Mar
2022
8
*ରଫଖାତା–ମଞ୍ଜୁ ରାଣୀ ବେହେରା*
*ରଫଖାତା* କେତେ ବର୍ଷ ପରେ ସନାତନ ବାବୁ ଆଜି ଗାଁକୁ ଫେରିଛନ୍ତି। ନିଜ ଅନିଚ୍ଛା ସତ୍ତ୍ବେ ମଧ୍ୟ ଧର୍ମପତ୍ନୀ ବୀଣାଦେବୀଙ୍କ ପରାମର୍ଶ କ୍ରମେ ସେ ଆସିଛନ୍ତି ନିଜ ପୈତୃକ ସଂପତ୍ତି ରୂପକ ଚାରିବଖରା ଘରକୁ ଆଉ କାହା ହାତରେ ସମର୍ପିବାକୁ। ନିଜର ପିଲାଦିନ, ବୋଉର ସ୍ନେହବୋଲା ପଣତଠୁ ବାପାଙ୍କ ନାଲି ଆଖି ପର୍ଯ୍ୟନ୍ତ ସବୁ ସ୍ମୃତି ସମାଧିସ୍ଥ ଏଇ