ସନେଟ – ପ୍ରେମ — ରିନା ପରିଡ଼ା
ସନେଟ -ପ୍ରେମ ହୃଦ ପ୍ରେମ ସରେ / ପ୍ରେମ ତାମରସ /ପୂର୍ଣ୍ଣ ପୀରତି ରସେ ଢାଳି ଅହରହ /ପ୍ରୀତିର ଫଲଗୁ /ମହମହ ମଧୁ ବାସେ । ପ୍ରେମ ମଧୁବନେ / ହରିତ ବନାନୀ /ଚୀର ସବୁଜିମା ଦିଶେ କାବ୍ୟ ଉପବନେ /କିରତୀ ମଣ୍ଡିତା /ଝଟକେ ଝଲସେ ହସେ । ମନ ମନ୍ଦିରରେ /ପ୍ରୀତି ଆରାଧନା /ସପନ
ସନେଟ -ପ୍ରେମ ହୃଦ ପ୍ରେମ ସରେ / ପ୍ରେମ ତାମରସ /ପୂର୍ଣ୍ଣ ପୀରତି ରସେ ଢାଳି ଅହରହ /ପ୍ରୀତିର ଫଲଗୁ /ମହମହ ମଧୁ ବାସେ । ପ୍ରେମ ମଧୁବନେ / ହରିତ ବନାନୀ /ଚୀର ସବୁଜିମା ଦିଶେ କାବ୍ୟ ଉପବନେ /କିରତୀ ମଣ୍ଡିତା /ଝଟକେ ଝଲସେ ହସେ । ମନ ମନ୍ଦିରରେ /ପ୍ରୀତି ଆରାଧନା /ସପନ
ସନେଟ୍ – ମା’ ଚିର ପୂଜନୀୟା ମମତାମୟୀ ହୃଦେ କର ଅବସ୍ଥାନ, ସର୍ବସଂହା ତୁମେ ଧରିତ୍ରୀ ସମ ଅନ୍ତରୁ ତୁମକୁ ମାନ । ଗଗନ ଭେଦି ଦିଗବଳୟ ଛୁଏଁ ମମତା ବାରି ଧାରା, ବକ୍ଷ ଚିରି ଦେଇ ଅମୃତ ଝରାଏ ମା’ ଆମ ସିଏ ପରା । ବନ୍ଦନୀୟା ସେ ସାରା ବିଶ୍ୱେ ପ୍ରତି ସନ୍ତାନ
ସନେଟ୍ – ଜୀବନ ମରୁ ମରୀଚିକା /ଏ ଜୀବନ ପଥ /ସଂଘର୍ଷର ଯୁଦ୍ଧଭୂମି ସମୁଦ୍ର କୂଳରେ /ବାଲିଘର ଟିଏ /ଢ଼େଉକୁ ନ ପାରେ ଦମି । ଭୟ ବିଭୀଷିକା /ଜୀବନ ଜୀଇଁବା /କରିଦିଏ କ୍ଲାନ୍ତ, ଶ୍ରାନ୍ତ ମୋହ, ମାୟା, ପ୍ରେମେ /ଜର୍ଜରିତ ତନୁ /ଯନ୍ତ୍ରଣା ଜ୍ୱାଳାରେ ହତ । ଅକାତ ପାଣିରେ /ଆହୁଲା ଧରି ମୁଁ
ସନେଟ୍ – କବିତା କବିତା ଗୋ ତୁମେ /ନୀରବ ରାତିରେ / ଜହ୍ନ ରୂପେ ଦେଖା ଦିଅ କବି ଭାବନାରେ / କବି କଳ୍ପନାରେ / ଶବ୍ଦ ପରିଚିତି ଆଙ୍କ ଅଳସୀ ଆଖିରେ / ନିଦ ଭରିଦେଇ / ସପନ ଦେଶରେ ହଜ ପଶ୍ଚିମ ଆକାଶେ / ଲାଲ୍ ରଙ୍ଗ ଭରି / ବିରହୀ କବିଟେ ସାଜ
ବେଳେବେଳେ ଏମିତି ବି ହୁଏ.. ଜୀବନ କେବେ ରଙ୍ଗହୀନ, ତ, କେବେ ସଂଜ୍ଞାହୀନ! କିନ୍ତୁ ଏ ସ°ଜ୍ଞାବିହୀନ ଜୀବନରୁ ଜୀବନ ଜିଇବାର କଳା କୌଶଳ ଅନେକାଂଶରେ ଶିଖାଇଦିଏ, ଦୁଃଖ ସୁଖରେ ବଞ୍ଚିବାର କଳା | ଏଇ ଦୁଃଖ ସୁଖ, ହସ କାନ୍ଦର ପରିସରରେ ସଂଜ୍ଞାବିହୀନ ଜୀବନ ହୁଏ ଆବଦ୍ଧ ! ଅଙ୍ଗେନିଭା କଥା ଓ ଜଞ୍ଜାଳମୟ
ଅଣୁଗଳ୍ପ – “ବଖରାଏ ଘର ” ମନେପଡେ,ସେଇ ଅତୀତ.. ସେଇ ଅବିବେକୀ ମଣିଷର ତାତ୍ସଲ୍ୟ ଭରା ହସ ଏବଂ ମୁଁ ଗରୀବ ବୋଲି ସେ କରୁଥିବା ପରିହାସ ! ସତରେ ଯେମିତି ଗରୀବଙ୍କ ସାମ୍ରାଜ୍ୟ ଆଉ ଧନୀର ସାମ୍ରାଜ୍ୟ ଭିନ୍ନ..! ଭିନ୍ନ ରକ୍ତ ବିନ୍ଦୁ ଆଉ ଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗ | ସେଥିପାଇଁ ବୋଧେ ସେ କରେ
ଶେଷପୃଷ୍ଠା ପିଲାଟି ମା ପେଟରେ ରହିବା ଦିନରୁ ଅହଲ୍ୟା ଆଉ ମୁଁ ତା ‘ପାଈଁ ବହୁତ ସ୍ୱପ୍ନ ଦେଖୁଥିଲୁ | ଯଦି ଝିଅଟିଏ ହୁଏ ଆମ ଘରକୁ ଲକ୍ଷ୍ମୀ ଆସିବେ ଆଉ ପୁଅଟିଏ ହେଲେ ଆମ ଘରକୁ ନଟଖଟିଆ କୁନି କୃଷ୍ଣ ଆସିବେ | ଦିନପରେ ଦିନ ଗଡି ଚାଲିଲା ଦଶମାସ ନବମ ଦିନ ରେ ଅହଲ୍ୟା
ଯଶୋଦାଙ୍କ ଶୋକ କାନ୍ଦି ନନ୍ଦରାଣୀ ବୋଲଇ ବାଣୀ ଛାଡିଗଲୁ କାହିଁ ମୁରଲୀପାଣି ଯେବେ ବିହି ତୋତେ ମୋ କୋଳେ ଦେଲା ଆଣି || କ୍ଷୀରପାନ ଦେଲି ବକ୍ଷ ଚିରି ଦେଇ ତୋ ପାଇଁ ରେ ଜୀବଧନ ଗଲା ଦିନ ଗଲୁ କହି ଆସିବୁ ରହି ତୁ ଚାରିଦିନ || ଘର କଲୁ ଯାଇ ମଥୁରାପୁରେ ତୋ ବିନୁ
ସ୍ୱପ୍ନ ଦେଶ ରାଜକୁମାର ଉଦବିଗ୍ନ ଆଜି ପ୍ରାଣ ମନ ଛନଛନ ରୋମାଞ୍ଚିତ ହୁଏ ତନୁ ଘନଘନ ସପନେ ଦେଖିଣ ନବ ରୂପକାନ୍ତି ତରୁଣ ଆଖି ଦୋଟି ଝଲମଲ ଭରା ଯୌବନ | ଯୌବନ ଜଉଘରେ କାମଶର ନିକ୍ଷେପି ଭାବାନ୍ତର ହୋଇ ଉଠେ ମମ ଚିତ୍ତ ଛବି ଅବ୍ୟକ୍ତ ବିଷାଦେ ମନ ହୁଏ ଘାରି ଚାଞ୍ଚଲ୍ୟତା ଖେଳି
ଗଛ ପ୍ରତି କୁନାର ପ୍ରେମ… କୁନା ଗଛ ଲଗାଇବାକୁ ବହୁତ ଭଲପାଏ |କେବଳ ଗଛ ଲଗାଇ ତାର ଯତ୍ନ ନ ନେଲେ ଗଛ କେବେ ବଢିପାରେନା ବୋଲି ସେ କହେ | ତେଣୁ ପ୍ରତିଦିନ ସେ ଗଛ ର ଯତ୍ନ ନିଏ | ଆବଶ୍ୟକ ପରିମାଣ ର ଖତ
କିଛି ଅନୁଭୂତି ସୂର୍ଯ୍ୟୋଦୟ ପରିବାର ସମ୍ବନ୍ଧରେ ଗଛ ଯେପରି ଟୋପାଏ ପାଣି ବିନା ବଞ୍ଚି ପାରେନି ସେପରି ଟିକିଏ ବିଶ୍ୱାସ ଅଭାବରେ ବଞ୍ଚି ପାରେନି ସମ୍ପର୍କ ଏବଂ ସେହି ସଂପର୍କର ସୂତା ଖିଅ ସେତେବେଳେ ମଜବୁତ ହୁଏ, ଯେତେବେଳେ ସମ୍ପର୍କଟି ସ୍ନେହ, ପ୍ରେମ, ଶ୍ରଦ୍ଧାର ରଜ୍ଜୁରେ ବାନ୍ଧି ହୋଇଥାଏ | ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏକ
ଡିବିରି ବାପା! ବାପା! ଆଇ କହୁଥିଲା, ତୁମ ସମୟରେ କରେଣ୍ଟ ବ୍ୟବସ୍ଥା ନଥିଲା କେବଳ ବତୀଟିଏ କାଁ ଭାଁ କିଛି ଲୋକଙ୍କ ପାଖରେ ଥିଲା | ସେକାଳରେ କରେଣ୍ଟ ବ୍ୟବସ୍ଥା ନଥିଲା ତେଣୁ କିଛି ଲୋକ ବତୀର ସାହାଯ୍ୟ ନେଉଥିଲେ କିନ୍ତୁ ବାପା, ମୁଁ ଜେଜେମାଙ୍କ ଠାରୁ ଶୁଣିଥିଲି ଜେଜେବାପାଙ୍କ ଅମଳ ବହୁତ ଗରୀବ ଥିଲେ ତେଣୁ ତୁମ
*Results Of SLF Literary Youth Icon Contest-2022