February 08, 2023
11 11 11 AM
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା
କେମିତି ଅଛ ମକର – ଭାସ୍କର ରାଉତ 
ତୁ – ହେମନ୍ତ କୁମାର ସାହୁ
ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର
ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ
ନୂଆ ଯୁଗର ଛୁଆ – ଅଶୋକ କୁମାର ପତି
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
Latest Post
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା କେମିତି ଅଛ ମକର – ଭାସ୍କର ରାଉତ  ତୁ – ହେମନ୍ତ କୁମାର ସାହୁ ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ ନୂଆ ଯୁଗର ଛୁଆ – ଅଶୋକ କୁମାର ପତି ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି

*ଭାବିବାର କିଛି ନାହିଁ-ନବ କୁମାର ଦାସ*

❤️❤️❤️❤️❤️❤️❤️❤️❤️
ଭାବିବାର କିଛି ନାହିଁ

ନବ କୁମାର ଦାସ
**************************
ଘଟଣା କ୍ରମରେ ଘଟି ଯାଉଥାଏ
ଘଟିବାର ଅଛି ଯାହା
କପାଳ ଲିଖନ ଦଇବ ଆହ୍ୱାନ
କହି ମନ ବୁଝେ ତାହା

ନିଜ ଲୋକ ଅବା ପର ଲୋକ ମାନେ
ମାଧ୍ୟମ ହୋଇକି ତାର
ଘଟଣା ଘଟାନ୍ତି ସ୍ୱାର୍ଥ ଟିଏ ରଖି
ବୁଝା ପଡେ ବାର ବାର

ଜୀବନ ହିଁ ନର୍କ ନର୍କରେ ଜୀବନ
ହୁଏ କା’ର ଛଟପଟ
ଅବା କିଏ ସୁଖ ବୃକ୍ଷ ପାଖେ ରହି
ପାଏରେ ଛାଇର ଭେଟ

କଥା ଅଟେ ଏହା ସୁଖ ପରେ ଦୁଃଖ
ଏଇତ ଜୀବନ ପଣ
ସୁଖ ସମୟରେ କିଏବି ତ ହସେ
ଦୁଃଖରେ ହସିବା ଜାଣ

ସେଥିପାଇଁ କହେ ଭାବିବାର ନାହିଁ
କିଛି ଗୋଟେ କଥା ଏଠି
ଭାବି ଭାବି କେ ବା ମହାନ ହେଇଛି
ଲୁହ ସବୁକୁ ସାଉଁଟିି।

 

ନବ କୁମାର ଦାସ

❤️❤️❤️❤️❤️❤️❤️❤️❤️

 849 total views,  3 views today

12 thoughts on “*ଭାବିବାର କିଛି ନାହିଁ-ନବ କୁମାର ଦାସ*

  1. I?d need to examine with you here. Which isn at one thing I normally do! I get pleasure from studying a submit that can make folks think. Additionally, thanks for permitting me to remark!

Leave a Reply

Your email address will not be published. Required fields are marked *