କବିତା କବିତା ••••••••••••••••••••••• କବିତା ନୁହଇଁ ବନ୍ଧୁ ଶବ୍ଦ ସାଙ୍ଗେ ଶବ୍ଦ ଦେଲେ ଯୋଡି ଶବ୍ଦରେ ଶବ୍ଦକୁ ଗୁଣି ବା ଶବ୍ଦରୁ ଶବ୍ଦ ଦେଲେ ଫେଡ଼ି. କବିତା ହୁଏନି ବାନ୍ଧି ବନ୍ଧନୀରେ ବର୍ଗ ବା କୁଟିଳ କବିତାର ସଂଖ୍ୟା ନୁହଁ ସରଳ ଯୌଗିକ ବା ଜଟିଳ. କବିତା ହୁଏନି ବନ୍ଧୁ
Read More
ଫେରି ଆସନ୍ତନି ପୁଣି ଦିଗବଳୟ ଯାଏଁ ଧାନର ସବୁଜ କ୍ଷେତ କ୍ଷେତ ସେପାରିରେ ଛପି ବସିଅଛି ଶୀତ. ଧେନୁପଲ ଫେରେ ଦାଣ୍ଡରେ ଉଡେଇ ଧୂଳି ଜହ୍ନିଓଷା ଘରେ କିଶୋରୀ ହେଲେଣି ମେଳି. କାଶତଣ୍ଡୀ ମୂଳେ ଖେଳେ ସୂର୍ଯ୍ୟାସ୍ତର ଛାଇ ହାଇ ମାରୁଅଛି ବାଲିରେ ଅଳସୀ ନଈ. ଫୁଟି ଯାଇଅଛି ସଅଳ ରଜନୀଗନ୍ଧା. ଅମୃତମୟ ଏ ସତରେ ଶରତ ସନ୍ଧ୍ୟା.
Read More
A Summer Song It’s too hot, too dry The scorching sun takes a sigh On the leafless branches And under the lifeless grasses Remains the ashes of spring And above a thorny bush A lonely dove sings a mourning song The ghost
Read More
ଆହତ ଅତୀତ ସିରିସିରି ପବନରେ କିଏ ଜଣେ ଅଶରୀରୀ ପରି ପଶିଆସେ ନିରୋଳାରେ ଚୁପ୍ ଚାପ୍ ପାଦ ଚିପିଚିପି ସାମ୍ନାରେ ମୋ ଠିଆହୁଏ ବାସ୍ନାଭିଜା ଗୋଲାପଟେ ଧରି ମୁରୁକି ହସରୁ ତା’ର ଝରୁଥାଏ ଜ୍ୟୋତ୍ସ୍ନା ଝିପିଝିପି! ‘କେମିତି ଆସିଲ?’ ପଚାରେ ମୁଁ ‘ଅଚାନକ ଏତେ ଦିନ ପରେ!’ ପଲକକୁ ଅଧା ଖୋଲି ଆଉ ଅଧା ଥାଇ ତନ୍ଦ୍ରାହତ ‘ମୁଁ
Read More