*ଏତିକି ଗୁହାରୀ*(କବିତା)✍️
•••••••••♣••••••••••••
ପ୍ରଭୁ ଭୋଳାନାଥ ଶିବଶଙ୍କର
ପାରିକର ମୋ ଜୀବନ ଚକର
ତୁମେ ଆଶୁତୋଷ ପାର୍ବତୀ ପତି
ଭକ୍ତିମାର୍ଗେ ତୁମ ହେବି ମୁଁ ବ୍ରତୀ
ତୁମକୁ ପାଇବା ମୋର ସପନ
ଦର୍ଶନ ମିଳିଲେ ହେବିରେ ଧନ୍ୟ
ଆଖି ଖୋଲିଲେ ହିଁ ତୁମକୁ ଖୋଜେ
ତୁମ ପ୍ରେମରସେ ନିଇତି ଭିଜେ
ଶିବ ଏକା ଗତି ମୁକତି ମୋର
ଛିଡିବନି ଏଇ ଭାବର ଡୋର
ତୁମ ଭଜନକୁ ନିଇତି ଗାଏ
ସପନ ଜଗତେ କୈଳାସ ଯାଏ
ଅନ୍ତିମ ମୁହୂର୍ତ୍ତେ ତୁମକୁ ଚାହେଁ
ମୋ ମନହୃଦୟ ନିଇତି କହେ
ଆଶିଷ ତୁମର ଥାଉ ଯେ ସଦା
ନ କରୁ ମୋ ମୁଖ କାହାର ନିନ୍ଦା
ସତ୍ୟନ୍ୟାୟ ପଥେ ଚାଲିବି ବାଟ
ତୁମ ସାଥେ କାଳେ ହେବରେ ଭେଟ
ଜୀବନଟା ଏବେ ଲାଗେରେ ତୁଛ
ସ୍ନେହପ୍ରେମ ସବୁ ହେଲାଣି ମିଛ
ତୁମେ ଏକା ମୋର ଜୀବନ ପରା
ସୁଖଶାନ୍ତି କେବେ ନ ଦିଏ ଧରା
କୋଳରେ ତୁମର ଯାଉ ଏ ପ୍ରାଣ
ତୁୁମେ ଏକା ମୋର ପ୍ରଭୁ ହେ ଜାଣ
**************
ମୁକ୍ତିରାଣୀ ଦେବତା
882 total views, 1 views today
Thank you ever so for you article.Much thanks again. Great.
Thanks in support of sharing such a pleasant thinking, piece of writing is fastidious, thats why i have read it fully
Major thankies for the article. Really Cool.
wow, awesome article.Thanks Again. Will read on…
Really enjoyed this article.Really looking forward to read more.
Thanks for sharing, this is a fantastic blog post.Really looking forward to read more. Want more.
Thank you ever so for you post.Thanks Again. Will read on…
Thanks-a-mundo for the blog.Much thanks again.
I need to to thank you for this excellent read!! I absolutely enjoyed every bit of it. I have got you book marked to look at new stuff you post…
Great, thanks for sharing this blog.Really looking forward to read more. Will read on…
Why users still use to read news papers when in this technological globe all is available on net?