Apr
2022
1
*Results Of SLF Literary Youth Icon Contest-2022*
*Results Of SLF Literary Youth Icon Contest-2022
*Results Of SLF Literary Youth Icon Contest-2022
ଏ ମାଟିର ଗର୍ବ ……… ଏ ମାଟିର ଗର୍ବ ଲୋଡା ଅଛି ମୋତେ ପ୍ରାଣବାୟୁ ଚାଲିଯାଉ ଏହି ଘଟେ। ଏ ପ୍ରକୃତି ଦାନ କେତେ ମନଲୋଭା କବିର ଚାତୁର୍ଯ୍ୟ ଦିଏ କେତେ ଶୋଭା। ହୃଦୟକୁ ସ୍ପର୍ଶ ଆଖି ବୁଲି ଦେଖେ ଚାରିଦିଗ ଵୁଲି ଅପରୂପ ଲେଖେ। ଶୋଭା ପାଉଥାଏ କଲମ ହାତରେ ସଜ୍ଜି ଦେଉଥାଏ ପ୍ରକୃତିର ଗାରେ ।
*Lets talk with young poet and writer Trahimam Singh Rout Ray, hails from Nuapada , Odisha for SLF Literary Youth Icon Award contest-. 2022* ନାମ – ତ୍ରାହିମମ୍ ସିଂ ରାଉତ ରାୟ ପିତାଙ୍କ ନାମ- ୰ଶାନ୍ତନୁ କୁମାର ରାଉତ ରାୟ ମାତାଙ୍କ ନାମ-ପରିପ୍ରିୟା ସିଂ ରାଉତ ରାୟ