February 09, 2023
11 11 11 AM
ଗୁରୁ–ମଧୁସ୍ମିତା ରାଉତ
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା
କେମିତି ଅଛ ମକର – ଭାସ୍କର ରାଉତ 
ତୁ – ହେମନ୍ତ କୁମାର ସାହୁ
ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର
ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ
ନୂଆ ଯୁଗର ଛୁଆ – ଅଶୋକ କୁମାର ପତି
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
Latest Post
ଗୁରୁ–ମଧୁସ୍ମିତା ରାଉତ ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା କେମିତି ଅଛ ମକର – ଭାସ୍କର ରାଉତ  ତୁ – ହେମନ୍ତ କୁମାର ସାହୁ ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ ନୂଆ ଯୁଗର ଛୁଆ – ଅଶୋକ କୁମାର ପତି ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ

*ଟିକେ ମନକୁ ପଚାର – ଭାସ୍କର ରାଉତ*

ଟିକେ ମନକୁ ପଚାର

ଭାସ୍କର ରାଉତ

*****************

ଆହେ ମାନ୍ୟବର ଏହାକି ବିଚାର
ଟିକେ ମନକୁ ପଚାର
ଚାଲିଛି ଶାସନ ପ୍ରଜାଙ୍କ କଷଣ
ହେଉନାହିଁ ତିଳେ ଦୂର।
କୁହ ଆମେ ପାରିବାର,
ଲୁଣ୍ଠନ ଧର୍ଷଣ ନର ହତ୍ୟାମାନ
ଘଟେ ପ୍ରତି ମୁହୂର୍ତ୍ତର।।
ଶାସକ ହୋଇଣ ରହିଛ ମଉନ
ଜନତା ଦୁଃଖକୁ ଦେଖି
ବିଲେଇ ପରିକା କ୍ଷୀର ଖାଅ ଏକା
ବୁଜିଦେଇ ନିଜ ଆଖି।
ସୁନ୍ଦର ଯୋଜନା ଯୋଖି,
ଜନତାଙ୍କୁ ସଦା ଭୁଆଁ ବୁଲାଇଣ
ଆପେ ହେଉଅଛ ସୁଖୀ।।
ଜନତା ଗୁହାରି ବିଚାର ନକରି
ସରଳେ ଦିଅ ବୁଝାଇ
ତଦନ୍ତ ଚାଲୁଛି ରିପୋର୍ଟ ଆସୁଛି
ଆଇନିଟା ହଜିଯାଇ।
ଦୋଷୀକୁ ଘଣ୍ଟ ଘୋଡ଼ାଇ,
ସାଥେ ଧରିବସ ହୋଇ ହସ ହସ
ବଡ଼ିମା ପଣ ଦେଖାଇ।।
କେତେ ଦିନ ଆଉ ଦେଖାଇବ ଭାଉ
ଜନତା ବୁଝି ଗଲେଣି
ସମୟ ଆସୁଛି କାଟିଦେବେ ଗୋଛି
ଭାଙ୍ଗିଦେବେ ତୁମ ଠାଣି।
ଆଖିରୁ ଝରାଇ ପାଣି,
କବାଟ କୋଣରେ ମୁହଁକୁ ଲୁଚାଇ
କାନ୍ଦିବ କର୍ମ ବାହୁନି।।

ଭାସ୍କର ରାଉତ

*************

 342 total views,  1 views today

18 thoughts on “*ଟିକେ ମନକୁ ପଚାର – ଭାସ୍କର ରାଉତ*

  1. Its such as you learn my thoughts! You seem to
    know a lot about this, such as you wrote the book in it or something.

    I think that you simply could do with some percent
    to force the message house a little bit,
    but other than that, this is magnificent blog. A great read.
    I will certainly be back.

  2. I have been browsing online more than 2
    hours today, yet I never found any interesting
    article like yours. It’s pretty worth enough for me.
    In my view, if all web owners and bloggers made good content as you did,
    the web will be much more useful than ever before.

  3. you’re really a excellent webmaster. The web site loading speed is incredible.
    It seems that you are doing any unique trick. Also, The contents are masterwork.
    you’ve performed a wonderful task in this matter!

  4. Oh my goodness! Impressive article dude! Many thanks, However
    I am experiencing issues with your RSS. I don’t know why I cannot subscribe
    to it. Is there anybody having the same RSS issues? Anyone who knows the solution can you kindly
    respond? Thanx!!

  5. Very nice info and straight to the point. I don at know if this is actually the best place to ask but do you people have any ideea where to employ some professional writers? Thank you

Leave a Reply

Your email address will not be published. Required fields are marked *