April 27, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Sep
2022
29

ଶାରଦୀୟ ଦୁର୍ଗାପୂଜା — ତପସ୍ୱିନୀ ଜେନା

ଶାରଦୀୟ ଦୁର୍ଗାପୂଜା —————- କାଶତଣ୍ଡି ନାଚି ଫୁଲ ଉଡାଉଛି ରହିସେ ନଦୀ ପଠାରେ, ଜଗତ କଲ୍ୟାଣେ ଧରା ଅବତରି ଫୁଟାଇ ହସ ଓଠରେ।   ଅଇରୀ ନାଶନ ବଇରୀ ଦମନ କରୁ ତୁ ନିଜ ଭଙ୍ଗୀରେ, ଦାନବଙ୍କୁ ଦଳି ସନ୍ଥ ସଦା ପାଳି କୀର୍ତ୍ତି ରଖିଛୁ ମହୀରେ।   ନାଚୁଛି ଏ ଧରା ସବୁଜିମା ଭରା ନିରିମଳ ପରିବେଶ,

Loading

Sep
2022
20

ତାଣ୍ଡବ ରଚେ ଅର୍ଣ୍ଣବ — ତପସ୍ୱିନୀ ଜେନା

ତାଣ୍ଡବ ରଚେ ଅର୍ଣ୍ଣବ ———–/——— ତଡ଼ାଗର ତଟେ ଖୋଜିଲି କଇଁକୁ କଇଁର ତ ଦେଖା ନାହିଁ, ଅନୀଳ ପ୍ରବାହେ ପୁରିତ ସର୍ବତ୍ର ପଲ୍ଲବ ଲୁଚିଛି କାହିଁ ?   ଧବଳ କୁମୁଦ ସମ ଭ୍ରମେ ମୁହିଁ ତଡ଼ାଗ ନିକଟେ ଧାଇଁ, ଦେଖିଲି ଶିକାର ଆଶାରେ ଲୟରେ ବକ ବସିଛି ଅନାଇଁ।   ଜଳାର୍ଣ୍ଣବ ଦିଶେ ଧରଣୀର ବକ୍ଷ ଦୁର୍ବାଦଳ

Loading

Sep
2022
17

ଶାନ୍ତିର ସୂର୍ଯ୍ୟ  — ତପସ୍ୱିନୀ ଜେନା

ଶାନ୍ତିର ସୂର୍ଯ୍ୟ ———- ଦିନରାତି କେଁ ଭେଁ, ଖିଟପିଟ ଦ୍ଵନ୍ଦ ଭିତରେ ହରିବାବୁ ଅଣନିଶ୍ୱାସୀ ହୋଇ ପଡୁଥାନ୍ତି।ଶାନ୍ତିରେ ଟିକେ ନିଶ୍ୱାସ ମାରିବା ସମ୍ଭବ ହେଉନଥାଏ।ପରିବାର ରୂପି ବୋଝ ମୁଣ୍ଡ ଉପରେ ଚକାମାରି ବସି ମେରୁଦଣ୍ଡକୁ ଦୋହଲାଇ ଦେଉଛି। ବିନା କର୍ତ୍ତବ୍ୟରେ ଅଧିକାର ସାବ୍ୟସ୍ତ କରୁଛନ୍ତି ତାଙ୍କର ପିଲାମାନେ। ପିଲା କ’ଣ ପ୍ରତ୍ୟେକଙ୍କର ମୁଣ୍ଡକୁ ହାତ ପାଇଲାଣି।ହାତକୁ ଦୁଇହାତ ମଧ୍ୟ

Loading

Aug
2022
22

ଚାଲ ଆମେ ସବୁଜ ବନିବା — ତପସ୍ୱିନୀ ଜେନା

ଚାଲ ଆମେ ସବୁଜ ବନିବା   ଏଇ ପରିବେଶେ ଭରିଦେବା ଆମେ ସବୁଜିମାର ବଳୟ, ରଉଦ୍ର ବଦଳେ ଆମକୁ ଛୁଇଁବ ଅଦିନେ ମଧୁ ମଳୟ।   ବନ ମହୋତ୍ସବ ପାଳିବା ସଭିଏଁ ଦେଇଣ ଆମେ ସ୍ଲୋଗାନ, ଏ ମନ୍ତ୍ର ଗାଇବା ପୁରୁପଲ୍ଲୀ ଯାଏ ବୃକ୍ଷ ହିଁ ଆମ ଜୀବନ।   ସବୁଜ ବଳୟ ସୃଷ୍ଟି କରି ଆମେ “ପ୍ରକୃତିବନ୍ଧୁ”

Loading

Jul
2022
30

ବନ୍ଧୁ ତୁମେ — ତପସ୍ୱିନୀ ଜେନା

ବନ୍ଧୁ ତୁମେ   କାଳର କରାଳ ଗତି ନଦୀର ସ୍ରୋତ ପରି ଆଗକୁ ଆଗକୁ ବହିଚାଲିଥାଏ।ସୁଅ ମୁହଁରେ ପତର ପରି କିଏ କେଉଁଆଡ଼େ ଭାସିଯାଏ ତ କିଏ ଘାଇରେ ପଡ଼ି ଛଟପଟ ହେଉଥାଏ।ସମୟ କାହାପାଇଁ ରାଜଗାଦିର ବ୍ୟବସ୍ଥା କରିଥାଏ ତ କାହା ନିକଟରୁ ଛିଡା ହବାର ସାମର୍ଥ୍ୟ ଛଡାଇ ନେଇଥାଏ। ଦରିଦ୍ର ପଣିଆ ମଣିଷକୁ ଏପରି ରୋଗ ସମ

Loading

Jun
2022
30

ବୁନ୍ଦାଏ ଲୁହ — ତପସ୍ୱିନୀ ଜେନା

ବୁନ୍ଦାଏ ଲୁହ   ପେଟେ ଦେଇ ଓଦାକନା ନିର୍ବିକାରେ ସେଇ ମୁଖେ ଦିଏ ସୁଖେ ଅନ୍ନ କେଉଁଠୁ ଆଣଇ? ଯେତେବେଳେ ଦେଖେ ତା’କୁ ଉଜାଗର ଥାଇ ଦୁଃଖ ଭୋଗି ଆନନ୍ଦେ ସେ ସନ୍ତାନ ପାଳଇ। କୋହକୁ ଅନ୍ତରେ ଚାପି ସେ ସୁଖ ଲଭଇ ବେଦନାକୁ ଚକ୍ଷୁ କୋଣେ ବନ୍ଦୀ ସେ କରଇ।।   ସଂସାରରେ ପରିଚୟ ଯାର ଲାଗି

Loading

Apr
2022
21

*ଈଶ୍ୱରଙ୍କୁ ପ୍ରଶ୍ନ–ତପସ୍ୱିନୀ ଜେନା*

ଈଶ୍ୱରଙ୍କୁ ପ୍ରଶ୍ନ ************** ତୁମ ସାଥେ ଯଦି କେବେ ହୁଏ ଦେଖା ତୁମକୁ ମୁଁ ପଚାରିବି, ଏମିତି କାଇଁ ମୋ ଜୀବନକୁ କଲ ମୋତେ ଥରେ କୁହ ଭାବି। ସପନ ନୟନେ ବାରମ୍ବାର ଆସେ ତା’ଠାରୁ ମୁଁ ରହେ ଦୂରେ, ବାସ୍ତବତା ଜାଳେ ହୃଦୟକୁ ମୋର ଦାରିଦ୍ର୍ୟର ତାଡ଼ନାରେ। ମନେ ଯେବେ ପର ଲାଗେ ଉଡ଼ିବାକୁ ଇଚ୍ଛାକୁ କରେ

Loading

Apr
2022
12

*ମାନସ ପଟର ନାୟିକା — ତପସ୍ୱିନୀ ଜେନା*

*ମାନସ ପଟର ନାୟିକା * —————- ମୁଁ ଅଟେ ନାୟିକା ମାନସ ପଟର ବାସ୍ତବରେ ମୁଁ ଶୂନ୍ୟତା, ଆଖି ମୁଦି ଦେଖ ଅବା ଆଖି ଖୋଲି ନାନା ରଙ୍ଗେ ମୁଁ ସଜ୍ଜିତା। ଛଳଛଳ କଳକଳ ନିନାଦିନୀ ପୟସିନୀ ପରି ଝରି, ତୃଷିତ ଆତ୍ମାକୁ ତୃପ୍ତ କଲାପରି ଅମୃତ ସମ ମୁଁ ବାରି। ରାଜା ଅବା ଯୋଗୀ,ରୋଗୀ ଅବା ଭୋଗି

Loading

Apr
2022
11

*କିଛି କଥା ଥିଲା–ତପସ୍ୱିନୀ ଜେନା*

କିଛି କଥା ଥିଲା ———— କିଛି କଥାଥିଲା କହିବି ତୁମକୁ ହେଲେ ପାରିନାହିଁ କହି, କହିବା ଆଗରୁ ଆଉକା ମନରେ ଘର କରିଗଲ ରହି। ଅନେକ ଥର ମୁଁ ମନରେ ସାହସ ବାନ୍ଧିଛି କହିବା ପାଇଁ, ସକାଳୁ ପ୍ରୟାସ ଜାରି ରଖୁରଖୁ ସଞ୍ଜ କେତେ ଆସେ ନଇଁ। ତୁମ ଭାବନାରେ ମୁଁ ତୁମ ବାନ୍ଧବୀ ଅନ୍ତରଙ୍ଗ ବାଲ୍ୟସାଥି, ମୋ

Loading

Apr
2022
10

*ଅନୁଭୂତିରେ ସୂର୍ଯ୍ୟୋଦୟ ପରିବାର–ତପସ୍ୱିନୀ ଜେନା*

*ଅନୁଭୂତିରେ ସୂର୍ଯ୍ୟୋଦୟ ପରିବାର* ———————– ସାଗର ରୂପୀ ସାହିତ୍ୟରେ ସୂକ୍ଷ୍ମ ଜଳ କଣାଟିଏ ହୋଇ ମନରେ ଅଜସ୍ର ଆଶା,ଆକାଂକ୍ଷା ସହ ସର୍ବଦା ଅଗ୍ରଗାମୀ । ସାହିତ୍ୟ ଜଗତରେ ଜଣେ ନବାଗତା ଭାବେ ପରିଚିତ । ନିଜର ସୃଷ୍ଟିକୁ ବିଛୁରିତ କରିବା ପାଇଁ ସର୍ବଦା ତତ୍ପର ଓ ଉତ୍କଣ୍ଠିତ ମଧ୍ୟ |ଜୀବନ ପ୍ରତି ଗଭୀର ଆଶାବାଦୀ ନିଜର ସୃଷ୍ଟିକୁ ବିଛୁରିତ

Loading

Apr
2022
9

*ଏମିତି ସେ ପ୍ରେମ–ତପସ୍ୱିନୀ ଜେନା*

ଏମିତି ସେ ପ୍ରେମ ★★★★★★★★ ଏମିତି ସେ ପ୍ରେମ ଥିଲା ମାୟା ମରୀଚିକା। ନୀତି ପୁଣି ତୁମ ସାଥେ ହେଉଥିଲା ଦେଖା।। ବୁଝି ତାହା ପାରିଲିନି ମୁଁ ଯେ କେମିତିକା। ବୁଝିଲା ବେଳକୁ ତୁମେ ହୋଇଗଲ ଏକା।। ମନେ ପଡେ ଆଜି ମୋର ସେଇ ପୂର୍ବ କଥା। ତୁମ ସହାୟତା ଓ ମୋ ଦରିଦ୍ର ଅବସ୍ଥା।। ମୋ କଳା

Loading

Apr
2022
8

*ଭାବ ରଙ୍ଗମଞ୍ଚେ ନାୟକ ତୁମେ–ତପସ୍ୱିନୀ ଜେନା*

ଭାବ ରଙ୍ଗମଞ୍ଚେ ନାୟକ ତୁମେ ******************** ହୃଦ ଇଲାକାରେ ଶୁଭେ ତୁମ ନାମ ହରିଛ ସକଳ ଦୁଃଖ, ଭାବ ରଙ୍ଗମଞ୍ଚେ ନାୟକ ଯେ ତୁମେ ଭାବରେ ଭାବିଲେ ସୁଖ। ପ୍ରତ୍ୟୁଷ ପ୍ରଦୋଷ ଅବା ଦିବା ରାତ୍ର ଅନୁଭବେ ତୁମ ସତ୍ତା, ମନରେ ଗୁଞ୍ଜରେ ହରିହରି ନାମ ଭାଙ୍ଗିସବୁ ନିରବତା। ତୁମ ଇଙ୍ଗିତରେ ଚାଲେ ଏ ଶରୀର ମନ ମୋର

Loading

Apr
2022
7

*ଉପହାର–ତପସ୍ୱିନୀ ଜେନା*

*ଉପହାର* ———– ତୁମ ପାଇଁ ମନେ ମୋର ଅନେକ ଆଦର ତୁମେ ମୋର ତ୍ରାଣକର୍ତ୍ତା ପରମ ଈଶ୍ୱର। ତୁମ ପାଦେ ବନ୍ଧା ପଡ଼ିଅଛି ମୋ ଅନ୍ତର ତୁମେ ଅଟ ଅଧୀଶ୍ଵର ସମଗ୍ର ଧରାର। ତୁମ ବିନା ଇଙ୍ଗିତରେ ନହଲେ ପତର କଳିବାକୁ ସାଧ୍ୟ ନାହିଁ ମୁଁ ଛାର କିଙ୍କର। ଯଉବନେ ପ୍ରିୟା ପାଖେ ବ୍ୟକ୍ତକଲି ପ୍ରେମ ପ୍ରୀତି ବଦଳରେ

Loading

Apr
2022
5

*ସ୍ମୃତି ଅଭିଳାଷ–ତପସ୍ୱିନୀ ଜେନା*

ସ୍ମୃତି ଅଭିଳାଷ ————– ମନ କାଗଜରେ ଅଲିଭା କାଳୀରେ ଲେଖିଛି ମୁଁ ତୁମ ସ୍ମୃତି, ହୃଦୟର କେଉଁ ନିଭୃତ କୋଣରେ ରଖିବି ତାକୁ ସାଇତି। ସମୟ ସରିବ ଦିନ ବିତିଯିବ ବର୍ତ୍ତମାନ ହେବ ଇତି, ଜାଣେନା ଭବିଷ୍ୟ କିଅବା ରହିଛି କ’ଣ ଚାହିଁଛି ନିୟତି ? ଏତିକି ମାଗିବି କାଳିଆ ପାଖରେ ଦେଉତା’ କୃପା ବରଷୀ, ଛୋଟିଆ ନାଆ

Loading

Apr
2022
2

*ଡିବିରି–ତପସ୍ୱିନୀ ଜେନା*

ଅଣୁ ଗଳ୍ପ – ଡିବିରି **************** ରାତିର ଅନ୍ଧାର ବଢ଼ି ବଢ଼ି ଯାଉଥାଏ। ଝାଟିମାଟିର କାନ୍ଥକୁ ଡେରି ହୋଇ ଖଣ୍ଡିଏ ବହିଧରି ମୁନା ପାଠ ପଢୁଥାଏ। ମନରେ ଅନେକ ଆଶା ଓ ଆକାଂକ୍ଷା ଉଙ୍କି ମାରୁଥାଏ। ବଡ଼ ହେଲେ ଜଣେ ସଚ୍ଚୋଟ ପୋଲିସ ଅଫିସର ହୋଇ ନିଜ ଗ୍ରାମ ଓ ଦେଶର ରକ୍ଷା ପାଇଁ ଲଢ଼ିବ। ଏମିତି ଅନେକ

Loading

Apr
2022
1

*Results Of SLF Literary Youth Icon Contest-2022*

*Results Of SLF Literary Youth Icon Contest-2022

Loading

Mar
2022
26

*Voice of The Youth and it’s Results-2022*

  *Voice of The Youth and it’s Results-2022*     1- ବିଚିତ୍ରାନନ୍ଦ ଜେନା, ଭଦ୍ରକ –  ( Mark- 80+71=151) *ଉତ୍ତର- ବିଚିତ୍ରାନନ୍ଦ ଜେନା* 2- ଆଦିତ୍ୟ ଅମ୍ଳାନ ପଣ୍ଡା, ସମ୍ବଲପୁର-  ( Mark- 85+76=161) *NOVELTY OF MY LUFIAN–Aadityaamlan Panda* 3- ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ, ଯାଜପୁର-   ( Mark-

Loading

Mar
2022
13

*ଫଗୁ ଅଭିର–ତପସ୍ୱିନୀ ଜେନା*

ଫଗୁ ଅଭିର ———— ପ୍ରୀତି ସରାଗରେ ଫଗୁ ଅଭିରରେ ଖେଳିବ କହ୍ନେଇ ହୋଲି, ଦୋଳ ଗୋବିନ୍ଦ ସେ ଦୋଳ ବିମାନରେ ଯିବେ ପୁରପଲ୍ଲୀ ବୁଲି । କାହ୍ନୁ ସାଥେ ରାଇ ପ୍ରେମ ରଙ୍ଗ ନେଇ ରଚିବେ ବସନ୍ତ ରାସ, ଅମୃତର ବର୍ଷା ଧରା ବକ୍ଷେ ହେବ ପୁଣି ଏତ ମଧୁମାସ। ପ୍ରତିଟି ପ୍ରାଣକୁ ପୁଲକିତ କରି ବହେ ଯମୁନା

Loading

Feb
2022
24

*ଅକ୍ଷର–ତପସ୍ୱିନୀ ଜେନା*

ଅକ୍ଷର ——- ଶୃତି ଶ୍ରବଣରେ ପ୍ରକୃତି ଦୃଶ୍ୟରୁ ଅକ୍ଷର ହୋଇଛି ସୃଷ୍ଟି, କ୍ରମ ବର୍ଦ୍ଧିଷ୍ଣୁଏ ମାନବ ସଭ୍ୟତା ଯା ଉପରେ ଦେଲା ଦୃଷ୍ଟି। ପ୍ରସ୍ତର ଉପରେ ତାମ୍ରଫଳକରେ ସର୍ଜନା କଲେ ଅକ୍ଷର, ଅଜନ୍ତା, ଏଲୋରା,ଧଉଳି ଶରୀରେ ଖୋରାକ ଇତିହାସର। ଅକ୍ଷର ଏମିତି ନିରବ ସ୍ରଷ୍ଟାଟେ ନିରବେ କହଇ କଥା, ବୁଝିଛି ଯେ ନର ମର୍ମଟି ତାହାର ଅତୀତର ଗୁଣ

Loading

Feb
2022
2

*Lets talk with young and dynamic ink slinger Tapaswini Jena ,hails from Jagatsinghpur for SLF Literary Youth Icon Award contest-. 2022*

*Lets talk with young and dynamic ink slinger Tapaswini Jena ,hails from Jagatsinghpur for SLF Literary Youth Icon Award contest-. 2022*   ହେ ପ୍ରିୟ ଯୁବ ପ୍ରତିଭା ତପସ୍ୱିନୀ! ଆପଣଙ୍କୁ ଆମ ସୂର୍ଯ୍ୟୋଦୟ ପରିବାର ପକ୍ଷରୁ ଅଜସ୍ର ସ୍ନେହ ଶ୍ରଦ୍ଧା ଆଉ ସମ୍ମାନ ସହିତ ଅଭିନନ୍ଦନ।   ନାମ –

Loading