March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ମା, କ’ଣ ଖୁସି ଅଛି- ରଶ୍ମିବାଳା ଶତପଥୀ*

              ମା’ କ’ଣ ଖୁସି ଅଛି ??

                     ••••••••••••••••

                               ରଶ୍ମିବାଳା ଶତପଥୀ

                                      ••••••••••••••••••

ଦେଖ !! ଏ ସଭ୍ୟ ସମାଜର

ଭଦ୍ରମୁଖା ସଭ୍ୟ ନାଗରିକ ମାନଙ୍କୁ

ନିଜ ଜୀବନ୍ତ ମାଆକୁ ହତାଦର କରି,

ପୂଜୁଛି ଆଜି ମାଟି ମୂର୍ତ୍ତିକୁ

ଏ ସବୁ ଦେଖି ମା’ କଣ ଖୁସି ଅଛି ??

 

ଦେଖ !! ଏ ବର୍ଷ ଦଶହରା ଆସିଛି

ଗାଆଁ ଠୁ ସହର ଭିଡ଼

ଶଙ୍ଖ ବାଇଦ ଯେ ସୁଭୁଛି,

ହେଲେ ସଂସାରର ଦୁଃଖ ଦେଖି

ମା’ ମନ ଆଜି ଫିକା ପଡ଼ିଛି।

 

ଦେଖ !! ଅଧର୍ମ ପାଖେ ଧର୍ମ ବନ୍ଧା ପଡ଼ିଛି

ସବୁଠି ପାପୀ ମାନଙ୍କ ସମାଗମ

ବଳିପ୍ରଥା ନାମେ ନିରୀହ ପଶୁଙ୍କ

ମୁଣ୍ଡ ଗଡୁଛି, ଏ ସବୁ ଦେଖି

ମା’ କଣ ଖୁସି ଅଛି ??

 

ଦେଖ !! ଭକ୍ତି ଭାବନାର ମିଥ୍ୟା

ଡ଼ିଣ୍ଡିମ ବାଜୁଛି,

ମଦ ମାଂସ ଗନ୍ଧ ସର୍ବତ୍ର ଆଚ୍ଛାଦିତ

ଡିଜେ ଡ୍ୟାନ୍ସ ରେ ପୁଅ ଝୁମୁଛି,

ଏ ସବୁ ଦେଖି

ମା’ କଣ ଖୁସି ଅଛି ??

 

ଦେଖ !! ସମାଜରେ ଦୁଷ୍କର୍ମ

କାୟା ବିସ୍ତାର କରି ଚାଲିଛି,

କନ୍ୟା ଭ୍ରୁଣ ହତ୍ୟା ବଢୁଛି

ନାରୀ ନିର୍ଯାତନା ଖବର କାଗଜର

ପୃଷ୍ଠା ମଣ୍ଡନ କରୁଛି,

ଏ ସବୁ ଦେଖି

ମା’ କଣ ଖୁସି ଅଛି ??

 

ଦେଖ !! ସବୁ ଆଡେ କୁଢ଼ କୁଢ଼

ଅଳିଆ ଆବର୍ଜ୍ଜନା ଭାସୁଛି,

ସେଠି ମୋ ମା’କୁ ବିସର୍ଜନ କରାଯାଉଛି

ମୁଣ୍ଡିଆ ମାରି ପୁଅ ମା’କୁ ଫୋପାଡି ଦଉଛି

ଏ ସବୁ ଦେଖି ମୋ

ମା’ କଣ ଖୁସି ଅଛି ?

************

Loading

11 thoughts on “*ମା, କ’ଣ ଖୁସି ଅଛି- ରଶ୍ମିବାଳା ଶତପଥୀ*

  1. Hey! Do you know if they make any plugins to assist with Search Engine Optimization? I’m trying to get my blog to rank for sometargeted keywords but I’m not seeing very good success.If you know of any please share. Kudos!

  2. Hey There. I found your blog using msn. This is a very well written article.I will be sure to bookmark it and come back to read more of your useful information.Thanks for the post. I’ll certainly return.

Leave a Reply

Your email address will not be published. Required fields are marked *