April 27, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Apr
2022
27

ଶାନ୍ତ କୁରୁକ୍ଷେତ୍ର — ନବ କୁମାର ଦାସ

  ଶାନ୍ତ କୁରୁକ୍ଷେତ୍ର   ଅଶାନ୍ତ ଏକ ପ୍ରଳୟ ଯେଉଁଠି ଅନ୍ୟାୟ, ଅନୀତି, ଅହଂକାର ଗୋଟିଏ ଗୋଟିଏ କାରଣ ସାଜନ୍ତି ସମାପ୍ତିର ଅନ୍ଧର ଅନ୍ଧ ବୁଝାମଣାରେ ପୁତ୍ର ମୋହର ବିଲୁପ୍ତ ଜୀବନର କେଉଁ ଏକ ପୂର୍ଣ୍ଣଛେଦ ଟାଣେ ରକ୍ତର ଗାରରେ ଏଇ କୁରୁକ୍ଷେତ୍ରରେ……. Il   କୁରୁକ୍ଷେତ୍ର କେଉଁ ଏକ ଧର୍ମକ୍ଷେତ୍ର ସତ୍ୟର ସଂକଳ୍ପ, ଧର୍ମ ଆଉ ନ୍ୟାୟର

Loading

Apr
2022
21

*ସୁନା କ୍ଷେତ — ନବ କୁମାର ଦାସ*

☀️☀️☀️☀️☀️☀️☀️☀️☀️☀️☀️     *ସୁନା କ୍ଷେତ* ==========================   ଚାରିଦିଗ ଆଡି ବନ୍ଧ ଉପରେ ଘାସର ଏକ ଆବରଣ ସୁନା କ୍ଷେତର ପରିସୀମା ତାହାରି ଭିତରର କ୍ଷେତ୍ରଫଳ କୁଆଡେ ସୁନାର କ୍ଷେତ , ଯେଉଁଠି ମୁଣ୍ଡ ହଲାଏ ସୁନାଫଳର ଗଛ ବଖାଣେ ବାପାଙ୍କ ଇତିହାସ ll   ସେହି କ୍ଷେତରେ ବାପାଙ୍କ ନିଗିଡା ଝାଳ ମୁଣ୍ଡରୁ ବହି ତୁଣ୍ଡରେ

Loading

Nov
2021
21

*କଥାର ମୃତ୍ୟୁ- ନବ କୁମାର ଦାସ*

😶😶😶😶😶😶😶😶😶 *କଥାର ମୃତ୍ୟୁ* ନବ କୁମାର ଦାସ ************************* ଜୀବନ ତ ଆରମ୍ଭ ହୋଇଥିଲା ମୋ ସଂକଳ୍ପର ଷଠିଘରରୁ ମାଟିରୁ କାଠି ମସିଣା ମାଆ ପଣତ ,ବାପାଙ୍କ ହାତର ସାହାରା ନେଇଥିଲା ଆମେ ,ତମେର ସମ୍ପର୍କରେ ବାନ୍ଧି ହୋଇଥିଲା କେଉଁ ଏକ ପରିଚୟ ନେଇ …ll ହେତୁର ହିତଉପଦେଶରେ ମୁଁ ଜାଣିଗଲି କେବେ ମରିବାକୁ ହେବ ଛାଡିବାକୁ ହେବ

Loading

Nov
2021
10

*ତର୍କ ରୁ ନର୍କ – ନବ କୁମାର ଦାସ*

🔴🔴🔴🔴🔴🔴🔴🔴🔴 ତର୍କ ରୁ ନର୍କ ନବ କୁମାର ଦାସ *************************** ଶବ୍ଦେ ଶବ୍ଦେ ଗୁନ୍ଥା କଥା ମାଳାଟିଏ ଅଧାରୁ ଛିଣ୍ଡି ପଡିଲେ ଯୋଡିବା ପାଇଁକି ପ୍ରେମ ସୁତା ଲୋଡ଼ା ନହେବ ଯୁକ୍ତି ବାଢିଲେ ଟିକିଏ ଯୁକ୍ତିରୁ ତର୍କର ଆଖଡା ଅଭିନୟେ ଗଣ୍ଡ ଗୋଳ ସେହି ଗଣ୍ଡଗୋଳେ ରାମ୍ପୁଡା ଆମ୍ପୁଡା ଚାଲେ କୂଟନୀତି ଖେଳ ଝିମିଟି ଖେଳରୁ ମହା ଭାରତଟି

Loading

Nov
2021
7

*ଏମିତି କାହିଁକି ହୁଏ – ନବ କୁମାର ଦାସ*

🌹🌹🌹🌹🌹🌹🌹🌹🌹 ଏମିତି କାହିଁକି ହୁଏ ? ନବ କୁମାର ଦାସ —————————————- କାହିଁକି ରେ ଏଠି କିଏ ପୁଣି କେବେ କେତେ କଣ ପାଇଥାଏ ଆଉ ପୁଣି କିଏ କିଛି ବି ନ ପାଇ ନିତି ଝୁରି ମରି ହୁଏ ….. କାହିଁକି ଏଇଠି ଡେଣା ଝାଡ଼ି ହେଲେ ପକ୍ଷୀ ବସା ଛାଡି ଦିଏ ଆଘାତ ବ୍ୟାଘାତ ପାଇକି

Loading

Nov
2021
4

*ଭାବିବାର କିଛି ନାହିଁ-ନବ କୁମାର ଦାସ*

❤️❤️❤️❤️❤️❤️❤️❤️❤️ ଭାବିବାର କିଛି ନାହିଁ ନବ କୁମାର ଦାସ ************************** ଘଟଣା କ୍ରମରେ ଘଟି ଯାଉଥାଏ ଘଟିବାର ଅଛି ଯାହା କପାଳ ଲିଖନ ଦଇବ ଆହ୍ୱାନ କହି ମନ ବୁଝେ ତାହା ନିଜ ଲୋକ ଅବା ପର ଲୋକ ମାନେ ମାଧ୍ୟମ ହୋଇକି ତାର ଘଟଣା ଘଟାନ୍ତି ସ୍ୱାର୍ଥ ଟିଏ ରଖି ବୁଝା ପଡେ ବାର ବାର ଜୀବନ

Loading

Oct
2021
27

*ଟିକେ ଖରା ଟିକେ ଛାଇ – ନବ କୁମାର ଦାସ*

🔴 🔴🔴🔴🔴🔴🔴🔴🔴 *ଟିକେ ଖରା ଟିକେ ଛାଇ* ନବ କୁମାର ଦାସ   ************************** ଏଇ ଦିନ ଆଉ ତମାମ ରାତିର ବିବରଣୀ ଭିତରେ ମୁଁ ମୋର ଚରିତ୍ର , ନାୟକ ,ନାୟିକା ମାନଙ୍କର ଅଭିନୟରେ ଗଢି ଉଠିଥିବା କେଉଁ ଏକ ପରିଚୟ ଯେଉଁଠି ସମ୍ପର୍କର କଣିକା ମାନଙ୍କୁ ନେଇ ସାମ୍ନା କରିବାକୁ ହୁଏ ଅନେକ ସ୍ଥିତି ,

Loading

Oct
2021
5

*ଶାନ୍ତି କେଉଁଠି – ନବ କୁମାର ଦାସ*

                     *ଶାନ୍ତି କେଉଁଠି ..?*       *************************                 *ନବ କୁମାର ଦାସ*                 ************* ସବୁ ଏଇ ଭୂମି ପରେ ତୋ

Loading

Jul
2021
7

*ଡର ଲାଗେ – ନବ କୁମାର ଦାସ*

🧟‍♂️🧟‍♀️🧟‍♂️🧟‍♀️🧟‍♂️🧟‍♀️🧟‍♂️🧟‍♀️🧟‍♂️ ଡର ଲାଗେ ନବ କୁମାର ଦାସ ************************* ନିର୍ଜନତାର ଏଇ ପାଖରେ ଏଇ ବଣ , ଏଇ ଜଙ୍ଗଲ ପାହାଡ , ପର୍ବତ ,ନଈ ,ଝରଣା ତାହାରି ଭିତରେ ଗୋଟି ଗୋଟି ପ୍ରାଣ ଜନ୍ତୁଯୁନ୍ତା , କୀଟ ପତଙ୍ଗ ,ପକ୍ଷୀ ଗଣ କେଉଁ ଏକ ପ୍ରେମରେ ବଶ ହେଇ କେଉଁ ଏକ ଆଶା ନେଇ ବଞ୍ଚି ଥାନ୍ତି

Loading

Mar
2021
24

*କ୍ଷତାକ୍ତ କ୍ଷେତ– ନବ କୁମାର ଦାସ*

💕💕💕💕💕💕💕💕💕 *କ୍ଷତାକ୍ତ କ୍ଷେତ* ************************ ମୁଁ ଠିକ ଜାଣିଛି ମୋ ପରି ଅନେକ ନୀରବତାର ପୁରୁଷ ମାନେ ତୋର ଏଇ ହିଡ଼ ମୁଣ୍ଡରେ ନିଈତି ବସନ୍ତି କରମର ସ୍ମୃତିରେ ସାଉଁଟା ସଫଳତା ଆଉ ବିଫଳତା ନେଇ କେତେବେଳେ ହସନ୍ତି ପୁଣି କେତେବେଳେ ରୁଷନ୍ତି ….ll ବିଫଳତାର ବିପ୍ଳବରେ ତୋ ଟାଙ୍ଗରା ଦେହ ଠାରେ ମୋ ଛାତିର କୋହ ନିର୍ଯ୍ୟାତନା

Loading

Mar
2021
20

*ପାଳଭୂତ– ନବ କୁମାର ଦାସ*

*ପାଳଭୂତ* ************************* ସେଇ କାଠି କୁଟାର ଦେହ ଉପରେ ପୁରୁଣା ପୋଷାକର ଆବରଣ ମାଟି ହାଣ୍ଡିର ମୁଣ୍ଡରେ ଢିମା ଢିମା ଆଖି ଜଗି ରହିଥାଏ ସୁନା ଫସଲର କ୍ଷେତକୁ …ll ଯେଉଁଠି ପୂର୍ଣ୍ଣ ହୁଏ ଚାଷୀ ର ସ୍ବପ୍ନ ଅସଂଖ୍ୟ ପେଟର ଭାଗ୍ୟ ନିରୂପଣ ହୁଏ ସମାଧାନ ହୁଏ କିନ୍ତୁ ପରନ୍ତୁର ପ୍ରଶ୍ନ ଏସବୁ ଭିତରେ ପଳାଭୂତ କିନ୍ତୁ

Loading

Mar
2021
1

ସୂର୍ଯ୍ୟୋଦୟ ନବ ସମ୍ଭାବନା -୨୦୨୧ ଚାଲନ୍ତୁ ଭେଟିବା ଏବଂ କିଛି କଥା ହେବା ବାଲେଶ୍ଵର ଜିଲ୍ଲାର ଯୁବ କବି ନବ କୁମାର ଦାସ ଙ୍କ ସହିତ

ନାମ- ନବ କୁମାର ଦାସ ମାତାଙ୍କ ନାମ-:ଭାରତୀ ଦାସ ପିତାଙ୍କ ନାମ-:ଗଙ୍ଗାଧର ଦାସ ଜନ୍ମମାଟି/ଠିକଣା-: ଗ୍ରାମ -ସୁରଡ଼ିହା , ପୋଷ୍ଟ -ପ୍ରତାପପୁର ,ଥାନା -ବାଲିଆପାଳ ,ବ୍ଲକ -ବାଲିଆପାଳ , ଜିଲ୍ଲା -ବାଲେଶ୍ୱର ,ପିନ -756083,ଫୋନ -7381520199 ଜନ୍ମ ତାରିଖ- 18/05/19195 ଶିକ୍ଷା ଗତ ଯୋଗ୍ୟତା- +2 D.El.Ed, +3 ୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ? ଉତ୍ତର:-

Loading

Feb
2021
28

*ଆମେ ବାଲେଶ୍ୱରିଆ — ନବ କୁମାର ଦାସ*

*ଆମେ ବାଲେଶ୍ୱରିଆ* ଏଇ ଆମ ସ୍ୱାଭିମାନର ମାନଚିତ୍ର ଗୋଟିଏ ଶାବ୍ଦିକ ଅଭିଧାନର ସୀମାରେଖା “ଆମେ ବାଲେଶ୍ୱରିଆ ” ହଁ ହଁ ଆମେ ବାଲେଶ୍ୱରିଆ ଯେଉଁଠି କିସ ,କେହ୍ନେ ,ଖାଇତେ,ଯାଇତେର ସଂକେତ ସବୁ ଆମ ପରିଚୟ , ଆମ କଥା ଭିତରେ ହସ ଗୋଟି ଗୋଟି ଚିହ୍ନ ବର୍ଣ୍ଣ ….ll ଆମ ମାଟିପୁଅ ତ ହାଡଭଙ୍ଗା ପରିଶ୍ରମର ଅସ୍ତ୍ର ଧରେ

Loading

Feb
2021
24

*କଙ୍କାଳ* — ନବ କୁମାର ଦାସ

*କଙ୍କାଳ* ଅଣଲେଉଟା ଏଇ ଜୀବନରେ ଆତ୍ମାର ଝାପ୍ସା ଝାପ୍ସା କୁହାଟ ଏଇ ଯେମିତି କାନ୍ଥ ଆରପଟରେ ଅଚିହ୍ନା ଏକ ଦୃଶ୍ୟ ପରି …. ସବୁ ଯେମିତି କେମିତି କେମିତି ଲାଗେ ଏତେ ବାଟ ଆସିବା ପରେ ବି ପାଦ ଚିହ୍ନ ସବୁ ହଜି ଯାଏ କେତେ କେତେ ବାଧା ବିଘ୍ନରେ …ll ତୁମେ ତ ଜାଣିଛ ଶବ୍ଦ ଚିତ୍କାରର

Loading

Feb
2021
23

*ତୋ ଭିତରେ ମୁଁ — ନବ କୁମାର ଦାସ*

*ତୋ ଭିତରେ ମୁଁ* ପୃଥିବୀର ଏଇ ବିସ୍ତିର୍ଣ୍ଣତାରେ ମୁଁ ଏକ ସଂକୀର୍ଣ୍ଣତା ତୁମରି ଭିତରେ ଯେଉଁଠି ଇଚ୍ଛା ମାନଙ୍କର ମେଳି ବସେ ଆଶା ,ଆକାଂକ୍ଷାର ଫୁଲ ତୋଡ଼ା ସବୁ ଫୁଲର ମାଳ ସଜାନ୍ତି ସେଇଠି , ମୁଁ ତୁମରି ଭିତରେ ହଜିଯାଏ କେଉଁ ଏକ ଆଲୋଡନରେ …..ll ବେଳେବେଳେ ଏଇ ରାତି ମୋତେ ପଚାରେ ମୋ ପାଇଁ ତୁମର

Loading

Feb
2021
13

ଭାବନାର ଶେଷ କାହିଁ–*ନବ କୁମାର ଦାସ*

💝💝💝💝💝💝💝💝💝 *ଭାବନାର ଶେଷ କାହିଁ* ************************ ବିଶାଳ ପୃଥିବୀ ବିଶାଳ ସାଗର ବିଶାଳ ଏ ମନ ପ୍ରାଣ କବି ଭାବନାରେ ବିଶାଳତା ସବୁ ନିରବରେ ସମ୍ଭାଷଣ ll   ବିଶାଳ ଆକାଶ ବିଶାଳ ଏ ନିଆଁ ବିଶାଳ ପୁଣି କିରଣ ଭାବନା ଖିଅରେ ବାନ୍ଧି ହେଇଯାଏ ଗୋଟି ଗୋଟି ପ୍ରକରଣ ll   ଅଦିନିଆ ଝଡ଼ ଅଦିନରେ ଆସି

Loading

Dec
2020
28

*ନିର୍ଣ୍ଣୟ*— ନବ କୁମାର ଦାସ

*ନିର୍ଣ୍ଣୟ* 🌷🌷🌷🌷🌷🌷🌷🌷🌷 ଏଇ ଆମ ଜୀବନ ତ ମୃତ୍ୟୁ ପର୍ଯ୍ୟନ୍ତ ଏକ ଅସରନ୍ତି ପଥ ଚାଲୁ ଚାଲୁ ହଠାତ ଭେଟ ହୁଏ କିନ୍ତୁର ଖଣ୍ଡିଆ ଭୂତ ଯାହା ତୁମ ମାନସିକତାର ମନ୍ତ୍ର ସୂତ୍ର ସବୁ ଭାଙ୍ଗି ଦିଏ ଭାଙ୍ଗି ଦିଏ ଜୀବନ ଅର୍ଥର ଗୋଟି ଗୋଟି ବାକ୍ୟ ବ୍ୟବହାରକୁ …..ll ତାପରେ ତୁମେ ଦିଗହରା ହେଇ ବାଟରୁ ଅବାଟକୁ

Loading

Dec
2020
28

ଶୀତ ଓ ପ୍ରିୟା — ନବ କୁମାର ଦାସ

ଶୀତ ଓ ପ୍ରିୟା ଏଇତ ଶୀତ ଛୁଇଁଛି ଗାଁ ନଈ ପଠାରୁ ସମୁଦ୍ର ଭୂଇଁ ଯାଏ ମାଟିରୁ ଆକାଶ ଯାଏ ଦୁବ ଘାସର କଅଁଳ ପତ୍ରରୁ ଚଞ୍ଚଳତା ନେଇ ଲାଜକୁଳି ଲତାରୁ ଲାଜ ଟିକେ ନେଇ ପ୍ରିୟା ମୁଁହରେ ବୋଳିଛି ଅସଜଡ଼ା ହସ ….ll ପ୍ରିୟା ,ଚହଲା ପାଣିରେ ପାଦ ଥାପୁ ଥାପୁ ଟିକେ ଅଟକି ଯାଏ ଅଟକି

Loading

Dec
2020
28

ନେତ୍ର ଯୁଦ୍ଧ— ନବ କୁମାର ଦାସ

*ନେତ୍ର ଯୁଦ୍ଧ* ଭାବନାର ଏ ଉଦ୍ଦୀପନା ନିରାକାର ମନକୁ ଛୁଇଁଲେ ଛୁଇଁ ଯାଏ ହୃଦୟକୁ ଟିକିଏ ଲାଜ , ଲୁଚା ଛପାର ହସ ଭିତରେ ଲାଖି ଯାଏ ପ୍ରେମର ପିଆଲା ମହୁ ଆଖିର ରଣ କ୍ଷେତ୍ର ମଧ୍ୟରେ ଆଉ କାହା ଆଖି ସହ କରିଚାଲେ ପ୍ରୀତିର ସମର ଶଯ୍ୟା ll ଏଠି ପ୍ରେମରେ ନେତ୍ର ଯୁଦ୍ଧ ବୋଲି ଯାହା

Loading

Dec
2020
27

*କଥାର ମୃତ୍ୟୁ*— ନବ କୁମାର ଦାସ

*କଥାର ମୃତ୍ୟୁ* ଜୀବନ ତ ଆରମ୍ଭ ହୋଇଥିଲା ମୋ ସଂକଳ୍ପର ଷଠିଘରରୁ ମାଟିରୁ କାଠି ମସିଣା ମାଆ ପଣତ ,ବାପାଙ୍କ ହାତର ସାହାରା ନେଇଥିଲା ଆମେ ,ତମେର ସମ୍ପର୍କରେ ବାନ୍ଧି ହୋଇଥିଲା କେଉଁ ଏକ ପରିଚୟ ନେଇ …ll ହେତୁର ହିତଉପଦେଶରେ ମୁଁ ଜାଣିଗଲି କେବେ ମରିବାକୁ ହେବ ଛାଡିବାକୁ ହେବ ସବୁ ସ୍ବପ୍ନର ରାତି ପ୍ରେମର ମଧୁ

Loading