ ଚନ୍ଦନ ବାସ ମାଟିରୁ ଆକାଶ ସବୁ ସମ୍ମୋହନ ବରଷକେ ଥରେ ରାଧା ପାଦ ଦର୍ଶନ ଦୁଧ ଅଳତା ପଦ ଯୁଗଳର ଝୁଣ୍ଟିଆ,ପାଉଁଜି ନିନାଦିତ ଝଙ୍କାର ଅଦ୍ଭୂତ ଅଭିନବ ରାଗେ କରୁଣ ରାଗିଣୀ ମାତାଙ୍କ ଅନ୍ତରୁ ଦିଏ ଈଶ୍ୱରୀୟ ପ୍ରେମ

Loading

Nov
2021
16

*ବନସ୍ମିତା ପଣ୍ଡା ଙ୍କ ୫ଗୋଟି ଅଣୁଗଳ୍ପ*

୧–ଝିଅ ତ ବାପାର ::::::::::::::::::::::: ହଠାତ ପୋଲିସ ବାବୁଙ୍କ ଫୋନ ପାଇ ଦିନା ମଉସା ଧାଇଁ ଆସିଲେ ସରକାରୀ ଡାକ୍ତରଖାନା l ଝିଅ ମିନୁ ସେମିତି ଶୋଇ ରହିଥାଏ ଖଟିଆ ଉପରେ, ଦେହ ଗୋଟାକ ସାରା ଜ୍ବଳନର ଅସହ୍ୟ ବେଦନା ଫାଟକ ପର୍ଯ୍ୟନ୍ତ ଶୁଭୁ ଥାଏ l ଆଖି ଦୁଇଟା ଯାହା ଦେଖାଯାଉଥାଏ , ଦିନା ମଉସା ଆଖି

Loading

Nov
2021
16

*ଆଖି ନଇଁ ଗଲେ–ସଞ୍ଜିତା ପ୍ରଧାନ*

ଆଖି ନଇଁ ଗଲେ ——————- ସମୟ ଗଡ଼ୁଛି….. ଘଣ୍ଟାରେ ଛୋଟ ବଡ଼ କଣ୍ଟା ତିନିଟା ବେଶ ଧାଁ ଧପଡ଼ କରୁଛନ୍ତି । ସୂର୍ଯ୍ୟ, ଚନ୍ଦ୍ର, ତାରାଙ୍କ ଲୁଚକାଳି ଖେଳରେ ଜୀବନ ବି ଛାତିର ସ୍ପନ୍ଦନ ସହ ନିଃଶ୍ୱାସକୁ ସାଥି କରି ସୁଖ ଦୁଃଖ ପଶାପାଲିରେ ଜିତୁଛି, ହାରୁଛି । ଏଇ ଛକାପଞ୍ଝା ଖେଳରେ ତୁମେ କେଉଁ କମ୍ କି

Loading

Nov
2021
16

*ପଞ୍ଚୁକ – ପ୍ରଶାନ୍ତ କୁମାର ଶତପଥୀ*

           🙏ପଞ୍ଚୁକ🙏  ଚତୁର୍ମାସ ବ୍ରତ ପାଳୁଥିଲେ ଭକ୍ତ ହରିଶୟନରେ ଯାହା, ଆଷାଢ଼ ମାସର ଶୁକ୍ଲପକ୍ଷ ଥିଲା ବଡ଼ ଏକାଦଶୀ ତାହା l କାର୍ତ୍ତିକ ମାସର ବଡ଼ ଏକାଦଶୀ ଶ୍ରୀହରିଙ୍କ ଉତ୍ଥାପନ, ହରିବୋଲ ସହ ହୁଳହୁଳି ଦେଇ ଆନନ୍ଦିତ ଭକ୍ତ ମନ l ପଞ୍ଚୁକର ବ୍ରତ ଆରମ୍ଭ ହୁଅଇ ଏହିଠାରୁ ପାଞ୍ଚ ଦିନ, ହବିଷ୍ୟାଳି

Loading

Nov
2021
16

*ସଂଜ୍ଞା ହିନ ସମ୍ପର୍କ-ମମତା ବାରିକ*

💕ସଂଜ୍ଞା ହିନ ସମ୍ପର୍କ💕 ମମତା ବାରିକ ******************** ଆମର ଇଏ କେମିତିକା ସମ୍ପର୍କ ପାଉନାହିଁ ଖୋଜି ତା’ର ଦିଗନ୍ତ, ତୁମକୁ ନେଇ ରହିଛି ମୋ ବିଶ୍ୱାସ ତୁମର ଦେଖା ନାହିଁ ହୁଏ ମୁଁ ନୟାନ୍ତ।। ପ୍ରତୀକ୍ଷାର ଅନ୍ତ କେବେ ଯେ କରିବ ତୁମ ହାତରେ ମୋ ହାତକୁ ରଖିବ, ମୋର ସବୁ ଦୁଃଖକୁ ପାଶୋରି ଦେବ ତୁମ କୋଳେ

Loading

Nov
2021
16

*ମଣିଷ – ଅରୁଣ କୁମାର ମହାପାତ୍ର*

       *ମଣିଷ * “ଅରୁଣ କୁମାର ମହାପାତ୍ର” ****************** ସୂକ୍ଷ୍ମ ମନରେ ହୁଏ ଆହ୍ଲାଦିତ ସାଉଁଟି ସ୍ଥୂଳ ସଂସାର ହୋଇ ହନ୍ତସନ୍ତ ପାପେ ସନ୍ତାପିତ କନ୍ଧେ ବୋହି ଚାଲେ ଭାର। ନଗ୍ନ ଶରୀରେ ପ୍ରବେଶି ଧରାରେ ଆବୃତ୍ତ ଛଳନା ଖୋଳ ସର୍ବ ଶକ୍ତିମାନ ବୋଲଇ ସମାଜେ ମଣିଷର ଶୂନ୍ୟ ରୋଳ। ଡିଣ୍ଡିମ ପିଟଇ କରିଛି ଆୟତ୍ତ

Loading

Nov
2021
16

*ଗାଁ ମଶାଣି – ଜୟ କୁମାର ମିଶ୍ର*

“ଗାଆଁ ମଶାଣି” (ଜୟ କୁମାର ମିଶ୍ର) ************************* ହେଉସେ ଅମୀର ହେଉ ସେ ଫକୀର ଯେତେ ବଡ଼, ଛୋଟ ହେଉ, ଗାଆଁ ମଶାଣିର, ଶରଣ ପଶିବ ତାର ଶବ ସାଥେ ପୁଅ ll(1) କୋଳେଇ ଘେନିବ,ସଂସ୍କାର କରିବ କରିବ ଧୂଳି, ପାଉଁଶ, ଗରବ ଦମ୍ଭକୁ, ରିବ ସେ ଭସ୍ମ ମଢ଼ାକୁ କରିବ ଶେଷ ll(2) “ମୁଁ” “ମୋ”ପଦରେ, ହେବ

Loading

Nov
2021
16

*କାହିଁକି କରୁଛ ଭୟ–ପ୍ରିୟଦର୍ଶିନୀ ମହାପାତ୍ର*

କାହିଁକି କରୁଛ ଭୟ ~~~~~~~~~~~~~ କାହିଁକି କରୁଛ ଭୟ, ତୁମ ପାଇଁ ଅଛି ପରମ ପିତାଙ୍କ ଦିବ୍ୟ ଶାଶ୍ୱତ ଆଶ୍ରୟ । କାହିଁକି କରୁଛ ଭୟ ? ନିର୍ଜ୍ଜନ ରାତ୍ରିରେ ହସଇ ଚନ୍ଦ୍ରମା, ତମସାରେ ଢାଳେ ବିମଳ ସୁଷମା । ସେହିପରି ତୁମେ ତମପୂର୍ଣ୍ଣ ପ୍ରାଣେ ସୃଜ ଅଖଣ୍ଡ ପ୍ରତ୍ୟୟ । କାହିଁକି କରୁଛ ଭୟ ? ସତ୍ୟ

Loading

Nov
2021
16

*ତାରା–ପ୍ରିୟଦର୍ଶିନୀ ମହାପାତ୍ର*

✨ତାରା✨ *************** କୃଷ୍ଣ ନଭେ ସୁଶୋଭିତ ହେ ତାରକାଗଣ, ହୀରକ ଔଜଲ୍ୟ ସତେ କରିଛ ହରଣ । ଦିଶ ଶୁଭ୍ର ପୁଷ୍ପ ସମ, ଅମ୍ବର ଉଦ୍ୟାନେ ଯେହ୍ନେ ଧବଳ କୁସୁମ । ଚନ୍ଦ୍ରମା ଚତୁଃପାର୍ଶ୍ଵରେ ରହିଅଛ ଘେରି, ମୋତି ମୁକୁତା ସମାନ ତୁମ ଶୋଭା ଶିରୀ । ଦିଶ କ୍ଷୁଦ୍ର ବିନ୍ଦୁ ପରି, କିନ୍ତୁ ବିଶାଳ ଆକାର ରହିଅଛ

Loading

Nov
2021
16

*ବିଦ୍ୟା–ପ୍ରିୟଦର୍ଶିନୀ ମହାପାତ୍ର*

ବିଦ୍ୟା ×××××××× ରବିତଳେ ବିଦ୍ୟା ସର୍ବଶ୍ରେୟଦାତ୍ରୀ ସର୍ବାଦୌ ସେ ସମ୍ମାନୀୟା, ବିଦ୍ୱାନ ମନୁଷ୍ୟ ବିଦ୍ୟାର ବଳରେ ଜିଣି ପାରଇ ଦୁନିଆ । ବିଦ୍ୟା ଜଗତରେ ସାର, ଜନ୍ମ ଠାରୁ ମୃତ୍ୟୁ ସାଧନା କଲେ ବି ଅନ୍ତ ହୁଏନା ଯାହାର । ବିଦ୍ୟାଦାନ ଅଟେ ସର୍ବୋତ୍କୃଷ୍ଟ ସେବା ବିଦ୍ୟାଲାଭ ଯେ ସାଧନା, ବିଦ୍ୟାର୍ଥୀ ଜୀବନ ସୁବର୍ଣ୍ଣ ସମୟ ସବୁ ସ୍ୱପ୍ନର

Loading

Nov
2021
16

*ଆଲୋକମୟ ସ୍ପର୍ଶ-ପ୍ରିୟଦର୍ଶିନୀ ମହାପାତ୍ର*

ଆଲୋକମୟ ସ୍ପର୍ଶ ~~~~~~~~~~~~~ ବିବ୍ରତ ବିମର୍ଷ ବିକୃତ ଏ ହୃଦୟ ପରିଧିରେ କାହା ପଦଧ୍ଵନି ଶୁଣି ପଳାୟନ କଲା ମୋ ଆଳସ୍ୟ, ସମ୍ପୂର୍ଣ୍ଣ ଜୀବନ ମୋର ହୋଇଗଲା ସ୍ତବ୍ଧ ସତେ ଅବା ଅଟକିଗଲା ସମୟର ଗତି, ଲୋତକ ଲୁଚାଇ ହସିବାରେ ଅଭ୍ୟସ୍ତ ନେତ୍ରଦ୍ୱୟ ପୁନର୍ବାର ଶିଖିଗଲେ କ୍ରନ୍ଦନ । ଆଳସ୍ୟରେ ଆସକ୍ତ ନୟନ ନିଦ୍ରାକୁ କଲା ବିସ୍ମରଣ, ଜିହ୍ଵା

Loading

Nov
2021
16

*ମୋ ସାଙ୍ଗ–ପ୍ରିୟଦର୍ଶିନୀ ମହାପାତ୍ର*

ମୋ ସାଙ୍ଗ +++++++++++ ଗୋଟିଏ ନୁହେଁ କି ଦୁଇଟି ନୁହେଁ ଅଗଣିତ ସାଙ୍ଗ ଅଛନ୍ତି ମୋର, ସବୁ ସମୟରେ ସାଥେ ରହିଥାନ୍ତି ହୋଇ ନିଜ ଠାରୁ ଅତି ନିଜର । ମୋ ଆଖିରୁ ଲୁହ ଝରିବା ଆଗରୁ ଓଠରେ ଫୁଟାଇ ଦିଅନ୍ତି ହସ, ଯେବେ ଯେବେ ମନ ନିରିବଳ ହୁଏ ଭରିଦେଉଥାନ୍ତି ଶକ୍ତି ସାହସ । ଭୁଲ୍ ରାସ୍ତାରେ

Loading