Nov
2021
5
*ମୀରାର ବିଳାପ “ମନେପଡ – ଜ୍ୟୋସ୍ନାମଞ୍ଜରୀ ସାମନ୍ତ*
ମୀରାର ବିଳାପ =(1) *ମନେପଡ଼… ♣•••••••••♣ ମନେପଡ଼ ତୁମେ….. ରୁଣୁଝୁଣୁ ସ୍ୱରରେ ନୂପୁର ବଜେଇ ବର୍ଷା ଆସିଲେ… ବସନ୍ତ ର ପହିଲି ମୃଦୁ ସମୀରଣ ଦେହକୁ ସ୍ପର୍ଶ କଲେ… ସାଗର ବେଳା ରେ ଏକା
ମୀରାର ବିଳାପ =(1) *ମନେପଡ଼… ♣•••••••••♣ ମନେପଡ଼ ତୁମେ….. ରୁଣୁଝୁଣୁ ସ୍ୱରରେ ନୂପୁର ବଜେଇ ବର୍ଷା ଆସିଲେ… ବସନ୍ତ ର ପହିଲି ମୃଦୁ ସମୀରଣ ଦେହକୁ ସ୍ପର୍ଶ କଲେ… ସାଗର ବେଳା ରେ ଏକା
ମୁଁ ପରାସ୍ତ ତୁମ ପାଖରେ ହଁ…. ମୁଁ ତ ସବୁବେଳେ ପରାସ୍ତ ତୁମ ପାଖରେ…. ନୀରବତା କୁ ଅସ୍ତ୍ର କରି ହୃଦୟ କୁ ମୋ ଆଘାତ ଦେଇ ବାଜି ମାରିବାର ଯୋଉ ନିଷ୍ଫଳ ପ୍ରୟାସ ତୁମର… ସେଇ ହୃଦୟ ଯେ ଥିଲା ଦିନେ ତୁମରି ହୃଦୟ ଭିତରେ… ! ଏକଥା ଭାବିଛ କି କେବେ ଦିନେ ଥରେ…?? ହଁ…