March 25, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*ଡର ଲାଗେ – ନବ କୁମାର ଦାସ*

🧟‍♂️🧟‍♀️🧟‍♂️🧟‍♀️🧟‍♂️🧟‍♀️🧟‍♂️🧟‍♀️🧟‍♂️
ଡର ଲାଗେ

ନବ କୁମାର ଦାସ
*************************
ନିର୍ଜନତାର ଏଇ ପାଖରେ
ଏଇ ବଣ , ଏଇ ଜଙ୍ଗଲ
ପାହାଡ , ପର୍ବତ ,ନଈ ,ଝରଣା
ତାହାରି ଭିତରେ ଗୋଟି ଗୋଟି ପ୍ରାଣ
ଜନ୍ତୁଯୁନ୍ତା , କୀଟ ପତଙ୍ଗ ,ପକ୍ଷୀ ଗଣ
କେଉଁ ଏକ ପ୍ରେମରେ ବଶ ହେଇ
କେଉଁ ଏକ ଆଶା ନେଇ
ବଞ୍ଚି ଥାନ୍ତି ମାରିବା ପର୍ଯ୍ୟନ୍ତ …..ll

ମୁଁ ଦେଖେ
ନିଈତି ଦେଖେ
ଏଇ ମାନଙ୍କର ମନ ଭିତରେ
ମାତୃତ୍ୱ , ପିତୃତ୍ବର ଅନୁବନ୍ଧନକୁ
ସମ୍ପର୍କର ସୁଷମାକୁ
ଯେଉଁଠି
ଇଚ୍ଛା ମାନେ ନିର୍ଦ୍ଧାରିତ କରନ୍ତି
ସାହସର ପରିସୀମା
ପଶୁତ୍ବ ବଦଳରେ
ସୃଷ୍ଟି କରନ୍ତି ଆମର ପରିଚୟ …ll

ଆମେ କିନ୍ତୁ ଆଜି ଆମେ ନୁହେଁ
ବର୍ବରତାର ବିବରଣୀରେ
ହିଂସ୍ରତାର ଆଭିମୁଖ୍ୟ ନେଇ
ଗୋଟିଏ ଗୋଟିଏ ପଶୁ
ପଶୁ ପୁଣି ମାନବିକତାର ଦହନରେ
ଯେଉଁଠି ଗର୍ବ , ଅହଂକାର , କ୍ରୋଧ ସବୁ
ମୁଁ ମୁଁ ନୁହେଁର ସଂଗଠନରେ
ଯାହାକୁ ଦେଖିଲେ ଡର ଲାଗେ
ମୋତେ ଡର ଲାଗେ
ବରାବର ଡର ଲାଗେ …………ll

ନବ କୁମାର ଦାସ

 

 

 

 266 total views,  1 views today

4 thoughts on “*ଡର ଲାଗେ – ନବ କୁମାର ଦାସ*

  1. Great beat ! I wish to apprentice while you amend your website, how could i subscribe for
    a blog web site? The account helped me a acceptable deal.
    I had been a little bit acquainted of this your broadcast provided
    bright clear idea

  2. Howdy, I think your web site could be having internet browser compatibility problems.
    When I look at your site in Safari, it looks fine however, if opening in I.E.,
    it’s got some overlapping issues. I just wanted to give you a quick heads up!
    Other than that, excellent website!

  3. Neat blog! Is your theme custom made or did you download it from somewhere?
    A theme like yours with a few simple adjustements would really make my blog jump out.
    Please let me know where you got your theme.

    Many thanks

  4. Amazing things here. I am very satisfied to look your article.
    Thanks so much and I’m taking a look ahead to contact you.
    Will you kindly drop me a mail?

Leave a Reply

Your email address will not be published. Required fields are marked *