May 03, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Apr
2022
2

*ଡିବିରି–ଜଗନ୍ନାଥ ଚୌଧୁରୀ*

ଡିବିରି:   -ସେଦିନ ଅ….ଆ….ଇ… ଈ….ଏହି ଶବ୍ଦରେ କମ୍ପି ଉଠୁଥାଏ ବିଦ୍ୟାଳୟ ପରିସର l ମୁଁ ନେଇଥିବା ଚକ୍ ଖଡ଼ିକୁ ଦୁଇଖଣ୍ଡ କରି ରାଣୀ ଆଉ ମୁଁ ଏହି ଚାରୋଟି ଅକ୍ଷର ବାରମ୍ବାର ଘୋଷୁଥାଉ ସିଲଟରେ l ବିଜୁଳି ଚାଲିଗଲା ତେଣୁ ଆମେ ନେଇଥିବା ଡିବିରି କୁ ଜାଳି ପୁଣି ମାତିଗଲୁ ଅ.. ଆ…ଘୋଷାରେ l ରାଜୁ ଆମ

Loading

Apr
2022
2

*ଡିବିରି–ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ*

#ଡିବିରି ସନ୍ଧ୍ୟା ସମୟ, ଘର ସାଜସଜ୍ଜାରେ ବ୍ୟସ୍ତ ଥିଲେ ଚାନ୍ଦିନୀ ମ୍ୟାଡ଼ାମ | ହଠାତ ଖାକି ପୋଷାକରେ ଥିବା ପ୍ରୀତମ ବାବୁ ଘର ଭିତରକୁ ପଶିଯାଇ ଚାନ୍ଦିନୀଙ୍କ ଶାଢ଼ୀ କାନିକୁ ଧରି ପକେଇଲେ | ଚାନ୍ଦିନୀ ପଛକୁ ବୁଲିଯାଇ ଟିକେ ରାଗିକି କହିଲା, ” ମୁଁ ଜାଣିଥିଲି ତମେ ହିଁ ଆସିଥିବ, ଇଏ ସବୁ କି ଦୁଷ୍ଟାମୀ କରୁଛ

Loading

Apr
2022
2

*ଡିବିରି–ସୌମ୍ୟା ପ୍ରିୟଦର୍ଶିନୀ*

ଶୀର୍ଷକ – ଡିବିରି ସ୍ମୃତିର ପୃଷ୍ଠା ସବୁକୁ ଖେଳେଇ ବସିଲେ କୋଉ ଗୋଟେ ପୃଷ୍ଠା ଭିତରେ କିଛି ଛୋଟ ଛୋଟ ନିର୍ଜୀବ ଇତିହାସ ସହ ବେଳେ ବେଳେ ଭେଟ ହୋଇଯାଏ। ଯେଉଁ ଇତିହାସ ଗୁଡିକ ସ୍ମୃତିଟିଏ ହୋଇଗଲା ପରେ ଆଉ ନିର୍ଜୀବ ପରି ଲାଗନ୍ତି ନାହିଁ । କାରଣ ସେମାନଙ୍କ ସହ ଯୋଡି ହୋଇଯାଏ ଅଭୁଲା ମୁହୂର୍ତ୍ତ, ଅଭୁଲା

Loading

Apr
2022
2

*ଡିବିରି–ତପସ୍ୱିନୀ ଜେନା*

ଅଣୁ ଗଳ୍ପ – ଡିବିରି **************** ରାତିର ଅନ୍ଧାର ବଢ଼ି ବଢ଼ି ଯାଉଥାଏ। ଝାଟିମାଟିର କାନ୍ଥକୁ ଡେରି ହୋଇ ଖଣ୍ଡିଏ ବହିଧରି ମୁନା ପାଠ ପଢୁଥାଏ। ମନରେ ଅନେକ ଆଶା ଓ ଆକାଂକ୍ଷା ଉଙ୍କି ମାରୁଥାଏ। ବଡ଼ ହେଲେ ଜଣେ ସଚ୍ଚୋଟ ପୋଲିସ ଅଫିସର ହୋଇ ନିଜ ଗ୍ରାମ ଓ ଦେଶର ରକ୍ଷା ପାଇଁ ଲଢ଼ିବ। ଏମିତି ଅନେକ

Loading

Apr
2022
2

*ଡିବିରି–ରିନା ପରିଡା*

ଡିବିରି ବାପା! ବାପା! ଆଇ କହୁଥିଲା, ତୁମ ସମୟରେ କରେଣ୍ଟ ବ୍ୟବସ୍ଥା ନଥିଲା କେବଳ ବତୀଟିଏ କାଁ ଭାଁ କିଛି ଲୋକଙ୍କ ପାଖରେ ଥିଲା | ସେକାଳରେ କରେଣ୍ଟ ବ୍ୟବସ୍ଥା ନଥିଲା ତେଣୁ କିଛି ଲୋକ ବତୀର ସାହାଯ୍ୟ ନେଉଥିଲେ କିନ୍ତୁ ବାପା, ମୁଁ ଜେଜେମାଙ୍କ ଠାରୁ ଶୁଣିଥିଲି ଜେଜେବାପାଙ୍କ ଅମଳ ବହୁତ ଗରୀବ ଥିଲେ ତେଣୁ ତୁମ

Loading

Apr
2022
2

*ଡିବିରି–ପ୍ରିୟଦର୍ଶିନୀ ମହାପାତ୍ର*

ଡିବିରି _________ “କୁନାବୋଉ ! ଆରେ ଏ କୁନାବୋଉ, ପାଇଲ ନା ନାହିଁ ବା ?” “ଆହେ, ଖୋଜୁଛି ପରା, ଟିକେ ରୁହ ।” “ଆରେ ଟିକେ ଝଅଟ ଖୋଜ, ତେଣେ ବେଳ ଗଡ଼ିଯିବ, ମୁଁ ଭାଗବତ ପଢ଼ିବି କେମିତି ? ତା ପରେ ପୁଣି ସାହୁକାରଙ୍କ ଘରକୁ ଯିବି, ବାବୁ ପରା ଡକେଇଛନ୍ତି ।” “ତମେ ତ

Loading

Mar
2022
30

*ଡିବିରି – ମମତା ବାରିକ*

#ଡିବିରି✍ ମମତା ବାରିକ 🍁🍁🍁🍁🍁 ସହରାଞ୍ଚଳ ରାତି ଏଗାରଟା ପାଖାପାଖି ହେବ।ନିସ୍ତବ୍ଧ ରାତ୍ରୀ,ବସନ୍ତର ମୃଦୁମଳୟ,ଉଷୁମ୍ ଶରୀରରେ ରାହା ପୂରାଇ ଦେଉଛି।କେତେ ଲୋକ ତାଙ୍କ କର୍ମ ସ୍ଥଳୀରୁ ଫେରୁଥାନ୍ତି ସେମାନଙ୍କ ଗାଡି ଲାଇଟ୍ ଫୋକସ୍ ପଡି ରାସ୍ତା ରଙ୍ଗୀନ୍ ଶାଢୀ ପିନ୍ଧିଲା ପରି ଚକ୍ ମକ୍ କରୁଥାଏ।ହେଲେ ହଠାତ୍ ଅତି ଦ୍ରୁତ ବେଗରେ ଫରେଷ୍ଟ ବ୍ଲୁ କଲର୍ ର ଏକ

Loading

Mar
2022
12

*ସାହିତ୍ୟ ଜଗତରେ ନାରୀ ର ସ୍ଥାନ – ପବିତ୍ର ବେହେରା*

ସାହିତ୍ୟ ଜଗତରେ ନାରୀ ର ସ୍ଥାନ ପବିତ୍ର ବେହେରା   ବିସୃଷ୍ଟୋ ସୃଷ୍ଟି ରୂପା ତ୍ଵଂ ସ୍ଥିତି ରୂପା ବିଚ୍ ପାଳନେ, ତଥା ସଂହୃତି ରୂପାନ୍ତେ ଜଗତୋତସ୍ୟ ଜଗନ୍ମୟୀ । ହେ ଜଗନ୍ମୟୀ ନାରୀ ! ତୁମେ ଜଗତର ସୃଷ୍ଟି ଉଦ୍ଧେଶ୍ୟରେ ରଜଗୁଣ ସଂପନ୍ନା ସୃଷ୍ଟିରୂପା, ପାଳନ ଉଦ୍ଦେଶ୍ୟରେ ସତ୍ତଗୁଣା ସଂପନ୍ନା ସ୍ଥିତିରୂପା ଏବଂ କଳ୍ପାନ୍ତ କାଳରେ ତମୋଗୁଣ

Loading

Mar
2022
10

*ଚିତ୍ର ଓ ଚରିତ୍ର–ସଙ୍ଘମିତ୍ରା ନାୟକ*

💝◆●◆◆◆●◆●◆●◆●◆●◆●◆◆◆◆◆◆◆◆◆◆   ଚିତ୍ର ଓ ଚରିତ୍ର*** **************** ସଙ୍ଘମିତ୍ରା ନାୟକ ****”******”*** ଜଣେ ସୁନାମଧନ୍ୟ ଚିତ୍ରକାର। ବୟସ ତାଙ୍କର ମଧ୍ୟମ ହେବ। ଖବ୍ ସୁନ୍ଦର ଚିତ୍ର ଆଙ୍କନ୍ତି, ତୁଳୀ ଓ ରଙ୍ଗ ସାହାଯ୍ୟରେ ଏମିତି ଛବିଗଡ଼ିକୁ ଜୀବନ୍ତ କରନ୍ତି, ଦେଖିଲେ ଆଖି ଲାଖି ରହିଯାଏ, ପାହାଡ଼/ଝରଣା/ଜଙ୍ଗଲ ଏମିତି କେତେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସନ୍ଦର ଭାବେ ଉପସ୍ଥାପନା କରନ୍ତି। ଏମିତି

Loading

Mar
2022
8

*ରଫଖାତା–ଚିନ୍ମୟୀ ମହାପାତ୍ର*

ରଫଖାତା ******** ସବୁଗୁଡାକ ବିକ୍ରିହେବ ଆଜ୍ଞା ! ହଁ… କାଗଜବିକାଳି ବୋଧେ ଏତେଗୁଡିଏ ଖାତା, ବହି, ଖବରକାଗଜ ଦେଖି ଓଜନ କରିବାକୁ କୁଣ୍ଠା ପ୍ରକାଶ କରୁଥିଲା l ରତ୍ନା ତା ମନ କଥା ବୁଝିପାରିବା ଭଳି କହିଲା, ” ମଉସା, ସବୁ ବହି, ଖାତା ଓଜନ କଲାବେଳକୁ ଅଧିକ ସମୟ ଲାଗିବ, ମୋର ବି କଲେଜ ଯିବାର ଅଛି,

Loading

Mar
2022
8

*ରଫ୍ ଖାତା–ପ୍ରିୟଦର୍ଶିନୀ ମହାପାତ୍ର*

ରଫ୍ ଖାତା ************ “ଏଇ, କଣ କରୁଛ ଯେ ସେତେବେଳୁ ? ନନା, ବୋଉ, ଦାଦା, ଖୁଡ଼ୀ ସମସ୍ତେ ତମକୁ ଖୋଜୁଛନ୍ତି, ଯାଅ ତାଙ୍କ ସହ ଦେଖା କର, ଟିକେ କଥା ହୁଅ । ବାହାଘରର ଏତେ ଦିନ ପରେ ଆମେ ଆଜି ଆସିଛେ । ତମେ ଏଇ ଦାଣ୍ଡଘରଟାରେ ଅଟକି ଯାଇ ସେ ବହି ଥାକଟା ପାଖରେ

Loading

Mar
2022
8

*ରଫଖାତା–ମଞ୍ଜୁ ରାଣୀ ବେହେରା*

*ରଫଖାତା* କେତେ ବର୍ଷ ପରେ ସନାତନ ବାବୁ ଆଜି ଗାଁକୁ ଫେରିଛନ୍ତି। ନିଜ ଅନିଚ୍ଛା ସତ୍ତ୍ବେ ମଧ୍ୟ ଧର୍ମପତ୍ନୀ ବୀଣାଦେବୀଙ୍କ ପରାମର୍ଶ କ୍ରମେ ସେ ଆସିଛନ୍ତି ନିଜ ପୈତୃକ ସଂପତ୍ତି ରୂପକ ଚାରିବଖରା ଘରକୁ ଆଉ କାହା ହାତରେ ସମର୍ପିବାକୁ। ନିଜର ପିଲାଦିନ, ବୋଉର ସ୍ନେହବୋଲା ପଣତଠୁ ବାପାଙ୍କ ନାଲି ଆଖି ପର୍ଯ୍ୟନ୍ତ ସବୁ ସ୍ମୃତି ସମାଧିସ୍ଥ ଏଇ

Loading

Mar
2022
8

*ରଫଖାତା–ଭାରତୀ ପଣ୍ଡା*

ରଫଖାତା‘ ମାନସିକ ହସ୍ପିଟାଲର ଏକ ନଂ ୱାର୍ଡ ୧୪ ନଂ ବେଡରେ ପଡି ଛଟପଟ ହେଉଥାନ୍ତି ସୁମତୀ ଦେବୀ। ବିକ୍ରୁତ ମସ୍ତିଷ୍କ ରେ ଏଣୁ ତେଣୁ ଗୀତ ଗୁଡିକ ବାହାରି ପଡୁଥାଏ ତାଙ୍କ ପାଟିରୁ। ଚାରିଜଣ ୱାର୍ଡ ବଏ ତାଙ୍କୁ ଜୋର୍ କରି ଟାଣି ନେଉଥିଲେ ଗୋଟିଏ ରୁମ୍ କୁ। ଖଟରେ ସମଗ୍ର ଶରୀରକୁ ବାନ୍ଧି ଦେଇ କରେଣ୍ଟ

Loading

Mar
2022
8

*ରଫଖାତା–ପ୍ରିୟବ୍ରତ ପରିଡ଼ା*

ରଫଖାତା °°°°°°°°°° ସେଦିନ ବହିଥାକ ସଜାଡୁ ସଜାଡୁ ନଜରରେ ଆସିଲା ମୋ ଅତିପ୍ରିୟ ରଫଖାତାଟି,ଯାହା ଭିତରେ ମୁଁ ସୂତ୍ର ଲେଖି ଖୋଜିପାଉଥିଲି ଗାଣିତିକ ସମସ୍ୟାର ସମାଧାନ l ଖାତାରେ ଆଗ ପୃଷ୍ଠାରେ ମୋ ନାଁ ଆଉ ପଛ ପୃଷ୍ଠାରେ ଉପାସନା ପାଇଁ କିଛି ଓଡ଼ିଆ ଶାୟରୀ ଓ ତା ନାଁ’ର କିଛି ରୂପାଙ୍କନ l ଖାତାର ମଝିରେ ସାଇତି

Loading

Mar
2022
8

*ରଫ୍ ଖାତା–ସୁଦ୍ରୁମା ପଣ୍ଡା*

*ରଫ୍ ଖାତା* ଭୋର୍ ଚାରିଟାରେ ମୋବାଇଲ୍ ଆଲାରାମ୍ ବାଜି ଉଠିଲା । ଧଡ୍ କରି ଖଟ ଉପରେ ଉଠି ବସିଲେ ସୁରମା । ଏଇ ନିତିଦିନିଆ ଅଭ୍ୟାସ ତାଙ୍କର । ଚାରିଟା ରୁ ଉଠି ବାସି ଘର ଓଳେଇବା ପରେ ଗାଧୁଆ ପାଇଁ ସଜବାଜ । ବାଥ୍ ରୁମକୁ ଯିବା ଆଗରୁ ଦେଖିବେ ଆଜି କାହାର କ’ଣ ଧୁଆ

Loading

Mar
2022
8

*ରଫ୍ ଖାତା–ଜିନାତମାମ୍ ଦର୍ଜୀ*

ରଫ୍ ଖାତା (ବାସ୍ତବ ଜୀବନର କରୁଣ କାହାଣୀ ଟିଏ ) —————————————————————- ହଇଜାରେ ବାପା ମାଆ ଗଲା ପରେ ସାନଭାଇ ମଂଗୁଳୁ ର ସମସ୍ତ ଦାଇତ୍ବ ଓ ଘରଟା ଯାକର କାମ ଏଗାର ବାର ବର୍ଷର ପାର ତୁଲେଇ ନିଏ।ବାଡିର ସଜନା ଶାଗ ଓ ପଖାଳ ଦିଇଟା ତାଙ୍କର ନିତି ଦିନିଆ ଖାଦ୍ୟ।ଆଇଁସ କେବେ ପାଟିରେ ବାଜିଥିଲା ଛୁଆ

Loading

Mar
2022
8

*ରଫ୍ ଖାତା–ଅର୍ଚ୍ଚନା ତ୍ରିପାଠୀ*

( ରଫ୍ ଖାତା ) ରମା ଦିଦି..ରମା ଦିଦି…ଶ୍ଯାମାକୁ ଚାରିଆଡ଼େ ଖୋଜିଲୁ । କିନ୍ତୁ କୋଉଠି ପାଇଲୁନି । ବ୍ଯସ୍ତ ହୋଇ ପଡିଲେ ରମା ଦିଦି । ବାହାରି ଗଲେ ଶ୍ଯାମାର ରୁମ୍ କୁ । କାଳେ କିଛି ସନ୍ଧାନ ମିଳିବ … ରମା ଦିଦି ଓରଫ୍ ରମାଦେଈ ଦାସ୍ ଥିଲେ ସ୍ନିଗ୍ଧଛାୟା ଅନାଥାଶ୍ରମର ପରିଚାଳିକା । ସ୍ବଭାବରେ

Loading

Mar
2022
7

*ବରହୀ କୋଷରୁ ଜନ୍ମ ଭଞ୍ଜ ବଂଶ–ପବିତ୍ର ବେହେରା(ବାହାଲପୁର)*

  “”ବରହୀ କୋଷରୁ ଜନ୍ମ ଭଞ୍ଜ ବଂଶ“” କାଳିଦାସ କମନୀୟ କବିତ୍ଵର ରମଣୀୟ ଭଙ୍ଗୀରେ କହିଛନ୍ତି- “””ହରିର୍ଯଥୈକଃ ପୁରୁଷୋତ୍ତମଃ ସ୍ମୃତଃ ମହେଶ୍ଵର ସ୍ତ୍ର୍ୟମ୍ଭକ ଏବ ନାପରଃ ତଥା ବିଦୁର୍ମାଂ ମୁନୟଃ ଶତକ୍ରତୁଂ ଦ୍ବିତୀୟଗାମୀ ନହି ଶବ୍ଦ ଏଷ ନଃ।”” “ହରି” ଶବ୍ଦର ଅନେକ ଅର୍ଥ ଅଛି । କିନ୍ତୁ ‘ହରି’ ଶବ୍ଦ ଶୁଣିବା ମାତ୍ରେ ମନକୁ କେବଳ ଭଗବାନ

Loading

Feb
2022
24

*ବନ୍ଧୁ–ସୁଭଦ୍ରା ପଟ୍ଟାୟତ*

                 ବନ୍ଧୁ  ~~~~~~~~~~~~~~~~ ଅଜୟ ଓ ଶୁଭ ଦୁଇ ବନ୍ଧୁ । ବହୁତ ବର୍ଷ ପରେ ହଠାତ୍ ଦେଖା ହୁଏ । ଦୁଇ ଜଣ ପରସ୍ପରକୁ ଦେଖି ଖୁସି ହୁଅନ୍ତି । ପରେ ଦୁଇଜଣଙ୍କ ଭିତରେ ବାର୍ତ୍ତାଳାପ ଆରମ୍ଭ କରନ୍ତି । ଶୁଭ: ତୁମେ ଭଲ ଅଛ ନା……

Loading

Feb
2022
23

*କୁହ କେଉଁ ନାମଦେବି ଏଇ ସମ୍ପର୍କର–ସୁଭଦ୍ରା ପଟ୍ଟାୟତ*

କୁହ କେଉଁ ନାମଦେବି ଏଇ ସମ୍ପର୍କର ~~~~~~~~~~~~~~~~~ ବହୁତ ଅଜବ ଥିଲା ସେ । ଅଜବ ଥିଲା ତା’ର ବ୍ୟବହାର । କୁହୁ ଠାରୁ ବାସ୍ ୨ – ୩ ବର୍ଷର ବଡ଼ ହେବ । କୁହୁ କୁ ଜଣା ନାହିଁ ସେ କିଏ, କୋଉଁଠି ତା’ ଘର । ବାସ୍ ଆସିଥିଲା ଜୀବନକୁ ତା’ ସାଥୀ ହେଇ

Loading