March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 
Jun
2022
21

ସଜ ସକାଳ–ପ୍ରିୟଦର୍ଶିନୀ ମହାପାତ୍ର

ସଜ ସକାଳ ଉଦିତ ତପନ ଉଷ୍ଣ ଜ୍ୟୋତି ଢାଳେ ରାବନ୍ତି କେତେ ବିହଙ୍ଗ, ପେନ୍ଥା ପେନ୍ଥା ମଧୁମାଳତୀର ବାସେ ବାସ୍ନାୟିତ ଚତୁର୍ଦ୍ଦିଗ । ପ୍ରତିଟି ପଲ୍ଲବେ ନବ ସମ୍ଭାବନା ପୁଷ୍ପ ରୂପେ ପ୍ରସ୍ଫୁଟିତ, ପିପାସୁ ମଧୁପ ମଧୁପାନ ଆଶେ ଉପବନରେ ଭ୍ରମିତ । ପିପୀଲିକାଗଣ ଶୃଙ୍ଖଳା ବାନ୍ଧିଣ ଲକ୍ଷ୍ୟ ପଥେ ଅଗ୍ରସର, ଶିକାରୀ, ଶିକାର, ପଶୁପକ୍ଷୀ, ନର ଯେ

Loading

Apr
2022
11

*କିଛି କଥା ଥିଲା–ପ୍ରିୟଦର୍ଶିନୀ ମହାପାତ୍ର*

କିଛି କଥା ଥିଲା ________________ ହୃଦୟ ନଥିବା ଛାତିରୁ କାହିଁକି ଶୁଣିବାକୁ ଚାହଁ ମୃଦୁ ସ୍ପନ୍ଦନ, ଶ୍ରାବଣର ଧାରା ଝରାଉଥାଏ ଯେ ସେ ନେତ୍ର କି ଦେଖି ପାରେ ସପନ ! ନୀରିହପଣରେ ସର୍ବତ୍ର ଶୋଷିତା କରୁଅଛ କିମ୍ପା ଆଶା ସଞ୍ଚାର, ଯେଉଁ ବିଡ଼ମ୍ବନା କପାଳେ ଲିଖିତ ତୁମେ କି ପାରିବ ପୋଛି ସେ ଗାର । ଖୁସି

Loading

Apr
2022
6

*ଅନୁଭୂତିରେ ସୂର୍ଯ୍ୟୋଦୟ ପରିବାର–ପ୍ରିୟଦର୍ଶିନୀ ମହାପାତ୍ର*

ଅନୁଭୂତିରେ ସୂର୍ଯ୍ୟୋଦୟ ପରିବାର ________________________________ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ (Suryodaya Literary Foundation – SLF) ଏପରି ଏକ ଅନ୍ତର୍ଜାତୀୟ ଅନୁଷ୍ଠାନ ଯାହା ବଣମଲ୍ଲୀ ପରି ଝରି ପଡ଼ୁଥିବା ଅସଂଖ୍ୟ ଯୁବ ପ୍ରତିଭାମାନଙ୍କୁ ମାର୍ଜିତ କରାଇ ବିଶ୍ଵ ଦରବାରରେ ପରିଚିତ କରାଇବାର ମହାନ୍ ଭୂମିକା ଗ୍ରହଣ କରିଛି । ଏହି ପରିପ୍ରେକ୍ଷୀରେ ମୁଁ ଏହି ପରିବାରରେ ସାମିଲ

Loading

Apr
2022
2

*ଡିବିରି–ପ୍ରିୟଦର୍ଶିନୀ ମହାପାତ୍ର*

ଡିବିରି _________ “କୁନାବୋଉ ! ଆରେ ଏ କୁନାବୋଉ, ପାଇଲ ନା ନାହିଁ ବା ?” “ଆହେ, ଖୋଜୁଛି ପରା, ଟିକେ ରୁହ ।” “ଆରେ ଟିକେ ଝଅଟ ଖୋଜ, ତେଣେ ବେଳ ଗଡ଼ିଯିବ, ମୁଁ ଭାଗବତ ପଢ଼ିବି କେମିତି ? ତା ପରେ ପୁଣି ସାହୁକାରଙ୍କ ଘରକୁ ଯିବି, ବାବୁ ପରା ଡକେଇଛନ୍ତି ।” “ତମେ ତ

Loading

Apr
2022
1

*Results Of SLF Literary Youth Icon Contest-2022*

*Results Of SLF Literary Youth Icon Contest-2022

Loading

Mar
2022
26

*Voice of The Youth and it’s Results-2022*

  *Voice of The Youth and it’s Results-2022*     1- ବିଚିତ୍ରାନନ୍ଦ ଜେନା, ଭଦ୍ରକ –  ( Mark- 80+71=151) *ଉତ୍ତର- ବିଚିତ୍ରାନନ୍ଦ ଜେନା* 2- ଆଦିତ୍ୟ ଅମ୍ଳାନ ପଣ୍ଡା, ସମ୍ବଲପୁର-  ( Mark- 85+76=161) *NOVELTY OF MY LUFIAN–Aadityaamlan Panda* 3- ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ, ଯାଜପୁର-   ( Mark-

Loading

Mar
2022
8

*ରଫ୍ ଖାତା–ପ୍ରିୟଦର୍ଶିନୀ ମହାପାତ୍ର*

ରଫ୍ ଖାତା ************ “ଏଇ, କଣ କରୁଛ ଯେ ସେତେବେଳୁ ? ନନା, ବୋଉ, ଦାଦା, ଖୁଡ଼ୀ ସମସ୍ତେ ତମକୁ ଖୋଜୁଛନ୍ତି, ଯାଅ ତାଙ୍କ ସହ ଦେଖା କର, ଟିକେ କଥା ହୁଅ । ବାହାଘରର ଏତେ ଦିନ ପରେ ଆମେ ଆଜି ଆସିଛେ । ତମେ ଏଇ ଦାଣ୍ଡଘରଟାରେ ଅଟକି ଯାଇ ସେ ବହି ଥାକଟା ପାଖରେ

Loading

Mar
2022
8

*Buttons–Priyadarshani Mahapatra*

Buttons ___________ You can connect the two sides of a shirt, Can you join the two parts of my broken heart ? Lining up in a row with tiny plastic body, Tied up with little holes making dress embody. I am feeling

Loading

Mar
2022
8

*ବୋତାମ୍–ପ୍ରିୟଦର୍ଶିନୀ ମହାପାତ୍ର*

ବୋତାମ୍ __________ ତୁମ ଅଲକ୍ଷ୍ୟରେ କିଛି ବୁନ୍ଦା ଭାବପ୍ରବଣତା ଚୋରେଇ ଆଣିଛି ମୁଁ ତୁମ ଛାତି ତଳ ହୃଦୟ ଭିତରୁ ସାଇତି ରଖିଛି ମୋ କୁନି ହୃଦୟରେ, ଭାରି ଭଲ ଲାଗେ ଯେତେବେଳେ ତୁମ କ୍ୟାପ୍ ଆଉ ଟି-ସାର୍ଟ ପିନ୍ଧି ଆଇନା ଆଗରେ ଛିଡ଼ା ହୁଏ ଆଉ ନିଜକୁ ଡାକେ ତୁମ ନାଁ ରେ । ଭାରି ଇଚ୍ଛା

Loading

Mar
2022
1

*କାହିଁକି କରୁଛ ଭୟ–ପ୍ରିୟଦର୍ଶିନୀ ମହାପାତ୍ର*

  କାହିଁକି କରୁଛ ଭୟ ~~~~~~~~~~~~~ କାହିଁକି କରୁଛ ଭୟ, ତୁମ ପାଇଁ ଅଛି ପରମ ପିତାଙ୍କ ଦିବ୍ୟ ଶାଶ୍ୱତ ଆଶ୍ରୟ । କାହିଁକି କରୁଛ ଭୟ ? ନିର୍ଜ୍ଜନ ରାତ୍ରିରେ ହସଇ ଚନ୍ଦ୍ରମା, ତମସାରେ ଢାଳେ ବିମଳ ସୁଷମା । ସେହିପରି ତୁମେ ତମପୂର୍ଣ୍ଣ ପ୍ରାଣେ ସୃଜ ଅଖଣ୍ଡ ପ୍ରତ୍ୟୟ । କାହିଁକି କରୁଛ ଭୟ ?

Loading

Feb
2022
14

*ମୋ ଫୋନ୍–ପ୍ରିୟଦର୍ଶିନୀ ମହାପାତ୍ର*

ମୋ ଫୋନ୍ ************ ସେ ମୋର ସବୁ ସମ୍ପର୍କର ସେତୁବନ୍ଧ ସ୍ମୃତିର ସମ୍ଭାର……. ପୁଣି ଅନୁଭୂତିର ଗନ୍ତାଘର, ମୋର ବର୍ଷ ବର୍ଷର ଅଭିଜ୍ଞତା ତା ମଧ୍ୟେ ସାଇତା । ମୁଁ ବାଟବଣା ହେଲେ ସେ ରାସ୍ତା ଦେଖାଏ ଅଜ୍ଞାତ ତଥ୍ୟ ବି ଯୋଗାଏ, ସୁମେରୁରୁ କୁମେରୁକୁ ସଂଯୋଗ କରେ ସେ ପୃଥିବୀକୁ ‘ବିଶ୍ଵଗ୍ରାମ’ ରେ ପରିଣତ କରେ ସେ

Loading

Feb
2022
5

*ବରଗଛ–ପ୍ରିୟଦର୍ଶିନୀ ମହାପାତ୍ର*

ବରଗଛ ********* ହଠାତ୍ ଚମକି ପଡ଼ିଲି ମୁଁ, ନିଦ ଭାଙ୍ଗିଗଲା ମୋର ଆଉ ସେ ସ୍ବପ୍ନ ବି । ଘଣ୍ଟା ଦେଖେ ତ ଦିନ ୯ ଟା ହେଲାଣି । କାଲି ରାତିରେ କାମ ସାରି ଶୋଇଲା ବେଳକୁ ଏତେ ଡେରି ହୋଇଥିଲା ଯେ ସକାଳ କେତେବେଳେ ହେଲା ସେ କ୍ଲାନ୍ତିରେ ଜାଣି ପାରି ନଥିଲି ମୁଁ ।

Loading

Feb
2022
1

*ଝୁଲା–ପ୍ରିୟଦର୍ଶିନୀ ମହାପାତ୍ର, ଗଞ୍ଜାମ*

ଝୁଲା ****** ପୁରୁଷ, ମହିଳା, କୁନି କୁନି ପିଲା, ସଭିଙ୍କ ଆଦରେ ନାମ ମୋର ଝୁଲା । କିଏ ମୋତେ କାନ୍ଧରେ ପକାଇ ଚାଲେ, କିଏ ପୁଣି ମୋତେ ହାତେ ଧରି ବୁଲେ । ପିଲାଏ ଭରନ୍ତି ମୋ ଭିତରେ ବହି, ଟିଫିନ୍ ବୋତଲ ରଖନ୍ତି ଯେ ତହିଁ । ବାବୁମାନେ ମୋତେ ନିଅନ୍ତି ବଜାର, ଆଣନ୍ତି ପୂରାଇ

Loading

Nov
2021
16

*କାହିଁକି କରୁଛ ଭୟ–ପ୍ରିୟଦର୍ଶିନୀ ମହାପାତ୍ର*

କାହିଁକି କରୁଛ ଭୟ ~~~~~~~~~~~~~ କାହିଁକି କରୁଛ ଭୟ, ତୁମ ପାଇଁ ଅଛି ପରମ ପିତାଙ୍କ ଦିବ୍ୟ ଶାଶ୍ୱତ ଆଶ୍ରୟ । କାହିଁକି କରୁଛ ଭୟ ? ନିର୍ଜ୍ଜନ ରାତ୍ରିରେ ହସଇ ଚନ୍ଦ୍ରମା, ତମସାରେ ଢାଳେ ବିମଳ ସୁଷମା । ସେହିପରି ତୁମେ ତମପୂର୍ଣ୍ଣ ପ୍ରାଣେ ସୃଜ ଅଖଣ୍ଡ ପ୍ରତ୍ୟୟ । କାହିଁକି କରୁଛ ଭୟ ? ସତ୍ୟ

Loading

Nov
2021
16

*ତାରା–ପ୍ରିୟଦର୍ଶିନୀ ମହାପାତ୍ର*

✨ତାରା✨ *************** କୃଷ୍ଣ ନଭେ ସୁଶୋଭିତ ହେ ତାରକାଗଣ, ହୀରକ ଔଜଲ୍ୟ ସତେ କରିଛ ହରଣ । ଦିଶ ଶୁଭ୍ର ପୁଷ୍ପ ସମ, ଅମ୍ବର ଉଦ୍ୟାନେ ଯେହ୍ନେ ଧବଳ କୁସୁମ । ଚନ୍ଦ୍ରମା ଚତୁଃପାର୍ଶ୍ଵରେ ରହିଅଛ ଘେରି, ମୋତି ମୁକୁତା ସମାନ ତୁମ ଶୋଭା ଶିରୀ । ଦିଶ କ୍ଷୁଦ୍ର ବିନ୍ଦୁ ପରି, କିନ୍ତୁ ବିଶାଳ ଆକାର ରହିଅଛ

Loading

Nov
2021
16

*ବିଦ୍ୟା–ପ୍ରିୟଦର୍ଶିନୀ ମହାପାତ୍ର*

ବିଦ୍ୟା ×××××××× ରବିତଳେ ବିଦ୍ୟା ସର୍ବଶ୍ରେୟଦାତ୍ରୀ ସର୍ବାଦୌ ସେ ସମ୍ମାନୀୟା, ବିଦ୍ୱାନ ମନୁଷ୍ୟ ବିଦ୍ୟାର ବଳରେ ଜିଣି ପାରଇ ଦୁନିଆ । ବିଦ୍ୟା ଜଗତରେ ସାର, ଜନ୍ମ ଠାରୁ ମୃତ୍ୟୁ ସାଧନା କଲେ ବି ଅନ୍ତ ହୁଏନା ଯାହାର । ବିଦ୍ୟାଦାନ ଅଟେ ସର୍ବୋତ୍କୃଷ୍ଟ ସେବା ବିଦ୍ୟାଲାଭ ଯେ ସାଧନା, ବିଦ୍ୟାର୍ଥୀ ଜୀବନ ସୁବର୍ଣ୍ଣ ସମୟ ସବୁ ସ୍ୱପ୍ନର

Loading

Nov
2021
16

*ଆଲୋକମୟ ସ୍ପର୍ଶ-ପ୍ରିୟଦର୍ଶିନୀ ମହାପାତ୍ର*

ଆଲୋକମୟ ସ୍ପର୍ଶ ~~~~~~~~~~~~~ ବିବ୍ରତ ବିମର୍ଷ ବିକୃତ ଏ ହୃଦୟ ପରିଧିରେ କାହା ପଦଧ୍ଵନି ଶୁଣି ପଳାୟନ କଲା ମୋ ଆଳସ୍ୟ, ସମ୍ପୂର୍ଣ୍ଣ ଜୀବନ ମୋର ହୋଇଗଲା ସ୍ତବ୍ଧ ସତେ ଅବା ଅଟକିଗଲା ସମୟର ଗତି, ଲୋତକ ଲୁଚାଇ ହସିବାରେ ଅଭ୍ୟସ୍ତ ନେତ୍ରଦ୍ୱୟ ପୁନର୍ବାର ଶିଖିଗଲେ କ୍ରନ୍ଦନ । ଆଳସ୍ୟରେ ଆସକ୍ତ ନୟନ ନିଦ୍ରାକୁ କଲା ବିସ୍ମରଣ, ଜିହ୍ଵା

Loading

Nov
2021
16

*ମୋ ସାଙ୍ଗ–ପ୍ରିୟଦର୍ଶିନୀ ମହାପାତ୍ର*

ମୋ ସାଙ୍ଗ +++++++++++ ଗୋଟିଏ ନୁହେଁ କି ଦୁଇଟି ନୁହେଁ ଅଗଣିତ ସାଙ୍ଗ ଅଛନ୍ତି ମୋର, ସବୁ ସମୟରେ ସାଥେ ରହିଥାନ୍ତି ହୋଇ ନିଜ ଠାରୁ ଅତି ନିଜର । ମୋ ଆଖିରୁ ଲୁହ ଝରିବା ଆଗରୁ ଓଠରେ ଫୁଟାଇ ଦିଅନ୍ତି ହସ, ଯେବେ ଯେବେ ମନ ନିରିବଳ ହୁଏ ଭରିଦେଉଥାନ୍ତି ଶକ୍ତି ସାହସ । ଭୁଲ୍ ରାସ୍ତାରେ

Loading

Nov
2021
16

*ନାରୀର ମହତ୍ତ୍ୱ–ପ୍ରିୟଦର୍ଶିନୀ ମହାପାତ୍ର*

ନାରୀର ମହତ୍ତ୍ୱ ×××××××××××× ଝିଅ ରୂପେ ନାରୀ ଜନ୍ମ ନେଲେ ହୁଏ ଲକ୍ଷ୍ମୀଙ୍କର ଆଗମନ, ଦୁହିତା ସେ ଦୁଇ କୁଳ ପାଇଁ ହିତା ସର୍ବାଗ୍ରେ ତାର ସମ୍ମାନ । ଭଉଣୀ ରୂପରେ ନାରୀଟେ ମନାସେ ଭାଇ, ଭଉଣୀଙ୍କ ସୁଖ, ସହନଶକ୍ତିର ଚଳନ୍ତି ପ୍ରତିମା ପୃଥିବୀର ପ୍ରତିରୂପ । ଉପଭୋଗ୍ୟା ମାଂସପିଣ୍ଡୁଳା ନୁହେଁ ସେ ଧର୍ମପତ୍ନୀ ପୁରୁଷର, ନାରୀ ତ

Loading

Nov
2021
16

*ଭିନ୍ନ ରୂପା–ପ୍ରିୟଦର୍ଶିନୀ ମହାପାତ୍ର*

ଭିନ୍ନ ରୂପା ********* ସ୍ନେହଭରା ମୁଖେ ପ୍ରସ୍ଫୁଟିତ ହେଉ ଦିବ୍ୟ ଆଲୋକର ଜ୍ୟୋତି, ସଭିଙ୍କ ବାଟରେ ଜାଳିବି ଦୀପାଳି ବୁଣିଦେବି ହୀରା ମୋତି । ନୟନଦ୍ୱୟରେ ଦୃଶ୍ୟମାନ ହେଉ ଦୟାଭାବର ଚମକ, ହସ୍ତଦ୍ବୟ ମୋର ହୋଇଯାଉ ପ୍ରଭୁ ତ୍ୟାଗର ନବ ସଙ୍କେତ । ଅଧରେ ମୋହର ଭରୁଥିବି ହସ ହସୁ ଝରୁଥିବ ମଣି, ପୀୟୂଷର ଧାରା ଝରିଗଲା ପରି

Loading