February 09, 2023
11 11 11 AM
ଗୁରୁ–ମଧୁସ୍ମିତା ରାଉତ
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା
କେମିତି ଅଛ ମକର – ଭାସ୍କର ରାଉତ 
ତୁ – ହେମନ୍ତ କୁମାର ସାହୁ
ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର
ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ
ନୂଆ ଯୁଗର ଛୁଆ – ଅଶୋକ କୁମାର ପତି
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
Latest Post
ଗୁରୁ–ମଧୁସ୍ମିତା ରାଉତ ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା କେମିତି ଅଛ ମକର – ଭାସ୍କର ରାଉତ  ତୁ – ହେମନ୍ତ କୁମାର ସାହୁ ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ ନୂଆ ଯୁଗର ଛୁଆ – ଅଶୋକ କୁମାର ପତି ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ

*ଅପେକ୍ଷା ର ମୁହୁର୍ତ୍ତ – ନିର୍ମଳ ବାରିକ*

😕 ଅପେକ୍ଷା ର ମୁହୂର୍ତ୍ତ 😕

___________________

ଉପହାସ କରେ ଆଜି ସମୟ ମୋ ସାଥେ

କି ଦୋଷ ର ନିଏ ପ୍ରତିଶୋଧ,

ଦ୍ରୁତଗତି ତାର ହୋଇଲାକି ଅଚଞ୍ଚଳ

କିବା କେହି କଲା ଗତିରୋଧ l

ଦ୍ରୁତ ହେଉଛି ସ୍ପନ୍ଦନ,

ବିଚଳିତ ମନ,

ଅଟ୍ଟହାସ୍ୟେ ପୁରିଛି ଭବନ ll

ପ୍ରାପ୍ତି ଅପ୍ରାପ୍ତି ର ଆଶଙ୍କା ର ଜାଗରଣ

ମନେ କରେ ଭୟର ସଂଚାର,

କ୍ଷଣକାଳ ମୋତେ ଆଜି ଲାଗେ ଯୁଗ ପରି

ପୃଥିବୀ କି ହେଲା ବ୍ରହ୍ମପୁର l

ନୂତନ ଗନ୍ତବ୍ୟ ପଥ,

ସନ୍ଧାନୀ ମୋ ନେତ୍ର,

ଏକସ୍ଥାନେ ହୋଇଅଛି ସ୍ଥିର ll

ଅପେକ୍ଷା ଅନ୍ତରାଳେ ବୁଡ଼ିଲାକି ଭାବନା

ସର୍ଜୁନି ଆଉ ନୂଆ ସୃଷ୍ଟିର,

କି ଅବା ଶେଷହେଲା କଲମର ମୁନ

ରଚୁନାହିଁ ଔଜଲ୍ୟ ପ୍ରେମର l

ପଞ୍ଚାନ୍ଦ୍ରିୟ ହେଲା ଜଡ଼,

ହୁଏ ହନ୍ତସନ୍ତ,

ତଥାପିବି ହେଉନି ତା ଅନ୍ତ ll

ନାହିଁ କାର ଦୋଷ ଏତ ମୋର ଦୁର୍ବଳତା

ଅତି ଭଲ ପାଇବା ର ଦୋଷ,

ଏକା ଏକା ଲାଗେ ଆଜି ସଂସାରଟା ମୋତେ

ହୋଇ ଯାଏ ମୁଁ ଅଣନିଶ୍ୱାସ l

ଆଉ ହୁଏନି ପ୍ରତୀକ୍ଷା,

ନାଶ ଅପେକ୍ଷା ର,

ଶୀଘ୍ର ଯାଅ ହେ ସମୟ ବୀର ll

ଶୀଘ୍ର ଯାଅ ହେ ସମୟ ବୀର ll
_________________________

ନିର୍ମଳ ବାରିକ

 

 509 total views,  1 views today

Leave a Reply

Your email address will not be published. Required fields are marked *