April 23, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ଭସା ମେଘ – ସୀମାଞ୍ଚଳ ପଣ୍ଡା*

          **** *ଭସା ମେଘ* ****

                  *********

                ସୀମାଞ୍ଚଳ ପଣ୍ଡା 

                ***********

ଭସା ମେଘ ଆଗେ ଭାସି ଯାଏ ନଭେ

ହାଲୁକା ଶରୀରେ ଚଳଇ ଧୀରେ,

ଶୀତଳ   ପ୍ରଭାବେ   ସଘନ  ସ୍ୱଭାବେ

ପବନ  ପ୍ରବଳେ ଚଳେ ପ୍ରଖରେ।

 

ଧରଣୀକୁ    ଚାହିଁ   ଆକୁଳେ  ଅନାଇଁ

କହେ ବିଶ୍ୱ ଜୀବେ ନକର ରୋଷ,

ଅଭାବେ   ସଲୀଳ    ହୁଏ ମୁଁ  ବିକଳ

ବଳହୀନେ  ମନେ  ନାହିଁ  ହରଷ,

ରଖ ହେ ଭରସା  ମୋଉପରେ ଆଶା

ସବୁବେଳକେବେ ସମାନେସରେ?

ଭସା ମେଘ ଆଗେ ଭାସି ଯାଏ ନଭେ

ହାଲୁକା ଶରୀରେ ଚଳଇ ଧୀରେ।

 

ଶାଶ୍ୱତ    ବନ୍ଧନ    ରହିଛି   ଯେସନ

ଜାଣିଛି   ଶକତି  କେମିତି  ତା’ର,

ଆକର୍ଷଣେ    ଟାଣି   ଧରିଛି   ଧରଣୀ

କେ ପାରିବ  ତା’କୁ  କରି ଅନ୍ତର !

 

ସଂସାର   ସର୍ଜନା    ଅଦ୍ଭୂତ   କଳ୍ପନା

ଗଢ଼ିଛି    କେମିତି    ବିନ୍ଧାଣି ସିଏ,

ଯେଉଁଠିକି   ଯାହା  ଦେଖାଇଛି ରାହା

ତା’ବିନା   କଳନା    କରିବ କିଏ !

ଚାହିଁ ଦେଲା   କ୍ଷଣି   ଦିଏ  ମନ ଜାଣି

ସଂସାର  କାରଣେ  କରୁଣା କରେ,

ଶୀତଳ  ପ୍ରଭାବେ   ସଘନ   ସ୍ୱଭାବେ

ପବନ  ପ୍ରବଳେ  ଚଳେ  ପ୍ରଖରେ।

 

ଭସା ମେଘ  କହେ ନଭେ  ଭାସୁଥାଏ

ଦୁଃଖ ଦେଖି କେବେ ନପାରେ ସହି,

ବିଧାତା   ଆଶିଷେ   ଶୀତଳ ପରଶେ

ବରଷଇ     ବାରି    ଉଦାର  ବହି।

 

******************

 

Loading

22 thoughts on “*ଭସା ମେଘ – ସୀମାଞ୍ଚଳ ପଣ୍ଡା*

  1. I happen to be writing to let you be aware of what a helpful encounter my cousin’s child gained checking your site. She figured out plenty of issues, most notably what it’s like to possess an ideal helping spirit to have most people really easily learn specific tricky things. You really did more than readers’ expected results. Thank you for showing such warm and friendly, healthy, edifying and cool tips on the topic to Mary.스포츠토토링크

  2. Nice post. I was checking continuously this blog and I’mimpressed! Extremely helpful information specially the last part I care forsuch information a lot. I was seeking this certain information for avery long time. Thank you and good luck.

  3. hello!,I like your writing so much! share we communicate more about your post on AOL? I require an expert on this area to solve my problem. Maybe that’s you! Looking forward to see you.

  4. I’ll right away clutch your rss as I can not find youre-mail subscription hyperlink or e-newsletter service.Do you’ve any? Please allow me know so that I may subscribe.Thanks.

  5. Thanks for any other fantastic post. The place else could anyone get that type of information in such a perfect method of writing? I have a presentation subsequent week, and I am at the look for such information.

Leave a Reply

Your email address will not be published. Required fields are marked *