February 08, 2023
11 11 11 AM
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା
କେମିତି ଅଛ ମକର – ଭାସ୍କର ରାଉତ 
ତୁ – ହେମନ୍ତ କୁମାର ସାହୁ
ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର
ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ
ନୂଆ ଯୁଗର ଛୁଆ – ଅଶୋକ କୁମାର ପତି
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
Latest Post
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା କେମିତି ଅଛ ମକର – ଭାସ୍କର ରାଉତ  ତୁ – ହେମନ୍ତ କୁମାର ସାହୁ ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ ନୂଆ ଯୁଗର ଛୁଆ – ଅଶୋକ କୁମାର ପତି ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି

*ବିତ୍ପାତ – ପ୍ରଜ୍ଞାମୟୀ ଶ୍ରୀମତୀ ମମତା ଶତପଥୀ*

ବିତ୍ପାତ➖

🖌️🖌️🖌️🖌️🖌️

କେତେ ଶ୍ରଦ୍ଧା ରେ ମତେ ନିମନ୍ତ୍ରଣ କଲ !!

ସପରିବାରେ ସବାନ୍ଧବେ ଆସ ବୋଲି ଲେଖିଲ

 

ମୁଁ ପହଞ୍ଚିବାରୁ ତାଟି କବାଟ ଦେଉଅଛ କିଳି

ସତେ କି ନିମନ୍ତ୍ରଣ କରିବା

କଥା ଗଲ ତୁମେ ଭୁଲି!!

 

ଅନ୍ୟାୟ ଅନୀତି ନୃଶଂସତା ମୋ ପାଇଁ ନିମନ୍ତ୍ରଣ

ସବୁ ବୁଝି ଅବୁଝା ନ ହୁଅ ହେ ମନୁଷ୍ୟ ଗଣ

 

ଲୋଭ କର ପରିହାର ଅଳ୍ପ ରେ ସନ୍ତୁଷ୍ଟ ହୁଅ

ସାରା ଜଗତବାସୀଙ୍କୁ ଖୁସି ରେ ରହିବାକୁ ଦିଅ

 

ମୁଁ ରାକ୍ଷସ କୁ ଯଦି ତୁମେ ମାରି ପାରିବ

ସୁଖ ଶାନ୍ତି ଆନନ୍ଦ ରେ ପୃଥିବୀ ଟି ହସିବ

 

ମୁଁ ସବୁ ଠାରୁ ବଡ ଆଉ କେହି ନୁହେଁ କିଛି

ଏପରି ଭାବନା ମନୁ ଶିଘ୍ର ଦିଅ ପୋଛି

 

ନିମନ୍ତ୍ରଣ ନ ପାଇଲେ ରହିବି ମୁଁ ଦୂରେ

ଈଶ୍ୱର ଙ୍କ ଆସ୍ଥା ନେଇ ରୁହ ତୁମେ ଖୁସି ରେ

 

ମିଛ ମୁହିଁ କହୁନାହିଁ ଖାଉଅଛି ରାଣ

ସତ୍ ପଥରେ ଚାଲ ସର୍ବେ ପାଇବ ପ୍ରମାଣ

➿➿➿➿➿

ପ୍ରଜ୍ଞାମୟୀ ଶ୍ରୀମତୀ ମମତା ଶତପଥୀ 

 758 total views,  2 views today

7 thoughts on “*ବିତ୍ପାତ – ପ୍ରଜ୍ଞାମୟୀ ଶ୍ରୀମତୀ ମମତା ଶତପଥୀ*

  1. Thanks on your marvelous posting! I actually enjoyed reading it, you
    happen to be a great author.I will ensure that I bookmark your blog
    and will often come back someday. I want to encourage you continue your great job, have a nice day!

  2. Hello there, I think your blog may be having browser compatibility issues.

    Whenever I take a look at your website in Safari, it looks fine however when opening in IE, it has some overlapping issues.
    I just wanted to give you a quick heads up! Other than that, excellent blog!

  3. What’s Going down i’m new to this, I stumbled upon this I
    have found It absolutely useful and it has aided me out
    loads. I hope to contribute & assist different users like its aided me.
    Great job.

Leave a Reply

Your email address will not be published. Required fields are marked *