April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Apr
2022
22

*ଲେନି ମାଡାମଙ୍କ ଫୁଲଗଛ — ଜନ୍ମଜୟ ନାୟକ*

ଗପର ନାମ ଲେନି ମାଡାମଙ୍କ ଫୁଲଗଛ       ବୟସର ଅପରାହ୍ଣରେ ଉପନୀତ ଲେନି ମ୍ୟାଡାମ ଇତି ମଧ୍ୟରେ ଚାକିରୀରୁ ଅବସର ନେବାର ଛଅ ମାସ ବିତିଗଲାଣି । ସ୍କୁଲ ଘଣ୍ଟିର ପ୍ରତିଧ୍ୱନି ଆଉ କର୍ଣ୍ଣ ଯୁଗଳର ସ୍ପର୍ଶ କରୁନି । କୋମଳ ମତି ଶିଶୁଗଣଙ୍କ ଦୁଷ୍ଟାମି ମଧ୍ୟ ତାଙ୍କ ଆଖିରେ ପଡୁନି l ପ୍ରତି ମୁହୂର୍ତ୍ତରେ

Loading

Apr
2022
22

*ଜୋକର — ଜନ୍ମଜୟ ନାୟକ*

#ଜୋକର   ନିଜ ମନର କୋହକୁ କବର ଦେଇ ସମସ୍ତଙ୍କୁ ହସ ବାଣ୍ଟୁଥିବା ଲୋକର ଦୁଃଖର ପରିଧି ମାପିବା ଦୁନିଆର ସବୁଠାରୁ ଜଟିଳ କାର୍ଯ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯନ୍ତ୍ରଣାର ଜତୁଶାଳରେ ଅହରହ କଷଣର ବ୍ୟାକରଣ ଘୋଷୁଥିବା ମଣିଷ ବି ଏ ସଂସାରରୂପୀ ରଂଗମଞ୍ଚରେ ମିଛଅଭିନୟ କରେ ଜୋକର ପରି। ସମସ୍ତଙ୍କୁ ଖୁସିର ଉପହାର ଦେଇ ପରିହାସର

Loading

Apr
2022
21

*ସୁପ୍ତପ୍ରତିଭା — ନୀହାରିକା ପଣ୍ଡା*

*ସୁପ୍ତପ୍ରତିଭା*   ବିଧିର ବିଧାନ ବଡ ବିଚିତ୍ର।ବିଚିତ୍ର ସେ ସ୍ରଷ୍ଟା ,ବୈଚିତ୍ର୍ୟମୟ ତାଙ୍କର ହସ୍ତର ପ୍ରତିଟି ଚିତ୍ରିତ ସୁନ୍ଦର ସୃଷ୍ଟି ।ଶିଶୁଠାରୁ ଆରମ୍ଭ କରି ଶିଳାରେ, ଶୈବାଳରେ, ଶିଳ୍ପରେ ,ସନ୍ଧାନରେ,ସନ୍ଦେଶରେ ,ଶିକ୍ଷାରେ,ଦୀକ୍ଷାରେ ସବୁଠି ଭରିରହିଛି ସୁପ୍ତ ପ୍ରତିଭା।ଯାହାର ଆଉ ଗୋଟିଏ ପରିଭାଷା ହେଉଛି ଅନ୍ତର୍ନିହିତ ଅସୀମ ସମ୍ଭାବନା । ସୂକ୍ଷ୍ମଦୃଷ୍ଟିରେ ନିରୀକ୍ଷଣ କଲେ କିଏ ନାଚରେ ତ,କିଏ ଗୀତରେ,କିଏ

Loading

Apr
2022
20

*ଗଛ ପ୍ରତି କୁନାର ପ୍ରେମ — ରିନା ପରିଡା*

ଗଛ ପ୍ରତି କୁନାର ପ୍ରେମ…               କୁନା ଗଛ ଲଗାଇବାକୁ ବହୁତ ଭଲପାଏ |କେବଳ ଗଛ ଲଗାଇ ତାର ଯତ୍ନ ନ ନେଲେ ଗଛ କେବେ ବଢିପାରେନା ବୋଲି ସେ କହେ | ତେଣୁ ପ୍ରତିଦିନ ସେ ଗଛ ର ଯତ୍ନ ନିଏ | ଆବଶ୍ୟକ ପରିମାଣ ର ଖତ

Loading

Apr
2022
19

*ବାପା କାନ୍ଦନ୍ତି — ଜିତେନ୍ଦ୍ର ଗିରି*

ବାପା କାନ୍ଦନ୍ତି   (ଏହା ସମ୍ପୂର୍ଣ୍ଣ କାଳ୍ପନିକ କାହାଣୀ ଟିଏ)   ବୋଉ କହେ ମୁଁ ଯେବେ ମେଡ଼ିକାଲ ରେ ଜନ୍ମହେଲି ସେଦିନ ପ୍ରଥମ କରି ମୋ ବାପା କାନ୍ଦିଥିଲେ କିନ୍ତୁ ଖୁବ୍ ଖୁସିରେ ମୁଁ ପୁଅ ବୋଲି । ଚାରି କି ପାଞ୍ଚ ବର୍ଷ ବୟସରେ ଗୋଟିଏ ଟୀକା ନେବାକୁ ପଡ଼େ ଯାହା ସେଦିନ ମୁଁ ନେଇଥିଲି

Loading

Apr
2022
18

*ଟୋପାଏ ସିନ୍ଦୂର–ଜନ୍ମଜୟ ନାୟକ*

– ଟୋପାଏ ସିନ୍ଦୂର ହଁ ସକାଳଟିଏ ଆସିଛି , ରାତିର କାଳିଅନ୍ଧାକାରର ବକ୍ଷରୁ ମୁକ୍ତି ପାଇ ସିନ୍ଦୂରା ଫାଟି ପୂରୁବ ଦିଗରୁ ସୁନେଲି ମୁରୁଜ ବୁଣିହେଇପଡୁଛି। ସୋରିଷଫୁଲର ହଳଦିଆ କ୍ଷେତରୁ ଭିଜାମାଟିର ବାସ୍ନା ନେଇଆସୁଛି ସୁଲୁସୁଲିଆ ବାଆ। ଦେବାଦେବୀଙ୍କ ଚରଣାବିନ୍ଦରେ ସ୍ଥାନପାଇବାକୁ ପ୍ରତୀକ୍ଷାରତ ସୁବାସିତ ପୁଷ୍ପମାନେ ଫୁଲମାଉସୀର ଚାଙ୍ଗୁଡିରେ ମୁରୁକି ହସୁଛନ୍ତି । ଚଷାଭାଇଟି ଶଗଡରେ ବସି କାଶିଆ

Loading

Apr
2022
13

*ହଁ ! ମୁଁ ଯୋଦ୍ଧା–ସୁଭଦ୍ରା ପଟ୍ଟାୟତ*

*ହଁ ! ମୁଁ ଯୋଦ୍ଧା* ହଁ ମୁଁ ଯୋଦ୍ଧା । ନୂଆ ନୂଆ ରଣ ଭୂମିରେ ପାଦ ଥାପିଛି । ଏ ଯୁଦ୍ଧରେ ଶତୃ କ୍ଷକ୍ତାକ୍ତ ହେବ ସିନା ରକ୍ତାକ୍ତ ହେବନାହିଁ । ଏ ଯୁଦ୍ଧ ଖଡ୍ଗର ନୁହେଁ ଏ ଯୁଦ୍ଧ କଲମର । ଏ ଯୁଦ୍ଧର ଉଦ୍ଦେଶ୍ୟ କୋଉଁ ରାଜ୍ୟ ଜୟ କରିବା ନୁହେଁ କି କୌଣସି

Loading

Apr
2022
13

“କିଛି ଦୃଦୟର ଭାବନା –ତପନ କୁମାର ସ୍ୱାଇଁ*

🌹“କିଛି ଦୃଦୟର ଭାବନା”🌹 ମୁଁ ପ୍ରଶ୍ନ ତ ପଚାରିନି ….. ହେଲେ କାହିଁକି ଉତ୍ତର ଅପେକ୍ଷାରେ ଅଛି ??? ତୁମେ କିଛି କହୁନ କେବଳ ନେତ୍ରରେ ଫୁଟୁଛି ଫୁଲ ମୋର ହୃଦୟର କୋଣ ଅନୁକୋଣରେ ତୁମର ସେଇ ଚିତ୍ର ଛବି ନୀଳ ଉର୍ମି ପରି ଭାସମାନ ହେଉଛି।ଯେତେ ବେଳେ ପଲକ ଆରାମ କରିଥାଏ।ମୁଁ ପଲକ ଉଠାଏ ଯେବେ ତୁମେ

Loading

Apr
2022
12

*ସେବିକା–ସୁଭଦ୍ରା ସିଂହ*

-:ସେବିକା :- ********** ସୁନ୍ଦର ଏକ ଅପରାହ୍ନ ର ସୂର୍ଯ୍ୟାସ୍ତ କୁ ଉପଭୋଗ କରୁଥାଏ ମୁଁ | ଅଚିରାତ କର୍ଣ୍ଣ ପଟ୍ଟ କୁ ସ୍ପର୍ଶ କରିଲା ମୋ ମା ର ସ୍ନେହଭରା ଡାକ -“ଆରେ ମା ‘ଲକ୍ଷ୍ମୀ ର ଫୋନ ଆସିଛି |” ‘ଲଷ୍ମୀ ‘ମୋ ସାନ ମାଉସୀ ଙ୍କ ଝିଅ, ସ୍ୱାସ୍ଥ୍ୟକର୍ମୀ ଭାବେ ରାଜଧାନୀର ଏକ ସ୍ୱାସ୍ଥ୍ୟ

Loading

Apr
2022
12

*ବିଷାଦୀ ସନ୍ଧ୍ୟା ର ଉପହାର–ସୁଭଦ୍ରା ସିଂହ*

-: ବିଷାଦୀ ସନ୍ଧ୍ୟା ର ଉପହାର :- ************************ ଧରିତ୍ରୀ ମାଆ ର ଶୃଙ୍ଗାର କରିବା ଦାୟିତ୍ୱ ନିବହନ କରିଥାନ୍ତି ଋତୁ ଶ୍ରେଷ୍ଠ ବସନ୍ତ। ତାଙ୍କର ପ୍ରଭାବରେ ପ୍ରକୃତି ର ଶୋଭା ରେ ଭରୁଥାଏ ନୂତନତା। ଏହି ଅବସରରେ ପ୍ରାଣୀ ଙ୍କ ମନରେ ମଧ୍ୟ ଫୁଟି ଉଠୁଥାଏ ରୋମାଞ୍ଚ ଭରି ଲାଳସା, ପ୍ରକୃତି ର ନବ କଳେବର କୁ

Loading

Apr
2022
9

*ଅଶୋକାଷ୍ଟମୀ ଓ ରୁକୁଣା ରଥ–ବିଶ୍ୱେଶ୍ୱର ମାଝୀ*

ଅଶୋକାଷ୍ଟମୀ ଓ ରୁକୁଣା ରଥ #ବିଶ୍ୱେଶ୍ୱର ମାଝୀ ବୌଦ୍ଧ ଧର୍ମର ଦନ୍ତ ଯାତ୍ରା ଛାୟାରେ ଓଡିଶାର ତିନି ପ୍ରମୁଖ ପୀଠ ଯଥା ଶଙ୍ଖ କ୍ଷେତ୍ର ଶ୍ରୀପୁରୁଷୋତ୍ତମ, ଚକ୍ର କ୍ଷେତ୍ର ମନ୍ଦିରମାଳିନୀ ଭୁବନେଶ୍ବର ଓ ଗଦା କ୍ଷେତ୍ର ବିରଜା ପୀଠରେ ପ୍ରତିବର୍ଷ ମହା ଆଡମ୍ବରରେ ରଥ ଯାତ୍ରା ଆୟୋଜନ ହୁଏ। ପୁରୀରେ ଆଷାଢ ଶୁକ୍ଳ ଦ୍ବିତୀୟା ତିଥି, ଯାଜପୁରରେ ଦଶହରା

Loading

Apr
2022
8

*ମା ଓ ମାଟି–ଜିତେନ୍ଦ୍ର ଗିରି*

ଗଳ୍ପ – ମା ଓ ମାଟି କେଉଁ ରାଜଉଆସ ଠାରୁ କମ୍ ନୁହେଁ ତାର କୋଳ ! ମାସ ମାସ ବର୍ଷ ବର୍ଷ ଧରି ସୋଇଛି ମୁଁ ତାର ସେଇ ସ୍ଵର୍ଣମହଲ ସଦୃଶ କୋଳରେ।ଅଭୟ ବର ସବୁକୁ ଦାନ କରୁଥିବା ତାର ସେଇ ହାତ ଟା ଯେତେବେଳେ ସେ ମୋ ଶୂନ୍ୟ କପାଳରେ ଥୋଇଦିଏ ସେତେବେଳେ ଏ ସାରା

Loading

Apr
2022
3

*ବାପାଙ୍କ ସାଇକେଲ–ଜିତେନ୍ଦ୍ର ଗିରି*

 ବାପାଙ୍କ ସାଇକେଲ ବାପା – ତୁ ବା କେମିତି ଜାଣିବୁ ଏଇ ସାଇକେଲ ତ ବୋଉ ଆଉ ମୋର ସ୍ୱପ୍ନର ସାଥି? ହୁଁ ତୁ ଯେତେବେଳେ ଛ ମାସର ହେଇଥାଉ ସେତେବେଳେ ତ ବୋଉ ଆଉ ମୁଁ ତତେ ନେଇ ଅନେକ ସ୍ୱପ୍ନ ଦେଖୁ ଆଉ ତାକୁ ପୂରଣ କରିବା ଲକ୍ଷ୍ୟରେ ଏଇ ସାଇକେଲ ଟି କିଣିଥାଏ ମୁଁ

Loading

Apr
2022
2

*ଡିବିରି–ସନ୍ଧ୍ୟାରାଣୀ ଦାଶ(କୋରାପୁଟ)*

#ଡିବିରି ଡିବିରି ସନ୍ଧ୍ୟାରାଣୀ ଦାଶ, କୋରାପୁଟ _______ ଆଜି ସକାଳୁ ବହୁତ ବ୍ୟସ୍ତ ଥିଲା ରୀନା ।ଝିଅ ତା’ର ପ୍ରଥମ ଥର ହଷ୍ଟେଲ ଯିବ। ସେଥିପାଇଁ ତାକୁ ସବୁ ସଜାଡିବାକୁ ପଡୁଛି ଛୋଟରୁ ଛୋଟ ଜିନିଷ। ମନଟା ତା’ର ଭାରି ଭାରି ହେଇ ଯାଇଥିଲା ଏକଦମ୍।ଆଷାଢ଼ର ବର୍ଷା ବୁନ୍ଦା ଭଳି ବଡ଼ ବଡ଼ ଵରକୋଳିଆ ଟୋପା ଯେମିତି ଆଖି

Loading

Apr
2022
2

*ଡିବିରି–ସ୍ୱାଗତିକା ବେହେରା*

#ଡିବିରି ମନୁଆଟା ବାପ ଛେଉଣ୍ଡ।ବଡ଼ ଘର ପିଲା ହିଁ କୁଆଡେ ଅଧିକ ପଢନ୍ତି ଏତିକି ମନୁଆ ବୋଉ କହେ,ହେଲେ ସେ କିଛି ବୁଝେନି।ପାଠ ପଢିବା ହିଁ ତା’ର ଏକମାତ୍ର ଉଦ୍ଦେଶ୍ୟ। ତା ବୋଉ ପର ଘର ପାଇଟି କରିବାକୁ ଗଲାବେଳେ ମନୁଆ କହି ଦିଏ,”ବୋଉ ଲୋ ବୋଉ!!ଆସିଲା ବେଳେ ଭାତ ମାଗି ଆଣି ମାଗିବୁନି,ଆଣିବୁ ଖାଲି ଡିବିଏ ତେଲ।ରାତି

Loading

Apr
2022
2

*ଡିବିରି–ପ୍ରୀତିରଞ୍ଜନ ନାୟକ*

##ଡିବିରି## ଡିବି ଡିବି ଡିବି…… ମୁନ୍ଦେ କିରୋସିନି ଗୋଟେ ସଳିତା, ଯେତେ ଜାଳୁଥିବ ବସି ଜାଳୁଥା…. ଆ ମାଉସୀ ଆ ମଉସା ଡିବିରି ପରା ମୋ ବେଉସା। ନିଅ ନିଅ ନିଅ ଭଳିକି ଭଳି ଅନ୍ଧାର ଦୂରିବ ଆଲୋକ ଆସିବ ଅନ୍ଧାର ଫୁଟାଣି ଯିବ ମଉଳି। ଏମିତି ନୂଆ ଶବ୍ଦରେ ଚାକଚକ୍ୟ ଘରେ ବଢ଼ିଥିବା ମୁନା ଆଶ୍ଚର୍ଯ୍ୟ ହୋଇ

Loading

Apr
2022
2

*ଡିବିରି–ସୁଭଦ୍ରା ପଟ୍ଟାୟତ*

#ଡିବିରି ଆଈ – ଆଲ ମା’ ସୀମା ! କୁଆଡ଼େ ଗଲୁ ? ମୋ ଡିବିରିରେ ଟିକିଏ ତେଲ ପୁରେଇ ଦେଲୁ । ମୋର ତ ବୟସ ହେଲାଣି ହାତ ଥରଥର ହେଉଛି । ସୀମା (ନାତୁଣୀ) ଆସି ଆଈ ! ତୁ କାହିଁକି ଏଇ ଅଧାଭଙ୍ଗା ଡିବିରି ପାଇଁ ଏମିତି ହଉଛୁ ? ଏବେ ତ ଏମରଜେନ୍ସି

Loading