April 18, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*କିଛି ଅନୁଭୂତି ସୂର୍ଯ୍ୟୋଦୟ ପରିବାର ସମ୍ବନ୍ଧରେ–ରିନା ପରିଡା*

କିଛି ଅନୁଭୂତି ସୂର୍ଯ୍ୟୋଦୟ ପରିବାର ସମ୍ବନ୍ଧରେ

 

ଗଛ ଯେପରି ଟୋପାଏ ପାଣି ବିନା ବଞ୍ଚି ପାରେନି ସେପରି ଟିକିଏ ବିଶ୍ୱାସ ଅଭାବରେ ବଞ୍ଚି ପାରେନି ସମ୍ପର୍କ ଏବଂ ସେହି ସଂପର୍କର ସୂତା ଖିଅ ସେତେବେଳେ ମଜବୁତ ହୁଏ, ଯେତେବେଳେ ସମ୍ପର୍କଟି ସ୍ନେହ, ପ୍ରେମ, ଶ୍ରଦ୍ଧାର ରଜ୍ଜୁରେ ବାନ୍ଧି ହୋଇଥାଏ |

ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏକ ମହାଦ୍ରୁମ ହେଲେ ସମସ୍ତ ଯୁବ ପ୍ରତିଭା ହେଉଛନ୍ତି ଚାରା ସଦୃଶ | ମହାଦ୍ରୁମର ସୁଶୀତଳ ଛାୟାରେ ଚାରା ଗଛ ଗୁଡିକ ଧୀରେ ଧୀରେ ବିକଶିତ ହୋଇ ଚନ୍ଦନ ଗଛ ପାଲଟନ୍ତି ଏବଂ ନିଜର ସୁବାସରେ ମହକାଇ ଦିଅନ୍ତି ବିଶ୍ୱ ଦରବାରକୁ | ନିଜର ପାରଦର୍ଶିତାକୁ ଅନ୍ତର୍ଜାତୀୟ ସ୍ତରରେ ସୁଗମ ଭାବରେ ଗଢି ନବ ସମ୍ଭାବନାଙ୍କ ପାଇଁ ହୁଅନ୍ତି ଆଦର୍ଶ |

ମୁଁ ଏଇ କିଛି ଦିନ ନୁହେଁ ତ କିଛି ମାସ ହେବ ସୁର୍ଯୋଦୟ ପରିବାରର ଏକ ସଦସ୍ୟା ହୋଇ ପାରିଛି | ପିଲାଟି ଦିନରୁ ମୁଁ ସବୁବେଳେ ଯେ କୌଣସି ପ୍ରତିଯୋଗୀତାରେ ଭାଗ ନେବାକୁ ପସନ୍ଦ କରେ! ପ୍ରତିଲିପି ରେ ଲେଖା ପ୍ରକାଶ କରୁଥିବା ମଧ୍ୟରେ ବାଦଲ ନନ୍ଦ ସାର ମହୋଦୟ କବିତା ରାଣୀ ପତ୍ରିକାର ସମ୍ପାଦକଙ୍କ post ରେ ମାଗାଜିନ ପାଇଁ ବିଜ୍ଞାପନ ଦେଖିଥିଲି ତାପରେ କବିତାରାଣୀ whatsapp ଗ୍ରୁପରେ କିଛି ଦିନ ରହିବା ପରେ ସେଥିରେ ପ୍ରିୟ ମନୋଜ କୁମାର ପଣ୍ଡା, ବଡ଼ ଭାଇ ସୁର୍ଯୋଦୟ ପରିବାରର ମୁଖ୍ୟ slf ର ପ୍ରତିଯୋଗୀତା ପାଇଁ ନୋଟିସ ଗ୍ରୁପ ରେ ପଠାଇଥିଲେ | ମୁଁ slf ପରିବାରକୁ ଆସିବା ପୂର୍ବରୁ slf ଏତେ ବଡ଼ ପ୍ରତିଷ୍ଠାନ ବୋଲି ସମ୍ପୂର୍ଣ୍ଣ
ଅଜ୍ଞ ଥିଲି | slf ର ପ୍ରଥମ ପର୍ଯ୍ୟାୟରେ ସାକ୍ଷାତକାର ଦେଇ ସାରିବା ପରେ ଏତେ ବଡ଼ ପ୍ରତିଷ୍ଠାନ ବୋଲି ଅବଗତ ହେଲି | ସବୁଠୁ ମହାନ କଥା ହେଉଛି ପ୍ରିୟ ମନୋଜ ଭାଇ ସମସ୍ତ ଯୁବ ପ୍ରତିଭାଙ୍କୁ ନିଜର ଭାଇ, ଭଉଣୀ ଭଳି ସବୁବେଳେ ସ୍ନେହ ସହିତ ପରାମର୍ଶ ଏବଂ ଅଧିକ ଆଦର ମଧ୍ୟ କରନ୍ତି ଏହା ଜଣେ ମହାନ ବ୍ୟକ୍ତିତ୍ୱଙ୍କ ପକ୍ଷେ ହିଁ ସମ୍ଭବ | slf ର ସମସ୍ତଙ୍କୁ ମୁଁ ଜାଣି ନାହିଁ ସେଥିପାଇଁ କ୍ଷମା ଚାହୁଁଚି କିନ୍ତୁ ମୋର ମେଣ୍ଟର ରୁକ୍ମଣୀ ସାହୁ ମ୍ୟାମ ଏବଂ ଜିତେନ୍ଦ୍ର ଗିରି sir ମତେ ଆଗକୁ ବଢିବା ପାଇଁ ବହୁତ ପ୍ରେରଣା ଏବଂ ଉତ୍ସାହ ଦେଇଛନ୍ତି ଯାହା ପାଇଁ ଆଜି ମୁଁ କିଛି ବାଟ ଅଗ୍ରସର ହୋଇ ପାରିଛି |

 

ଶେଷରେ ଏତିକି କହିବି ଯେ କୌଣସି ପତ୍ରିକା କିମ୍ବା ପ୍ରତିଷ୍ଠାନ ସର୍ବଦା ଆମ ପରିବାରର ମୁଖ୍ୟ ସମ୍ମାନନୀୟ ମନୋଜ କୁମାର ପଣ୍ଡା ମହଦୋୟଙ୍କ ବ୍ୟକ୍ତିତ୍ୱ ଭଳି ହେବା ଆବଶ୍ୟକ ଯାହା ଦ୍ୱାରା ଗୋଟିଏ ପରିବାର ସଫଳ ହୋଇ ପାରିବ ଏବଂ ଏକ ସ୍ୱତନ୍ତ୍ରତା ହାସଲ କରି ପାରିବ |

ଧନ୍ୟବାଦ
ରିନା ପରିଡା, ଜିଲ୍ଲା -ଖୋର୍ଦ୍ଧା

Loading

2 thoughts on “*କିଛି ଅନୁଭୂତି ସୂର୍ଯ୍ୟୋଦୟ ପରିବାର ସମ୍ବନ୍ଧରେ–ରିନା ପରିଡା*

Leave a Reply

Your email address will not be published. Required fields are marked *