➖ବିତ୍ପାତ➖
🖌️🖌️🖌️🖌️🖌️
କେତେ ଶ୍ରଦ୍ଧା ରେ ମତେ ନିମନ୍ତ୍ରଣ କଲ !!
ସପରିବାରେ ସବାନ୍ଧବେ ଆସ ବୋଲି ଲେଖିଲ
ମୁଁ ପହଞ୍ଚିବାରୁ ତାଟି କବାଟ ଦେଉଅଛ କିଳି
ସତେ କି ନିମନ୍ତ୍ରଣ କରିବା
କଥା ଗଲ ତୁମେ ଭୁଲି!!
ଅନ୍ୟାୟ ଅନୀତି ନୃଶଂସତା ମୋ ପାଇଁ ନିମନ୍ତ୍ରଣ
ସବୁ ବୁଝି ଅବୁଝା ନ ହୁଅ ହେ ମନୁଷ୍ୟ ଗଣ
ଲୋଭ କର ପରିହାର ଅଳ୍ପ ରେ ସନ୍ତୁଷ୍ଟ ହୁଅ
ସାରା ଜଗତବାସୀଙ୍କୁ ଖୁସି ରେ ରହିବାକୁ ଦିଅ
ମୁଁ ରାକ୍ଷସ କୁ ଯଦି ତୁମେ ମାରି ପାରିବ
ସୁଖ ଶାନ୍ତି ଆନନ୍ଦ ରେ ପୃଥିବୀ ଟି ହସିବ
ମୁଁ ସବୁ ଠାରୁ ବଡ ଆଉ କେହି ନୁହେଁ କିଛି
ଏପରି ଭାବନା ମନୁ ଶିଘ୍ର ଦିଅ ପୋଛି
ନିମନ୍ତ୍ରଣ ନ ପାଇଲେ ରହିବି ମୁଁ ଦୂରେ
ଈଶ୍ୱର ଙ୍କ ଆସ୍ଥା ନେଇ ରୁହ ତୁମେ ଖୁସି ରେ
ମିଛ ମୁହିଁ କହୁନାହିଁ ଖାଉଅଛି ରାଣ
ସତ୍ ପଥରେ ଚାଲ ସର୍ବେ ପାଇବ ପ୍ରମାଣ
➿➿➿➿➿
ପ୍ରଜ୍ଞାମୟୀ ଶ୍ରୀମତୀ ମମତା ଶତପଥୀ
Hi! Do you know if they make any plugins to safeguard against hackers?
I’m kinda paranoid about losing everything I’ve worked hard on. Any tips?
My website – tracfone special
Thanks on your marvelous posting! I actually enjoyed reading it, you
happen to be a great author.I will ensure that I bookmark your blog
and will often come back someday. I want to encourage you continue your great job, have a nice day!
Marvelous, what a website it is! This blog gives valuable data to us,
keep it up.
Hello there, I think your blog may be having browser compatibility issues.
Whenever I take a look at your website in Safari, it looks fine however when opening in IE, it has some overlapping issues.
I just wanted to give you a quick heads up! Other than that, excellent blog!
Thanks for sharing your thoughts on website.
Regards
Hurrah, that’s what I was looking for, what a information! present here at this
webpage, thanks admin of this web page.
What’s Going down i’m new to this, I stumbled upon this I
have found It absolutely useful and it has aided me out
loads. I hope to contribute & assist different users like its aided me.
Great job.