May 17, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Dec
2021
2

*ଅପେକ୍ଷା ର ମୁହୁର୍ତ୍ତ – ନିର୍ମଳ ବାରିକ*

😕 ଅପେକ୍ଷା ର ମୁହୂର୍ତ୍ତ 😕 ___________________ ଉପହାସ କରେ ଆଜି ସମୟ ମୋ ସାଥେ କି ଦୋଷ ର ନିଏ ପ୍ରତିଶୋଧ, ଦ୍ରୁତଗତି ତାର ହୋଇଲାକି ଅଚଞ୍ଚଳ କିବା କେହି କଲା ଗତିରୋଧ l ଦ୍ରୁତ ହେଉଛି ସ୍ପନ୍ଦନ, ବିଚଳିତ ମନ, ଅଟ୍ଟହାସ୍ୟେ ପୁରିଛି ଭବନ ll ପ୍ରାପ୍ତି ଅପ୍ରାପ୍ତି ର ଆଶଙ୍କା ର ଜାଗରଣ ମନେ

Loading

Dec
2021
2

*ତୁ ଥା ମୁଁ ଯାଉଛି ଋଷି – ମୁକ୍ତିରାଣୀ ଦେବତା*

*ତୁ ଥାଆ ମୁଁ ଯାଉଛି ଋଷି*✍️   ନାଲି ଓଠେ ତୋର ଦେଏଲୋ ହସି ମୁହଁ ଫୁଲାଇ କିଆଁ ବସିଛୁ ଋଷି ତୁ ମୋ ଜୀବନ ଅଟୁରେ ଧନ ତୋ ବିନା ଲାଗେନି କେଉଁଠି ମନ ।।   ଜୀବନକୁ ମୋର କରିଛୁ ଧନ୍ୟ ତୋ ବିନା ହୁଏନି କେଉଁଠି ଗଣ୍ୟ ମୋ ଲାଗି ତୁହି ସରଗ ଚାନ୍ଦ

Loading

Nov
2021
20

*ଅମୃତର ସୃଷ୍ଟି ଶିଶୁ – ପ୍ରତାପ କିଶୋର ରାଉତ*

ଅମୃତ ର ସୃଷ୍ଟି  ଶିଶୁ ————————   ପ୍ରତାପ କିଶୋର ରାଉତ “””””””””””””””””” ଶିଶୁ ଟିଏ ମୁହିଁ ଏଇ ଧରା ପରେ ଅମୃତ ର ସୃଷ୍ଟି ଟିଏ ହୃଦୟ ମୋହର ସ୍ୱଚ୍ଛ ନିରିମଳ ସପନ ମୁଁ ଦେଖୁ ଥାଏ ନବୀନ ଉଷାର ଜ୍ୟୋତି ସମ୍ଭାବନା ମୋର ଅନନ୍ତ ଅସୀମ ନାହିଁ ମୋ ହୃଦୟେ ଭୀତି ।   ତମସା

Loading

Nov
2021
20

*ବିଡ଼ମ୍ବିତ ଶୈଶବ – ପ୍ରସନ୍ନ କୁମାର ସାହୁ*

ବିଡ଼ମ୍ବିତ ଶୈଶବ,,,,,,, ***************** ବିଡ଼ମ୍ବିତ ଆଜି ଶୈଶବ ଶିଶୁର ଏହି ଆଧୁନିକ ଯୁଗରେ, ସବୁ ଶିକ୍ଷା ଠାରୁ ବଞ୍ଚିତ ଶିଶୁଟି କିଛି ନାହି ତା ଭାଗ୍ୟରେ। ଶୁଣି ପାରୁନାହିଁ ବୁଢ଼ୀ ମା ଗୀତକୁ ସୋଇନି ବୁଢ଼ୀମା ଗୋଡେ ନାହିଁ ଆଉ ସେହି ଯୌଥ ପରିବାର ଚାକରାଣୀ ପାଶେ ବଢେ। ଶୁଣି ପାରେ ନାହିଁ ନାନାବାୟା ଗୀତ ମାଆ କି

Loading

Nov
2021
20

*ଏମିତିକା ମଣିଷ – ମନୋଜ କୁମାର ଦାସ*

ଏମିତିକା ମଣିଷଟେ •••••••••♪••••••••••••                   ମନୋଜ କୁମାର ଦାସ                     ••••••••••♠••••••••• ଜୀବନର ମାନେ ବୁଝିଲନି ବୁଢିଆଣୀ ଜାଲରେ ପଡିବା ବସ୍ତୁବାଦୀ ମଣିଷଟେ ସାଜି ଅବାଟରେ ଗତି କରିବାଟା ସଫଳତାର ମୂଲ୍ୟ ଜଣାତ l

Loading

Nov
2021
16

*ପଞ୍ଚୁକ – ପ୍ରଶାନ୍ତ କୁମାର ଶତପଥୀ*

           🙏ପଞ୍ଚୁକ🙏  ଚତୁର୍ମାସ ବ୍ରତ ପାଳୁଥିଲେ ଭକ୍ତ ହରିଶୟନରେ ଯାହା, ଆଷାଢ଼ ମାସର ଶୁକ୍ଲପକ୍ଷ ଥିଲା ବଡ଼ ଏକାଦଶୀ ତାହା l କାର୍ତ୍ତିକ ମାସର ବଡ଼ ଏକାଦଶୀ ଶ୍ରୀହରିଙ୍କ ଉତ୍ଥାପନ, ହରିବୋଲ ସହ ହୁଳହୁଳି ଦେଇ ଆନନ୍ଦିତ ଭକ୍ତ ମନ l ପଞ୍ଚୁକର ବ୍ରତ ଆରମ୍ଭ ହୁଅଇ ଏହିଠାରୁ ପାଞ୍ଚ ଦିନ, ହବିଷ୍ୟାଳି

Loading

Nov
2021
16

*ମଣିଷ – ଅରୁଣ କୁମାର ମହାପାତ୍ର*

       *ମଣିଷ * “ଅରୁଣ କୁମାର ମହାପାତ୍ର” ****************** ସୂକ୍ଷ୍ମ ମନରେ ହୁଏ ଆହ୍ଲାଦିତ ସାଉଁଟି ସ୍ଥୂଳ ସଂସାର ହୋଇ ହନ୍ତସନ୍ତ ପାପେ ସନ୍ତାପିତ କନ୍ଧେ ବୋହି ଚାଲେ ଭାର। ନଗ୍ନ ଶରୀରେ ପ୍ରବେଶି ଧରାରେ ଆବୃତ୍ତ ଛଳନା ଖୋଳ ସର୍ବ ଶକ୍ତିମାନ ବୋଲଇ ସମାଜେ ମଣିଷର ଶୂନ୍ୟ ରୋଳ। ଡିଣ୍ଡିମ ପିଟଇ କରିଛି ଆୟତ୍ତ

Loading

Nov
2021
16

*ଗାଁ ମଶାଣି – ଜୟ କୁମାର ମିଶ୍ର*

“ଗାଆଁ ମଶାଣି” (ଜୟ କୁମାର ମିଶ୍ର) ************************* ହେଉସେ ଅମୀର ହେଉ ସେ ଫକୀର ଯେତେ ବଡ଼, ଛୋଟ ହେଉ, ଗାଆଁ ମଶାଣିର, ଶରଣ ପଶିବ ତାର ଶବ ସାଥେ ପୁଅ ll(1) କୋଳେଇ ଘେନିବ,ସଂସ୍କାର କରିବ କରିବ ଧୂଳି, ପାଉଁଶ, ଗରବ ଦମ୍ଭକୁ, ରିବ ସେ ଭସ୍ମ ମଢ଼ାକୁ କରିବ ଶେଷ ll(2) “ମୁଁ” “ମୋ”ପଦରେ, ହେବ

Loading

Nov
2021
12

*ସ୍ଵର୍ଣ୍ଣ ଭୂମି – ବନଲତା ଜାଲି*

    ସ୍ବର୍ଣ୍ଣ ଭୂମି ••••••••••••••  ବନଲତା ଜାଲି ♣••••♣••••♣ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଏଇ ମୋ ଉତ୍କଳ ରାଣୀ ତା’ଗର୍ଭରେ ପୂରି ରହିଛି ସମ୍ପଦ ହୀରା,ନୀଳା,ମୋତି ମଣି ।।   ଗିରି,ବନ,ସିନ୍ଧୁ ,ପାହାଡ ,ପର୍ବତ ଜଙ୍ଗଲ ସମ୍ପଦ ଭରା ସବୁଜିମା କ୍ଷେତ ଚିରସ୍ରୋତା ନଦୀ ସତେ କେଡେ ମନୋହରା ।।   ମହନତା ସହ ଆଦର୍ଶ ପୂରିତା ଅଟେ

Loading

Nov
2021
12

*ଏତିକି ଗୁହାରୀ – ମୁକ୍ତିରାଣୀ ଦେବତା*

    *ଏତିକି ଗୁହାରୀ*(କବିତା)✍️    •••••••••♣•••••••••••• ପ୍ରଭୁ ଭୋଳାନାଥ ଶିବଶଙ୍କର ପାରିକର ମୋ ଜୀବନ ଚକର ତୁମେ ଆଶୁତୋଷ ପାର୍ବତୀ ପତି ଭକ୍ତିମାର୍ଗେ ତୁମ ହେବି ମୁଁ ବ୍ରତୀ ତୁମକୁ ପାଇବା ମୋର ସପନ ଦର୍ଶନ ମିଳିଲେ ହେବିରେ ଧନ୍ୟ ଆଖି ଖୋଲିଲେ ହିଁ ତୁମକୁ ଖୋଜେ ତୁମ ପ୍ରେମରସେ ନିଇତି ଭିଜେ ଶିବ ଏକା ଗତି

Loading

Nov
2021
12

*ପ୍ରାଣର ପ୍ରାର୍ଥନା – ସୁଜାତା ରାଉତ*

           ପ୍ରାଣର ପ୍ରାର୍ଥନା 🙏🏻🙏🏻🙏🏻🙏🏻🙏🏻🙏🏻 ଆସିଥିଲି ଯିବି ଦିନେ ଅତିଥି ମୁଁ ପରା ଥିଲା,ଥିବ ଚିରକାଳ ଏସୁନ୍ଦର ଧରା। ଯେତେଯାହା ଅରଜିଲି କିଛିନେବି ନାହିଁ ତେବେକିଆଁ ଏତେଲୋଭ କରେ କାହିଁପାଇଁ ? ଅମୃତ ଜୀବନ ଇଏ କରେ ବିଷମୟ ଆସକ୍ତି ଓ କାମନା ମନେଭରେଭୟ। କେହିନୁହଁ ମୋରଏଠି ମୁଁନୁହେଁ କାହାର ମୋହଗ୍ରସ୍ତ ହୋଇକହେ

Loading

Nov
2021
12

*କବିତା କବିତା – ବସନ୍ତ ବେହେରା*

        କବିତା କବିତା ••••••••••••••••••••••• କବିତା ନୁହଇଁ ବନ୍ଧୁ ଶବ୍ଦ ସାଙ୍ଗେ ଶବ୍ଦ ଦେଲେ ଯୋଡି ଶବ୍ଦରେ ଶବ୍ଦକୁ ଗୁଣି ବା ଶବ୍ଦରୁ ଶବ୍ଦ ଦେଲେ ଫେଡ଼ି.   କବିତା ହୁଏନି ବାନ୍ଧି ବନ୍ଧନୀରେ ବର୍ଗ ବା କୁଟିଳ କବିତାର ସଂଖ୍ୟା ନୁହଁ ସରଳ ଯୌଗିକ ବା ଜଟିଳ.   କବିତା ହୁଏନି ବନ୍ଧୁ

Loading

Nov
2021
7

*ଅନୁତାପ – ବନଲତା ଜାଲି*

  * ଅନୁତାପ * ••••••••••• ବନଲତା ଜାଲି  ♣•••••♣ ଜାଣତରେ ଅବା ଅଜଣତେ ହେଉ. ହୋଇଯାଏ କେବେ ପାପ ସେଇ କାଳିମାକୁ ମନରୁ ଲିଭାଇ ଧୋଇଦିଏ ଅନୁତାପ ନୂଆ ସମ୍ଭାବନା ହୁଏ ଅନୁଭୂତ ଯାହା ଭୁଲ୍ କୁ କରଇ ମାର୍ଜିତ ପାପକୁ କରେ ଧ୍ବଂସୀଭୂତ ସତ୍ ଚେତନା ହୋଇ ଉଦଜୀବିତ ନିଜକୁ ସୁଧାରିବାକୁ ହୁଅଇ ପ୍ରସ୍ତୁତ ll

Loading

Nov
2021
7

*ଅନ୍ଧବିଶ୍ୱାସ ଓ କୁସଂସ୍କାର – ବନଲତା ଜାଲି*

             *ଅନ୍ଧବିଶ୍ଵାସ ଓ କୁସଂସ୍କାର *                 ••••••••••••••••••••                      ବନଲତା ଜାଲି         °°°°°°°°°°°° ଘୃଣ୍ଯ ଏକ ସାମାଜିକ ପ୍ରଥା  ଆଧ୍ୟାତ୍ମିକ,ନୈତିକ ସ୍ଫଳନ  ଯାହାକୁ

Loading

Nov
2021
5

*ବିଦ୍ୟା – ପ୍ରିୟଦର୍ଶିନୀ ମହାପାତ୍ର*

                    ବିଦ୍ୟା                ×××××××× ରବିତଳେ ବିଦ୍ୟା ସର୍ବଶ୍ରେୟଦାତ୍ରୀ ସର୍ବାଦୌ ସେ ସମ୍ମାନୀୟା, ବିଦ୍ୱାନ ମନୁଷ୍ୟ ବିଦ୍ୟାର ବଳରେ ଜିଣି ପାରଇ ଦୁନିଆ । ବିଦ୍ୟା ଜଗତରେ ସାର, ଜନ୍ମ ଠାରୁ ମୃତ୍ୟୁ ସାଧନା କଲେ ବି

Loading

Nov
2021
5

*ମୀରାର ବିଳାପ “ମନେପଡ – ଜ୍ୟୋସ୍ନାମଞ୍ଜରୀ ସାମନ୍ତ*

ମୀରାର ବିଳାପ =(1)                    *ମନେପଡ଼…                 ♣•••••••••♣ ମନେପଡ଼ ତୁମେ….. ରୁଣୁଝୁଣୁ ସ୍ୱରରେ ନୂପୁର ବଜେଇ ବର୍ଷା ଆସିଲେ… ବସନ୍ତ ର ପହିଲି ମୃଦୁ ସମୀରଣ ଦେହକୁ ସ୍ପର୍ଶ କଲେ… ସାଗର ବେଳା ରେ ଏକା

Loading

Nov
2021
5

*ବିତ୍ପାତ – ପ୍ରଜ୍ଞାମୟୀ ଶ୍ରୀମତୀ ମମତା ଶତପଥୀ*

➖ବିତ୍ପାତ➖ 🖌️🖌️🖌️🖌️🖌️ କେତେ ଶ୍ରଦ୍ଧା ରେ ମତେ ନିମନ୍ତ୍ରଣ କଲ !! ସପରିବାରେ ସବାନ୍ଧବେ ଆସ ବୋଲି ଲେଖିଲ   ମୁଁ ପହଞ୍ଚିବାରୁ ତାଟି କବାଟ ଦେଉଅଛ କିଳି ସତେ କି ନିମନ୍ତ୍ରଣ କରିବା କଥା ଗଲ ତୁମେ ଭୁଲି!!   ଅନ୍ୟାୟ ଅନୀତି ନୃଶଂସତା ମୋ ପାଇଁ ନିମନ୍ତ୍ରଣ ସବୁ ବୁଝି ଅବୁଝା ନ ହୁଅ ହେ

Loading

Nov
2021
5

*ମା, କ’ଣ ଖୁସି ଅଛି- ରଶ୍ମିବାଳା ଶତପଥୀ*

              ମା’ କ’ଣ ଖୁସି ଅଛି ??                      ••••••••••••••••                                ରଶ୍ମିବାଳା ଶତପଥୀ    

Loading