February 09, 2023
11 11 11 AM
ଗୁରୁ–ମଧୁସ୍ମିତା ରାଉତ
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା
କେମିତି ଅଛ ମକର – ଭାସ୍କର ରାଉତ 
ତୁ – ହେମନ୍ତ କୁମାର ସାହୁ
ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର
ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ
ନୂଆ ଯୁଗର ଛୁଆ – ଅଶୋକ କୁମାର ପତି
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
Latest Post
ଗୁରୁ–ମଧୁସ୍ମିତା ରାଉତ ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା କେମିତି ଅଛ ମକର – ଭାସ୍କର ରାଉତ  ତୁ – ହେମନ୍ତ କୁମାର ସାହୁ ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ ନୂଆ ଯୁଗର ଛୁଆ – ଅଶୋକ କୁମାର ପତି ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ

*ବସନ୍ତ କରିଛି ଆଗମନ–ବନସ୍ମିତା ପଣ୍ଡା*

ବସନ୍ତ କରିଛି ଆଗମନ
🌈🌈🌈🌈🌈🌈🌈
ଋତୁ ଶ୍ରେଷ୍ଠ ବସନ୍ତ କରିଛି ଆଗମନ
ପ୍ରକୃତି ରାଣୀର ମନ ହୁଏ ଛନ ଛନ
ସତେକି ମିଳିଛି ତାକୁ ନୂଆ ଜୀବନ l

ପ୍ରକୃତିର ମଉଳା ମୁହଁରେ ହସ ଖେଳିଛି
ବସନ୍ତ ତାର ପ୍ରେମିକ ଆସିଛି l

ପ୍ରକୃତି ରାଣୀ ନବ ବଧୂ ପରି ପାଟ ମାଣ୍ଡିଛି
ପ୍ରେମିକ ବସନ୍ତ ପ୍ରେମରେ ଭିନ୍ନ ଭିନ୍ନ ରଙ୍ଗ ଭରିଛି l
ସବୁଜ ରଙ୍ଗର ଓଢଣୀ ଶୋଭା ଭରୁଛି
ନୀଳ ଆକାଶ ଦୂରୁ ନେସର୍ଗିକ ଶୋଭିତ ରୂପ
ପ୍ରେମ ଭରା ନୟନରେ ଦେଖୁଛି l

ତରୁଲତା, ବୃକ୍ଷ ପାଇଛନ୍ତି ନବକୁସୁମ
ଆମ୍ର ଡାଳ ପତ୍ର କୁଞ୍ଜେ କୋଇଲି ଗାଏ
ମଧୁର ସଂଗୀତ l

ମୃଦୁ ମଳୟର ପବନ ସମ୍ବାର
ସେ ସ୍ପର୍ଶେ ଖେଳେ ପ୍ରତିଟି ଡାଳେ ପ୍ରେମ ସିହିରଣ l

ସେ ରଙ୍ଗରେ ସଭିଏଁ ରଙ୍ଗନ୍ତି
ଫଗୁଣ ଭରା ହୋଲି ସାଜନ୍ତି l

ପୁଷ୍ପ ମଣ୍ଡିତ ପୃଥିବୀ ପୃଷ୍ଟେ
ମା ସରସ୍ବତୀଙ୍କ ଆଗମନ
ସଭିଙ୍କ ମନେ ଭରିଯାଏ ହରଷପଣ l

ବସନ୍ତର ମୋହରେ ଖାଲି ନୁହଁ ବିମୋହିତ
ପୃଥିବୀବାସୀ,ସେ ରାଧା ମୋହନ ଚିରକୋଟି କନ୍ଦର୍ପରେ,ଶ୍ରୀକୃଷ୍ଣ କରନ୍ତି ଦୋଳରୁଢ଼ ରାସ ରଚନା
ସେ ରାଧାରାଣୀ ସହ l

ଧରିତ୍ରୀର ପାଉଁଝି କରେ ରୁଣୁ ଝୁଣୁ ଝାନକାର
ସମସ୍ତ ପୃଥିବୀବାସୀଙ୍କୁ ଦିଏ ଆନନ୍ଦର ଉପହାର l

🎄🎄🎄🎄🎄🎄🎄🎄🎄🎄🎄🎄🎄

ବନସ୍ମିତା ପଣ୍ଡା
କୁନ୍ଦଳ, ଚଣ୍ଡିଖୋଲ, ଯାଜପୁର

 

*

 1,051 total views,  1 views today

5 thoughts on “*ବସନ୍ତ କରିଛି ଆଗମନ–ବନସ୍ମିତା ପଣ୍ଡା*

  1. Do you have a spam problem on this blog; I also am a blogger, and I was wantingto know your situation; we have developed some nice methods and weare looking to swap methods with other folks, please shootme an e-mail if interested.

Leave a Reply

Your email address will not be published. Required fields are marked *