October 02, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

*ବସନ୍ତ କରିଛି ଆଗମନ–ବନସ୍ମିତା ପଣ୍ଡା*

ବସନ୍ତ କରିଛି ଆଗମନ
🌈🌈🌈🌈🌈🌈🌈
ଋତୁ ଶ୍ରେଷ୍ଠ ବସନ୍ତ କରିଛି ଆଗମନ
ପ୍ରକୃତି ରାଣୀର ମନ ହୁଏ ଛନ ଛନ
ସତେକି ମିଳିଛି ତାକୁ ନୂଆ ଜୀବନ l

ପ୍ରକୃତିର ମଉଳା ମୁହଁରେ ହସ ଖେଳିଛି
ବସନ୍ତ ତାର ପ୍ରେମିକ ଆସିଛି l

ପ୍ରକୃତି ରାଣୀ ନବ ବଧୂ ପରି ପାଟ ମାଣ୍ଡିଛି
ପ୍ରେମିକ ବସନ୍ତ ପ୍ରେମରେ ଭିନ୍ନ ଭିନ୍ନ ରଙ୍ଗ ଭରିଛି l
ସବୁଜ ରଙ୍ଗର ଓଢଣୀ ଶୋଭା ଭରୁଛି
ନୀଳ ଆକାଶ ଦୂରୁ ନେସର୍ଗିକ ଶୋଭିତ ରୂପ
ପ୍ରେମ ଭରା ନୟନରେ ଦେଖୁଛି l

ତରୁଲତା, ବୃକ୍ଷ ପାଇଛନ୍ତି ନବକୁସୁମ
ଆମ୍ର ଡାଳ ପତ୍ର କୁଞ୍ଜେ କୋଇଲି ଗାଏ
ମଧୁର ସଂଗୀତ l

ମୃଦୁ ମଳୟର ପବନ ସମ୍ବାର
ସେ ସ୍ପର୍ଶେ ଖେଳେ ପ୍ରତିଟି ଡାଳେ ପ୍ରେମ ସିହିରଣ l

ସେ ରଙ୍ଗରେ ସଭିଏଁ ରଙ୍ଗନ୍ତି
ଫଗୁଣ ଭରା ହୋଲି ସାଜନ୍ତି l

ପୁଷ୍ପ ମଣ୍ଡିତ ପୃଥିବୀ ପୃଷ୍ଟେ
ମା ସରସ୍ବତୀଙ୍କ ଆଗମନ
ସଭିଙ୍କ ମନେ ଭରିଯାଏ ହରଷପଣ l

ବସନ୍ତର ମୋହରେ ଖାଲି ନୁହଁ ବିମୋହିତ
ପୃଥିବୀବାସୀ,ସେ ରାଧା ମୋହନ ଚିରକୋଟି କନ୍ଦର୍ପରେ,ଶ୍ରୀକୃଷ୍ଣ କରନ୍ତି ଦୋଳରୁଢ଼ ରାସ ରଚନା
ସେ ରାଧାରାଣୀ ସହ l

ଧରିତ୍ରୀର ପାଉଁଝି କରେ ରୁଣୁ ଝୁଣୁ ଝାନକାର
ସମସ୍ତ ପୃଥିବୀବାସୀଙ୍କୁ ଦିଏ ଆନନ୍ଦର ଉପହାର l

🎄🎄🎄🎄🎄🎄🎄🎄🎄🎄🎄🎄🎄

ବନସ୍ମିତା ପଣ୍ଡା
କୁନ୍ଦଳ, ଚଣ୍ଡିଖୋଲ, ଯାଜପୁର

 

*

Loading

5 thoughts on “*ବସନ୍ତ କରିଛି ଆଗମନ–ବନସ୍ମିତା ପଣ୍ଡା*

  1. Do you have a spam problem on this blog; I also am a blogger, and I was wantingto know your situation; we have developed some nice methods and weare looking to swap methods with other folks, please shootme an e-mail if interested.

Leave a Reply

Your email address will not be published. Required fields are marked *