May 29, 2023
11 11 11 AM
ALLUSION OF EVOLUTION – Manoj Kumar Panda 
ALLUSION OF MASOCHISM – Manoj Kumar Panda 
ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ
ମା’ତୁମେ ମମତାର ସାଗର – ଭାସ୍କର ରାଉତ
ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର
ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ
ସମୟ ବଡ଼ ବଳବାନ – ଭାସ୍କର ରାଉତ
ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ
ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ
ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ 
ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ
ଜୀବନ – ନଳିନୀ ପ୍ରଭା ମିଶ୍ର
କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର
ସାଧୁ ସାବଧାନ – ସୌଦାଗର ବିଶ୍ବାଳ
ପ୍ରତୀକ୍ଷାର ତୀରେ – ସୁଜାତା ଦାସ
ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା
ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ
ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି
Latest Post
ALLUSION OF EVOLUTION – Manoj Kumar Panda  ALLUSION OF MASOCHISM – Manoj Kumar Panda  ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ ମା’ତୁମେ ମମତାର ସାଗର – ଭାସ୍କର ରାଉତ ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ ସମୟ ବଡ଼ ବଳବାନ – ଭାସ୍କର ରାଉତ ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ  ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ ଜୀବନ – ନଳିନୀ ପ୍ରଭା ମିଶ୍ର କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର ସାଧୁ ସାବଧାନ – ସୌଦାଗର ବିଶ୍ବାଳ ପ୍ରତୀକ୍ଷାର ତୀରେ – ସୁଜାତା ଦାସ ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି

*ସ୍ଵର୍ଣ୍ଣ ଭୂମି – ବନଲତା ଜାଲି*

    ସ୍ବର୍ଣ୍ଣ ଭୂମି

••••••••••••••

 ବନଲତା ଜାଲି

♣••••♣••••♣

ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ

ଏଇ ମୋ ଉତ୍କଳ ରାଣୀ

ତା’ଗର୍ଭରେ ପୂରି ରହିଛି ସମ୍ପଦ

ହୀରା,ନୀଳା,ମୋତି ମଣି ।।

 

ଗିରି,ବନ,ସିନ୍ଧୁ ,ପାହାଡ ,ପର୍ବତ

ଜଙ୍ଗଲ ସମ୍ପଦ ଭରା

ସବୁଜିମା କ୍ଷେତ ଚିରସ୍ରୋତା ନଦୀ

ସତେ କେଡେ ମନୋହରା ।।

 

ମହନତା ସହ ଆଦର୍ଶ ପୂରିତା

ଅଟେ ବୀର ପ୍ରସବିନୀ

ସଂସ୍କାର,ସଂସ୍କୃତି,ପରମ୍ପରା ପୂର୍ଣ୍ଣ

ଏଇ ପୁଣ୍ଯ ମାତୃଭୂମି ।।

 

ବିଭିନ୍ନତା ମଧ୍ୟେ ଏକତା ଯାହାର

ଦମ୍ଭ,ସାହସ ଓ ବଳ

ନାହିଁ ଏଠି ଜାତି,ଧର୍ମ,ସମ୍ପ୍ରଦାୟ

ନାହିଁ ଆବିଳତା,ଛଳ ।।

 

ସତ୍ଯ,ଧର୍ମ,ନ୍ଯାୟ,ଶାନ୍ତି,ମୈତ୍ରୀ ଭାବ

ଯାହାର ମୁଖ୍ୟ ଆୟୁଧ୍ଯ

ଅହିଂସା,ଏକତା ଏ ମାଟିର ବାର୍ତ୍ତା

ଅନ୍ତରକୁ କରେ ଶୁଦ୍ଧ ।।

 

କଳା ଭାସ୍କର୍ଯ୍ୟର ଚାରୁ ଚିତ୍ରପଟ

ମନ୍ଦିର ମାଳିନୀ ରାଜ୍ୟ

ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ବିମୋହିତ

ଦେଖଣାହାରୀ ବି ଆଜ ।।

 

ତା’ଗର୍ଭରେ ଅଛି ଖଣିଜ ପଦାର୍ଥ

ସମଗ୍ର ବିଶ୍ବରେ ଖ୍ଯାତ

ପଥର କୋଇଲା,ଆଲୁମିନିୟମ

ବକସାଇଟ ପୂରିତ ।।

 

ଏଇ ପୁଣ୍ଯମୟୀ ମାଟିରେ ଜନମି

ଜୀବନ ହୋଇଛି ଧନ୍ଯ

ସବୁ ବେଳେ ତା’ର ଯଶ ଗାଉଥିବି

ବଞ୍ଚିଥିବି ଯେତେଦିନ ।।

**************

ବନଲତା ଜାଲି

 580 total views,  1 views today

5 thoughts on “*ସ୍ଵର୍ଣ୍ଣ ଭୂମି – ବନଲତା ଜାଲି*

  1. Hello just wanted to give you a quick heads up and let
    you know a few of the pictures aren’t loading properly.
    I’m not sure why but I think its a linking issue.

    I’ve tried it in two different browsers and
    both show the same results.

  2. Woah! I’m really loving the template/theme of this
    site. It’s simple, yet effective. A lot of times it’s very
    difficult to get that “perfect balance” between user friendliness and visual appearance.
    I must say you have done a very good job with this. In addition,
    the blog loads very quick for me on Internet explorer.
    Excellent Blog!

  3. Thanks for ones marvelous posting! I seriously enjoyed reading it, you happen to be a great author.
    I will remember to bookmark your blog and will often come back from
    now on. I want to encourage you to continue your great posts, have a
    nice day!

Leave a Reply

Your email address will not be published. Required fields are marked *