February 01, 2023
11 11 11 AM
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼
ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ
ଦରଦି_ଦରଦ – ସୁମିତ୍ରା ନାୟକ 
ସ୍ମୃତି – ସୁମିତ୍ରା ନାୟକ 
ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ 
କୁହୁକ କୁହାଟ  – ସୁମିତ୍ରା ନାୟକ 
Latest Post
ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା) ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼ ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ ଦରଦି_ଦରଦ – ସୁମିତ୍ରା ନାୟକ  ସ୍ମୃତି – ସୁମିତ୍ରା ନାୟକ  ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ  କୁହୁକ କୁହାଟ  – ସୁମିତ୍ରା ନାୟକ 

*ତର୍କ ରୁ ନର୍କ – ନବ କୁମାର ଦାସ*

🔴🔴🔴🔴🔴🔴🔴🔴🔴
ତର୍କ ରୁ ନର୍କ

ନବ କୁମାର ଦାସ

***************************
ଶବ୍ଦେ ଶବ୍ଦେ ଗୁନ୍ଥା କଥା ମାଳାଟିଏ
ଅଧାରୁ ଛିଣ୍ଡି ପଡିଲେ
ଯୋଡିବା ପାଇଁକି ପ୍ରେମ ସୁତା ଲୋଡ଼ା
ନହେବ ଯୁକ୍ତି ବାଢିଲେ

ଟିକିଏ ଯୁକ୍ତିରୁ ତର୍କର ଆଖଡା
ଅଭିନୟେ ଗଣ୍ଡ ଗୋଳ
ସେହି ଗଣ୍ଡଗୋଳେ ରାମ୍ପୁଡା ଆମ୍ପୁଡା
ଚାଲେ କୂଟନୀତି ଖେଳ

ଝିମିଟି ଖେଳରୁ ମହା ଭାରତଟି
ହେଇଥିଲା ମାଟି ପରେ
ସବୁ ସରିଥିଲା ଧର୍ମ ବଞ୍ଚିଥିଲା
ତର୍କ ଭରା ଜୁଆରରେ

ତର୍କ ଏକା ସିନା ନରକକୁ ରାସ୍ତା
ନର୍କ କୀଟ କରିଦିଏ
ବଞ୍ଚି ଥାଉ ଥାଉ ଜୀବ ହରିବାକୁ
କାହାକୁ ବାଧ୍ୟ୍ୟ କରାଏ

ନରକ ନୁହେଁ ଟି ମାଟି ତଳ ଜାଗା
କଷ୍ଟକୁ କେ ନ ଦେଖିବେ
ଏଇଠି ସରଗ ଏଇଠି ନରକ
ଜୀବ ସ୍ୱଭାବେ ଭାବିବେ।

ନବ କୁମାର ଦାସ

🔴🔴🔴🔴🔴🔴🔴🔴🔴

 805 total views,  2 views today

18 thoughts on “*ତର୍କ ରୁ ନର୍କ – ନବ କୁମାର ଦାସ*

  1. Hi! This is my 1st comment here so I just wanted
    to give a quick shout out and tell you I genuinely enjoy reading through your articles.
    Can you recommend any other blogs/websites/forums that go over the same subjects?
    Many thanks!

    my web-site; coupon

  2. Hi! I just wanted to ask if you ever have any trouble with hackers? My last blog (wordpress) was hacked and I ended up losing months of hard work due to no backup. Do you have any solutions to stop hackers?

  3. I’m extremely pleased to uncover this great site.
    I need to to thank you for your time for this fantastic
    read!! I definitely enjoyed every little bit of it and I
    have you book marked to look at new things in your blog.

  4. Greetings! I know this is kind of off topic but I was wondering
    which blog platform are you using for this site? I’m
    getting sick and tired of WordPress because I’ve had problems with hackers
    and I’m looking at options for another platform. I would be fantastic if you could point me in the direction of a good platform.

  5. Hey, I think your blog might be having browser compatibility issues.

    When I look at your website in Firefox, it looks fine but
    when opening in Internet Explorer, it has some overlapping.

    I just wanted to give you a quick heads up! Other then that, superb
    blog!

  6. Howdy are using WordPress for your site platform? I’m
    new to the blog world but I’m trying to get started and
    create my own. Do you need any html coding knowledge to make your own blog?
    Any help would be really appreciated!

  7. fantastic publish, very informative. I ponder why the other experts of this sector
    don’t realize this. You must continue your writing.
    I’m sure, you’ve a huge readers’ base already!

Leave a Reply

Your email address will not be published. Required fields are marked *