April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Sep
2022
13

*ଶାନ୍ତି ବିଶ୍ଵର ସ୍ପନ୍ଦନ–ପ୍ରିୟଦର୍ଶିନୀ ମହାପାତ୍ର*

ଶାନ୍ତି ବିଶ୍ଵର ସ୍ପନ୍ଦନ ହେ ଶାନ୍ତି ! ଲୁଚିଛ କି ତୁମେ ଅମରାବତୀରେ ? ନା ଅଳଙ୍କୃତ କରିଛ ଅଳକାପୁରୀକୁ ? ନିଃସ୍ଵ ଏ ବିଶ୍ୱ ଆଜି ତୁମ ବିରହେ ଜର୍ଜରିତ, ଆସ, ଆଲିଙ୍ଗନ କର ଏ ମୁମୂର୍ଷୁ ଜଗତକୁ । ବିଶ୍ଵ ବକ୍ଷେ ଆଜି କାଲି, ହିଂସା, ରକ୍ତପାତ, ରୁଧିରର ହୋଲି ଶତ୍ରୁର ଚିତାଗ୍ନିରେ ପାଳିତ ହୁଏ

Loading

Jul
2022
20

ବନ୍ଧୁତା ଏକ ସମ୍ମୋହନ — ପ୍ରିୟଦର୍ଶିନୀ ମହାପାତ୍ର

ବନ୍ଧୁତା ଏକ ସମ୍ମୋହନ   ଅଚିହ୍ନା ଚେହେରା, ଅଶୁଣା ଶବଦ ସୃଷ୍ଟି କରେ ଆକର୍ଷଣ, ଟାଣି ନେଇ ଯାଏ ଆପଣା ଆଡ଼କୁ ଏପରି ସେ ସମ୍ମୋହନ ।   କୁପଥରୁ ଆମ ହାତ ଧରି ଆଣି ସୁପଥରେ କରେ ଠିଆ, କେବେ ମୋହ ସାଜି ଅଧର୍ମ ପଥରେ ଛାଡ଼ି ଦିଏ ଏକୁଟିଆ ।   ବିଶ୍ଵାସର ଡୋରୀ ଅଟଇ

Loading

Jun
2022
24

ସଜସକାଳ — ପ୍ରିୟଦର୍ଶିନୀ ମହାପାତ୍ର

#ସଜ_ସକାଳ   “ମାମା ! ଆଉ ଟିକେ ଶୋଇବାକୁ ଦିଅ ନା,” କହି ମୁହଁ ଉପରେ କମ୍ବଳ ଘୋଡ଼େଇ ହେଇଗଲା ପରୀ । ମାମା ବ୍ୟସ୍ତ ହେଉ ଥାଆନ୍ତି, “୧୦ ଟା ରୁ ସ୍କୁଲ୍ ଆରମ୍ଭ, ଏବେ ଆସି ୯.୩୦ ବାଜିଲାଣି, ବାହାରିବୁ ଆଉ କେବେ ?”   ପରୀ ସବୁଦିନ ଏମିତି କରେ, ଡେରିରେ ଉଠିବା ଯୋଗୁଁ

Loading

May
2022
22

ଅପରାହ୍ନର ଅବଶୋଷ — ପ୍ରିୟଦର୍ଶିନୀ ମହାପାତ୍ର

ଅପରାହ୍ନର_ଅବଶୋଷ   ମୁଁ ପତଳା ନିଦରେ । ଦେହ ଉପରେ ଭାଲୁ ଭଳି ରୁମୁରୁମିଆ କମ୍ବଳ । ମୁଣ୍ଡ ଉପରେ ଘୁରୁଥିବା ପଙ୍ଖା ସହ ଘୁରି ଚାଲିଥାଏ ମୋ ସ୍ମୃତି ସବୁ । ହଠାତ୍ ମଧ୍ୟମ ଗତିରେ ଘୁରୁଥିବା ପଙ୍ଖାଟି ତୀବ୍ର ଗତିରେ ଘୁରିବାକୁ ଲାଗିଲା । କମି ଯାଇଥିବା ଭୋଲ୍ଟେଜ୍ ପୁଣି ସାଧାରଣ ହୋଇଗଲା ବୋଧେ ।

Loading

Apr
2022
21

*ଈଶ୍ୱରଙ୍କୁ ପ୍ରଶ୍ନ–ପ୍ରିୟଦର୍ଶିନୀ ମହାପାତ୍ର*

ଈଶ୍ୱରଙ୍କୁ ପ୍ରଶ୍ନ ______________ ନିର୍ଜୀବ ପାଷାଣ ରୂପେ ବିଦ୍ୟମାନ କୁହ ହେ ଈଶ୍ୱର କୁହ, ତୁମ ହାତଗଢ଼ା ଧରଣୀରେ କେବେ ନ୍ୟାୟ ପାଇବେ ନୀରିହ ? କେତେ ସଧବାଙ୍କ ସତୀତ୍ୱ ଜଳିବ ସ୍ବାମୀଙ୍କ ଜୁଇ ନିଆଁରେ, କେତେ ନିକାଞ୍ଚନ ସ୍ଥାନ କମ୍ପୁଥିବ ଅବଳା ଆର୍ତ୍ତ ଚିତ୍କାରେ ? କେତେ ଦିନ ଯାଏଁ ଶ୍ୱାନ ଝୁଣୁଥିବେ କଅଁଳ ଶିଶୁର ଦେହ,

Loading

Apr
2022
19

*ପ୍ରଜାପତି — ପ୍ରିୟଦର୍ଶିନୀ ମହାପାତ୍ର*

ପ୍ରଜାପତି ______________   ଏକା ଥିଲି ଫିକା ଥିଲି, ରଙ୍ଗ କଣ ଜାଣି ନଥିଲି ତୁମର ଚିକ୍ ମିକ୍ ରୂପ ଦେଖି ତୁମ ପଛରେ ଧାଇଁଗଲି ।   ଦେଖିଲି, ତୁମ ଚାରିପଟେ ରଙ୍ଗୀନ ଫୁଲମାନଙ୍କ ଭିଡ଼, ତୁମେ ତନ୍ମୟ ତାଙ୍କ ଭିତରେ, ମୋ ପାଦର ରକ୍ତ ଥିଲା ମୂଲ୍ୟହୀନ ସେମାନଙ୍କ ମଧୁ ଆଗରେ ।   ପ୍ରାପ୍ତିର

Loading

Apr
2022
11

*କିଛି କଥା ଥିଲା–ପ୍ରିୟଦର୍ଶିନୀ ମହାପାତ୍ର*

କିଛି କଥା ଥିଲା ________________ ହୃଦୟ ନଥିବା ଛାତିରୁ କାହିଁକି ଶୁଣିବାକୁ ଚାହଁ ମୃଦୁ ସ୍ପନ୍ଦନ, ଶ୍ରାବଣର ଧାରା ଝରାଉଥାଏ ଯେ ସେ ନେତ୍ର କି ଦେଖି ପାରେ ସପନ ! ନୀରିହପଣରେ ସର୍ବତ୍ର ଶୋଷିତା କରୁଅଛ କିମ୍ପା ଆଶା ସଞ୍ଚାର, ଯେଉଁ ବିଡ଼ମ୍ବନା କପାଳେ ଲିଖିତ ତୁମେ କି ପାରିବ ପୋଛି ସେ ଗାର । ଖୁସି

Loading

Apr
2022
6

*ଅନୁଭୂତିରେ ସୂର୍ଯ୍ୟୋଦୟ ପରିବାର–ପ୍ରିୟଦର୍ଶିନୀ ମହାପାତ୍ର*

ଅନୁଭୂତିରେ ସୂର୍ଯ୍ୟୋଦୟ ପରିବାର ________________________________ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ (Suryodaya Literary Foundation – SLF) ଏପରି ଏକ ଅନ୍ତର୍ଜାତୀୟ ଅନୁଷ୍ଠାନ ଯାହା ବଣମଲ୍ଲୀ ପରି ଝରି ପଡ଼ୁଥିବା ଅସଂଖ୍ୟ ଯୁବ ପ୍ରତିଭାମାନଙ୍କୁ ମାର୍ଜିତ କରାଇ ବିଶ୍ଵ ଦରବାରରେ ପରିଚିତ କରାଇବାର ମହାନ୍ ଭୂମିକା ଗ୍ରହଣ କରିଛି । ଏହି ପରିପ୍ରେକ୍ଷୀରେ ମୁଁ ଏହି ପରିବାରରେ ସାମିଲ

Loading

Apr
2022
2

*ଡିବିରି–ପ୍ରିୟଦର୍ଶିନୀ ମହାପାତ୍ର*

ଡିବିରି _________ “କୁନାବୋଉ ! ଆରେ ଏ କୁନାବୋଉ, ପାଇଲ ନା ନାହିଁ ବା ?” “ଆହେ, ଖୋଜୁଛି ପରା, ଟିକେ ରୁହ ।” “ଆରେ ଟିକେ ଝଅଟ ଖୋଜ, ତେଣେ ବେଳ ଗଡ଼ିଯିବ, ମୁଁ ଭାଗବତ ପଢ଼ିବି କେମିତି ? ତା ପରେ ପୁଣି ସାହୁକାରଙ୍କ ଘରକୁ ଯିବି, ବାବୁ ପରା ଡକେଇଛନ୍ତି ।” “ତମେ ତ

Loading

Apr
2022
1

*Results Of SLF Literary Youth Icon Contest-2022*

*Results Of SLF Literary Youth Icon Contest-2022

Loading

Mar
2022
8

*ରଫ୍ ଖାତା–ପ୍ରିୟଦର୍ଶିନୀ ମହାପାତ୍ର*

ରଫ୍ ଖାତା ************ “ଏଇ, କଣ କରୁଛ ଯେ ସେତେବେଳୁ ? ନନା, ବୋଉ, ଦାଦା, ଖୁଡ଼ୀ ସମସ୍ତେ ତମକୁ ଖୋଜୁଛନ୍ତି, ଯାଅ ତାଙ୍କ ସହ ଦେଖା କର, ଟିକେ କଥା ହୁଅ । ବାହାଘରର ଏତେ ଦିନ ପରେ ଆମେ ଆଜି ଆସିଛେ । ତମେ ଏଇ ଦାଣ୍ଡଘରଟାରେ ଅଟକି ଯାଇ ସେ ବହି ଥାକଟା ପାଖରେ

Loading

Mar
2022
8

*Buttons–Priyadarshani Mahapatra*

Buttons ___________ You can connect the two sides of a shirt, Can you join the two parts of my broken heart ? Lining up in a row with tiny plastic body, Tied up with little holes making dress embody. I am feeling

Loading

Mar
2022
8

*ବୋତାମ୍–ପ୍ରିୟଦର୍ଶିନୀ ମହାପାତ୍ର*

ବୋତାମ୍ __________ ତୁମ ଅଲକ୍ଷ୍ୟରେ କିଛି ବୁନ୍ଦା ଭାବପ୍ରବଣତା ଚୋରେଇ ଆଣିଛି ମୁଁ ତୁମ ଛାତି ତଳ ହୃଦୟ ଭିତରୁ ସାଇତି ରଖିଛି ମୋ କୁନି ହୃଦୟରେ, ଭାରି ଭଲ ଲାଗେ ଯେତେବେଳେ ତୁମ କ୍ୟାପ୍ ଆଉ ଟି-ସାର୍ଟ ପିନ୍ଧି ଆଇନା ଆଗରେ ଛିଡ଼ା ହୁଏ ଆଉ ନିଜକୁ ଡାକେ ତୁମ ନାଁ ରେ । ଭାରି ଇଚ୍ଛା

Loading

Mar
2022
1

*କାହିଁକି କରୁଛ ଭୟ–ପ୍ରିୟଦର୍ଶିନୀ ମହାପାତ୍ର*

  କାହିଁକି କରୁଛ ଭୟ ~~~~~~~~~~~~~ କାହିଁକି କରୁଛ ଭୟ, ତୁମ ପାଇଁ ଅଛି ପରମ ପିତାଙ୍କ ଦିବ୍ୟ ଶାଶ୍ୱତ ଆଶ୍ରୟ । କାହିଁକି କରୁଛ ଭୟ ? ନିର୍ଜ୍ଜନ ରାତ୍ରିରେ ହସଇ ଚନ୍ଦ୍ରମା, ତମସାରେ ଢାଳେ ବିମଳ ସୁଷମା । ସେହିପରି ତୁମେ ତମପୂର୍ଣ୍ଣ ପ୍ରାଣେ ସୃଜ ଅଖଣ୍ଡ ପ୍ରତ୍ୟୟ । କାହିଁକି କରୁଛ ଭୟ ?

Loading

Feb
2022
14

*ମୋ ଫୋନ୍–ପ୍ରିୟଦର୍ଶିନୀ ମହାପାତ୍ର*

ମୋ ଫୋନ୍ ************ ସେ ମୋର ସବୁ ସମ୍ପର୍କର ସେତୁବନ୍ଧ ସ୍ମୃତିର ସମ୍ଭାର……. ପୁଣି ଅନୁଭୂତିର ଗନ୍ତାଘର, ମୋର ବର୍ଷ ବର୍ଷର ଅଭିଜ୍ଞତା ତା ମଧ୍ୟେ ସାଇତା । ମୁଁ ବାଟବଣା ହେଲେ ସେ ରାସ୍ତା ଦେଖାଏ ଅଜ୍ଞାତ ତଥ୍ୟ ବି ଯୋଗାଏ, ସୁମେରୁରୁ କୁମେରୁକୁ ସଂଯୋଗ କରେ ସେ ପୃଥିବୀକୁ ‘ବିଶ୍ଵଗ୍ରାମ’ ରେ ପରିଣତ କରେ ସେ

Loading

Feb
2022
5

*ବରଗଛ–ପ୍ରିୟଦର୍ଶିନୀ ମହାପାତ୍ର*

ବରଗଛ ********* ହଠାତ୍ ଚମକି ପଡ଼ିଲି ମୁଁ, ନିଦ ଭାଙ୍ଗିଗଲା ମୋର ଆଉ ସେ ସ୍ବପ୍ନ ବି । ଘଣ୍ଟା ଦେଖେ ତ ଦିନ ୯ ଟା ହେଲାଣି । କାଲି ରାତିରେ କାମ ସାରି ଶୋଇଲା ବେଳକୁ ଏତେ ଡେରି ହୋଇଥିଲା ଯେ ସକାଳ କେତେବେଳେ ହେଲା ସେ କ୍ଲାନ୍ତିରେ ଜାଣି ପାରି ନଥିଲି ମୁଁ ।

Loading

Feb
2022
3

*Lets talk with young and dynamic poetess Priyadarshani Mahapatra ,hails from Bhanjabhumi Ganjam for SLF Literary Youth Icon Award contest-. 2022*

*Lets talk with young and dynamic poetess Priyadarshani Mahapatra ,hails from Bhanjabhumi Ganjam for SLF Literary Youth Icon Award contest-. 2022*   ନାମ – ପ୍ରିୟଦର୍ଶନୀ ମହାପାତ୍ର ପିତାଙ୍କ ନାମ– ଶ୍ରୀଯୁକ୍ତ ସୁଶାନ୍ତ ମହାପାତ୍ର ମାତାଙ୍କ ନାମ- ଶ୍ରୀମତୀ ସନ୍ତୋଷିନୀ ମହାପାତ୍ର ଜନ୍ମ ତାରିଖ– ୨୩.୧୦.୨୦୦୪ ଘର ଠିକଣା- ଗ୍ରାମ

Loading

Feb
2022
1

*ଝୁଲା–ପ୍ରିୟଦର୍ଶିନୀ ମହାପାତ୍ର, ଗଞ୍ଜାମ*

ଝୁଲା ****** ପୁରୁଷ, ମହିଳା, କୁନି କୁନି ପିଲା, ସଭିଙ୍କ ଆଦରେ ନାମ ମୋର ଝୁଲା । କିଏ ମୋତେ କାନ୍ଧରେ ପକାଇ ଚାଲେ, କିଏ ପୁଣି ମୋତେ ହାତେ ଧରି ବୁଲେ । ପିଲାଏ ଭରନ୍ତି ମୋ ଭିତରେ ବହି, ଟିଫିନ୍ ବୋତଲ ରଖନ୍ତି ଯେ ତହିଁ । ବାବୁମାନେ ମୋତେ ନିଅନ୍ତି ବଜାର, ଆଣନ୍ତି ପୂରାଇ

Loading

Nov
2021
16

*ଆଲୋକମୟ ସ୍ପର୍ଶ-ପ୍ରିୟଦର୍ଶିନୀ ମହାପାତ୍ର*

ଆଲୋକମୟ ସ୍ପର୍ଶ ~~~~~~~~~~~~~ ବିବ୍ରତ ବିମର୍ଷ ବିକୃତ ଏ ହୃଦୟ ପରିଧିରେ କାହା ପଦଧ୍ଵନି ଶୁଣି ପଳାୟନ କଲା ମୋ ଆଳସ୍ୟ, ସମ୍ପୂର୍ଣ୍ଣ ଜୀବନ ମୋର ହୋଇଗଲା ସ୍ତବ୍ଧ ସତେ ଅବା ଅଟକିଗଲା ସମୟର ଗତି, ଲୋତକ ଲୁଚାଇ ହସିବାରେ ଅଭ୍ୟସ୍ତ ନେତ୍ରଦ୍ୱୟ ପୁନର୍ବାର ଶିଖିଗଲେ କ୍ରନ୍ଦନ । ଆଳସ୍ୟରେ ଆସକ୍ତ ନୟନ ନିଦ୍ରାକୁ କଲା ବିସ୍ମରଣ, ଜିହ୍ଵା

Loading

Nov
2021
12

*ହୃଦୟ ଅଳିନ୍ଦର ଦୀପାଳିଟିଏ – ପ୍ରିୟଦର୍ଶିନୀ ମହାପାତ୍ର* 

ହୃଦୟ ଅଳିନ୍ଦର ଦୀପାଳିଟିଏ *************************** ପ୍ରିୟଦର୍ଶିନୀ ମହାପାତ୍ର  ~~~~~~~~~~~   ତମସାଛନ୍ନ ଏ ହୃଦୟ ପ୍ରଦେଶେ ଅକସ୍ମାତ୍ ଦୀପାଳିଟିଏ ପ୍ରଜ୍ଜ୍ବଳିତ, ଆସନ୍ନ ଦୁର୍ବିସହ ଦୁର୍ବିପାକ ସବୁକୁ ସହ୍ୟ କରିବାରେ ସଂଘର୍ଷରତ । ଅସୁମାରୀ ଆକାଂକ୍ଷାର ବହ୍ନି ଶିଖା, ଦ୍ରୁତ ସମୀରଣର ଆଘାତରେ ସୁଦ୍ଧା ହୁଏ ନାହିଁ ନିର୍ବାପିତ ।।   ବାରିଦର ଗର୍ଜ୍ଜନ ସଙ୍ଗେ ସୌଦାମିନୀର କ୍ରୀଡା, କୁହୁଡ଼ିର

Loading