February 05, 2023
11 11 11 AM
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର
ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ
ନୂଆ ଯୁଗର ଛୁଆ – ଅଶୋକ କୁମାର ପତି
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼
ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ
ଦରଦି_ଦରଦ – ସୁମିତ୍ରା ନାୟକ 
Latest Post
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ ନୂଆ ଯୁଗର ଛୁଆ – ଅଶୋକ କୁମାର ପତି ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା) ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼ ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ ଦରଦି_ଦରଦ – ସୁମିତ୍ରା ନାୟକ 

*ମା, କ’ଣ ଖୁସି ଅଛି- ରଶ୍ମିବାଳା ଶତପଥୀ*

              ମା’ କ’ଣ ଖୁସି ଅଛି ??

                     ••••••••••••••••

                               ରଶ୍ମିବାଳା ଶତପଥୀ

                                      ••••••••••••••••••

ଦେଖ !! ଏ ସଭ୍ୟ ସମାଜର

ଭଦ୍ରମୁଖା ସଭ୍ୟ ନାଗରିକ ମାନଙ୍କୁ

ନିଜ ଜୀବନ୍ତ ମାଆକୁ ହତାଦର କରି,

ପୂଜୁଛି ଆଜି ମାଟି ମୂର୍ତ୍ତିକୁ

ଏ ସବୁ ଦେଖି ମା’ କଣ ଖୁସି ଅଛି ??

 

ଦେଖ !! ଏ ବର୍ଷ ଦଶହରା ଆସିଛି

ଗାଆଁ ଠୁ ସହର ଭିଡ଼

ଶଙ୍ଖ ବାଇଦ ଯେ ସୁଭୁଛି,

ହେଲେ ସଂସାରର ଦୁଃଖ ଦେଖି

ମା’ ମନ ଆଜି ଫିକା ପଡ଼ିଛି।

 

ଦେଖ !! ଅଧର୍ମ ପାଖେ ଧର୍ମ ବନ୍ଧା ପଡ଼ିଛି

ସବୁଠି ପାପୀ ମାନଙ୍କ ସମାଗମ

ବଳିପ୍ରଥା ନାମେ ନିରୀହ ପଶୁଙ୍କ

ମୁଣ୍ଡ ଗଡୁଛି, ଏ ସବୁ ଦେଖି

ମା’ କଣ ଖୁସି ଅଛି ??

 

ଦେଖ !! ଭକ୍ତି ଭାବନାର ମିଥ୍ୟା

ଡ଼ିଣ୍ଡିମ ବାଜୁଛି,

ମଦ ମାଂସ ଗନ୍ଧ ସର୍ବତ୍ର ଆଚ୍ଛାଦିତ

ଡିଜେ ଡ୍ୟାନ୍ସ ରେ ପୁଅ ଝୁମୁଛି,

ଏ ସବୁ ଦେଖି

ମା’ କଣ ଖୁସି ଅଛି ??

 

ଦେଖ !! ସମାଜରେ ଦୁଷ୍କର୍ମ

କାୟା ବିସ୍ତାର କରି ଚାଲିଛି,

କନ୍ୟା ଭ୍ରୁଣ ହତ୍ୟା ବଢୁଛି

ନାରୀ ନିର୍ଯାତନା ଖବର କାଗଜର

ପୃଷ୍ଠା ମଣ୍ଡନ କରୁଛି,

ଏ ସବୁ ଦେଖି

ମା’ କଣ ଖୁସି ଅଛି ??

 

ଦେଖ !! ସବୁ ଆଡେ କୁଢ଼ କୁଢ଼

ଅଳିଆ ଆବର୍ଜ୍ଜନା ଭାସୁଛି,

ସେଠି ମୋ ମା’କୁ ବିସର୍ଜନ କରାଯାଉଛି

ମୁଣ୍ଡିଆ ମାରି ପୁଅ ମା’କୁ ଫୋପାଡି ଦଉଛି

ଏ ସବୁ ଦେଖି ମୋ

ମା’ କଣ ଖୁସି ଅଛି ?

************

 338 total views,  1 views today

11 thoughts on “*ମା, କ’ଣ ଖୁସି ଅଛି- ରଶ୍ମିବାଳା ଶତପଥୀ*

  1. Hey! Do you know if they make any plugins to assist with Search Engine Optimization? I’m trying to get my blog to rank for sometargeted keywords but I’m not seeing very good success.If you know of any please share. Kudos!

  2. Hey There. I found your blog using msn. This is a very well written article.I will be sure to bookmark it and come back to read more of your useful information.Thanks for the post. I’ll certainly return.

Leave a Reply

Your email address will not be published. Required fields are marked *