January 28, 2023
11 11 11 AM
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା,
ହେ ଶିଳ୍ପୀ-କୁମାର ସୋନୁ
ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ
ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର
କଳା କୃତି-ସବିତା ପଟ୍ଟନାୟକ
କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ
बेटी बचाओ बेटी पढ़ाओ-लक्ष्मीप्रिया बेहेरा
ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ
ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ
ମୋର ଭୁଲ୍ କ’ଣ-ମମତା ବାରିକ୍
କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି
ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ
ଜାରଜ-ମୁକ୍ତିରାଣୀ ଦେବତା
ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା
ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ
ସାମାଜିକ ପରିବର୍ତ୍ତନ-କୁମାର ସୋନୁ
ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ
ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି
Latest Post
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା, ହେ ଶିଳ୍ପୀ-କୁମାର ସୋନୁ ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର କଳା କୃତି-ସବିତା ପଟ୍ଟନାୟକ କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ बेटी बचाओ बेटी पढ़ाओ-लक्ष्मीप्रिया बेहेरा ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ ମୋର ଭୁଲ୍ କ’ଣ-ମମତା ବାରିକ୍ କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ ଜାରଜ-ମୁକ୍ତିରାଣୀ ଦେବତା ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ ସାମାଜିକ ପରିବର୍ତ୍ତନ-କୁମାର ସୋନୁ ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି

*ମୀରାର ବିଳାପ “ମନେପଡ – ଜ୍ୟୋସ୍ନାମଞ୍ଜରୀ ସାମନ୍ତ*

ମୀରାର ବିଳାପ =(1)

                   *ମନେପଡ଼…

                ♣•••••••••♣

ମନେପଡ଼ ତୁମେ…..

ରୁଣୁଝୁଣୁ ସ୍ୱରରେ ନୂପୁର ବଜେଇ

ବର୍ଷା ଆସିଲେ…

ବସନ୍ତ ର ପହିଲି ମୃଦୁ ସମୀରଣ

ଦେହକୁ ସ୍ପର୍ଶ କଲେ…

ସାଗର ବେଳା ରେ ଏକା ଏକା

ବୁଲିଲା ବେଳେ

ଶୀତ ରାତିର କୋହଲା ପବନ

ତନୁମନ କୁ ମୋର

ଶିହରାଇ ଦେଲା ବେଳେ….

ତୁମେ ଖୁବ ମନେ ପଡ….!

 

ପୂର୍ଣ୍ଣିମା ରାତିରେ,

କଦମ୍ବ ମୂଳରେ

କେହି ବଇଁଶୀ ବଜାଉ

ଥିବାର ଶୁଣିଲେ…..

ବୈଶାଖୀ ଦ୍ବିପହରେ,

ବରଗଛ ଛାଇରେ

ଏକା ଏକା ଶୂନ୍ୟ ପଥପ୍ରାନ୍ତକୁ

ଚାହିଁ ବସିଥିବା ବେଳେ..

ତୁମେ ଖୁବ ମନେ ପଡ…..!!

 

ମୋ ସୁଖ ର ଫଗୁଣ ରେ ବି

ଦୁଃଖ ର ଫଲଗୁ ଭିତରେ ବି

ତୁମେ ହିଁ ତୁମେ ଖୁବ ମନେପଡ଼

ଶେଫାଳୀ ସକାଳେ…..!!

*************************

     ଜ୍ୟୋତ୍ସ୍ନା ମଞ୍ଜରୀ ସାମନ୍ତ

 

 455 total views,  2 views today

6 thoughts on “*ମୀରାର ବିଳାପ “ମନେପଡ – ଜ୍ୟୋସ୍ନାମଞ୍ଜରୀ ସାମନ୍ତ*

  1. This is the right site for everyone who would like to find out about this topic.
    You understand a whole lot its almost tough
    to argue with you (not that I really will need to…HaHa).
    You definitely put a brand new spin on a topic that’s been discussed for decades.
    Great stuff, just wonderful!

  2. Good day! Do you know if they make any plugins to assist with Search Engine Optimization? I’m trying to get my
    blog to rank for some targeted keywords but I’m not seeing very good success.
    If you know of any please share. Cheers!

  3. You’ve made some good points there. I looked on the web to find out more
    about the issue and found most people will go along
    with your views on this website.

  4. Greetings from Ohio! I’m bored at work so I decided to
    browse your blog on my iphone during lunch break. I really like the info you
    present here and can’t wait to take a look when I get home.

    I’m shocked at how fast your blog loaded on my phone .. I’m
    not even using WIFI, just 3G .. Anyhow, good site!

  5. Sweet blog! I found it while browsing on Yahoo News.
    Do you have any tips on how to get listed in Yahoo News?
    I’ve been trying for a while but I never seem to get there!

    Many thanks

Leave a Reply

Your email address will not be published. Required fields are marked *