May 29, 2023
11 11 11 AM
ALLUSION OF EVOLUTION – Manoj Kumar Panda 
ALLUSION OF MASOCHISM – Manoj Kumar Panda 
ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ
ମା’ତୁମେ ମମତାର ସାଗର – ଭାସ୍କର ରାଉତ
ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର
ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ
ସମୟ ବଡ଼ ବଳବାନ – ଭାସ୍କର ରାଉତ
ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ
ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ
ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ 
ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ
ଜୀବନ – ନଳିନୀ ପ୍ରଭା ମିଶ୍ର
କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର
ସାଧୁ ସାବଧାନ – ସୌଦାଗର ବିଶ୍ବାଳ
ପ୍ରତୀକ୍ଷାର ତୀରେ – ସୁଜାତା ଦାସ
ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା
ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ
ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି
Latest Post
ALLUSION OF EVOLUTION – Manoj Kumar Panda  ALLUSION OF MASOCHISM – Manoj Kumar Panda  ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ ମା’ତୁମେ ମମତାର ସାଗର – ଭାସ୍କର ରାଉତ ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ ସମୟ ବଡ଼ ବଳବାନ – ଭାସ୍କର ରାଉତ ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ  ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ ଜୀବନ – ନଳିନୀ ପ୍ରଭା ମିଶ୍ର କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର ସାଧୁ ସାବଧାନ – ସୌଦାଗର ବିଶ୍ବାଳ ପ୍ରତୀକ୍ଷାର ତୀରେ – ସୁଜାତା ଦାସ ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି

*ଈଶ୍ୱରଙ୍କୁ ପ୍ରଶ୍ନ–ତପସ୍ୱିନୀ ଜେନା*

ଈଶ୍ୱରଙ୍କୁ ପ୍ରଶ୍ନ
**************
ତୁମ ସାଥେ ଯଦି କେବେ ହୁଏ ଦେଖା
ତୁମକୁ ମୁଁ ପଚାରିବି,
ଏମିତି କାଇଁ ମୋ ଜୀବନକୁ କଲ
ମୋତେ ଥରେ କୁହ ଭାବି।

ସପନ ନୟନେ ବାରମ୍ବାର ଆସେ
ତା’ଠାରୁ ମୁଁ ରହେ ଦୂରେ,
ବାସ୍ତବତା ଜାଳେ ହୃଦୟକୁ ମୋର
ଦାରିଦ୍ର୍ୟର ତାଡ଼ନାରେ।

ମନେ ଯେବେ ପର ଲାଗେ ଉଡ଼ିବାକୁ
ଇଚ୍ଛାକୁ କରେ ବନ୍ଦିନୀ,
ଯୌବନ ଜ୍ୱାଳାକୁ ଦେଇ ଜଳାଞ୍ଜଳି
ସାଜଇ ମୁଁ ତପସ୍ୱିନୀ।

ଦାମ୍ପତ୍ୟ ଜୀବନମୋ ପାଇଁ ମହଙ୍ଗା
ଦୁନିଆ ବଜାରେ ହେଲା,
ସନ୍ତାନ ସୁଖରୁ ଦୂରେ ମୁଁ ରହିଲି
ଅର୍ଥାଭାବେ ଲାଗେ ପାଲା।

ଦିବା ସ୍ବପ୍ନ ଦେଖେ କତରାରେ ପଡ଼ି
ପୀଡ଼ିତ ରୋଗ ଶଯ୍ୟାରେ,
ସପରିବାର ମୋତେ ଆବୋରିଛନ୍ତି
ମରଣ ଶଯ୍ୟା ପାର୍ଶ୍ଵରେ।

ତୁଣ୍ଡେ ଗାଉଛନ୍ତି ଗୀତା ଭାଗବତ
ନିର୍ମାଲ୍ୟ ମୋର ତୁଣ୍ଡରେ,
ଆଖି ମେଲି ଯେବେ ନିଜକୁ ଦେଖିଲି
କେହି ନାହିଁ ମୋ ପାଖରେ।

ବିନା ଅପରାଧେ ଦଣ୍ଡ ମୁଁ ପାଉଛି
କେଉଁ ଭୁଲ ପାଇଁ ମୋର ?
ଏମତି କରିକି ଯଶ ସେ ପାଆନ୍ତି
ଈଶ୍ୱରଙ୍କୁ ପ୍ରଶ୍ନ ମୋର।

କୁହ ହେ ଈଶ୍ୱର ତୁମ ଦରବାରେ
କାହିଁ ଏତେ ଅବିଚାର ?
ଧର୍ଯ୍ୟ ଧରି ଶୁଣ ପଚାରୁଛି ପ୍ରଶ୍ନ
ଦେବାକୁ ହେବ ଉତ୍ତର।

——————–

ତପସ୍ୱିନୀ ଜେନା
କୁଜଙ୍ଗ, ଜଗତସିଂହପୁର

 104 total views,  1 views today

Leave a Reply

Your email address will not be published. Required fields are marked *